କନକ ବ୍ୟୁରୋ : ଛତ୍ତିଶଗଡ ବିଜାପୁରରୁ ଆସିଛି ଦୁଃଖଦ ଖବର । ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ୨ ଜଣ ସହିଦ ଯବାନଙ୍କର ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରେ ଆହୁରି ୨୦ ସହିଦ ଯବାନଙ୍କ ମୃତଦେହ ପଡି ରହିଥିବା ସୂଚନା ମିଳିଛି । ତେବେ ଏହି ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି । ସୂଚନାContinue reading “ଛତିଶଗଡରୁ ଆସିଲା ଦୁଃଖଦ ଖବର । ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ, ୨୨ ଯବାନ ସହିଦ”
Author Archives: Raghaba
କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରେ ୪୭୧ ନୂଆ ସଂକ୍ରମିତ ଚିହ୍ନଟ ।
କନକ ବ୍ୟୁରୋ : ଦିନକୁ ଦିନ ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା । ଗତକାଲି ନୂତନ କୋଭିଡ ପଜିଟିଭଙ୍କ ସଂଖ୍ୟା ୪୫୨କୁ ବଢ଼ିଥିବାବେଳେ ଆଜି ୪୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୭୮ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୧୯୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରେ ୧୦ ଜଣ, ବାଲେଶ୍ୱରରେ ୧୫ ଜଣ, ବରଗଡ଼ରେ ୫ ଜଣ,Continue reading “କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରେ ୪୭୧ ନୂଆ ସଂକ୍ରମିତ ଚିହ୍ନଟ । “
ମୁମ୍ବାଇ ପରିବହନ ଓ ବିଜୁଳି ବିଭାଗର କର୍ମଚାରୀଙ୍କୁ ଦରମାରେ ମିଳୁଛି କେବଳ ଖୁଚୁରା ଟଙ୍କା । ୫ ମାସ ଧରି ଚାଲିଛି ଏହି ପ୍ରକ୍ରିୟା । ଜାଣନ୍ତୁ କାହିଁକି ?
କନକ ବ୍ୟୁରୋ : ମୁମ୍ବାଇର ପରିବହନ ଓ ବିଜୁଳି ବିଭାଗର ପାଖା ପାଖି ୪୦ ହଜାର କର୍ମଚାରୀଙ୍କକୁ ୫ ମାସ ହେବ ଦରମାରେ କେବଳ ଖୁଚୁରା ଟଙ୍କା ମିଳୁଛି । ଏହି ଖୁଚୁରା ଟଙ୍କା ମଧ୍ୟରେ କେବଳ ୫ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ରହିଛି । ଦରମାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ କେବଳ ଖୁଚୁରା ଟଙ୍କା ଦିଆଯାଉଥିବା କୁହାଯାଇଛି । କର୍ମଚାରୀମାନେ ମାସିକ ୧୫ ହଜାର ଟଙ୍କା ଖୁଚୁରା ପଇଷା ନେଉଥିବାରୁ ସେମାନେContinue reading “ମୁମ୍ବାଇ ପରିବହନ ଓ ବିଜୁଳି ବିଭାଗର କର୍ମଚାରୀଙ୍କୁ ଦରମାରେ ମିଳୁଛି କେବଳ ଖୁଚୁରା ଟଙ୍କା । ୫ ମାସ ଧରି ଚାଲିଛି ଏହି ପ୍ରକ୍ରିୟା । ଜାଣନ୍ତୁ କାହିଁକି ?”
କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । କ୍ୟାବିନେଟ୍ ସଚିବ ଓ ସ୍ୱାସ୍ଥ୍ୟ ସଚିବ ବି ଉପସ୍ଥିତ
କନକ ବ୍ୟୁରୋ : କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । ଏହି ବୈଠକରେ କରୋନାର ସ୍ଥିତି ଓ ଟିକାକରଣ ଉପରେ ଚର୍ଚ୍ଚା ହେଉଛି । କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଡାକ୍ତର ବିନୋଦ ପାଲ ଏହି ବୈଠକରେ ଉପସ୍ଥିତ ଅଛନ୍ତି । କହିରଖୁ କି, ଭାରତରେ ରବିବାର ଦିନ କରୋନା ସଂକ୍ରମଣର ୯୩,୨୪୯ ନୂଆ ମାମଲା ସାମ୍ନାକୁ ଆସିଛି । ଏହାContinue reading “କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । କ୍ୟାବିନେଟ୍ ସଚିବ ଓ ସ୍ୱାସ୍ଥ୍ୟ ସଚିବ ବି ଉପସ୍ଥିତ”
ଧାରଣାରୁ ଉଠିବା ପରେ ବିଜେପି ବିଧାୟକଙ୍କ ପ୍ରେସମିଟ୍ । କହିଲେ, ଅପ୍ରୀତିକର ପରିସ୍ଥିତି ପାଇଁ ବାଚସ୍ପତି ଦାୟୀ, ରାଜ୍ୟପାଳଙ୍କୁ ଫେରାଦ ହେବ ବିଜେପି ବିଧାୟକ ଦଳ ।
କନକ ବ୍ୟୁରୋ : ବିଧାନସଭାରେ ବାଚସ୍ପତି ପାତରଅନ୍ତର କରୁଥିବା ଅଭିଯୋଗ ଆଣିଲା ବିଜେପି । ଧାରଣାରୁ ଓହରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ବିଧେୟକ ପାରିତ ହେଲେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ କହିବାର ଅଧିକାର ରହିଛି । କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ସେତେବେଳେ ବିରୋଧୀ ଦଳ ନେତା ଭାବେ କହିବାକୁ ଛିଡା ହେଲେ ମଧ୍ୟContinue reading “ଧାରଣାରୁ ଉଠିବା ପରେ ବିଜେପି ବିଧାୟକଙ୍କ ପ୍ରେସମିଟ୍ । କହିଲେ, ଅପ୍ରୀତିକର ପରିସ୍ଥିତି ପାଇଁ ବାଚସ୍ପତି ଦାୟୀ, ରାଜ୍ୟପାଳଙ୍କୁ ଫେରାଦ ହେବ ବିଜେପି ବିଧାୟକ ଦଳ ।”
ପଶ୍ଚିମବଙ୍ଗ, ଆସାମରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ଆଜି ସରୁଛି ପ୍ରଚାର । କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବି ଏପ୍ରିଲ ୬ ରେ ମତଦାନ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମର ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ଶେଷ ହେଉଛି ନିର୍ବାଚନ ପ୍ରଚାର । ୬ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗର ୩ ଟି ଜିଲ୍ଲାରେ ୩୧ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ସେହଭଳି ଆସାମର ତୃତୀୟ ବା ଶେଷ ପର୍ଯ୍ୟାୟରେ ୪୦ ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଅନ୍ୟପଟେ କେରଳ, ପୁଡୁଚେରୀ ଓ ତାମିଲନାଡୁ ରେContinue reading “ପଶ୍ଚିମବଙ୍ଗ, ଆସାମରେ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ଆଜି ସରୁଛି ପ୍ରଚାର । କେରଳ, ତାମିଲନାଡୁ ଓ ପୁଡୁଚେରୀରେ ବି ଏପ୍ରିଲ ୬ ରେ ମତଦାନ”
ଆଇପିଏଲ ଉପରେ କରୋନା ସଙ୍କଟ । ବାଙ୍ଗାଲୋରର ପାଡିକଲ ଓ ଦିଲ୍ଲୀର ଅକ୍ଷର ପଟେଲଙ୍କୁ କରୋନା, କିଛି ମ୍ୟାଚରୁ ପଡିପାରନ୍ତି ବାଦ୍ ।
