କନକ ବ୍ୟୁରୋ: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଉତ୍ସବମୁଖର ରାମ ଜନ୍ମ ଭୂମି ସମେତ ସାରାଦେଶ । ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଆଗମନକୁ ନେଇ ଝୁମୁଛି ଅଯୋଧ୍ୟା ନଗରୀ । ରଙ୍ଗୀନ ଆଲୋକର ମାଳାରେ ଉତ୍ସବ ମୁଖର ରାମଲଲାଙ୍କ ଜନ୍ମଭୂମୀ । ବିଭିନ୍ନ ରଙ୍ଗରେ ରଙ୍ଗୀନ ହୋଇଛି ରାମ ମନ୍ଦିର । ଦେଖିଲେ ଲାଗୁଛି ସତେ ଯେମିତି ଅଯୋଧ୍ୟାରେ ଦୀପାବଳି ପାଳନ ହେଉଛି । ରାମୟଣର ବର୍ଣ୍ଣନା ଅନୁସାରେContinue reading “ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର ।”
Author Archives: Raghaba
ସାନିଆଙ୍କ ସହ ବିବାହ ବିଛେଦ ଚର୍ଚ୍ଚା ଭିତରେ ପୁଣି ଥରେ ବିବାହ କଲେ ସୋଏବ ମଲ୍ଲିକ । ପାକ୍ ଅଭିନେତ୍ରୀ ସନା ଜାଭେଦଙ୍କ ଧରିଲେ ହାତ
କନକ ବ୍ୟୁରୋ : ପୂର୍ବତନ ଟେନିସ ତାରକା ସାନିଆ ମୀର୍ଜା ଓ ତାଙ୍କ ପାକିସ୍ତାନୀ ସ୍ୱାମୀ ସୋଏବ ମଲ୍ଲିକଙ୍କ ମଧ୍ୟରେ ବିବାହ ବିଛେଦ ଚର୍ଚ୍ଚା ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ବିବାହ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସାଏବ ମଲ୍ଲିକ । ସୋଏବ ପାକିସ୍ତାନର ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ସୋଏବ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ବିବାହ ବାବଦରେ ସ୍ପଷ୍ଟ କରିଛନ୍ତି । ଏବଂ ସନାଙ୍କ ସହContinue reading “ସାନିଆଙ୍କ ସହ ବିବାହ ବିଛେଦ ଚର୍ଚ୍ଚା ଭିତରେ ପୁଣି ଥରେ ବିବାହ କଲେ ସୋଏବ ମଲ୍ଲିକ । ପାକ୍ ଅଭିନେତ୍ରୀ ସନା ଜାଭେଦଙ୍କ ଧରିଲେ ହାତ”
ମଣିପୁର ଅଶାନ୍ତି ପରେ ବଢ଼ିଲା ଚିନ୍ତା । ମିଆଁମାର ସହ ସୀମାରେ ଲାଗିବ ତାରବାଡ,ଭାରତ ଭିତରକୁ ମିଆଁମାର ବିଦ୍ରୋହୀ ପଶିଆସୁଥିବା ଖବର ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିଷ୍ପତି
କନକ ବ୍ୟୁରୋ : ଅନୁପ୍ରବେଶ ରୋକିବାକୁ ଭାରତ-ମିଆଁମାର ଓ ଭାରତ-ବାଂଲାଦେଶ ସୀମାରେ ବଢ଼ାଯିବ ସୁରକ୍ଷା ବ୍ୟବସ୍ଥା । ବିଶେଷକରି ମିଆଁମାର ପଟୁ ଅନୁପ୍ରବେଶ ବଢ଼ୁଥିବାରୁ ଚିନ୍ତା ବଢ଼ୁଛି, ଏହାକୁ ନେଇ ସତର୍କ ହେବା ସହ ପଦକ୍ଷେପ ନେବାକୁ ସ୍ଥିର କରିଛି କେନ୍ଦ୍ର ସରକାର । ଭାରତ ଓ ମିଆଁମାର ସୀମାରେ ଏବେ ତାରବାଡ଼ ଲଗାଯିବ । ପୂର୍ବରୁ ଏହା ଖାଲି ରହିଥିଲା, ଫଳରେ ମୁକ୍ତ ଭାବେ ଏପଟର ଲୋକ ସେପଟକୁ ଓ ସେପଟର ଲୋକ ଏପଟକୁ ଆସିପାରୁଥିଲେContinue reading “ମଣିପୁର ଅଶାନ୍ତି ପରେ ବଢ଼ିଲା ଚିନ୍ତା । ମିଆଁମାର ସହ ସୀମାରେ ଲାଗିବ ତାରବାଡ,ଭାରତ ଭିତରକୁ ମିଆଁମାର ବିଦ୍ରୋହୀ ପଶିଆସୁଥିବା ଖବର ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିଷ୍ପତି”
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ପଚରାଉଚରା । ସରକାରୀ ବାସଭବନକୁ ଯାଇ ବୟାନ ରେକର୍ଡ କଲେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ
କନକ ବ୍ୟୁରୋ : ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିଛି ଇଡି । ହେମନ୍ତଙ୍କ ବାସଭବନରେ ପହଂଚି ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଓ ହେମନ୍ତ ଏହାର ଉତର ରଖିଛନ୍ତି । ହାଜର ହେବା ପୂର୍ବରୁ ଇଡି ତାଙ୍କୁ ୭ଥର ନୋଟିସ୍ ପଠାଇଥିଲା, ହେଲେ ହେମନ୍ତ ହାଜର ହୋଇ ନଥିଲେ । ହେଲେ ନିକଟରେ ସହଯୋଗ କରିବାକୁ ସହମତ ହୋଇଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଏହାପରେ ତାଙ୍କContinue reading “ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ପଚରାଉଚରା । ସରକାରୀ ବାସଭବନକୁ ଯାଇ ବୟାନ ରେକର୍ଡ କଲେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ”
ଆସାମ ତେଜପୁରରେ ମନ୍ଦିର ସଫେଇ କଲେ ଗୃହମନ୍ତ୍ରୀ ଅମିତ ଶାହା । ହାଇଦ୍ରାବାଦ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ତେଲେଙ୍ଗାନା ରାଜ୍ୟପାଳଙ୍କ ସଫେଇ
କନକ ବ୍ୟୁରୋ : ନେତାଙ୍କ ମନ୍ଦିର ସଫେଇ । ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ ସଫେଇ କରିବା ପରେ ବିଜେପିର ଅନ୍ୟ ନେତାମାନେ ଏହାକୁ ଅନୁସରଣ କରୁଛନ୍ତି ଓ ବିଭିନ୍ନ ମନ୍ଦିରରେ ସଫେଇ କରୁଛନ୍ତି । ମନ୍ଦିର ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଆସାମ ତେଜପୁର ସ୍ଥିତ ମହାଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଭିତରେ ଓ ବାହାରକୁ ସଫା କରିଛନ୍ତି । ସେପଟେ ବିଜେପି ନେତ୍ରୀ ଖୁସବୁ ସୁନ୍ଦରContinue reading “ଆସାମ ତେଜପୁରରେ ମନ୍ଦିର ସଫେଇ କଲେ ଗୃହମନ୍ତ୍ରୀ ଅମିତ ଶାହା । ହାଇଦ୍ରାବାଦ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ତେଲେଙ୍ଗାନା ରାଜ୍ୟପାଳଙ୍କ ସଫେଇ”
ରାମଲାଲାଙ୍କ ପାଇଁ ଅଯୋଧ୍ୟାରେ ପହଂଚୁଛି ଦେଶର କୋଣ ଅନୁକୋଣରୁ ଉପହାର । ହାଇଦ୍ରାବାଦରୁ ଗଲା ଏକ ଟନ୍ ଲଡୁ, ଛତିଶଗଡ଼ରୁ ସ୍ୱତନ୍ତ୍ର କୋଳି
କନକ ବ୍ୟୁରୋ : ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମଙ୍କ ପାଖରେ ଲାଗିହେବ ମିଠାକୋଳି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ସାନଭାଇ ଲକ୍ଷ୍ମଣଙ୍କ ସହ ବୃଦ୍ଧା ଶବରୀର ଆତିଥ୍ୟ ଗ୍ରହଣ କରି ମିଠା କୋଲି ଖାଇଥିଲେ । ଏହି ସ୍ମୃତିକୁ ଉଜାଗର ଉଦେଶ୍ୟରେ ଛତିଶଗଡ଼ର ଶିବରିନାରାୟଣ ଧାମରୁ ଅଯୋଧ୍ୟାରେ ସ୍ୱତନ୍ତ୍ର ମିଠା କୋଳି ପହଁଚିଛି । ଛତିଶଗଡ଼ର ଯାଦବ ସମ୍ପଦ୍ରାୟ ପକ୍ଷରୁ ଏହି କୋଳିକୁ ରାମଲାଲାଙ୍କ ପାଇଁ ଅଯୋଧ୍ୟାକୁ ଅଣାଯାଇଛି । ସେପଟେ ଅଯୋଧ୍ୟାରେ ପହଁଚିଛିContinue reading “ରାମଲାଲାଙ୍କ ପାଇଁ ଅଯୋଧ୍ୟାରେ ପହଂଚୁଛି ଦେଶର କୋଣ ଅନୁକୋଣରୁ ଉପହାର । ହାଇଦ୍ରାବାଦରୁ ଗଲା ଏକ ଟନ୍ ଲଡୁ, ଛତିଶଗଡ଼ରୁ ସ୍ୱତନ୍ତ୍ର କୋଳି”
ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା
କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାଇରାଲ ହୋଇଥିବା ଫଟୋକୁ ନେଇ ବିବାଦ ଦେଖାଦେଇଛି । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ରାମମନ୍ଦିର ଟ୍ରଷ୍ଟର ମୁଖ୍ୟ ପୂଜକ । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲାଲାଙ୍କର ହୋଇନଥିବ ଭାଇରାଲ ଫଟୋଟି ରାମଲାଲାଙ୍କର ହୋଇଥିଲେ ତାର ତଦନ୍ତ ହେଉ ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁContinue reading “ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା”
ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି । ଯୋଗଦେବେ ୫୪ଟି ଦେଶର ଶହେ ପ୍ରତିନିିଧି
କନକ ବ୍ୟୁରୋ : ଏବେ ରାମମୟ ଅଯୋଧ୍ୟା ନଗରୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପୁରା ଅଯୋଧ୍ୟା ନଗରୀ ନୂଆ ରୂପରେ ସଜେଇ ହେଉଛି । ଯେପରି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସୁରୁଖୁରୁରେ ଓ ଭବ୍ୟ ଆକାରରେ ସମାପନ ହେବ, ଏଥିପାଇଁ ସବୁ ଦିଗ ପ୍ରତି ନଜର ରଖାଯାଉଛି । ପ୍ରାଣପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ଥିବା ଅତିଥିମାନଙ୍କ ତାଲିକା ନିର୍ଦ୍ଧାରିତ କରାଯାଇ ସାରିଛି । ଦେଶବିଦେଶରୁ ଅତିଥିମାନେContinue reading “ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି । ଯୋଗଦେବେ ୫୪ଟି ଦେଶର ଶହେ ପ୍ରତିନିିଧି”
୫-ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୩୬୧ଟି ସ୍କୁଲ ଲୋକାର୍ପିତ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭୯୪ଟି ରୂପାନ୍ତରିତ ସ୍କୁଲ ହେବ ଲୋକାର୍ପିତ
କନକ ବ୍ୟୁରୋ: ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡା ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି ହାଇସ୍କୁଲ, ସମ୍ବଲପୁରର ୬୩ଟି, ନୂଆପଡାର ୩୩ଟି, ରାୟଗଡର ୬୦ଟି ଓ ବଲାଙ୍ଗିର ୧୦୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତେବେ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଥିବାବେଳେContinue reading “୫-ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୩୬୧ଟି ସ୍କୁଲ ଲୋକାର୍ପିତ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭୯୪ଟି ରୂପାନ୍ତରିତ ସ୍କୁଲ ହେବ ଲୋକାର୍ପିତ”
ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣ ଲୀଳା: ମନ ମୋହିଲା କାଳୀୟ ଦଳନ
କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ଚଳଚଂଚଳ ବରଗଡ ସହର । ମଥୁରା ନଗରୀ ମହାରାଜ କଂସ ବ୍ୟସ୍ତ ବିବ୍ରତ ଥିବା ବେଳେ ଗୋପପୁରରେ ଚାଲିଛି କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା । ଧନୁଯାତ୍ରାର ଷଷ୍ଠ ଦିନରେ ଆଜି ମଥୁରାରେ କୃଷ୍ଣ, ବଳରାମଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିବେ ମହାରାଜ କଂସ । ବେନି ଭାଇଙ୍କୁ ମଥୁରାକୁ ନିମନ୍ତ୍ରଣ କରି ହତ୍ୟା କରିବା ପାଇଁ ଧନୁଯାତ୍ରା ମହୋତ୍ସବ ଘୋଷଣା କରିବେ । ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରହରଣContinue reading “ମୁକ୍ତାକାଶ ରଙ୍ଗମଞ୍ଚରେ କୃଷ୍ଣ ଲୀଳା: ମନ ମୋହିଲା କାଳୀୟ ଦଳନ”