କନକ ବ୍ୟୁରୋ : ଚିନ୍ତା ବଢାଉଛନ୍ତି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି । ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି, କରୋନାର ମୁକାବିଲା ଲାଗି ଆମେ ସଜାଗ ଅଛୁ । ଏନଫୋର୍ସମେଣ୍ଟକୁ କମିସନରରେଟ ପୁଲିସ ସହ ମିଶି ଆହୁରି ତ୍ୱରାନ୍ୱିତ କରାଯାଇଛି । ନବମ ଏକାଦଶ ଶ୍ରେଣୀ ବାତିଲ ନେଇ ସରକାରଙ୍କ ନିର୍ଦ୍ଦେଶନାମାContinue reading “ଭୁବନେଶ୍ବରରେ ବଢୁଥିବା ସଂକ୍ରମଣ ନେଇ ବିଏମସି କମିଶନରଙ୍କ ସୂଚନା : ପରୀକ୍ଷା ସରିଥିଲେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇବାକୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ”
Author Archives: Raghaba
କରୋନା ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ସାମିଲ ହେବେନାହିଁ ମମତା ବାନାର୍ଜୀ
କନକ ବ୍ୟୁରୋ : ଏବେ ଦେଶରେ କରୋନା ମହାମାରୀ ଭୟାନକ ସୋପାନରେ ପହଂଚି ସାରିଛି । ଏହାକୁ କିଭଳି ରୋକାଯାଇ ପାରିବ ସେନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିବେ । ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲାପନ ବନ୍ଦୋପାଧ୍ୟାୟContinue reading “କରୋନା ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ସାମିଲ ହେବେନାହିଁ ମମତା ବାନାର୍ଜୀ”
ବୟସ ଏକାନବେ ଛୁଇଁଲାଣି, ତଥାପି ଚାକିରି ଛାଡିବାକୁ ଇଚ୍ଛା ନାହିଁ ।
କନକ ବ୍ୟୁରୋ : ସାରା ବିଶ୍ୱରେ ସକ୍ରିୟ ଥିବା ସବୁଠାରୁ ବୟସ୍କ ପୁଲିସ୍ ଅଫିସର ହେଉଛନ୍ତି ଏଲ୍ସି ‘ବକ୍ସଟ୍’ ସ୍ମିଥ୍। ତାଙ୍କ ବୟସ ଏକାନବେ ବର୍ଷ। ସେ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଆରନସାର କାମଡେନ୍ ପୁଲିସ୍ ବିଭାଗରେ କାର୍ଯ୍ୟ କରୁଛନ୍ତି। ବୟସ ବଢ଼ିବା ସହ କ୍ରମଶଃ ନିଜର ଶକ୍ତି ହରାଇଚାଲିଥିବାରୁ ଆଜିକାଲି ଆଉ ତାଙ୍କୁ ଗଳି-କନ୍ଦି ଜଗିବା ଦାୟିତ୍ବ ଦିଆଯାଉନାହିଁ। ସେ ସପ୍ତାହରେ ଚାରି ଦିନ କାର୍ଯ୍ୟାଳୟରେ କାମ କରୁଛନ୍ତି। ଛୟାଳିଶ ବର୍ଷ କାମ କଲା ପରେContinue reading “ବୟସ ଏକାନବେ ଛୁଇଁଲାଣି, ତଥାପି ଚାକିରି ଛାଡିବାକୁ ଇଚ୍ଛା ନାହିଁ ।”
ଚିନ୍ତା ବଢାଉଛି କରୋନାର ଦ୍ୱିତୀୟ ଲହର । କେବଳ ୫ ରାଜ୍ୟରୁ ପାଖା ପାଖି ୮୦ ହଜାର ଶିଶୁ ସଂକ୍ରମିତ
କନକ ବ୍ୟୁରୋ : କରୋନା କବଳରେ ଏବେ ସାରାଦେଶ କବଳିତ ହୋଇସାରିଥିବା ବେଳେ କରୋନାର ଦ୍ୱିତୀୟ ଲହର ଶିଶୁ ମାନଙ୍କ ପାଇଁ କେତେ ଭୟାନକ ତାହା ଏହି ରିପୋର୍ଟରେ ପ୍ରକାଶିତ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଯୁବକ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ତଥ୍ୟ ମୁତାବକ ଦେଶର ୫ ଟି ସର୍ବାଧିକ ସଂକ୍ରମିତ ରାଜ୍ୟରୁ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ୭୯,୬୮୮ ଜଣ ଶିଶୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।Continue reading “ଚିନ୍ତା ବଢାଉଛି କରୋନାର ଦ୍ୱିତୀୟ ଲହର । କେବଳ ୫ ରାଜ୍ୟରୁ ପାଖା ପାଖି ୮୦ ହଜାର ଶିଶୁ ସଂକ୍ରମିତ”
ରାଜ୍ୟରେ ୧ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୮୭୯ ଜଣ ସଂକ୍ରମିତ ଚିହ୍ନଟ ୨୪୬ ସୁସ୍ଥ । ଖୋର୍ଦ୍ଧାରୁ ସର୍ବାଧିକ
କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ସରକାରୀ ସଚେତନତା, କଣ୍ଟେନମେଣ୍ଟ ଜୋନ, ରାତ୍ରୀକାଳୀନ କର୍ଫ୍ୟୁ ଏସବୁ ଭିତରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବା ବେଳେ ୩୬୧ ଲୋକାଲ କେସ ରହିଛି । ଏନେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ଅନୁଗୁଳContinue reading “ରାଜ୍ୟରେ ୧ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୮୭୯ ଜଣ ସଂକ୍ରମିତ ଚିହ୍ନଟ ୨୪୬ ସୁସ୍ଥ । ଖୋର୍ଦ୍ଧାରୁ ସର୍ବାଧିକ”
ଦେଶରେ କରୋନା ମିଟର ଉପରମୁହାଁ : ପୁଣି ଦିନକରେ ୧,୨୬,୭୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮୫ ମୃତ
