କରୋନାର ଦ୍ୱିତୀୟ ଲହରରେ ଛତିଶଗଡ ସରକାର ଘୋଷଣା କଲେ ପ୍ରଥମ ଲକଡାଉନ୍ । ରାୟପୁରରେ ୧୧ ଦିନିଆ ଲକଡାଉନ୍ ଘୋଷଣା । ସିଲ୍ ହେବ ସବୁ ସୀମା

କନକ ବ୍ୟୁରୋ : ଛତିଶଗଡ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସବୁଠାରୁ ବଡ ସହର କୁହାଯାଉଥିବା ରାୟପୁରରେ ୧୦ ଦିନିଆ ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସୂଚନା ମୁତାବକ ଏହି ଲକଡାଉନ୍ ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ । ରାୟପୁର ଜିଲ୍ଲାପାଳ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରିଦେଇଛନ୍ତି । ପୂର୍ଣ୍ଣ ଲକଡାଉନ ସମୟରେ ଜିଲ୍ଲାରContinue reading “କରୋନାର ଦ୍ୱିତୀୟ ଲହରରେ ଛତିଶଗଡ ସରକାର ଘୋଷଣା କଲେ ପ୍ରଥମ ଲକଡାଉନ୍ । ରାୟପୁରରେ ୧୧ ଦିନିଆ ଲକଡାଉନ୍ ଘୋଷଣା । ସିଲ୍ ହେବ ସବୁ ସୀମା”

ଓଡିଶା ଆଖିରେ ଲୁହ ଆଣିଦେଲା ଛତିଶଗଡ ନରସଂହାର । ନକ୍ସଲ ହମଲାରେ ଓଡିଆ ଯବାନ ସହିଦ ହେବା ପରେ ପରିବାରରୁ ଆସିଲା ଛାତିଥରା ଦୃଶ୍ୟ ।

କନକ ବ୍ୟୁରୋ: ଖାଲି ଖାଲି ହାତ, ଶ୍ରୀହୀନ ସିନ୍ଥି, ସଂସାରଟା ସାରା ଖାଲି ଶୂନ୍ୟତା ହିଁ ଶୂନ୍ୟତା । ତମେ ଗଲା ପରେ ଏ ଲୁହ ଆଖିରେ ରହୁନି । କୋହକୁ ବି ଛାତିରେ ଚପେଇ ହେଉନି । କେମିତି ଚପେଇବି ଯେ, କୁନି କୁନି ପିଲାଗୁଡା ଯେତେବେଳେ ପଚାରୁଛନ୍ତି ବାପା କାହାନ୍ତି ବୋଲି, ସେତେବେଳେ ସେ ନିଷ୍ପାପ ଶିଶୁଙ୍କୁ କି ଉତ୍ତର ଦେବି ? କଣ କହି ବୁଝାଇବି? କହି କି ପାରିବି ତମ ବାପାଙ୍କContinue reading “ଓଡିଶା ଆଖିରେ ଲୁହ ଆଣିଦେଲା ଛତିଶଗଡ ନରସଂହାର । ନକ୍ସଲ ହମଲାରେ ଓଡିଆ ଯବାନ ସହିଦ ହେବା ପରେ ପରିବାରରୁ ଆସିଲା ଛାତିଥରା ଦୃଶ୍ୟ ।”

ନର ପିପାସୁଙ୍କ ନରସଂହାର କାହାଣୀ କହିଲେ ଆହତ ଯବାନ । କେମିତି ଥିଲା ସେଦିନର ଘଟଣା?

