କନକ ବ୍ୟୁରୋ: ବିହାରରେ ଭୂମିକମ୍ପର ଝଟକା ଅନୁଭୂତ । ପାଟନା, କିସନଗଞ୍ଜ ଓ ଅନ୍ୟ କିଛି ଅଞ୍ଚଳରେ ଅନୁଭୂତ ହୋଇଛି ଭୂମିକମ୍ପ । ଆସାମ ଓ ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ହେଲେ ଏଯାଏଁ କୌଣସି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନାହିଁ । ତେବେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିକିମ-ନେପାଳ ସୀମା ଥିଲା । ରିକ୍ଟର ସ୍କେଲରେ ଏହାର ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସିକିମ, ନାଗାଲାଣ୍ଡ, ମେଘାଳୟ,Continue reading “ବିହାର, ଆସାମ ଓ ପଶ୍ଚିମବଙ୍ଗରେ ରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତିବ୍ରତା ୫.୪ ଡିଗ୍ରୀ ରେକର୍ଡ”
Author Archives: Raghaba
ପୁଣି ଚର୍ଚ୍ଚାରେ ରାଫେଲ ଚୁକ୍ତି । ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ସାଢେ ୮କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ, ଫ୍ରାନ୍ସ ପବ୍ଲିକେଶନରେ ପ୍ରକାଶ ପାଇଲା ରିପୋର୍ଟ ।
କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ରାଫେଲ ଚୁକ୍ତି । ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ସାଢେ ୮କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଫ୍ରାନ୍ସ ପବ୍ଲିକେଶନରେ ପ୍ରକାଶ ପାଇଛି ଏଭଳି ରିପୋର୍ଟ । ୨୦୧୬ରେ ଭାରତ ଫ୍ରାନ୍ସ ମଧ୍ୟରେ ୩୬ଟି ରାଫେଲ ବିମାନ ପାଇଁ ୫୮ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ୨୦୧୬ରେ ଭାରତକୁ ୩୬ଟି ରାଫେଲ ବିମାନ ଯୋଗାଇ ଦେବା ପାଇଁ ଫ୍ରାନ୍ସ ସହContinue reading “ପୁଣି ଚର୍ଚ୍ଚାରେ ରାଫେଲ ଚୁକ୍ତି । ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ସାଢେ ୮କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ, ଫ୍ରାନ୍ସ ପବ୍ଲିକେଶନରେ ପ୍ରକାଶ ପାଇଲା ରିପୋର୍ଟ ।”
ସିଏଜି ରିପୋର୍ଟରେ ସାଂଘାତିକ ତଥ୍ୟ । ଟ୍ରାନ୍ସଫରମର କିଣାରେ ୧୭୫ କୋଟି ପାଣିରେ ପକାଇ ଦେଇଛନ୍ତି ସରକାର, ଘେରିଲା ବିଜେପି ।
କନକ ବ୍ୟୁରୋ : ଟ୍ରାନ୍ସଫରମର କିଣାରେ ୧୭୫ କୋଟି ପାଣିରେ ପକାଇ ଦେଇଛନ୍ତି ସରକାର । ସିଏଜି ତାଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ବିଜେପିର ଅଭିଯୋଗ ହେଲା, ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସରକାର ଯୋଜନା କରିଥିଲେ । ଏହାର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଅଭିଯୋଗ କପୋଳକଳ୍ପିତ ଏବଂ ଭିତିହୀନ । ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପିରContinue reading “ସିଏଜି ରିପୋର୍ଟରେ ସାଂଘାତିକ ତଥ୍ୟ । ଟ୍ରାନ୍ସଫରମର କିଣାରେ ୧୭୫ କୋଟି ପାଣିରେ ପକାଇ ଦେଇଛନ୍ତି ସରକାର, ଘେରିଲା ବିଜେପି ।”