କନକ ବ୍ୟୁରୋ : ଏପ୍ରିଲରେ କରୋନାର ଉର୍ଦ୍ଧ୍ବଗତି ଜାରି ରହିଛି । ପୁଣି ଦେଶରେ ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ଭିତରେ ସାରା ଦେଶରେ ୧ ଲକ୍ଷ ୨୬ ହଜାର ୭୮୯ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଦୈନିକ ସଂକ୍ରମଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ସେହିପରି ଗତ ୨୪ ଘଂଟା ଭିତରେ ଦେଶରେ ୬୮୫ ଜଣଙ୍କ କରୋନାରେ ମୃତ୍ୟୁContinue reading “ଦେଶରେ କରୋନା ମିଟର ଉପରମୁହାଁ : ପୁଣି ଦିନକରେ ୧,୨୬,୭୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮୫ ମୃତ”
କାୟା ମେଲାଉଛି କରୋନା ସଂକ୍ରମଣ : ସଂକ୍ରମଣ ବୃଦ୍ଧି କାରଣରୁ ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ନ୍ୟୁଜିଲ୍ୟାଣ୍ଡ ପ୍ରବେଶ ମନା
କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଅସ୍ଥାୟୀ ରୂପରେ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି । ନ୍ୟୁଜିଲ୍ୟାଣ୍ଡକୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି । New Zealand PM Jacinda Ardern temporarily suspends entry for all travellers from India, including its own citizens, followingContinue reading “କାୟା ମେଲାଉଛି କରୋନା ସଂକ୍ରମଣ : ସଂକ୍ରମଣ ବୃଦ୍ଧି କାରଣରୁ ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ନ୍ୟୁଜିଲ୍ୟାଣ୍ଡ ପ୍ରବେଶ ମନା”
କୋଟିଆରେ ଫେଲ ମାରିଲା ସରକାରଙ୍କ ସବୁ ସତର୍କତା : ପ୍ରଶାସନର ୧୪୪ ଧାରା ସତ୍ତ୍ବେ ନିର୍ବାଚନ କରୁଛି ଆନ୍ଧ୍ର; ମୁହାଁମୁହିଁ ହେଲେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀ
କନକ ବ୍ୟୁରୋ : ପୁଣି ଜୋରଦାର ହେଲା କୋଟିଆ କଳି । ଫେଲ ମାରିଲା ସରକାରଙ୍କ ସବୁ ସତର୍କତା । ପ୍ରଶାସନର ୧୪୪ ଧାରାକୁ ଖାତିର ନକରି ଭୋଟ ଦେବାକୁ ଗଲେ କୋଟିଆବାସୀ । ଫଳରେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ପକ୍ଷ ଧସ୍ତାଧସ୍ତି ହୋଇଛନ୍ତି । ଆନ୍ଧ୍ର ଅଧିକାରୀ ଓ ଲୋକଙ୍କ ଭିତରେ କଥା କଟାକଟି ବି ଦେଖିବାକୁ ମିଳିଛି । କୋଟିଆ ପଂଚାୟତରContinue reading “କୋଟିଆରେ ଫେଲ ମାରିଲା ସରକାରଙ୍କ ସବୁ ସତର୍କତା : ପ୍ରଶାସନର ୧୪୪ ଧାରା ସତ୍ତ୍ବେ ନିର୍ବାଚନ କରୁଛି ଆନ୍ଧ୍ର; ମୁହାଁମୁହିଁ ହେଲେ ଓଡ଼ିଶା ନେତା ଓ ଆନ୍ଧ୍ର ଅଧିକାରୀ”
ଦେଶରେ କରୋନା ସ୍ଥିତି ସାଘାଂତିକ : ତଥାପି କାଲିଠାରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର
କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ କାଲିଠାରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଆଇଏପିଏଲ ଚତୁର୍ଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଜୈବ ବଳୟ ଭିତରେ ଆୟୋଜନ ହେବ ଏହ ବିଶ୍ୱସ୍ତରୀୟ ଲିଗ ଏବଂ ବିନା ଦର୍ଶକରେ ହେବା ସମ୍ଭାବନା ଅଧିକ । କରୋନା ଜଟିଳContinue reading “ଦେଶରେ କରୋନା ସ୍ଥିତି ସାଘାଂତିକ : ତଥାପି କାଲିଠାରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର”
କରୋନା ଟିକାର ଦ୍ୱିତୀୟ ଡୋଜ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ପୁଡୁଚେରୀର ନର୍ସ ପି ନିବେଦା ଦିଲ୍ଲୀ ଏମ୍ସରେ ମୋଦୀଙ୍କୁ ଦେଲେ ଟିକା
କନକ ବ୍ୟୁରୋ : କରୋନା ବଢ଼ୁଥିବା ମାମଲା ଭିତରେ କୋଭିଡ ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କହିଛନ୍ତି ଭୂତାଣୁକୁ ହରାଇବା ଲାଗି ଟିକାକରଣ ଆମ ପାଖରେ ଏକ ମାତ୍ର ଉପାୟ । #WATCH: Prime Minister Narendra Modi took his second dose of the #COVID19Continue reading “କରୋନା ଟିକାର ଦ୍ୱିତୀୟ ଡୋଜ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ପୁଡୁଚେରୀର ନର୍ସ ପି ନିବେଦା ଦିଲ୍ଲୀ ଏମ୍ସରେ ମୋଦୀଙ୍କୁ ଦେଲେ ଟିକା”