କନକ ବ୍ୟୁରୋ: କେମିତି ଥିଲା ସେ ଦିନର ଲୋମ ହର୍ଷଣକାରୀ ଘଟଣା । କେମିତି ମାଓବାଦୀଙ୍କ ଚକ୍ରବ୍ୟୁହରେ ଛନ୍ଦି ହୋଇପଡ଼ିଥିଲେ ଯବାନ । କନକ ନ୍ୟୁଜ କ୍ୟାମରାରେ ଏନକାଉଂଟରର ଭୟବହତାକୁ ବଖାଣିଛନ୍ତି ଆହତ କୋବ୍ରା ଯବାନ ମଦନ ସିଂହ ଓ ଡିଆରଜି ଯବାନ ବଦୃ ପୁନେମ । କୋବ୍ରା ଟିମର ଯବାନ ମଦନ ପାଲ ସିଂ କହିଛନ୍ତି, ଆମେ ଜାଣିଥିଲୁ ସେ ଜାଗାକୁ ଗଲେ କିଛିନା କିଛି ହେବ । ହେଲେ ଆମକୁ ଜଣା ନଥିଲେ ସେଠାରେContinue reading “ନର ପିପାସୁଙ୍କ ନରସଂହାର କାହାଣୀ କହିଲେ ଆହତ ଯବାନ । କେମିତି ଥିଲା ସେଦିନର ଘଟଣା?”

ଆଜି ସଂନ୍ଧ୍ୟା ୭ ଟାରେ ପ୍ରଧାନମନ୍ତ୍ରୀଙ୍କ ବିଶେଷ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ । ଛାତ୍ର ଛାତ୍ରୀ ମାନଙ୍କୁ କହିବେ ପରୀକ୍ଷା ପୂର୍ବରୁ କେମିତି ହେବେ ପ୍ରସ୍ତୁତ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂନ୍ଧ୍ୟା ୭ ଟା ବେଳେ ତାଙ୍କ ବହୁ ଚର୍ଚ୍ଚିତ ବାର୍ଷିକ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ରେ ଛାତ୍ର ଛାତ୍ରୀ, ଅବିଭାବକ ଓ ଶିକ୍ଷକ ମାନଙ୍କ ସହ ଭାବ ବିନିମୟ କରିବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣକୁ ଭର୍ଚୁଆଲ ମାଧ୍ୟମରେ କରାଯିବ ବୋଲି ସୂଚନା ମିଳିଛି । ଏନେଇ ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କିContinue reading “ଆଜି ସଂନ୍ଧ୍ୟା ୭ ଟାରେ ପ୍ରଧାନମନ୍ତ୍ରୀଙ୍କ ବିଶେଷ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ । ଛାତ୍ର ଛାତ୍ରୀ ମାନଙ୍କୁ କହିବେ ପରୀକ୍ଷା ପୂର୍ବରୁ କେମିତି ହେବେ ପ୍ରସ୍ତୁତ”

ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଚିନ୍ତା ବଢାଇଲାଣି ଟିକାର ଅଭାବ । ନାଇଟ କର୍ଫ୍ୟୁ ଓ ମାସ୍କ ଉପରେ ରାଜ୍ୟ ସରକାରଙ୍କ କଠୋର କଟକଣା

ଦିଲ୍ଲୀ ହେଉ ବା ଉତ୍ତରପ୍ରଦେଶ ବା ମହାରାଷ୍ଟ୍ର ସବୁ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ବେଳେ ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବା ନାଇଟ କର୍ଫ୍ୟୁ ଏବେ ଦିଲ୍ଲୀ ଓ ପଞ୍ଜାବରେ ପହଞ୍ଚିଗଲାଣି । ଏହାରି ମଧ୍ୟରେ କିଛି ରାଜ୍ୟ ଟିକାର ଅଭାବକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । କନକ ବ୍ୟୁରୋ : କରୋନା ଭୂତାଣୁର ଲହର ଏବେ ସହରରୁ ସହର ବ୍ୟାପିବାରେ ଲାଗିଛି ।Continue reading “ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଚିନ୍ତା ବଢାଇଲାଣି ଟିକାର ଅଭାବ । ନାଇଟ କର୍ଫ୍ୟୁ ଓ ମାସ୍କ ଉପରେ ରାଜ୍ୟ ସରକାରଙ୍କ କଠୋର କଟକଣା”

