କନକ ବ୍ୟୁରୋ: ଛତିଶଗଡ ମାଓ ହମଲା ନେଇ ଆସିଲା ବଡ ଖବର । ମାଓବାଦୀଙ୍କ କବଜାରେ ନିଖୋଜ ଯବାନ । ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ । ତେବେ ଏନକାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ । ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତିContinue reading “ବିଜାପୁରରେ ନକ୍ସଲଙ୍କ ନରସଂହାର ଘଟଣା । ମାଓବାଦୀଙ୍କ କବଜାରେ ନିଖୋଜ ଯବାନ । ସୂଚନା ଦେଲା ମାଓ ସଙ୍ଗଠନ ।”
Author Archives: Raghaba
ସିବିଆଇ ଯାଂଚ ନିର୍ଦ୍ଦେଶ ପରେ ପଦରୁ ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ପରମବୀର ସିଂ ଆଣିଥିଲେ ଅଭିଯୋଗ
କନକ ବ୍ୟୁରୋ : ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ ଦେଶମୁଖ । ଆଜି ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ଯାଂଚ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆସିବାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଦେଖା କରିଥିଲେ । ସେଠାରୁ ଫେରି ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ପହଂଚାଇଛନ୍ତିContinue reading “ସିବିଆଇ ଯାଂଚ ନିର୍ଦ୍ଦେଶ ପରେ ପଦରୁ ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ପରମବୀର ସିଂ ଆଣିଥିଲେ ଅଭିଯୋଗ”
ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ : ଛାଡ଼ପତ୍ର ମାମଲାର ଶୁଣାଣି କରିବେ କୋର୍ଟ
କନକ ବ୍ୟୁରୋ : ଓଲିଉଡର ଷ୍ଟାର ଦମ୍ପତି ବର୍ଷା-ଅନୁଭବ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲ କୋର୍ଟରେ ଉଭୟେ ହାଜର ହୋଇଛନ୍ତି। ଛାଡ଼ପତ୍ର ମାମଲାର ଶୁଣାଣି କରିବେ କୋର୍ଟ ।ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକରେ ପରିବାର ଅଦାଲତରେ ଚାଲିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସାଂସଦ ସ୍ବାମୀ ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପତ୍ନୀ ବର୍ଷାଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଏହାପରେContinue reading “ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ : ଛାଡ଼ପତ୍ର ମାମଲାର ଶୁଣାଣି କରିବେ କୋର୍ଟ”
ହେପାଟାଇଟ୍ ଔଷଧରେ ହୋଇପାରିବ କରୋନା ସଂକ୍ରମିତଙ୍କ ଚିକିତ୍ସା । ଡିସିଜିଆଇଙ୍କୁ ଅନୁମତି ମାଗିଲେ ଜାଇଡସ୍ କାଡିଲା
କନକ ବ୍ୟୁରୋ : ଔଷଧ କମ୍ପାନୀ ଜାଇଡସ୍ କାଡିଲା ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) କୁ ହେପାଟାଇଟସ୍ ଔଷଧ ପେଗିଲେଟେଡ ଇଣ୍ଟରଫେରାନ୍ ଓଲ୍ଫା -୨ ବି ର ବ୍ୟବହାର କରୋନା ସଂକ୍ରମିତଙ୍କ ଠାରେ ବ୍ୟବହାର କରିବାକୁ ଅନୁମତି ମାଗିଛନ୍ତି । ସୋମବାର ଦିନ ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି କି ପେଗିଲେଟେଡ ଇଣ୍ଟରଫେରାନ୍ ଓଲ୍ଫା -୨ ବି ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ଔଷଧ କୋଭିଡ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଉତ୍ସାହଜନକ ସୁଫଳ ମିଳିଛିContinue reading “ହେପାଟାଇଟ୍ ଔଷଧରେ ହୋଇପାରିବ କରୋନା ସଂକ୍ରମିତଙ୍କ ଚିକିତ୍ସା । ଡିସିଜିଆଇଙ୍କୁ ଅନୁମତି ମାଗିଲେ ଜାଇଡସ୍ କାଡିଲା”
ଦିନକର୍ଫ୍ୟୁ ହେବ ନା ହେବନି ? ଦିନକର୍ଫ୍ୟୁ ନେଇ ବଢିଲା ଦ୍ୱନ୍ଦ୍ୱ । ବାଚସ୍ପତିଙ୍କ କଥାକୁ ଦୋହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ । କାଲି ମନାକରିଥିଲେ ସରକାର । କାହା କଥାକୁ ବିଶ୍ୱାସ କରିବେ ରାଜ୍ୟବାସୀ ?
