କନକ ବ୍ୟୁରୋ: ଗୋଟିଏ ଦିନରେ ଦେଶରେ ୮୧ ହଜାରରୁ ଅଧିକ ସଂକ୍ରମଣ ଓ ରାଜ୍ୟରେ ୪୬୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆରମ୍ଭ ହୋଇଛି ତନାଘନା । ଜିଲ୍ଲାପାଳ, ମ୍ୟୁନିସପାଲ କମିସନର, ସିଡିଏମଓ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପୁଣିଥରେ ମହାମାରୀ ସଂକ୍ରମକ ରୂପ ନେଉଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ତେବେ ନଜର ପକାନ୍ତୁ କ’ଣContinue reading “ବଢୁଛି କରୋନା ସଂକ୍ରମଣ, ସତର୍କ କଲେ ସରକାର । ଆଇସିୟୁ, ଅକ୍ସିଜେନ୍, ଔଷଧ ସହ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ।”
Author Archives: Raghaba
ମଞ୍ଜରୀରେ ପ୍ରସାରିତ ହେବାକୁ ଯାଉଛି ପୌରାଣିକ ଧାରାବାହିକ ‘ମହାରଥୀ କର୍ଣ୍ଣ’ । ଏପ୍ରିଲ ୫ରୁ ଦେଖନ୍ତୁ, ପ୍ରତି ସୋମ-ଗୁରୁ ଅପରାହ୍ନ ୩ଟା ଓ ରାତି ୯ଟାରେ ।
କନକ ବ୍ୟୁରୋ: ମହାକାବ୍ୟ ମହାଭାରତର ପ୍ରତିଟି ଚରିତ୍ର ସେମାନଙ୍କ ବୀରତ୍ୱ, ପ୍ରତିବଦ୍ଧତା ଓ ପ୍ରତିଶୋଧକୁ ନେଇ ବେଶ୍ ଚର୍ଚ୍ଚିତ । କୌରବ ଓ ପାଣ୍ଡବମାନଙ୍କ ଭିିତରେ ଘଟିଥିବା ମହାଯୁଦ୍ଧର ଗୋଟିଏ ପାଖରେ ଥିଲେ କୁନ୍ତୀଙ୍କର ୫ ପୁତ୍ର ପାଣ୍ଡବ ଓ ପରିସ୍ଥିତିର ଚାପରେ କୌରବଙ୍କ ପକ୍ଷ ନେଇଥିଲେ ସୂର୍ଯ୍ୟଙ୍କର ଔରସରୁ ଜନ୍ମ କୁନ୍ତୀଙ୍କର ପୁତ୍ର ମହାବୀର କର୍ଣ୍ଣ । ଦୟା, କ୍ଷମା, ନିଷ୍ଠା ଓ ପ୍ରଚଣ୍ଡ ବୀରତ୍ୱର ଅଧିକାରୀ ମହାରଥୀ କର୍ଣ୍ଣ ମହାଭାରତର ଚର୍ଚ୍ଚିତ ଯୋଦ୍ଧାମାନଙ୍କ ଭିତରୁContinue reading “ମଞ୍ଜରୀରେ ପ୍ରସାରିତ ହେବାକୁ ଯାଉଛି ପୌରାଣିକ ଧାରାବାହିକ ‘ମହାରଥୀ କର୍ଣ୍ଣ’ । ଏପ୍ରିଲ ୫ରୁ ଦେଖନ୍ତୁ, ପ୍ରତି ସୋମ-ଗୁରୁ ଅପରାହ୍ନ ୩ଟା ଓ ରାତି ୯ଟାରେ ।”
ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡିର ହେଭିୱେଟ ନେତା । ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ନବୀନଙ୍କ ସମେତ ୭ ମନ୍ତ୍ରୀ ଓ ୧୬ ବିଧାୟକ ।
କନକ ବ୍ୟୁରୋ : ପିପିଲି ଗଡକୁ ବଞ୍ଚାଇବାକୁ ଏବେ ଜୋର ଲଗାଇଛି ବିଜେଡି । ମହାରଥୀଙ୍କ ପୁଅ ରୁଦ୍ରଙ୍କୁ ପିପିଲି ଲଢେଇରେ ଯୋଦ୍ଧା ଭାବେ ସାମ୍ନାକୁ ଆଣିଛି ଦଳ । ଦିନ ବିତିବା ସହ ପିପିଲି ଲଢେଇ ରୋଚକ ହେଉଥିବା ବେଳେ ରୁଦ୍ରଙ୍କ ପାଇଁ ଦଳୀୟ ସୁପ୍ରିମୋ ନବୀନଙ୍କ ସହ ୨୯ ଜଣ ଅଭିଜ୍ଞ ଓ ଅନୁଭବୀ ନେତା ପ୍ରଚାର ମୈଦାନକୁ ଓହ୍ଲାଇବେ । ବିଜେପି ଏଠାରେ କଡା ଟକ୍କର ଦେଉଥିବାରୁ ପିପିଲିକୁ ହାଲୁକାରେ ନେଉନାହିଁ ଦଳContinue reading “ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡିର ହେଭିୱେଟ ନେତା । ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ନବୀନଙ୍କ ସମେତ ୭ ମନ୍ତ୍ରୀ ଓ ୧୬ ବିଧାୟକ । “
ନଈ କୂଳରେ ଘର, ହେଲେ ମେଂଟୁନି ଶୋଷ । ରାଜନଗର ବ୍ଲକର ନଇକୂଳିଆ ଲୋକେ ଭୋଗୁଛନ୍ତି ଜଳ ଯନ୍ତ୍ରଣା ।
