କନକ ବ୍ୟୁରୋ : ଉପକୂଳ ଓଡ଼ିଶାରେ ଗରମ କମ୍ ରହିଛି । ସାମୁଦ୍ରିକ ପ୍ରବାହରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବନି । ତେଣୁ ବଡ଼ ଧରଣର ଆଶ୍ୱସ୍ତି ମିଳିବ ଗ୍ରୀଷ୍ମ କୋପରୁ । ଯଦିଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ଆହୁରି ୨ ଦିନ ତାତି ୪୦ ଡିଗ୍ରୀ ସେଲସିୟସ ଉପରେ ରହିପାରେ ପାରଦ ଆଉ ଅଧିକ ବଢ଼ିବା ସମ୍ଭାବନା ନାହିଁ । ବୁଧବାରା ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ସ୍ଥାନରେ ତାପମାତ୍ରାContinue reading “ସାମୁଦ୍ରିକ ପବନ ପ୍ରବାହରୁ ଆଗାମୀ ସପ୍ତାହେ ଯାଏଁ ଉପକୂଳ ଓଡ଼ିଶାରେ ତାତିରୁ ଆଶ୍ୱସ୍ତି : ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ଆହୁରି ୨ ଦିନ ଅନୁଭୂତ ହେବ ଗରମ”
Author Archives: Raghaba
ତାପଜ ବିଦ୍ୟୁତ କାରଖାନା ଟିଟିପିଏସ ବନ୍ଦ ପ୍ରତିବାଦରେ ଆଜି ତାଳଚେରରେ ବନ୍ଦ ପାଳନ : କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ବନ୍ଦକୁ ସମର୍ଥନ ପାଇଁ ଜନସାଧାରଣକୁ ଅନୁରୋଧ
କନକ ବ୍ୟୁରୋ : ତାପଜ ବିଦ୍ୟୁତ କାରଖାନା ଟିଟିପିଏସ ବନ୍ଦ ପ୍ରତିବାଦରେ ଆଜି ତାଳଚେର ବନ୍ଦ । ଗତକାଲି ଅନୁଗୁଳରେ ୧୨ ଘଂଟିଆ ବନ୍ଦ ପାଳନ କରିଥିଲା ଜିଲ୍ଲା ବିଜେଡି । ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ଲାଗି ଜନସାଧାରଣଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛି କ୍ରିୟାନୁଷ୍ଠାନ କମିଟି । ସେପଟେ ଗତକାଲି ଅନୁଗୁଳ ବନ୍ଦରେ ସାମିଲ ହୋଇନଥିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ ।Continue reading “ତାପଜ ବିଦ୍ୟୁତ କାରଖାନା ଟିଟିପିଏସ ବନ୍ଦ ପ୍ରତିବାଦରେ ଆଜି ତାଳଚେରରେ ବନ୍ଦ ପାଳନ : କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ବନ୍ଦକୁ ସମର୍ଥନ ପାଇଁ ଜନସାଧାରଣକୁ ଅନୁରୋଧ”
ଆଜି କୋଟିଆରେ ଆନ୍ଧ୍ର ନିର୍ବାଚନ : ୨୧ଟି ଗାଁରେ ୧୪୪ ଧାରା ଜାରି କଲେ ଓଡ଼ିଶା ସରକାର
କନକ ବ୍ୟୁରୋ : ଆନ୍ଧ୍ର ହାଇକୋର୍ଟ ଦେଇଥିବା ଆଦେଶକୁ ବଦଳାଇଛନ୍ତି । ପଞ୍ଚାୟତ ନିର୍ବାଚନ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ସବୁଜ ସଂକେତ ଦେଇଛନ୍ତି । ଏହାପରେ କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଗୋଟିଏ ପଟେ ଆନ୍ଧ୍ର ପ୍ରଶାସନ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ଅନ୍ୟପଟେ କୋରାପୁଟ ଜିଲ୍ଲା ପ୍ରଶାସନ ଲାଗୁ କରିଛି ୧୪୪ ଧାରା । ଯାହାକି ପୂରା ନିର୍ବାଚନContinue reading “ଆଜି କୋଟିଆରେ ଆନ୍ଧ୍ର ନିର୍ବାଚନ : ୨୧ଟି ଗାଁରେ ୧୪୪ ଧାରା ଜାରି କଲେ ଓଡ଼ିଶା ସରକାର”
ଏଣିକି କଡ଼ାକଡ଼ି ହେବ କଟକଣା : ନିୟୋଜିତ ହେଲେ ୧୦ କେନ୍ଦ୍ରୀୟ ଟିମ୍, ୨୦ ଅଫିସର