କନକ ବ୍ୟୁରୋ : ଆଇପିଏଲ ଉପରେ କରୋନା ସଙ୍କଟ । ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବଞ୍ଚିଥିବା ବେଳେ କରୋନା ଏବେ ଚିନ୍ତା ବଢାଇଛି । କରୋନା ମହାମାରୀ ପାଇଁ ମାତ୍ର ୬ଟି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବା ନେଇ ନିଷ୍ପତି ନିଆଯାଇଥିବା ବେଳେ ଏବେ ଆଇପିଏଲର ବିଭିନ୍ନ ଟିମର ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ଟୁର୍ଣ୍ଣାମେଣ୍ଟ ଉପରେ ସଙ୍କଟ ଛିଡା କରିଛି । ବାଙ୍ଗାଲୋରର ଓପନର ବ୍ୟାଟସମ୍ୟାନ ଦେବିଦତ୍ତ ପାଡିକଲ କରୋନାContinue reading “ଆଇପିଏଲ ଉପରେ କରୋନା ସଙ୍କଟ । ବାଙ୍ଗାଲୋରର ପାଡିକଲ ଓ ଦିଲ୍ଲୀର ଅକ୍ଷର ପଟେଲଙ୍କୁ କରୋନା, କିଛି ମ୍ୟାଚରୁ ପଡିପାରନ୍ତି ବାଦ୍ । “
ଛତ୍ତିଶଗଡ ବିଜାପୁରରେ ନକ୍ସଲ-ଯବାନ ମୁହାଁମୁହିଁ । ୮ ଯବାନ ସହିଦ୍ ସୂଚନା, ଏବେବି ୧୫ରୁ ଅଧିକ ଯବାନ ନିଖୋଜ
କନକ ବ୍ୟୁରୋ : ଛତ୍ତିଶଗଡ ବିଜାପୁରରୁ ଆସିଲା ବଡ ଖବର । ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଯେଉଥିରେ ୧୫ରୁ ଅଧିକ ନକ୍ସଲ ନିହତ ହୋଇଥିବା ବେଳେ । ୮ଜଣ ଯବାନ ସହିଦ ହୋଇଛିନ୍ତି । ସୂଚନା ମୁତାବକ, ବିଜାପୁର ତେରମ ଥାନା ଜୋନାଗୁଡା ଜଙ୍ଗଲରେ ଏନକାଉଣ୍ଟର ହୋଉଛି । ଯେଉଁଥିରେ ୧୫ରୁ ଅଧିକ ଯବାନ ଏବେ ବି ନିଖୋଜ ଅଛନ୍ତି ।Continue reading “ଛତ୍ତିଶଗଡ ବିଜାପୁରରେ ନକ୍ସଲ-ଯବାନ ମୁହାଁମୁହିଁ । ୮ ଯବାନ ସହିଦ୍ ସୂଚନା, ଏବେବି ୧୫ରୁ ଅଧିକ ଯବାନ ନିଖୋଜ “
ଅକ୍ଷୟ କୁମାରଙ୍କୁ କରୋନା । ନିଜକୁ ସଙ୍ଗରୋଧରେ ରଖିଲେ, ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରିବାକୁ କହିଲେ ।
କନକ ବ୍ୟୁରୋ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା । ଖିଲାଡି କୁମାର କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଅକ୍ଷୟ କୁମାର । କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେଉଛନ୍ତି । ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବାକୁ କହିଛନ୍ତି ଅକ୍ଷୟ । pic.twitter.com/w9Q7m54BUN — Akshay KumarContinue reading “ଅକ୍ଷୟ କୁମାରଙ୍କୁ କରୋନା । ନିଜକୁ ସଙ୍ଗରୋଧରେ ରଖିଲେ, ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରିବାକୁ କହିଲେ ।”
କରୋନା ଚାଲିଗଲାଣି, ଫେରିଲେ କହିବି । ମାସ୍କ ପିନ୍ଧିବା ଏବେ ଅନାବଶ୍ୟକ, ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବେପରୁଆ ବୟାନ ।
କନକ ବ୍ୟୁରୋ : ଆସାମବାସୀ କୋଭିଡ୍-୧୯ ବିପକ୍ଷରେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ‘ମାସ୍କ୍’ ପିନ୍ଧିବା ଅନାବଶ୍ୟକ, କାରଣ ରାଜ୍ୟରେ ଆଉ ସେ ମାରାତ୍ମକ ଭୂତାଣୁ ନାହିଁ ବୋଲି ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ଭାରତରେ କୋଭିଡ୍-୧୯ର ଦ୍ୱିତୀୟ ପ୍ରବାହ ଚାଲିଥିବା ସମୟରେ ଏବଂ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହିମନ୍ତ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ବିସ୍ମିତ ହୋଇ ହିମନ୍ତ ବିଶ୍ୱ ଶର୍ମାContinue reading “କରୋନା ଚାଲିଗଲାଣି, ଫେରିଲେ କହିବି । ମାସ୍କ ପିନ୍ଧିବା ଏବେ ଅନାବଶ୍ୟକ, ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବେପରୁଆ ବୟାନ ।”