ଆର୍ମଡ ଡିସିପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । କହିଲେ, ଯୁବତୀ ଯୋଗାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ କରୁଥିଲେ ବାଧ୍ୟ ।
କନକ ବ୍ୟୁରୋ : ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଣ୍ଟ ଡିସିପି ବିଜୟ କୁମାର ସାହୁ । ଏପରିକି ଦାବି ମୁତାବକ ଝିଅ ଯୋଗାଇ ନଦେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିଲେ । ଆର୍ମଡ ଡିସିପିଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି କମିଶନରେଟ ପୁଲିସରେ ଫେରାଦ ହୋଇଛନ୍ତି ସିପାହୀଙ୍କ ପତ୍ନୀ । ପୁଲିସ ଅଧିକାରୀଙ୍କ ବିରୋଧରେContinue reading “ଆର୍ମଡ ଡିସିପିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । କହିଲେ, ଯୁବତୀ ଯୋଗାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ କରୁଥିଲେ ବାଧ୍ୟ ।”
ଦେଶରେ ଦିନକୁ ଲକ୍ଷେ ସଂକ୍ରମଣ । ରାଜ୍ୟରେ ବି କାୟା ମେଲାଉଛି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ।
କନକ ବ୍ୟୁରୋ : ଚିନ୍ତା ବଢାଉଛି ସଂକ୍ରମଣ । ଆଉ ଏହି ଚେନକୁ ଭାଙ୍ଗିବା ଲାଗି ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ଆଜିଠାରୁ ରାଜ୍ୟର ସୀମାବର୍ତୀ ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ଲାଗୁ ହୋଇଛି । ସଂକ୍ରମଣ ବୃଦ୍ଧିକୁ ରୋକିବାର ବାଟ ଏକମାତ୍ର ଟିକାକରଣ ହୋଇଥିବାରୁ ଅଧିକ କୋଭିସିଲ୍ଡ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ । ଆଉ ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଆବଶ୍ୟକ ପଡିଲେ ରାତି ଭଳି ଦିନରେContinue reading “ଦେଶରେ ଦିନକୁ ଲକ୍ଷେ ସଂକ୍ରମଣ । ରାଜ୍ୟରେ ବି କାୟା ମେଲାଉଛି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ।”
ଓଡିଶାରେ ହେବ ପେଟ୍ରୋଲିୟମ ଓ ଗ୍ୟାସ ଭିତ୍ତିଭୂମିର ବିକାଶ । ୨ ଲକ୍ଷ ୧୩ ହଜାର ୨୦୯ କୋଟିର ପୁଞ୍ଜିନିବେଶ
କନକ ବ୍ୟୁରୋ: ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଓ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା । ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ତରୁଣ କାପୁର ସୋମବାର ଭୁବନେଶ୍ୱର ଗସ୍ତରେ ଆସି ଓଡିଶାରେ ତୈଳ ବିପଣନ କମ୍ପାନୀ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ଆଇଓସିଏଲ୍, ଏଚ୍ପିସିଏଲ୍, ବିପିସିଏଲ୍, ଗେଲ, ଓଏନଜିସି, ନୟାରା, ଓଆଇଏଲ, ଆରଏମବିଏଲ୍ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି ।Continue reading “ଓଡିଶାରେ ହେବ ପେଟ୍ରୋଲିୟମ ଓ ଗ୍ୟାସ ଭିତ୍ତିଭୂମିର ବିକାଶ । ୨ ଲକ୍ଷ ୧୩ ହଜାର ୨୦୯ କୋଟିର ପୁଞ୍ଜିନିବେଶ”
ଏଥର ନକ୍ସଲଙ୍କୁ ନିସ୍ତାର ନାହିଁ । ଲାଲଗଡରେ ପଶି ମାଓବାଦୀଙ୍କୁ ନିପାତ କରିବାକୁ ହେବ ଅପରେସନ ପ୍ରହାର, ଖୋଜି ଖୋଜି ମାଓନେତାଙ୍କୁ କରାଯିବ ଏନକାଉଣ୍ଟର ।
