ଦ୍ୱିତୀୟ ଲହରରେ କେମିତି ଦ୍ରୁତ ଗତିରେ ବଢୁଛି କରୋନା ? ଜାଣନ୍ତୁ ୫ ଦିନରେ କେମିତି କାୟା ମେଲାଉଛି କରୋନା ?

କନକ ବ୍ୟୁରୋ : ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି କରୋନା ଆରମ୍ଭ ହେବା ଦିନଠାରୁ କୌଣସି ଗୋଟିଏ ଦିନରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ୫ ଅପ୍ରେଲରେ ସର୍ବାଧିକ ୧ ଲକ୍ଷ ୩ହଜାର ୫୫୮ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଆଜି କରୋନା ଯୋଗୁଁ ୬୩୦ଜଣଙ୍କରContinue reading “ଦ୍ୱିତୀୟ ଲହରରେ କେମିତି ଦ୍ରୁତ ଗତିରେ ବଢୁଛି କରୋନା ? ଜାଣନ୍ତୁ ୫ ଦିନରେ କେମିତି କାୟା ମେଲାଉଛି କରୋନା ?”

ଦିଲ୍ଲୀ ପରେ ପଞ୍ଜାବ ସରକାର ରାଜ୍ୟରେ ଲଗାଇଲେ ନାଇଟ୍ କର୍ଫ୍ୟୁ । ଏପ୍ରିଲ ୩୦ ପର୍ଯ୍ୟନ୍ତ ଦୈନିକ ୮ ଘଂଟା ପାଇଁ କଟକଣା

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଗତ ୨୪ ଘଂଟା ମଧ୍ୟରେ ଏକ ଲକ୍ଷ ପାର କରିଛି । ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ରସରକାର ରାଜ୍ୟ ମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଦିଲ୍ଲୀ ପରେ ପଞ୍ଜାବ ସରକାର ରାଜ୍ୟରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି କଟକଣା ଦୈନିକ ୮ ଘଂଟା ପାଇଁ ଲାଗୁ କରାଯିବ ବୋଲି କୁହାଯାଇଛି । ଏହା ରାତିContinue reading “ଦିଲ୍ଲୀ ପରେ ପଞ୍ଜାବ ସରକାର ରାଜ୍ୟରେ ଲଗାଇଲେ ନାଇଟ୍ କର୍ଫ୍ୟୁ । ଏପ୍ରିଲ ୩୦ ପର୍ଯ୍ୟନ୍ତ ଦୈନିକ ୮ ଘଂଟା ପାଇଁ କଟକଣା”

ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ : ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ହେବ ଏଲଇଡି ବ୍ୟବସ୍ଥା; ୧୩ରେ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ପିପିଲି ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ପ୍ରଚାର କରିବେ । ଏଥିପାଇଁ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଏଲଇଡିର ବ୍ୟବସ୍ଥା ହେବ । କେଉଁ ତାରିଖରେ ପ୍ରଚାର କରିବେ ତାହା ଆଜି ସନ୍ଧ୍ୟାରେ ଚୂଡାନ୍ତ ହେବ । ଏଥିସହ ବିଜେଡି ୩୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଉମାContinue reading “ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ : ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ହେବ ଏଲଇଡି ବ୍ୟବସ୍ଥା; ୧୩ରେ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”

ଦୀର୍ଘଦିନରୁ ନିଖୋଜ ଥିବା ଝିଅକୁ ବୋହୂ ରୂପରେ ପାଇଲା ମା’, ପୁଅ ସହ ବାହାଘର କରିବାକୁ ଦେଲେ ଅନୁମତି

କନକ ବ୍ୟୁରୋ : ଚୀନରୁ ଆସିଥିବା ଏକ ଅଜବ ଖବର ଆପଣଙ୍କୁ ଖୁସି ଦେବ କି ଚିନ୍ତାରେ ପକାଇ ଦେବ ତାହା ଆପଣ ସମ୍ପୂର୍ଣ୍ଣ ଖବର ପଢିସାରିବା ପରେ ଅନୁଭବ କରିବେ । ଏଠାରେ ଏକ ପରିବାରରୁ ଗୋଟିଏ ଝିଅ ଦୀର୍ଘବର୍ଷ ହେବ ନିଖୋଜ ଥିଲା । ଏବେ ସେହି ଝିଅର ମା’ ଜାଣିପାରିଛନ୍ତି କି ତାଙ୍କ ପୁଅ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ଅନ୍ୟ କେହି ନୁହନ୍ତି ବରଂ ତାଙ୍କର ହଜିଯାଇଥିବା ଝିଅ ।Continue reading “ଦୀର୍ଘଦିନରୁ ନିଖୋଜ ଥିବା ଝିଅକୁ ବୋହୂ ରୂପରେ ପାଇଲା ମା’, ପୁଅ ସହ ବାହାଘର କରିବାକୁ ଦେଲେ ଅନୁମତି”

ଆରସିବିକୁ ଦ୍ୱିତୀୟ ଝଟକା: ପାଡିକଲ ପରେ ଡେନିୟଲ ସାମ୍ସ ହେଲେ କରୋନା ଆକ୍ରାନ୍ତ 

କନକ ବ୍ୟୁରୋ: ଆଇପିଏଲକୁ ଆଉ ଗୋଟିଏ ଦିନ ଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଚିନ୍ତା ବଢାଉଛି । ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇଟି ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇ ଏବେ ସଙ୍ଗରୋଧରେ ରହିଛନ୍ତି । ପ୍ରଥମେ ଆରସିବିର ଓପନର ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲ ଚିହ୍ନଟ ହୋଇଥିବା ବେଳେ ଏବେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଡେନିୟଲ ସାମ୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ବାଙ୍ଗାଲୋରContinue reading “ଆରସିବିକୁ ଦ୍ୱିତୀୟ ଝଟକା: ପାଡିକଲ ପରେ ଡେନିୟଲ ସାମ୍ସ ହେଲେ କରୋନା ଆକ୍ରାନ୍ତ “