ନାବାଳକ ଦାଦନ ଉପରେ ଦଲାଲର ଜୁଲୁମ୍ । କାମ କରିବାକୁ ମନା କରିବାରୁ ପାଇପରେ ମାଡ ମାରିଲା ଶ୍ରମିକ ସର୍ଦ୍ଦାର ।

କନକ ବ୍ୟୁରୋ: ଅନେକ ସମୟରେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇ ହଇରାଣ ହରକତ ହେଉଥିବା ଖବର ଆପଣ ଦେଖିଛନ୍ତି । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ମାନବିକତାକୁ ଲଜ୍ଜା କଲା ଭଳି । ଜଣେ ନାବାଳକ ଦାଦନ ଶ୍ରମିକ ଉପରେ ଠିକାଦାର କେତେ ନିଷ୍ଠୁର ହୋଇପାରେ, କାମ ଆଦାୟ କରିବା ପରେ କେତେ ତଳକୁ ଖସିଯାଇପାରେ । ଭାଇରାଲ ହେଉଥିବା ଭିଡିଓ ଦେଖିଲେ ତାହା ସ୍ପଷ୍ଟ ଜଣାପଡୁଛି ।Continue reading “ନାବାଳକ ଦାଦନ ଉପରେ ଦଲାଲର ଜୁଲୁମ୍ । କାମ କରିବାକୁ ମନା କରିବାରୁ ପାଇପରେ ମାଡ ମାରିଲା ଶ୍ରମିକ ସର୍ଦ୍ଦାର ।”

ସାଇବର ଠକ ଜାଲରେ ଫସିଗଲେ ପଶୁ ଡାକ୍ତର । ଘରେ ଏଟିଏମ୍ ଥିବା ବେଳେ ଗତ ଡିସେମ୍ବରରୁ ଆକାଉଣ୍ଟରୁ ଉଠୁଛି ଟଙ୍କା ।

କନକ ବ୍ୟୁରୋ: ମାତିଛନ୍ତି ସାଇବର ଲୁଟେରା । ସାଇବର ଠକଙ୍କ ଟାଗେର୍ଟର ଶିକାର ହେଲେ ପଶୁ ଡାକ୍ତର । କେନ୍ଦ୍ରାପଡ଼ାର ହୁହୁରିଆ ନୟନ ବିହାରରେ ରହୁଥିବା ପଶୁ ଡାକ୍ତର ଜିତାନ୍ସୁ ଶେଖର ମହାନ୍ତି ଓ ତାଙ୍କ ପତ୍ନୀ ସଂଗୀତା ମହାନ୍ତିଙ୍କ ଆକାଉଂଟରୁ ଗାଏବ ହୋଇଗଲା ୯ଲକ୍ଷ ୬୬ ହଜାର ଟଙ୍କା । ସୂଚନା ମୁତାବକ ଘର କରିବା ପାଇଁ ଦୁହିଁଙ୍କ ଆକାଉଂଟରୁ ଋଣ କରାଯାଇଥିଲା । ଡିସେମ୍ବର ୨୦୨୦ ମସିହାରୁ ଲୁଟେରା ଏହି ଆକାଉଂଟରୁ ଟଙ୍କା ଉଠାଉଥିଲେContinue reading “ସାଇବର ଠକ ଜାଲରେ ଫସିଗଲେ ପଶୁ ଡାକ୍ତର । ଘରେ ଏଟିଏମ୍ ଥିବା ବେଳେ ଗତ ଡିସେମ୍ବରରୁ ଆକାଉଣ୍ଟରୁ ଉଠୁଛି ଟଙ୍କା ।”

ବନ୍ଦ ହେଲା ରାଜଧାନୀର ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଂଟ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସିର କାର୍ଯ୍ୟାନୁଷ୍ଠାନ 