କନକ ବ୍ୟୁରୋ: ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ନଈକୂଳିଆ ଅଂଚଳର ମହିଳାଙ୍କୁ ପ୍ରତି ଦିନ ସକାଳ ପାହିଲେ ପାଣି ନେବା ପାଇଁ ପ୍ରତିଯୋଗିତା କରିବାକୁ ପଡୁଛି । ପାଣି ଗରାଏ ପାଇଁ ମହିଳାମାନେ ନଳକୂପ ଆଗରେ ଘଂଟା ଘଂଟା ଅପେକ୍ଷା କରୁଛନ୍ତି । ଜନସଂଖ୍ୟା ଅନୁସାରେ ଗାଁରେ ନଳକୂପ ନଥିବାରୁ ପାଣି ପାଇଁ ବାଧ୍ୟ ହୋଇ ଲୋକେ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରୁଛନ୍ତି । ହେଲେ ବାରମ୍ବାର କୁମ୍ଭୀର ଆକ୍ରମଣରେ ଜୀବନ ଯାଉଥିବାରୁ ନଦୀକୁ ଯିବାକୁContinue reading “ନଈ କୂଳରେ ଘର, ହେଲେ ମେଂଟୁନି ଶୋଷ । ରାଜନଗର ବ୍ଲକର ନଇକୂଳିଆ ଲୋକେ ଭୋଗୁଛନ୍ତି ଜଳ ଯନ୍ତ୍ରଣା ।”
କଟକ ଶିଖରପୁରରେ ବିଭତ୍ସ ହତ୍ୟା । ଭାଉଜକୁ ଗଳାକାଟି ହତ୍ୟା କଲ ଦିଅର । ସେପଟେ କାମାକ୍ଷାନଗରେ ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ୨ ଝିଅ ଗୁରୁତର ।
କନକ ବ୍ୟୁରୋ: କଟକ ଶିଖରପୁର ଅଂଚଳରେ ବିଭତ୍ସ ହତ୍ୟାକାଣ୍ଡ । ସଂପତି ଭାଗବଂଟା ଓ ଜମି ବିବାଦକୁ ନେଇ ନିଜ ଭାଉଜର ଗଳାକାଟି ହତ୍ୟା କରିଛି ଦିଅର । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ କଟକରେ ଚାଂଚଲ୍ୟ ଖେଳାଇ ଦେଇଛି । ଜମି କଳି ନେଲା ଜୀବନ ଭାଉଜର ଗଳା କାଟି ହତ୍ୟା କଲା ଦିଅର ଏହି ହତ୍ୟାକାଣ୍ଡ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା ଚାଉଳିଆଗଂଜ ପୁଲିସ । ସାଇନଟିଫିକ ଟିମ ଘଟଣାସ୍ଥଳରୁ ମୃତଦେହକୁ ଜବତContinue reading “କଟକ ଶିଖରପୁରରେ ବିଭତ୍ସ ହତ୍ୟା । ଭାଉଜକୁ ଗଳାକାଟି ହତ୍ୟା କଲ ଦିଅର । ସେପଟେ କାମାକ୍ଷାନଗରେ ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ୨ ଝିଅ ଗୁରୁତର ।”
ବାଲେଶ୍ୱର କୁଳଡିଆ ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ । ଦେଶୀ ବନ୍ଧୁକ ସହ ମୃତ ସମ୍ବର ଜବତ । ବନ ବିଭାଗର ଚଢାଉ ବେଳେ ୨ ଶିକାରୀ ଫେରାର ।
କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟର ଜଙ୍ଗଲ ଜଳୁଥିବା ବେଳେ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ଏପରି ସମୟରେ ବନ୍ୟଜନ୍ତୁଙ୍କୁ ଶିକାର କରୁଛନ୍ତି ଶିକାରୀ । କୁଳଡିହା ଅଭୟାରଣ୍ୟର ଜଡାଚୁଆ ଅଂଚଳରୁ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଶିକାରୀ ଠାରୁ ଏକ ଦେଶୀ ବନ୍ଧୁକ ଗୁଳି ସହ ଓ ଏକ ମୃତ ସମ୍ବର ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି ଗିରଫ ଶିକାରୀକୁContinue reading “ବାଲେଶ୍ୱର କୁଳଡିଆ ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ । ଦେଶୀ ବନ୍ଧୁକ ସହ ମୃତ ସମ୍ବର ଜବତ । ବନ ବିଭାଗର ଚଢାଉ ବେଳେ ୨ ଶିକାରୀ ଫେରାର ।”
ଲଣ୍ଡା ହୋଇଯାଉଛି ମାଲକାନଗିରିର ବଣ୍ଡାଘାଟି ପାହାଡ । ପୋଡୁ ଚାଷ ପାଇଁ ଜଙ୍ଗଲ ଜଳାଉଛନ୍ତି ସ୍ଥାନୀୟ ବାସିନ୍ଦା ।
