ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ ଯାଏଁ ଲାଗିବ କଟକଣା ।

କନକ ବ୍ୟୁରୋ : ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ତେବେ ଆସନ୍ତା ୫ ତାରିଖ ଅର୍ଥାତContinue reading “ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ ଯାଏଁ ଲାଗିବ କଟକଣା ।”

ଆଉ ଦୌଡିବାକୁ ପଡିବନି ଆରଟିଓ… ଏଣିକି ଘରେ ବସି ଆପଣ ନିଜେ କାଢିପାରିବେ ଆପଣଙ୍କ ଲର୍ଣ୍ଣିଂ ଲାଇସେନ୍ସ । ଜାଣନ୍ତୁ ପୂରା ପ୍ରକ୍ରିୟା…

କନକ ବ୍ୟୁରୋ : ଲାଇସେନ୍ସ ପାଇଁ ଆଉ କାଟିବାକୁ ପଡିବନି ଆରଟିଓର ଚକ୍କର । ଏଣିକି ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ । ଏଣିକି ଆପଣ ନିଜେ କାଢିପାରିବେ ନିଜର ଲର୍ଣ୍ଣିଂ ଲାଇସେନ୍ସ । ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆଉ ବାରମ୍ବାର ଆରଟିଓର ଚକ୍କର କାଟିବାକୁ ପଡିବନି । ନୂଆ ଆର୍ଥିକ ବର୍ଷରେ ପରିବହନ ବିଭାଗ ଅନେକ ପରିବର୍ତନ କରିବାକୁ ଯାଉଛି । ଏହି ପରିବର୍ତନରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅନଲାଇନ୍ ସର୍ଭିସ ଉପରେContinue reading “ଆଉ ଦୌଡିବାକୁ ପଡିବନି ଆରଟିଓ… ଏଣିକି ଘରେ ବସି ଆପଣ ନିଜେ କାଢିପାରିବେ ଆପଣଙ୍କ ଲର୍ଣ୍ଣିଂ ଲାଇସେନ୍ସ । ଜାଣନ୍ତୁ ପୂରା ପ୍ରକ୍ରିୟା…”

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି  । ଭାରତର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି । ସରକାର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ସବୁ ହସ୍ପିଟାଲ ପ୍ରସ୍ତୁତ ରହିବାକୁ ଆମେ ନିର୍ଦ୍ଦେଶ ଦେଇଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ  । ଅକ୍ସିଜେନ, ବେଡ଼, ଆବଶ୍ୟକତା ଅନୁଯାଇ ମେଡ଼ିସିନ୍, ଭେଂଟିଲେଟର ରଖିବାକୁContinue reading “ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି”

ବାଚସ୍ପତିଙ୍କୁ ଚପଲ ଫୋପାଡିବା ଘଟଣା । ଜୟନାରାୟଣ କହିଲେ, ମୁଁ ଯାହା କରିଛି ଠିକ୍ କରିଛି, ପଶ୍ଚାତାପ କରିବାର ନାହିଁ, କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ । 

କନକ ବ୍ୟୁରୋ : ବିଧାନସଭାରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ବିଧାୟକ । ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବା ଓ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦେବା ଅଭିଯୋଗ ଆଣି ଏଭଳି ଆଭିମୁଖ୍ୟ ଆପଣାଇଛନ୍ତି ବିରୋଧୀ ।  ବିନା ଆଲୋଚନାରେ ବିଲ୍ ପାସ କରିଥିବାରୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । ହୋ ହାଲ୍ଲା ଭିତରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କContinue reading “ବାଚସ୍ପତିଙ୍କୁ ଚପଲ ଫୋପାଡିବା ଘଟଣା । ଜୟନାରାୟଣ କହିଲେ, ମୁଁ ଯାହା କରିଛି ଠିକ୍ କରିଛି, ପଶ୍ଚାତାପ କରିବାର ନାହିଁ, କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ । “

ହଷ୍ଟେଲ ଛାଡି କୁଡିଆରେ ରାତି କାଟିଲେ ୨୬ ଛାତ୍ରୀ । କନ୍ଧମାଳ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ମା’ ଭୈରବୀ ଉଚ୍ଚବିଦ୍ୟାଳୟର ଘଟଣା

କନକ ବ୍ୟୁରୋ : କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ମା’ ଭୈରବୀ ଉଚ୍ଚବିଦ୍ୟାଳୟରେ ଥିବା ଅନୁସୁଚିତ ଜାତି ଓ ଜନଜାତୀ ବିଭାଗ ପରିଚାଳିତ ହଷ୍ଟେଲର ୨୬ଜଣ ଛାତ୍ରୀ ଗତକାଲି ହଷ୍ଟେଲ ଛାଡ଼ିଥିଲେ । ଗୋଟିଏ କୁଡ଼ିଆରେ ରାତି କଟାଇଥିଲେ ଛାତ୍ରୀ । ପ୍ରଧାନଶିକ୍ଷୟତ୍ରୀ ଓ ହଷ୍ଟେଲ ୱାର୍ଡ଼େନ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ଏଭଳି ପଦକ୍ଷେପ ନେଇଥିଲେ ଛାତ୍ରୀ । ସ୍ଥାନୀୟ ବିଡ଼ିଓ ବୁଝାସୁଝା ପରେ ଛାତ୍ରୀ ମାନେ ହଷ୍ଟେଲକୁ ଫେରିଛନ୍ତି । ଛାତ୍ରୀମାନେ ନିଜContinue reading “ହଷ୍ଟେଲ ଛାଡି କୁଡିଆରେ ରାତି କାଟିଲେ ୨୬ ଛାତ୍ରୀ । କନ୍ଧମାଳ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ମା’ ଭୈରବୀ ଉଚ୍ଚବିଦ୍ୟାଳୟର ଘଟଣା”

ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ : ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ; ସଂଶୋଧନରେ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ

କନକ ବ୍ୟୁରୋ : ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ୨୦୨୧ । ଓଡ଼ିଶାରେ ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ ଓଡ଼ିଶା ସମେତ ସମଗ୍ର ଦେଶରେ ନିଯୁକ୍ତି ନପାଇବାର ବ୍ୟବସ୍ଥା ଥିଲା । ସଂଶୋଧନ ଅନୁସାରେ ଓଡ଼ିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧକ୍ଷ ଓ ସଦସ୍ୟମାନେ , ଓଡ଼ିଶାରେ ପୁନଃ ନିଯୁକ୍ତି ପାଇବେ ନାହିଁ । ମାତ୍ର ଅନ୍ୟ ରାଜ୍ୟରେ ସେମାନଙ୍କୁ ନିଯୁକ୍ତି ପାଇପାରିବେ । ଏହାକୁ ନେଇ ବିରୋଧି ସଦସ୍ୟମାନେContinue reading “ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ : ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ; ସଂଶୋଧନରେ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ”

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ ବିଧାୟକ! ଜାଣନ୍ତୁ ବିଧାନସଭାରେ କାହିଁକି ଏମିତି ହେଲା ?

କନକ ବ୍ୟୁରୋ : ବିଧାନସଭାରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ବିଧାୟକ । ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଛନ୍ତି ବିରୋଧୀ ସଦସ୍ୟ । ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବାରୁ ଏଭଳି ଆଭିମୁଖ୍ୟ ଆପଣାଇଛନ୍ତି ବିରୋଧୀ ।  ବିନା ଆଲୋଚନାରେ ବିଲ୍ ପାସ କରିଥିବାରୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବାContinue reading “ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ ବିଧାୟକ! ଜାଣନ୍ତୁ ବିଧାନସଭାରେ କାହିଁକି ଏମିତି ହେଲା ?”

ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ଅନୁଧ୍ୟାନ : ଭିତ୍ତିଭୂମି ଅନୁଧ୍ୟାନ କଲା କେନ୍ଦ୍ର ବୈଷୟିକ ଟିମ୍

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ଅନୁଧ୍ୟାନ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ବୈଷୟିକ ଟିମ୍ ସୁନ୍ଦରଗଡରେ ପହଂଚିଛନ୍ତି । ଏଠାରେ ନିର୍ମାଣଧୀନ ଏନଟିପିସି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଭିତିଭୂମି ଏମ୍ସ ଏଥିପାଇଁ ପ୍ରଜୁଯ୍ୟ ହେବ କି ନାହିଁ ତାର ଅନୁଧ୍ୟାନ କରାଯାଉଛି । ଅନୁଧ୍ୟାନ ପରେ ଏ ସମ୍ପର୍କରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ । ଟିମରେ ନୂଆଦିଲ୍ଲୀ ଏମ୍ସ ମେଡିକାଲ ଅଧୀକ୍ଷକ ଡ.Continue reading “ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ଅନୁଧ୍ୟାନ : ଭିତ୍ତିଭୂମି ଅନୁଧ୍ୟାନ କଲା କେନ୍ଦ୍ର ବୈଷୟିକ ଟିମ୍”

କରୋନାର ଦ୍ୱିତୀୟ ଲହର ପ୍ରଭାବରେ ବେହାଲ ବାଂଗ୍ଲାଦେଶ । ସଂକ୍ରମଣ ରୋକିବାକୁ ୭ ଦିନ ପାଇଁ ଲଗାଗଲା ସମ୍ପୂର୍ଣ୍ଣ ଲକଡାଉନ୍

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଡୋଶୀ ଦେଶ ବାଂଗ୍ଲାଦେଶ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛି   । ଏହି ଲକଡାଉନ୍ ସୋମବାର ଠାରୁ ଆରମ୍ଭ ହେବ । ଏହି ସମୟରେ କେବଳ ଜରୁରୀସେବା ଜାରି ରହିବ ବୋଲି କୁହାଯାଇଛି । ବାଂଗ୍ଲାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଦିନ ଦେଶରେ ୬୮୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି , ଏହାସହ ସେହିଦିନ ୫୦Continue reading “କରୋନାର ଦ୍ୱିତୀୟ ଲହର ପ୍ରଭାବରେ ବେହାଲ ବାଂଗ୍ଲାଦେଶ । ସଂକ୍ରମଣ ରୋକିବାକୁ ୭ ଦିନ ପାଇଁ ଲଗାଗଲା ସମ୍ପୂର୍ଣ୍ଣ ଲକଡାଉନ୍”

ସରକାରୀ ହୋମିଓପାଥିକ୍ କଲେଜରେ ରାଗିଂ ଅଭିଯୋଗ : ଦିଲ୍ଲୀ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ

କନକ ବ୍ୟୁରୋ : ଓଡ଼ିଶା ମେଡିକାଲ୍ କଲେଜ୍ ଅଫ୍ ହୋମିଓପ୍ୟାଥି ଆଣ୍ଡ ରିସର୍ଚ୍ଚରେ ରାଗିଂ ଅଭିଯୋଗ ଆସିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏନେଇ କଲେଜ ଆଣ୍ଟି ରାଗିଂ ସେଲ ପକ୍ଷରୁ ତଦନ୍ତ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, କେତେକ ଜୁନିଅର୍ ଛାତ୍ରୀ ସିନି୍ଅର ଛାତ୍ରୀଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି। ଗତ ୧ ତାରିଖରେ ଏନେଇ ଦିଲ୍ଲୀର ନ୍ୟାସନାଲ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମିଳିବା ପରେ କଲେଜ ଆଣ୍ଟି ରାଗିଂContinue reading “ସରକାରୀ ହୋମିଓପାଥିକ୍ କଲେଜରେ ରାଗିଂ ଅଭିଯୋଗ : ଦିଲ୍ଲୀ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ”

Design a site like this with WordPress.com
Get started