କନକ ବ୍ୟୁରୋ : ରାଜଧାନୀରେ କୋଭିଡ୍ କଟକଣା କଡ଼ାକଡ଼ି କରିଛି କମିସନରେଟ୍ ପୁଲିସ। ଗତକାଲି ମୁଖ୍ୟମନ୍ତ୍ରୀ ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କାରିବା ପରେ ପୁଲିସ ପକ୍ଷରୁ ଚଢ଼ଉ ବ୍ୟାପକ କରାଯାଇଛି। ଆଜି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ କମିସନର ରେଖା ଲୋହାନୀ ଓ ଡିସିପି ଉମାଶଙ୍କର ଦାଶଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସହରସାରା ବୁଲି ସଚେତନ କରାଇଛନ୍ତି। ମାର୍କେଟ୍ ବିଲ୍ଡିଂ ସମେତ ମାଷ୍ଟର କ୍ୟାଣ୍ଟିନ୍, ରେଳଷ୍ଟେସନ, ବିମାନବନ୍ଦର, ବଡ଼ ବଡ଼ ମଲContinue reading “ଏଣିକି କଡ଼ାକଡ଼ି ହେବ କଟକଣା : ନିୟୋଜିତ ହେଲେ ୧୦ କେନ୍ଦ୍ରୀୟ ଟିମ୍, ୨୦ ଅଫିସର”
କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । କୋଭିଡ୍ କେୟାର ସେଂଟରରେ ଆନୁସଙ୍ଗିକ ସୁବିଧା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।
କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ଥିତି ଉପରେ କଡା ନଜର ରଖିଛନ୍ତି ସରକାର । ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନସିପାଲ କମିଶନର, ସିଡିଏମଓଙ୍କୁ କୋଭିଡ୍ କେୟାର ସେଂଟରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । କୋଭିଡ୍ କେୟାର ସେଂଟରରେ ଶଯ୍ୟା ଓ ଆନୁସଙ୍ଗିକ ସୁବିଧା ପ୍ରସ୍ତୁତ କରିବାକୁContinue reading “କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । କୋଭିଡ୍ କେୟାର ସେଂଟରରେ ଆନୁସଙ୍ଗିକ ସୁବିଧା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।”
ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ ।
କନକ ବ୍ୟୁରୋ: ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଜନ୍ କେରି ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଭାରତର ଉର୍ଜା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟରେ ସେ ଆଲୋଚନା କରିଛନ୍ତି । ଏହି ବୈଠକରେ ଭାରତର ବୃହତ ଉର୍ଜା ବଜାରରେ କମ ଅଙ୍ଗାରକାମ୍ଳଯୁକ୍ତ ମାର୍ଗ ସହ ଗ୍ୟାସ, ଅକ୍ଷୟ ଉର୍ଜା, ଜୈବ ଇନ୍ଧନ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ପାଇଁ ଜଡ଼ିତ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୈତିକ ବିକଶିତ କରିବାContinue reading “ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ ।”
ରେମୁଣା ଥାନା ଭିତରେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ । ଥାନାରେ ପଶି ଯୁବକଙ୍କୁ ପିଟିଲେ, ବୃଦ୍ଧ ବାପାଙ୍କୁ ହାଣିଲେ ।
କନକ ବ୍ୟୁରୋ: ଥାନା ଭିତରେ ଅଭିଯୋଗକାରୀଙ୍କୁ ଆକ୍ରମଣ, ଏଭଳି କିଛି ଖବର ଆସିଛିି ରେମୁଣା ଥାନାରୁ । ମନ୍ଦାରପୁର ଓ ନିଆବାଗ ଗାଁର ଗୋଷ୍ଠୀ ସଂଘର୍ଷର ବିସ୍ଫୋରକ ରୂପ ରେମୁଣା ଥାନାରେ ଦେଖିବାକୁ ମିଳିଛି । ଗୋଷ୍ଠୀ ସଂଘର୍ଷ ପରେ ଘର ଭଙ୍ଗାରୁଜାକୁ ନେଇ ଏତଲା ଦେବା ପାଇଁ ଥାନାକୁ ଯାଇଥିଲେ ମନ୍ଦାରପୁରର ଗୋଟିଏ ପରିବାର । ହେଲେ ଖବର ପାଇ ନିଆବାଗର ଶତାଧିକ ଲୋକ ଥାନାକୁ ଆସି ଥାନାରେ ଭଙ୍ଗାରୁଜା କରିବା ସହ ଅଭିଯୋଗକାରୀଙ୍କୁ ଖଣ୍ଡାରେContinue reading “ରେମୁଣା ଥାନା ଭିତରେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ । ଥାନାରେ ପଶି ଯୁବକଙ୍କୁ ପିଟିଲେ, ବୃଦ୍ଧ ବାପାଙ୍କୁ ହାଣିଲେ ।”
ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ । ବିଜେଡିର ମଙ୍ଗ ଧରିବେ ନବୀନ, କରିବେ ଭର୍ଚୁଆଲ ପ୍ରଚାର । ଧର୍ମେନ୍ଦ୍ରଙ୍କ ହାତରେ ରହିବ ବିଜେପିର ପ୍ରଚାର ମଙ୍ଗ ।
କନକ ବ୍ୟୁରୋ: ପିପିଲି ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ରଥୀ ମହାରଥୀ । କାରଣ ଏହି ନିର୍ବାଚନ, ମର୍ଯର୍୍ୟାଦାର ନିର୍ବାଚନ । ଏହା ସରକାର ଗଠନ କିମ୍ବା ସରକାର ଭାଙ୍ଗି ପାରିବ ନାହିଁ, କିନ୍ତୁ ଓଡିଶାର ଜନମତର ଏକ ପ୍ରତିଫଳନ ହେବ ବୋଲି କୁହାଯାଉଛି । ତେଣୁ ନିର୍ବାଚନ ମଇଦାନକୁ ନିଜେ ନବୀନ ପଟ୍ଟନାୟକ ମଧ୍ୟ ଓହ୍ଲାଇବେ । ଅବଶ୍ୟ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ନବୀନ । ପିପିଲି ବିଜେଡିର ଏକ ଗଡ ହୋଇଥିବାରୁ ନବୀନContinue reading “ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ । ବିଜେଡିର ମଙ୍ଗ ଧରିବେ ନବୀନ, କରିବେ ଭର୍ଚୁଆଲ ପ୍ରଚାର । ଧର୍ମେନ୍ଦ୍ରଙ୍କ ହାତରେ ରହିବ ବିଜେପିର ପ୍ରଚାର ମଙ୍ଗ ।”
କୋଟିଆ ଗ୍ରାମପୁଞ୍ଜରେ ୧୪୪ ଧାରା ଜାରି । ପ୍ରତି ଗାଁ ଦାୟିତ୍ୱରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ ।
କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପଟାଙ୍ଗୀ ବ୍ଲକ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି ହୋଇଛି। ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି। ଆସନ୍ତକାଲି ଆନ୍ଧ୍ରପ୍ରଦେଶ ନିର୍ବାଚନ କରୁଥିବାବେଳେ କରୋନା ଏହି ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି। ଆଜି ଜିଲ୍ଲାରେ ୯ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଦୁଇContinue reading “କୋଟିଆ ଗ୍ରାମପୁଞ୍ଜରେ ୧୪୪ ଧାରା ଜାରି । ପ୍ରତି ଗାଁ ଦାୟିତ୍ୱରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ ।”
ଟିକା ନଥିବାରୁ ପ୍ରଭାବିତ ହେଲା ଟିକାକରଣ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ କୋଭିସିଲଡ ଟିକା ଯୋଗାଇବାକୁ ଦାବି ।
କନକ ବ୍ୟୁରୋ: କରୋନା ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ପରେ ଚିଠିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ କେନ୍ଦ୍ର କୋଭିସିଲଡ ଟିକା ଯୋଗାଇ ଦେବାକୁ ଚିଠିରେ ଦାବି କରିଛନ୍ତି ମନ୍ତ୍ରୀ ନବ ଦାସ । ଏଥିସହ ଚିଠିରେ ଆଗକୁ ଲେଖିଛନ୍ତି, ରାଜ୍ୟରେ ଟିକା ଅଭାବରୁ ଟିକାକରଣ ପ୍ରଭାବିତ ହୋଇଛି । ଫଳରେ ଦିନକୁ ଅଢେଇ ଲକ୍ଷ ଟିକାକରଣ ଧାର୍ଯ୍ୟ ପୁରା କରିବା ସମ୍ଭବ ହେଉ ନାହିଁ । ତେଣୁ ଓଡିଶାକୁ ୧୦Continue reading “ଟିକା ନଥିବାରୁ ପ୍ରଭାବିତ ହେଲା ଟିକାକରଣ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ କୋଭିସିଲଡ ଟିକା ଯୋଗାଇବାକୁ ଦାବି ।”