କନକ ବ୍ୟୁରୋ: ନିଆଁ ଖାଇଗଲା ସବୁଜିମା ଆଉ ଲଣ୍ଡା ହୋଇଗଲା ଆଦିମ ଜନଜାତିର ବଣ୍ଡା ପାହାଡ । ଗତ ୪ ଦିନ ହେବ ବଣ୍ଡାଘାଟିରେ ଜଙ୍ଗଲ ପୋଡିବା ପରେ ଧୂଆଁରେ ଅଣନିଶ୍ୱାସୀ ହୋଇପଡିଛନ୍ତି ଅଂଚଳବାସୀ ପୋଡୁ ଚାଷ ଲାଗି ଅବକ୍ଷୟ ହେବାରେ ଲାଗିଛି ବଣ୍ଡାଘାଟିର ଜଙ୍ଗଲ ଏବଂ ନିଆଁ ପୋଡିରେ ମାଟିରେ ଲୋଟି ପଡୁଛି ଶହ ଶହ ଗଛ । ଖାଲି ସେତିକି ନୁହେଁ, ନିଆଁରୁ ବାହାରୁଥିବା ଧୂଆଁରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି ।Continue reading “ଲଣ୍ଡା ହୋଇଯାଉଛି ମାଲକାନଗିରିର ବଣ୍ଡାଘାଟି ପାହାଡ । ପୋଡୁ ଚାଷ ପାଇଁ ଜଙ୍ଗଲ ଜଳାଉଛନ୍ତି ସ୍ଥାନୀୟ ବାସିନ୍ଦା ।”
ସଂକ୍ରମଣ ବଢୁଥିବାବେଳେ କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଶଯ୍ୟା ଓ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏହାର ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ, ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ କରୋନାକୁ ମୁକାବିଲା କରିବା ନିମନ୍ତେ ସମସ୍ତେ ପ୍ରସ୍ତୁତ ରହିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଅଧିକ ଶଯ୍ୟା ଓ ଅକ୍ସିଜେନ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛି । ସ୍ୱାସ୍ଥ୍ୟ ବିଭାଗର ଏହି ଚିଠିରେ କୁହାଯାଇଛି ଯେ, ରାଜ୍ୟର କୋଭିଡ୍ ରୋଗୀଙ୍କContinue reading “ସଂକ୍ରମଣ ବଢୁଥିବାବେଳେ କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଶଯ୍ୟା ଓ ଅକ୍ସିଜେନ ମହଜୁଦ ରଖିବାକୁ ନିର୍ଦ୍ଦେଶ ।”
ପିପିଲି ପାଇଁ ଆସିଲା ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏଥର ବି ନାହିଁ ଅନୁଭବଙ୍କ ନାଁ, ନବୀନଙ୍କ ସମେତ ବରିଷ୍ଠ ଓ ଅନୁଭବୀ ନେତା ଧରିବେ ପ୍ରଚାରର ମଙ୍ଗ ।
କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଆସନ୍ତା ୧୭ରେ ପିପିଲି ପାଇଁ ଭୋଟ ପଡିବାକୁ ଥିବା ବେଳେ କମ୍ପୁଛି ପ୍ରଚାର ମୈଦାନ । ଆଉ ଏସବୁ ଭିତରେ ହାଇଭୋଲଟେଜ ପିପିଲି ଆସନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଧରିବେ ପ୍ରଚାରର ମଙ୍ଗ । ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେContinue reading “ପିପିଲି ପାଇଁ ଆସିଲା ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏଥର ବି ନାହିଁ ଅନୁଭବଙ୍କ ନାଁ, ନବୀନଙ୍କ ସମେତ ବରିଷ୍ଠ ଓ ଅନୁଭବୀ ନେତା ଧରିବେ ପ୍ରଚାରର ମଙ୍ଗ ।”
ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ । ଜାଣନ୍ତୁ, ଲିଷ୍ଟରେ ଅଛି କାହା କାହା ନାଁ ?
କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ । ଅଜିତ ମଙ୍ଗରାଜଙ୍କ ପାଇଁ କଂଗ୍ରେସର ୩୦ ଜଣ ଷ୍ଟାର କ୍ୟାମ୍ପେନର ପିପିଲିରେ ପ୍ରଚାର କରିବେ । ଏହି ଲିଷ୍ଟରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ନରସିଂହ ମିଶ୍ର ପ୍ରମୁଖ ରହିଛନ୍ତି । ତାଙ୍କ ସହିତ ରୁଦ୍ର ରାଜୁ, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝି, ଶରତ ରାଉତ,Continue reading “ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ । ଜାଣନ୍ତୁ, ଲିଷ୍ଟରେ ଅଛି କାହା କାହା ନାଁ ?”