କୋଚିଂ ସେଂଟରରେ କରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗ : ସିଲ୍ ହେଲା ଭୁବନେଶ୍ୱରର ଏକ ଘରୋଇ କୋଚିଂ ସେଂଟର 

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଗତ ୨୪ ଘଂଟାରେ ସର୍ବାଧିକ ୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ୱରରେ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେହି ନିର୍ଦ୍ଦେଶ ଅନୁସାରେ, ଯାଂଚ କରି ଏକ ଘରୋଇ କୋଚିଂ ସେଂଟରକୁ ସିଲ୍ କରିଛି ବିଏମସି । କରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ଡେପୁଟିContinue reading “କୋଚିଂ ସେଂଟରରେ କରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗ : ସିଲ୍ ହେଲା ଭୁବନେଶ୍ୱରର ଏକ ଘରୋଇ କୋଚିଂ ସେଂଟର “

ପିପିଲି ଉପନିର୍ବାଚନରେ ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ : ନିର୍ବାଚନୀ ରଣନୀତି ବୈଠକ ପରେ ପ୍ରତାପ ଦେବଙ୍କ ସୂଚନା

କନକ ବ୍ୟୁରୋ : ପିପିଲିରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କେବେ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବେ ତାହା ସ୍ଥିର ହୋଇନାହିଁ । ତେବେ ନବୀନ ପଟ୍ଟନାୟକ କରୋନା କଟକଣା ଭିତରେ ପିପିଲିରେ ପ୍ରଚାର କରିବେ ବୋଲି କହିଛନ୍ତି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ପିପିଲି ଉପନିର୍ବାଚନ ରଣନୀତି ନେଇ ଆଜି ବିଜେଡିContinue reading “ପିପିଲି ଉପନିର୍ବାଚନରେ ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ : ନିର୍ବାଚନୀ ରଣନୀତି ବୈଠକ ପରେ ପ୍ରତାପ ଦେବଙ୍କ ସୂଚନା”

କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ ଦରକାର ପଡିଲେ କରାଯିବ ଦିନରେ କର୍ଫ୍ୟୁ ।

କନକ ବ୍ୟୁରୋ: ପୁଣି ଆସିଲା ଦିନକର୍ଫ୍ୟୁର ସଙ୍କେତ । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ଦରକାର ପଡିଲେ ଦିନରେ କର୍ଫ୍ୟୁ କରାଯିବ । ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟବେକ୍ଷକ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟେଷ୍ଟିଂ କେମିତି ବଢିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି । ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ବଢିଲାଣି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଦରକାର ପଡିଲେ ଜିଲ୍ଲାପାଳମାନେ ନାଇଟ୍Continue reading “କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ ଦରକାର ପଡିଲେ କରାଯିବ ଦିନରେ କର୍ଫ୍ୟୁ ।”

ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନରେ ପୁଣି ଆରମ୍ଭ ହେଲା ଉଚ୍ଛେଦ : ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଦଖଲକୁ ନେଇ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ, ସୁରକ୍ଷା ଦୃଷ୍ଟିରୁ ଅଂଚଳ ସିଲ

କନକ ବ୍ୟୁରୋ : ଶ୍ରୀମନ୍ଦିରର ୭୫ମିଟର ସୁରକ୍ଷା ଯୋନରେ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି । ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲରେ ନେଇଥିଲେ । ଆଜି ପୋଲିସ ଫୋର୍ସ ଉପସ୍ଥିତିରେ ଏହାର ଉଚ୍ଛେଦ କରାଯାଉଛି । ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଚାଲୁ ରହିଛି । ଉଚ୍ଛେଦକୁ ନେଇ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହିିଥିଲେ । ସୁରକ୍ଷାContinue reading “ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନରେ ପୁଣି ଆରମ୍ଭ ହେଲା ଉଚ୍ଛେଦ : ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଦଖଲକୁ ନେଇ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ, ସୁରକ୍ଷା ଦୃଷ୍ଟିରୁ ଅଂଚଳ ସିଲ”

ମହାରାଷ୍ଟ୍ରରେ ଅଣାୟତ କରୋନା ସଂକ୍ରମଣ : ଆଜିଠୁ ଲାଗୁ ନାଇଟ୍ କର୍ଫ୍ୟୁ ; ରାତି ୮ରୁ ସକାଳ ୭ କଡା କଟକଣା

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଅଣାୟତ ହେଉଛି କରୋନା ସଂକ୍ରମଣ । ଦିନକୁ ଦିନ ସେଠାରେ ଦୈନିକ ସଂକ୍ରମଣ ହାର ବଢ଼ିବାର ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର କଟକଣା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ହେଲେ ରାଜ୍ୟବାସୀ ସଂପୂର୍ଣ୍ଣ ଲକଡାଉନ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ଗତକାଲି ଏନେଇ କ୍ୟାବିନେଟ ବୈଠକ ପରେ ଆଜି ଠାରୁ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଲାଗୁ ହେବା ନେଇ ନିଷ୍ପତି ହୋଇଛି ।Continue reading “ମହାରାଷ୍ଟ୍ରରେ ଅଣାୟତ କରୋନା ସଂକ୍ରମଣ : ଆଜିଠୁ ଲାଗୁ ନାଇଟ୍ କର୍ଫ୍ୟୁ ; ରାତି ୮ରୁ ସକାଳ ୭ କଡା କଟକଣା”