କନକ ବ୍ୟୁରୋ : ମାଓ ଦମନ ପାଇଁ କରାଯିବ ଅପରେସନ୍ ପ୍ରହାର-୩ । କରୋନା ଯୋଗୁଁ ମାଓ ଅପରେସନ ଟିକେ ଥମି ଯାଇଥିଲା । ଏବେ ଆଉ ନୁହେଁ । ଏଣିକି ମାଓ ଅପରେସନକୁ ଜୋରଦାର କରାଯିବ । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବୈଠକରେ ନକ୍ସଲଙ୍କୁ ଦମନ କରିବା ପାଇଁ ଏକ ବଡ ଯୋଜନା କରାଯାଇଛିContinue reading “ଏଥର ନକ୍ସଲଙ୍କୁ ନିସ୍ତାର ନାହିଁ । ଲାଲଗଡରେ ପଶି ମାଓବାଦୀଙ୍କୁ ନିପାତ କରିବାକୁ ହେବ ଅପରେସନ ପ୍ରହାର, ଖୋଜି ଖୋଜି ମାଓନେତାଙ୍କୁ କରାଯିବ ଏନକାଉଣ୍ଟର । “
ରାଜ୍ୟକୁ ଦିଆଯାଉ ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା । କେନ୍ଦ୍ରକୁ ଅନୁରୋଧ କଲା ରାଜ୍ୟ ।
କନକ ବ୍ୟୁରୋ : ଓଡ଼ିଶାକୁ ଶୀଘ୍ର ୧୫ ଲକ୍ଷ କୋଭିସିଲ୍ଡ ଡୋଜ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ରାଜ୍ୟରେ ୬ ଲକ୍ଷ କୋଭିସିଲ୍ଡ ଡୋଜ୍ ରହିଛି । ଏହି ଟିକା ୨ ଦିନ ପାଇଁ ପର୍ଯ୍ୟାପ୍ତ ହେବ । କାଲି ରାଜ୍ୟକୁ ୩ ଲକ୍ଷ ୪୯ ହଜାର କୋଭିସିଲ୍ଡ ଟିକା ଆସିବାର ଅଛି । ଏହି ଡୋଜ ଟିକାକରଣ ପାଇଁ ପର୍ଯ୍ୟାପ୍ତ ହେବ ନାହିଁContinue reading “ରାଜ୍ୟକୁ ଦିଆଯାଉ ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା । କେନ୍ଦ୍ରକୁ ଅନୁରୋଧ କଲା ରାଜ୍ୟ ।”
ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨୨ ଯବାନ ସହିଦ, ଗୃହମନ୍ତ୍ରୀ କହିଲେ ଦିଆଯିବ ଜବାବ ।
କନକ ବ୍ୟୁରୋ : ମାଓବାଦୀଙ୍କ କବଜାରେ ଯବାନ । ଛତିଶଗଡ ବିଜାପୁର ଜୋନାଗୁଡା ଜଙ୍ଗଲରେ ହୋଇଥିବା ନକ୍ସଲ ହମଲା ନିଖୋଜ ଯବାନଙ୍କ ପତା ମିଳିଛି । ଏବେ ମାଓବାଦୀ କବଜାରେ ଅଛନ୍ତି ଯବାନ । ନକ୍ସଲଙ୍କ କବଜାରେ ଥିବା ଯବାନଙ୍କ ରାକେଶୋର ସିଂ ମନ୍ହାସ । ସେ ସିଆର୍ପିଏଫ୍ ୨୧୦ କୋବ୍ରା ବାଟାଲିୟନ୍ରେ କାର୍ଯ୍ୟରତ ଅଛନ୍ତି । ଘଟଣାସ୍ଥଳରୁ ୨୨ ଜଣ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ପତା ମିଳୁନଥିଲା । ତେବେContinue reading “ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨୨ ଯବାନ ସହିଦ, ଗୃହମନ୍ତ୍ରୀ କହିଲେ ଦିଆଯିବ ଜବାବ । “
ମାଓବାଦୀଙ୍କ ପାଖରେ ବନ୍ଦୀ ଯବାନ, କୁନି ଝିଅ କହୁଛି ମୋ ବାପାଙ୍କୁ ଫେରାଇ ଆଣ ।
କନକ ବ୍ୟୁରୋ : ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ମାଟି ମାଆ ପାଇଁ ଲଢି ସହିଦ୍ ହୋଇଗଲେ ଯବାନ । କିଏ ବାପାକୁ ହରାଇଲା, କିଏ ପୁଅକୁ ହରାଇଲା । ଆଉ କିଏ ଭାଇକୁ ହରାଇ ସ୍ତବ୍ଧ ହୋଇଯାଇଛି । ତ ପୁଣି କାହାର ମଥାରୁ ସିନ୍ଦୁର ଲିଭାଇଛନ୍ତି ନରହନ୍ତା ନକ୍ସଲ । ଚୁରମାର ହୋଇଯାଇଛି ସୁନାର ସଂସାର । ଆଉ ଏବେ ମାଓବାଦୀଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମନହସ । ନିଖୋଜContinue reading “ମାଓବାଦୀଙ୍କ ପାଖରେ ବନ୍ଦୀ ଯବାନ, କୁନି ଝିଅ କହୁଛି ମୋ ବାପାଙ୍କୁ ଫେରାଇ ଆଣ ।”