କନକ ବ୍ୟୁରୋ : ଜଂଗଲ ନିଆଁର ସାଇଡ୍ ଇଫେକ୍ଟ । ଆକାଶ ମାର୍ଗ ରୁ ଆସିଲା ସାଂଘାତିକ ଚିତ୍ର । ମାଲକାନଗିରି ଜିଲ୍ଲାରେ ପରିବେଶ ଏବେ ଧୂଆଁଳିଆ । ଗତ ୩ ଦିନ ଧରି ମାଲାକନଗିରି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଚାରି ଆଡେ କେବଳ ଧୂଆଁ ଆଉ ଧୂଆଁ ର ଆସ୍ତରଣ ଦେଖିବାକୁ ମିଳିଛି । ଗୁରୁତ୍ୱପୁର୍ଣ କଥା ହେଲା, ଏହି ଧୂଆଁଳିଆ ପାଗ ଯୋଗୁ ୨୦୦ ମିଟର ଆଗକୁ ଆଉ କିଛି ଦେଖା ଯାଉContinue reading “ମାଲକାନଗିରି ଜିଲ୍ଲାରେ ଏବେ ପରିବେଶ ଧୂଆଁଳିଆ : ୨ଶହ ମିଟର ଆଗକୁ ଦେଖାଯାଉନାହିଁ କିଛି”
Author Archives: Raghaba
ରାଜ୍ୟରେ ୫ ଶହର ନିକଟତର ହେଉଛି କରୋନା ଗ୍ରାଫ୍ : ଗତ ୨୪ ଘଂଟାରେ ରାଜ୍ୟରେ ୪୫୨ ନୂଆ ପଜିଟିଭ୍ ଚିହ୍ନଟ
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଭୟ ବଢାଉଥିବା ବେଳେ ରାଜ୍ୟରେ ୨୪ଘଂଟା ଭିତରେ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨୬୭ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ୨୧୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୨ ଶହ ୨୪କୁ ବୃଦ୍ଧି ପାଇଛି ।Continue reading “ରାଜ୍ୟରେ ୫ ଶହର ନିକଟତର ହେଉଛି କରୋନା ଗ୍ରାଫ୍ : ଗତ ୨୪ ଘଂଟାରେ ରାଜ୍ୟରେ ୪୫୨ ନୂଆ ପଜିଟିଭ୍ ଚିହ୍ନଟ”
ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି । ୫ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କଲେ ଭେଙ୍କିୟା ନାଇଡୁ ।
କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଭେଙ୍କିୟା ନାଇଡୁ । ସମାରୋହରେ ଅଧ୍ୟକ୍ଷତା କରିବେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ,Continue reading “ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି । ୫ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କଲେ ଭେଙ୍କିୟା ନାଇଡୁ ।”
କୃଷକ ନେତା ରାକେଶ ଟିକାୟତଙ୍କ ଗାଡି ଉପରେ ଆକ୍ରମଣ ଘଟଣା । ଏବିଭିପି ନେତାଙ୍କ ସମେତ ୧୬ ଗିରଫ । ବିଜେପି କହିଲା ପୋଲିସ ଉପସ୍ଥିତିରେ କେମିତି ହେଲା ଆକ୍ରମଣ
କନକ ବ୍ୟୁରୋ : ଶୁକ୍ରବାର ଦିନ ରାଜସ୍ଥାନର ଅଲବର ଜିଲ୍ଲା ତାତରପୁର ଠାରେ କୃଷକ ନେତା ରାକେଶ ଟିକାୟତଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣରେ ପୋଲିସ ଏବିଭିପି ନେତାଙ୍କ ସହ ୧୬ ଜଣଙ୍କୁ ଗିରଫ୍ କରିଛି । ଶୁକ୍ରବାର ଦିନ ତାତରପୁର ଠାରେ ଏକ ଗାଡିରେ ଟିକାୟତ ଯାଉଥିବା ବେଳେ ସ୍ୱାଗତ କରିବା ବାହାନାରେ କିଛି ଲୋକ ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିଥିଲେ । ଏଥିରେ ଟିକାୟତଙ୍କ ଗାଡି ଭାଙ୍ଗିଯାଇଛି । ଆକ୍ରମଣକାରୀମାନେ ଟିକାୟତଙ୍କ ଉପରେContinue reading “କୃଷକ ନେତା ରାକେଶ ଟିକାୟତଙ୍କ ଗାଡି ଉପରେ ଆକ୍ରମଣ ଘଟଣା । ଏବିଭିପି ନେତାଙ୍କ ସମେତ ୧୬ ଗିରଫ । ବିଜେପି କହିଲା ପୋଲିସ ଉପସ୍ଥିତିରେ କେମିତି ହେଲା ଆକ୍ରମଣ”
ଏମସରେ ରିହାତି ଔଷଧ ପ୍ରହସନ । କ୍ୟାମ୍ପସରେ ମିଳୁନି ଔଷଧ, ବାହାରୁ ଚଢା ଦରରେ କିଣୁଛନ୍ତି ରୋଗୀ । ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କି?