ରାଜ୍ୟରେ ଦେଖାଦେଇପାରେ କରୋନା ଟୀକାର ଅଭାବ : ଅଧିକ ଟୀକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

କନକ ବ୍ୟୁରୋ: ରାଜ୍ୟରେ ଦେଖାଦେଇପାରେ କରୋନା ଟୀକାର ଅଭାବ । ମହଜୁଦ ଅଛି ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟୀକା । ଗଚ୍ଛିତ ଟୀକା ୨ ଦିନ ଯିବା ନେଇ ଆଶଙ୍କା ପ୍ରକାଶ । ଅଧିକ ଟୀକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କ ଟୀକାକରଣ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟୀକା ଦିଆଯାଇଥିବା ସୂଚନାContinue reading “ରାଜ୍ୟରେ ଦେଖାଦେଇପାରେ କରୋନା ଟୀକାର ଅଭାବ : ଅଧିକ ଟୀକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ”

ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌

କନକ ବ୍ୟୁରୋ : ରୁଷ୍‌ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌ ଆଜି ଦୁଇଦିନିଆ ଭାରତଗସ୍ତ ଆରମ୍ଭ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା କରିବା ସହ ସେ ଏବର୍ଷ ହେବାକୁ ଥିବା ଭାରତ-ରୁଷ୍‌ ବାର୍ଷିକ ଶିଖର ବୈଠକର ପ୍ରସ୍ତୁତି ସମୀକ୍ଷା କରିବେ ବୋଲି ଭାରତର ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି। ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରି ଲେଖିଥିଲେ,Continue reading “ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍‌”

ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା : ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ୍ ପୁଲିସ

କନକ ବ୍ୟୁରୋ : ଭୁବନେଶ୍ୱର ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ୍ ପୁଲିସ । ୪ଟି ରାଜ୍ୟକୁ ପୋଷ୍ଟର ପଠାଯାଇଛି । କଙ୍କାଳର ପରିଚୟ ଜାଣିବା ପାଇଁ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡକୁ ପୋଷ୍ଟର ପଠାଇଛି କମିଶନରେଟ୍ ପୁଲିସ । ସେହି ୪ ରାଜ୍ୟର ଏଡିଜିଙ୍କ ସହ କମିଶନରେଟ ପୁଲିସ କଥା ହୋଇଛି ପୁଲିସ । SCRBର ୱେବସାଇଟରେ ମଧ୍ୟ କଙ୍କାଳ ସ୍କେଚ୍ ଜାରି କରାଯାଇଛି ।Continue reading “ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା : ରାଜ୍ୟ ବାହାରକୁ ପୋଷ୍ଟର ପଠାଇଲା କମିଶନରେଟ୍ ପୁଲିସ”

ରାୟଗଡ଼ାରେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୦୮ ଆମ୍ବୁଲାନ୍ସ : ୨ ଚକିଆକୁ ସାଇଡ ଦେବାକୁ ଯାଇ କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲରେ ଦବି ଗଲା ଗୋଟିଏ ପାଖ

କନକ ବ୍ୟୁରୋ : ରାୟଗଡାରେ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୦୮ ଆମ୍ବୁଲାନ୍ସ । ବଡକଥା ହେଉଛି ଆମ୍ବୁଲାନ୍ସରେ ରୋଗୀ ଓ ସଂପର୍କୀୟ ଥିଲେ । ଆମ୍ବୁଲାନ୍ସଟି ରାସ୍ତାରେ ଗୋଟିଏ ପଟକୁ ଦବି ଯାଇଥିଲା । ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ନିକଟ କଲ୍ୟାଣି ନଦୀର ଅସ୍ଥାୟୀ ପୋଲରେ ଘଟଛି ଏହି ଅଭାବନୀୟ ଘଟଣା । ଗତକାଲି ରାତି ୧୧ଟା ସମୟରେ ପଲମା ଗାଁରେ ଜଣେ ଗୋରୀ ଗୁରୁତର ହୋଇପଡିବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକContinue reading “ରାୟଗଡ଼ାରେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୦୮ ଆମ୍ବୁଲାନ୍ସ : ୨ ଚକିଆକୁ ସାଇଡ ଦେବାକୁ ଯାଇ କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲରେ ଦବି ଗଲା ଗୋଟିଏ ପାଖ”

ନକ୍ସଲ ଆକ୍ରମଣର ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ବଡ ବୈଠକର ଆୟୋଜନ । ନକ୍ସଲ ନିପାତ ନେଇ ହୋଇପାରେ ସ୍ୱତନ୍ତ୍ର ରଣନୀତି

କନକ ବ୍ୟୁରୋ : ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ନକ୍ସଲ ମାନଙ୍କର ଏଭଳି ଅମାନବୀୟ ଆକ୍ରମଣ ପରେ ଗୃହମନ୍ତ୍ରଣାଳୟ ଆକ୍ସନ ମୋଡକୁ ଆସିଛି । ନକ୍ସଲଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ଛତିଶଗଡର ଜଗତପୁରରେ ପହଂଚିଛନ୍ତି । ସେ ସେଠାରେ ପହଂଚି ପ୍ରଥମେ ସହିଦ ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।Continue reading “ନକ୍ସଲ ଆକ୍ରମଣର ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ବଡ ବୈଠକର ଆୟୋଜନ । ନକ୍ସଲ ନିପାତ ନେଇ ହୋଇପାରେ ସ୍ୱତନ୍ତ୍ର ରଣନୀତି”

Design a site like this with WordPress.com
Get started