ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡାକଡି ହେଲା କଟକଣା : ଅଧିକ ସଂକ୍ରମିତ ୫ ରାଜ୍ୟରୁ ଆସିଲେ ଦେଖାଇବାକୁ ପଡିବ ଆରଟିପିସିଆର ନେଗେଟିଭ୍ ରିପୋର୍ଟ

କନକ ବ୍ୟୁରୋ : ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଇଲା ପୁରୀ ଜିଲ୍ଲା ପ୍ରଶାସନ । ୫ ସର୍ବାଧିକ ସଂକ୍ରମିତ ରାଜ୍ୟରୁ ଆସିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର , କେରଳ ଓ ପଂଜାବରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ଲାଗୁ ହୋଇଛି । ୭୨ ଘଂଟା ମଧ୍ୟରେ କୋଭିଡ୍ ଟେଷ୍ଟ କରି ରିପୋର୍ଟ ନେଗେଟିଭ୍ ନଥିଲେ, ୭ ଦିନ ସଂଗରୋଧରେ ରହିବାକୁ କୁହାଯାଇଛି । ଏହାବାଦ୍Continue reading “ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡାକଡି ହେଲା କଟକଣା : ଅଧିକ ସଂକ୍ରମିତ ୫ ରାଜ୍ୟରୁ ଆସିଲେ ଦେଖାଇବାକୁ ପଡିବ ଆରଟିପିସିଆର ନେଗେଟିଭ୍ ରିପୋର୍ଟ”

ଗାଁ ବିବାଦରୁ ଗଡ଼ିଲା ମୁଣ୍ଡ : ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୧୦ରୁ ଅଧିକ ଗୁରୁତର; ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର

କନକ ବ୍ୟୁରୋ : ଗାଁ ବିବାଦରୁ ଗଡ଼ିଲା ମୁଣ୍ଡ । ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠି ସଂଘର୍ଷ । ଆଠଗଡ଼ ବଡ଼ମ୍ବା ଥାନା ଅନ୍ତର୍ଗତ ଭଗବତପୁର ଏବଂ ବୁଢାପଙ୍କ ଗାଁରେ ବୋମାମାଡ଼ ଓ ଗୁଳିକାଣ୍ଡରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକା ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ମାଣିଆବନ୍ଧ ମେଡ଼ିକାଲ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବଡ଼ମ୍ବା ପୋଲିସ ପହଂଚି ତଦନ୍ତ ଜୋରଦାର କରିଛି । ଗାଁContinue reading “ଗାଁ ବିବାଦରୁ ଗଡ଼ିଲା ମୁଣ୍ଡ : ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୧୦ରୁ ଅଧିକ ଗୁରୁତର; ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର”

ନିଖୋଜ ଯବାନ ମାଓବାଦୀଙ୍କ କବଜାରେ ଥିବା ଘଟଣା : ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବ କହିଲେ ବସ୍ତର ଆଇଜି

କନକ ବ୍ୟୁରୋ : ଛତିଶଗଡରେ ନକ୍ସଲ ଆକ୍ରମଣ ପରେ ନିଖୋଜ ଯବାନଙ୍କ ଉଦ୍ଧାର ପାଇଁ ଚାଲିଛି ସର୍ଚ୍ଚ ଅପରେସନ୍ । ଲାଲବାହିନୀ ତାଙ୍କୁ ଅପହରଣ କରିନେଇଥିବା ଗଣମାଧ୍ୟମରୁ ଜାଣିଥିବା କହିଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ । ଏହା ସତ ହୋଇଥାଇ ପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି । କାରଣ ବିଜାପୁର ଜୋନାଗୁଡା ଜଙ୍ଗଲରେ ନକ୍ସଲଙ୍କ ନରସଂହାର ପରେ ସିଆର୍ପିଏଫ୍ ଯବାନ ରାକେଶୋର ସିଂ ମନହସଙ୍କ ପତା ମିଳୁନାହିଁ । Chhattisgarh | SearchContinue reading “ନିଖୋଜ ଯବାନ ମାଓବାଦୀଙ୍କ କବଜାରେ ଥିବା ଘଟଣା : ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବ କହିଲେ ବସ୍ତର ଆଇଜି”

କାମାକ୍ଷାନଗରରୁ ଆସିଲା ଅଭାବନୀୟ ଖବର : କୂଅ ଖୋଳୁଥିବା ବେଳେ ଧସିଲା ମାଟି ଅତଡା, କୁଅ ଭିତରେ ଫସି ଜଣେ ଶ୍ରମିକ ମୃତ