କନକ ବ୍ୟୁରୋ : ଔଷଧ ବ୍ୟବସାୟର ଗୋଲକଧନ୍ଦାରେ ଫସି ଛଟପଟ ହେଉଛନ୍ତି ଏମ୍ସ ରୋଗୀ। ସରକାରୀ ବ୍ୟବସ୍ଥା ଅନୁଯାୟୀ ନିଃଶୁଳ୍କ, ରିହାତି ଔଷଧର ଲାଭରୁ ଅଧିକାଂଶ ବଞ୍ଚିତ। କ୍ୟାମ୍ପସରେ ଥିବା ଦୋକାନରୁ ଅଧିକାଂଶ ଔଷଧ ମିଳୁ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ରୋଗୀ ବାହାରୁ ଚଢ଼ା ଦରରେ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏମ୍ସ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ଥାଇ ମଧ୍ୟ କାହିଁକି ଡାକ୍ତରଖାନାର ଗରିବ ରୋଗୀଙ୍କ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି,Continue reading “ଏମସରେ ରିହାତି ଔଷଧ ପ୍ରହସନ । କ୍ୟାମ୍ପସରେ ମିଳୁନି ଔଷଧ, ବାହାରୁ ଚଢା ଦରରେ କିଣୁଛନ୍ତି ରୋଗୀ । ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କି?”
ପ୍ରତିଦିନ ସଂକ୍ରମଣର ନୂଆ ରେକର୍ଡ ଛୁଉଁଛି କରୋନା : ଦିନକରେ ଦେଶରେ ୮୯,୧୨୯ ଆକ୍ରାନ୍ତ, ୭୧୪ ମୃତ
କନକ ବ୍ୟୁରୋ : ଦେଶରେ କ୍ରମାଗତ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ ଛୁଉଁଛି । ଗତ ୨୪ ଘଂଟାରେ ଦେଶରେ ପୁଣି ୮୯ ହଜାର ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୭୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ ୪୪ ହଜାର ୨୦୨ ଜଣ କରୋନାରୁ ସୁସ୍ଥ ହୋଇଥିବାରୁ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷContinue reading “ପ୍ରତିଦିନ ସଂକ୍ରମଣର ନୂଆ ରେକର୍ଡ ଛୁଉଁଛି କରୋନା : ଦିନକରେ ଦେଶରେ ୮୯,୧୨୯ ଆକ୍ରାନ୍ତ, ୭୧୪ ମୃତ”
କେନ୍ଦ୍ରାପଡାରେ ବିଚ୍ ରାସ୍ତା ଉପରେ ବୋହୂକୁ ମାଡ : ସ୍ୱାମୀ ଓ ଶାଶୁ ରାଜ୍ୟ ବାହାରେ ରହୁଥିବା ବେଳେ ମାମୁଁ ଶ୍ବଶୁର ଘର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ
କନକ ବ୍ୟୁରୋ : ଶାଶୁ ଘରେ ବୋହୂକୁ ଦିନ ଦ୍ୱିପ୍ରହରରେ ମାଡ । ଘରୁ ବାହାରି ଯିବାକୁ କହି ଦିନ ଦ୍ୱିପ୍ରହରରେ ନିସ୍ତୁକ ମାଡ଼ ମାରିଲେ ଶାଶୁଘର ଲୋକେ । ବୋହୂକୁ ରକ୍ଷା କରିବାକୁ ଯାଉ ଆହତ ହେଲେ ସ୍ଥାନୀୟ ଲୋକେ । ସୋସିଆଲ ମିଡ଼ିଆରେ ଏବେ ଏହି ମାଡ଼ର ଚିତ୍ର ଭାଇରାଲ ହେବାରେ ଲାଗିଛି । କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁର ଝିଅ କୋରୋ ଗାଁର ଜିତେନ୍ଦ୍ରଙ୍କୁ ବିବାହ କରିଥିଲେ । ବିବାହ ପରେ ପାରିବାରିକContinue reading “କେନ୍ଦ୍ରାପଡାରେ ବିଚ୍ ରାସ୍ତା ଉପରେ ବୋହୂକୁ ମାଡ : ସ୍ୱାମୀ ଓ ଶାଶୁ ରାଜ୍ୟ ବାହାରେ ରହୁଥିବା ବେଳେ ମାମୁଁ ଶ୍ବଶୁର ଘର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ”