କନକ ବ୍ୟୁରୋ: ଦିନକର୍ଫ୍ୟୁ ହେବ ନା ହେବନି ? ଗତ ଦୁଇଦିନ ହେବ ରାଜ୍ୟବାସୀ ଦ୍ୱନ୍ଦ୍ୱରେ ରହିଛନ୍ତି । ଆଉ ଏହି ଦ୍ୱନ୍ଦ୍ୱ ବଢାଇଛି ବାଚସ୍ପତି, ସରକାର ଓ ତାଙ୍କ ମନ୍ତ୍ରୀଙ୍କ ବୟାନ । କାଲି ହଠାତ ଦିନକର୍ଫ୍ୟୁର ସଙ୍କେତ ଦେଲେ ବାଚସ୍ପତି । ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ ପରେ ଦିନ କର୍ଫ୍ୟୁ ଲାଗିପାରେ ବୋଲି କାଲି ପ୍ରତିକ୍ରିୟା ଦେଇଥିଲେ ବାଚସ୍ପତି । ଆଉ ତାପରେ ବଡ ଖବର ବନିଥିଲା ବାଚସ୍ପତିଙ୍କ କଥା । ରାଜ୍ୟବାସୀContinue reading “ଦିନକର୍ଫ୍ୟୁ ହେବ ନା ହେବନି ? ଦିନକର୍ଫ୍ୟୁ ନେଇ ବଢିଲା ଦ୍ୱନ୍ଦ୍ୱ । ବାଚସ୍ପତିଙ୍କ କଥାକୁ ଦୋହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ । କାଲି ମନାକରିଥିଲେ ସରକାର । କାହା କଥାକୁ ବିଶ୍ୱାସ କରିବେ ରାଜ୍ୟବାସୀ ?”
ହାଇକୋର୍ଟ ଗଲା ବର୍ଦ୍ଧିତ ବିଦ୍ୟୁତ୍ ବିଲ୍ ମାମଲା । ପିଟିସନ୍ ଦାଖଲ କଲା ଭାରତୀୟ ବିକାଶ ପରିଷଦ । ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି
କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି କରାଯାଇଥିବା ବିଦ୍ୟୁତ୍ ବିଲକୁ ବିଭିନ୍ନ ରାଜନୈତିକ ଦଳମାନେ ବିରୋଧ କରୁଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ପହଂଚିଛି ଭାରତୀୟ ବିକାଶ ପରିଷଦ । ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଶ୍ଳୁକ ବୃଦ୍ଧି କରିବା ଯୁକ୍ତିଯୁକ୍ତ ନୁହେଁ । ଏଭଳି ନିଷ୍ପତ୍ତିକୁ ରଦ୍ଦ କରିବାକୁ କୋର୍ଟରେ ଆବେଦନକାରୀ ପ୍ରାଥନା କରିଛନ୍ତି । ଦାଖଲ ହୋଇଥିବା ପିଟିସନର ଶକ୍ତି ବିଭାଗରContinue reading “ହାଇକୋର୍ଟ ଗଲା ବର୍ଦ୍ଧିତ ବିଦ୍ୟୁତ୍ ବିଲ୍ ମାମଲା । ପିଟିସନ୍ ଦାଖଲ କଲା ଭାରତୀୟ ବିକାଶ ପରିଷଦ । ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି”
ଗଞ୍ଜାମରେ କଡାକଡି ହେଲା କରୋନା କଟକଣା । ବାହାଘରେ ଭୋଜି ନୁହେଁ, ବଣ୍ଟା ହେବ ଖାଦ୍ୟ ପୁଡିଆ, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : କରୋନା ପାଇଁ ଗଞ୍ଜାମରେ ବଡ ପଦକ୍ଷେପ ଜିଲ୍ଲା ପ୍ରଶାସନ । ବାହାଘରେ କେବଳ ଶହେ ଲୋକ ସାମିଲ ହେବା ନିର୍ଦ୍ଦେଶ ଦିଆଯାଇଛି । ଭୋଜିରେ ବଣ୍ଟାଯିବ ଖାଦ୍ୟପୁଡିଆ । କରୋନା ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇପଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କାରଣ ରାଜ୍ୟରେ ଏବେ ପ୍ରତିଦିନ ପ୍ରାୟ ୫ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବିଶେଷ କରି ସାମାଜିକ କାର୍ଯ୍ୟକ୍ରମରେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ କରୋନା କଟକଣାକୁ ଅଧିକContinue reading “ଗଞ୍ଜାମରେ କଡାକଡି ହେଲା କରୋନା କଟକଣା । ବାହାଘରେ ଭୋଜି ନୁହେଁ, ବଣ୍ଟା ହେବ ଖାଦ୍ୟ ପୁଡିଆ, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ”
ପୁଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ : କହିଲେ, ଝିଅ ଯୋଗାଇବା ପାଇଁ ସ୍ୱାମୀଙ୍କ ଉପରେ ଚାପ ପକାଉଥିଲେ କମାଣ୍ଡାଂଟ ଡିସିପି ବିଜୟ କୁମାର ସାହୁ
କନକ ବ୍ୟୁରୋ : ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଂଟ ଡିସିପି ବିଜୟ କୁମାର ସାହୁ । ଏପରିକି ଦାବି ମୁତାବକ ଝିଅ ଯୋଗାଇ ନଦେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିଲେ । ୨ ମାସ ଧରି ମାନସିକ ନିର୍ଯାତନା ପରେ ୨ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସିପାହୀ ଜଣକContinue reading “ପୁଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ : କହିଲେ, ଝିଅ ଯୋଗାଇବା ପାଇଁ ସ୍ୱାମୀଙ୍କ ଉପରେ ଚାପ ପକାଉଥିଲେ କମାଣ୍ଡାଂଟ ଡିସିପି ବିଜୟ କୁମାର ସାହୁ”
ହସ୍ପିଟାଲରେ ଭର୍ତ୍ତି ହେଲେ ଖିଲାଡି କୁମାର । ଗତକାଲି ଚିହ୍ନଟ ହୋଇଥିଲେ କରୋନା ପଜିଟିଭ୍
କୋରୋନାଭାଇରସ୍ ପରୀକ୍ଷାରେ ‘ପଜିଟିଭ୍’ ଆସିଛନ୍ତି ବୋଲି ରବିବାର ଦିନ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିବା ଅଭିନେତା ଅକ୍ଷୟ କୁମାର ସମ୍ପ୍ରତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରାପ୍ତ ତଥ୍ୟ ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ୫ ବେଳେ ତାଙ୍କୁ ମୁମ୍ବାଇର ପୋଓ୍ଵାଇସ୍ଥିତ ହୀରାନନ୍ଦାନୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆଜି ଅକ୍ଷୟ କୁମାର ଲେଖିଛନ୍ତି ଯେ, ଡାକ୍ତରୀ ପରାମର୍ଶକ୍ରମେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ନେହଭରା ଶୁଭେଚ୍ଛା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଶୁଭେଚ୍ଛାContinue reading “ହସ୍ପିଟାଲରେ ଭର୍ତ୍ତି ହେଲେ ଖିଲାଡି କୁମାର । ଗତକାଲି ଚିହ୍ନଟ ହୋଇଥିଲେ କରୋନା ପଜିଟିଭ୍”
ମହାରାଷ୍ଟ୍ର ସରକାରଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ନିଷ୍ପତ୍ତି । ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଂଚ କରିବ ସିବିଆଇ
କନକ ବ୍ୟୁରୋ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସୋମବାର ଦିନ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ମୁତାବକ ୧୦୦ କୋଟି ଟଙ୍କା ଆଦାୟ ମାମଲାର ଯାଂଚ ସିବିଆଇ କରିବ । ଯାଚିକା ଉପରେ ନିଷ୍ପତ୍ତି ଶୁଣାଇବା ବେଳେ କୋର୍ଟ କହିଛନ୍ତି କି, ଏହି ମାମଲାରେ ଏଫଆଇଆର ହୋଇଛି ଓ ପୋଲିସ ଦ୍ୱାରା ଯାଂଚ କରିବାକୁ ଅପିଲ କରାଯାଇଥିଲା । କୋର୍ଟ ଆହୁରି କହିଛନ୍ତିContinue reading “ମହାରାଷ୍ଟ୍ର ସରକାରଙ୍କ ପାଇଁ ବଢିଲା ଅଡୁଆ । ହାଇକୋର୍ଟଙ୍କ ନିଷ୍ପତ୍ତି । ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଂଚ କରିବ ସିବିଆଇ”