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । ପୁରୁଣା କୂଅକୁ ଅଧିକ ଗଭୀର କରିବା ପାଇଁ ମାଟି ଖୋଳିବା ସମୟରେ ଧସିଲା ମାଟି ଅତଡା । କୂଅ ଭିତରେ ମାଟି ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ । ସୂଚନା ଅନୁସାରେ, ମାଟି ତଳେ ଚାପି ହୋଇ ଜୀବନ ହରାଇଥିବା ଶ୍ରମିକଙ୍କ ନାମ ଧୁଳିଆ ମଲିକ । ଘର କାମାକ୍ଷାନଗର ଏନଏସିର ୧୦ ନଂବର ୱାର୍ଡର ଶରଧାପୁର ଗାଁରେContinue reading “କାମାକ୍ଷାନଗରରୁ ଆସିଲା ଅଭାବନୀୟ ଖବର : କୂଅ ଖୋଳୁଥିବା ବେଳେ ଧସିଲା ମାଟି ଅତଡା, କୁଅ ଭିତରେ ଫସି ଜଣେ ଶ୍ରମିକ ମୃତ”

ଦିଲ୍ଲୀରେ ଏପ୍ରିଲ ୩୦ ଯାଏଁ ନାଇଟ କର୍ଫ୍ୟୁ ଲାଗୁ : ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ

କନକ ବ୍ୟୁରୋ : ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି ।Continue reading “ଦିଲ୍ଲୀରେ ଏପ୍ରିଲ ୩୦ ଯାଏଁ ନାଇଟ କର୍ଫ୍ୟୁ ଲାଗୁ : ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ”

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବି : ଏକାଠି ହେଲେ ବିଭିନ୍ନ ଦଳର ୪ ବିଧାୟକ ଓ ସାଂସଦ 

କନକ ବ୍ୟୁରୋ : ଭୁବନେଶ୍ୱରରୁ ଖୋର୍ଦ୍ଧା ମଧ୍ୟରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣରେ ତ୍ରୁଟିକୁ ବିରୋଧ କରି ଗୋଟିଏ ମେଂଚରେ ଏକାଠି ହେଲେ ବିଭିନ୍ନ ଦଳର ୪ ବିଧାୟକ ଓ ସାଂସଦ । ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଦେଇ ଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରାସ୍ତାକୁ ତରବରିଆ ଭାବେ ଖୋଳି ଦିଆଯାଇଛି । ଏଠାରେ କେନ୍ଦ୍ର ସରକାର ଅଣ୍ଡର ପାସ ନିର୍ମାଣ କରିବାକୁ ଚାହୁଁଥିବାବେଳେ, ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବାକୁ ଦାବି କରିContinue reading “ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଦାବି : ଏକାଠି ହେଲେ ବିଭିନ୍ନ ଦଳର ୪ ବିଧାୟକ ଓ ସାଂସଦ “

କଟକରେ ସିଲ୍ ହେଲା ଘରୋଇ ନର୍ସିଂ ହୋମ୍ : ଉତ୍ତମ ଚିକିତ୍ସାର ମିଛ ପ୍ରତିଶ୍ରୁତି ଦେଇ ରୋଗୀଙ୍କୁ ଅଧିକ ଟଙ୍କା ଦାବି କରିଥିଲା ଅନ୍ନପୂର୍ଣ୍ଣା ନର୍ସିଂ ହୋମ୍

କନକ ବ୍ୟୁରୋ : କଟକ ଅନ୍ନପୂର୍ଣ୍ଣା ନର୍ସିଂ ହୋମ୍ ସିଲ କଲା କଟକ ମଙ୍ଗଳବାଗ ପୋଲିସ । ମୃତ ରୋଗୀଙ୍କ ଠାରୁ ଟଙ୍କା ଶୋଷଣ ଅଭିଯୋଗରେ ମଙ୍ଗଳବାଗ ପୋଲିସର ଚଢଉ ପରେ ନର୍ସିଂହୋମ୍କୁ ସିଲ କରିଛି ପୋଲିସ । ଏହା ସହ ଦୁଇ ଜଣ ନର୍ସିଂହୋମ କର୍ମଚାରୀ ଗିରଫ ହୋଇଛନ୍ତି । ଖୁବ୍ ଶୀଘ୍ର ଥାନାରେ ହାଜର ପାଇଁ ନସିଂହୋମ୍ ମାଲିକଙ୍କୁ ନୋଟିସ କରିଛି ପୋଲିସ । ଆଗକୁ ନର୍ସିଂ ହୋମ ମାନଙ୍କରେ ସ୍ପେଶାଲ ଡ଼୍ରାଇଭ କରିବାକୁContinue reading “କଟକରେ ସିଲ୍ ହେଲା ଘରୋଇ ନର୍ସିଂ ହୋମ୍ : ଉତ୍ତମ ଚିକିତ୍ସାର ମିଛ ପ୍ରତିଶ୍ରୁତି ଦେଇ ରୋଗୀଙ୍କୁ ଅଧିକ ଟଙ୍କା ଦାବି କରିଥିଲା ଅନ୍ନପୂର୍ଣ୍ଣା ନର୍ସିଂ ହୋମ୍”