କନକ ବ୍ୟୁରୋ: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଏକ ଶିକ୍ଷାନୁଷ୍ଠାନ ବନ୍ଦ । ରାଜଧାନୀ ଉପକଣ୍ଠ ପଳାସପଲ୍ଲୀରେ ଥିବା ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଂଟକୁ ବନ୍ଦ କରିଛି ବିଏମସି । କୋଭିଡ ଗାଇଡ ଲାଇନକୁ ଅକ୍ସଫୋର୍ଡ ଇଂଜିନିୟରିଂ କଲେଜରେ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛି ଜୋନାଲ ଏନଫୋର୍ସମେଂଟ ଟିମ୍ । ରାଜ୍ୟରେ କରୋନା ବଢୁଥିବା ବେଳେ ଏବେ ପୁଣି ନିୟମ କଡାକଡି କରାଯାଇଛି । ଭୁବନେଶ୍ୱରରେ ଅଧିକ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନାContinue reading “ବନ୍ଦ ହେଲା ରାଜଧାନୀର ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଂଟ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସିର କାର୍ଯ୍ୟାନୁଷ୍ଠାନ “

କରୋନା କଟକଣା ଉଲଙ୍ଘନ ନେଇ ଆକ୍ସନ ମୋଡରେ ସିଏମସି । ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ହସ୍ପିଟାଲରେ ଚଢାଉ

କନକ ବ୍ୟୁରୋ : କଟକ ବଡମେଡିକାଲ ଅଞ୍ଚଳରେ ଆଜି ଚଢାଉ କରିଛି ସିଏମସି ଏନଫୋର୍ସମେଣ୍ଟସ୍କାଡ୍ । ରାଣୀହାଟ ଓ ମଙ୍ଗଳାବାଗ୍ ଅଞ୍ଚଳରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢାଉ କରି ଜରିମାନା କରିଛି । ଏହି ଚଢାଉରେ ସିଏମସି ଏନଫୋର୍ସମେଣ୍ଟର ଅଧିକାରୀ ମାନେ ସାମିଲ ହୋଇଥିବା ବେଳେ ସନ୍ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ୭ ହଜାର ଟଙ୍କା ଜରିମାନା କରାଯାଇଛି । ସେହିଭଳି ଓମ୍ ଶୁଭମ୍ ହସ୍ପିଟାଲ ଉପରେ ଚଢାଉ କରି ୫ ହଜାର ଟଙ୍କାContinue reading “କରୋନା କଟକଣା ଉଲଙ୍ଘନ ନେଇ ଆକ୍ସନ ମୋଡରେ ସିଏମସି । ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ହସ୍ପିଟାଲରେ ଚଢାଉ”

ରାଜଧାନୀର ଭଡା ଘରେ ଗଂଜେଇ ଗୋଦାମ୍ : ବହୁ ପରିମାଣର ଗଂଜେଇ ଜବତ କଲା ସ୍ପେଶାଲ ସ୍କ୍ୱାର୍ଡ; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ରାଜଧାନୀର ଭଡା ଘରେ ଗଂଜେଇ ଗୋଦାମ୍ । ବହୁ ପରିମାଣର ଗଂଜେଇ ଜବତ କଲା ସ୍ପେଶାଲ ସ୍କ୍ୱାର୍ଡ । ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ । ଘଟଣାରେ ୨ ବିହାରୀ ଯୁବକଙ୍କ ମାଷ୍ଟର ମାଇଣ୍ଡ ଥିବା ସୂଚନା । ୫ ଅଭିଯୁକ୍ତ ମଧ୍ୟରେ ଅଛନ୍ତି ୩ଜଣ ମହିଳା । କନ୍ଧମାଳରୁ ଚୋରାରେ ଆଣି ଭୁବନେଶ୍ୱର ଭଡା ଘରେ ଛୋଟ ଛୋଟ ପକେଟ କରି ବାହାର ରାଜ୍ୟକୁ ହେଉଥିଲା ଚାଲଣ । ଘଟଣାରେContinue reading “ରାଜଧାନୀର ଭଡା ଘରେ ଗଂଜେଇ ଗୋଦାମ୍ : ବହୁ ପରିମାଣର ଗଂଜେଇ ଜବତ କଲା ସ୍ପେଶାଲ ସ୍କ୍ୱାର୍ଡ; ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସ”

Design a site like this with WordPress.com
Get started