ତାତିରୁ ରାଜ୍ୟକୁ ମିଳିବ ସାମାନ୍ୟ ଆଶ୍ୱସ୍ତି : ରାଜଧାନୀ ସମେତ ଅନେକ ସ୍ଥାନରେ ୨ ରୁ ୪ ଡିଗ୍ରୀ ଯାଏଁ ଖସିବ ପାରଦ
କନକ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ସାମୟିକ ଭାବେ ଆଶ୍ୱସ୍ତିର ଖବର ଆଣିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ରାଜଧାନୀ ଭୁବନେଶ୍ୱର ସମେତ ପୂରା ରାଜ୍ୟର ତାପମାତ୍ରା ଆସନ୍ତା ୨ ଦିନ ମଧ୍ୟରେ ୨ରୁ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଏହି ସମୟରେ ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଓ ୪୦ କିଲୋମିଟର ବେଗରେ ପବନ ବହିବ । ତେଣୁ ଗତ କିଛିContinue reading “ତାତିରୁ ରାଜ୍ୟକୁ ମିଳିବ ସାମାନ୍ୟ ଆଶ୍ୱସ୍ତି : ରାଜଧାନୀ ସମେତ ଅନେକ ସ୍ଥାନରେ ୨ ରୁ ୪ ଡିଗ୍ରୀ ଯାଏଁ ଖସିବ ପାରଦ”
ଖୋର୍ଦ୍ଧା ଦୁର୍ଗାପୁରରେ ହାତୀ ଆକ୍ରମଣରେ ଜଣେ ମୃତ । ୩ ଗୁରୁତରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କନକ ବ୍ୟୁରୋ : ଆଜି ବଡ଼ିଭୋର ୪ଟା ସମୟରେ ଧଉଳିମୁହଁ ପଞ୍ଚାୟତ ଅଧୀନସ୍ଥ ରାମଚଣ୍ଡୀ ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ମହିଳାଜଣକ ହେଲେ ରାମଚଣ୍ଡୀ ତଳସାହିର ମଞ୍ଜୁଲତା ବେହେରା । ମଞ୍ଜୁଲତା ପୋଖରୀକୁ ଗାଧୋଇ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଏହାଛଡ଼ା ଏହି ଘଟଣାରେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଖୋର୍ଦ୍ଧା ସରକାରୀ ହସ୍ପିଟାଲରେ ଚିକିତ୍ସାContinue reading “ଖୋର୍ଦ୍ଧା ଦୁର୍ଗାପୁରରେ ହାତୀ ଆକ୍ରମଣରେ ଜଣେ ମୃତ । ୩ ଗୁରୁତରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି”
ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆରମ୍ଭ ହେବ ଅନୁଧ୍ୟାନ : ଆଜି ଆସୁଛନ୍ତି କେନ୍ଦ୍ର ଓ ରାଜ୍ୟର ବୈଷୟିକ ଟିମ୍
କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆଜି ଠାରୁ ଆରମ୍ଭ ହେବ ଅନୁଧ୍ୟାନ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ବୈଷୟିକ ଟିମ୍ ସୁନ୍ଦରଗଡ଼ ଗସ୍ତରେ ଯିବେ । ଏଠାରେ ନିର୍ମାଣଧୀନ ଏନଟିପିସି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଭିତିଭୂମି ଏମ୍ସ ଏଥିପାଇଁ ପ୍ରଜୁଯ୍ୟ ହେବ କି ନାହିଁ ତାର ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ଏ ସମ୍ପର୍କରେ କେନ୍ଦ୍ରକୁ ରିପୋର୍ଟ ଦେବେ । ଏହି ଟିମରେ ଭୁବନେଶ୍ୱରContinue reading “ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଆରମ୍ଭ ହେବ ଅନୁଧ୍ୟାନ : ଆଜି ଆସୁଛନ୍ତି କେନ୍ଦ୍ର ଓ ରାଜ୍ୟର ବୈଷୟିକ ଟିମ୍”