କୂଳ ଖୋଳିଲା ବେଳେ ଖସିଲା ମାଟି ଅତଡା, ଚାପି ହୋଇଗଲେ ଶ୍ରମିକ । ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ 

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । ପୁରୁଣା କୂଅକୁ ଅଧିକ ଗଭୀର କରିବା ପାଇଁ ମାଟି ଖୋଳିବା ସମୟରେ ଧସିଲା ମାଟି ଅତଡା । କୂଅ ଭିତରେ ମାଟି ତଳେ ଚାପି ହୋଇ ରହି ଯାଇଛନ୍ତି ଜଣେ ଶ୍ରମିକ । ସୂଚନା ଅନୁସାରେ ମାଟି ତଳେ ଚାପି ହୋଇ ରହିଯାଇଥିବା ଶ୍ରମିକଙ୍କ ନାମ ଧୁଳିଆ ମଲିକ । ଘର କାମାକ୍ଷାନଗର ଏନଏସିର ୧୦ ନଂବର ୱାର୍ଡର ଶରଧାପୁର ଗାଁରେContinue reading “କୂଳ ଖୋଳିଲା ବେଳେ ଖସିଲା ମାଟି ଅତଡା, ଚାପି ହୋଇଗଲେ ଶ୍ରମିକ । ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ “

ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । କଲେଜିୟମ ସୁପାରିଶକୁ ମୋହର ମାରିଲେ ରାଷ୍ଟ୍ରପତି, ଏପ୍ରିଲ ୨୪ରେ ନେବେ ଦାୟିତ୍ୱ । 

କନକ ବ୍ୟୁରୋ : ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । କଲେଜିୟମ ସୁପାରିଶକୁ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ଏପ୍ରିଲ ୨୪ରେ ଦାୟିତ୍ୱ ନେବେ ଜଷ୍ଟିସ ଏନ୍.ଭି ରମନା । ୨୬ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ରମନା ।  ଏପ୍ରିଲ ୨୩ରେ ଅବସର ନେବେ ସିଜେଆଇ ଏସ.ଏ ବୋବଡେ ୨୭ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ରମନାContinue reading “ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । କଲେଜିୟମ ସୁପାରିଶକୁ ମୋହର ମାରିଲେ ରାଷ୍ଟ୍ରପତି, ଏପ୍ରିଲ ୨୪ରେ ନେବେ ଦାୟିତ୍ୱ । “

ପୁରୀରେ ସଂକ୍ରମଣ ରୋକିବାକୁ ପର୍ଯ୍ୟଟକଙ୍କ ଉପରେ କଟକଣା : ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଆରଟିପିସିଆର ଟେଷ୍ଟ ହେଲା ବାଧ୍ୟତାମୂଳକ

କନକ ବ୍ୟୁରୋ : ପୁରୀରେ ପର୍ଯ୍ୟଟକଙ୍କ ପାଇଁ ବଢିଲା କଟକଣା । ଅଧିକା କରୋନା ସଂକ୍ରମିତ ୧୨ଟି ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗିଛି । ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଲାଗିଛି  କଟକଣା । ବାହାର ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ ଘଂଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ନେଗେଟିଭ ରିପୋର୍ଟ ନଆଣିଲେ ଆସୋଲେସନରେ ରହିବେ । ସ୍ଥିତି ସମୀକ୍ଷା ପରେContinue reading “ପୁରୀରେ ସଂକ୍ରମଣ ରୋକିବାକୁ ପର୍ଯ୍ୟଟକଙ୍କ ଉପରେ କଟକଣା : ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଆରଟିପିସିଆର ଟେଷ୍ଟ ହେଲା ବାଧ୍ୟତାମୂଳକ”

Design a site like this with WordPress.com
Get started