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ସଂକ୍ରମଣକୁ ଦୃଷ୍ଟିରେ ରଖି ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ । ଏଭଳି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ନବ କହିଛନ୍ତି ଯେ ୧୦ ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯାଉଛି । ସୀମାବର୍ତ୍ତୀ ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳ ଓ ପୁଲିସ ପ୍ରଶାସନକୁ ଆବଶ୍ୟକContinue reading “ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ସଂକ୍ରମଣକୁ ଦୃଷ୍ଟିରେ ରଖି ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ”

ଭିଜିଲାନ୍ସ ଟିମର ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଗିରଫ ବାରଙ୍ଗ ତହସିଲଦାରଙ୍କ ନାଁରେ ମାମଲା ରୁଜୁ ।

କନକ ବ୍ୟୁରୋ: ଇନଫୋସିଟି ଥାନାରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ବିରୋଧରେ ଏତଲା । ଭିଜିଲାନ୍ସ ଟିମରେ ଥିବା ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା, ଆଉ ତଦନ୍ତରେ ସହଯୋଗ ନକରିବାକୁ ନେଇ ଥାନାରେ ମହିଳା ଆଇଆଇସି ଏତଲା ଦେଇଛନ୍ତି । ଆଇପିସି ୩୨୩, ୩୩୨, ୩୫୩, ୩୫୪ରେ ବିଚିତ୍ରାନନ୍ଦ ନାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କଠାରୁ ୧ ଲକ୍ଷContinue reading “ଭିଜିଲାନ୍ସ ଟିମର ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଗିରଫ ବାରଙ୍ଗ ତହସିଲଦାରଙ୍କ ନାଁରେ ମାମଲା ରୁଜୁ ।”

ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ ସଂଖ୍ୟା : ଡିଏମଇଟି କହିଲେ, ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାରେ ଏକମାତ୍ର ମାଧ୍ୟମ

କନକ ବ୍ୟୁରୋ : ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଯାହା ପାଇଁ କିଛି ଜିଲ୍ଲାରେ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ସଂକ୍ରମଣ ରୋକିବାରେ ନାଇଟ କର୍ଫ୍ୟୁ ଏକ ମାଧ୍ୟମ ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ରାତିରେ କ୍ଲବ ଓ ପାର୍ଟିରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି । କିନ୍ତୁ ସଂକ୍ରମଣର ଦ୍ୱିତୀୟ ଲହରି ଆକ୍ରାନ୍ତ ହୋଇଥିବା ସଂକ୍ରମିତଙ୍କ ପାଇଁContinue reading “ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ ସଂଖ୍ୟା : ଡିଏମଇଟି କହିଲେ, ନାଇଟ କର୍ଫ୍ୟୁ ସଂକ୍ରମଣ ରୋକିବାରେ ଏକମାତ୍ର ମାଧ୍ୟମ”

ମାଓ କ୍ୟାମ୍ପରୁ ଆସିଲା ଯବାନ ରାକେଶ୍ୱରଙ୍କ ପ୍ରଥମ ଫଟୋ : ସେନା ପୋଷାକରେ ବସିଛନ୍ତି ରାକେଶ୍ୱର

କନକ ବ୍ୟୁରୋ : ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କ ଆସିଲା ଫଟୋ । ଛତିଶଗଡ ବିଜାପୁରରେ ମାଓବାଦୀଙ୍କ କବଜାରେ ଥିବା କୋବ୍ରା ବାହିନୀର ଯବାନ ରାକେଶୋର ସିଂ ମନହସଙ୍କ ଫଟୋ ପ୍ରଥମ ଥର ପାଇଁ ହସ୍ତଗତ ହୋଇଛି । ଫଟୋରୁ ଜଣାପଡ଼ୁଛି ମାଓବାଦୀଙ୍କ କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି ଯବାନ । ତେବେ ତାଙ୍କୁ ସୁରକ୍ଷିତ ଫେରାଇବା ଲାଗି ମଧ୍ୟସ୍ଥିଙ୍କ ତାଲିକା ପଠାଇବାକୁ ସନ୍ଦେଶ ଦେଇଛନ୍ତି ମାଓାବଦୀ । ଏଥିସହ ୩ ତାରିଖରେ ଯବାନଙ୍କଠାରୁ ଲୁଟିଥିବା ଅସ୍ତ୍ରଶସ୍ତ୍ରର ଫଟୋContinue reading “ମାଓ କ୍ୟାମ୍ପରୁ ଆସିଲା ଯବାନ ରାକେଶ୍ୱରଙ୍କ ପ୍ରଥମ ଫଟୋ : ସେନା ପୋଷାକରେ ବସିଛନ୍ତି ରାକେଶ୍ୱର”

 କରୋନା କଟକଣା: ପୁରା ଝାଡଖଣ୍ଡରେ ୧୪୪ ଧାରା ଲାଗୁକଲା ପ୍ରଶାସନ । ଶିକ୍ଷାନୁଷ୍ଠାନ ବନ୍ଦ

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରା ଝାଡଖଣ୍ଡରେ ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏହା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏଭଳି ଏସଓପି ଜାରି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଆଦେଶକୁContinue reading ” କରୋନା କଟକଣା: ପୁରା ଝାଡଖଣ୍ଡରେ ୧୪୪ ଧାରା ଲାଗୁକଲା ପ୍ରଶାସନ । ଶିକ୍ଷାନୁଷ୍ଠାନ ବନ୍ଦ”

Design a site like this with WordPress.com
Get started