ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଆଜି ୪୬୧ ପଜିଟିଭ ଚିହ୍ନଟ ; ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯

କନକ ବ୍ୟୁରୋ : ବଢ଼ି ବଢ଼ି ଚାଲିଛି କରୋନା ମିଟର୍‌ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ । ଅନୁଗୁଳ ଜିଲ୍ଲାରୁ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୬ ଜଣ, ବରଗଡ଼ରୁ ୩୨ ଜଣ, ଭଦ୍ରକରୁ ୫ ଜଣ, ବଲାଙ୍ଗୀରରୁ ୩Continue reading “ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଆଜି ୪୬୧ ପଜିଟିଭ ଚିହ୍ନଟ ; ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯”

ଲିଙ୍ଗଗତ ଅସମାନତା କ୍ଷେତ୍ରରେ ଭାରତର ଖରାପ ପ୍ରଦର୍ଶନ । ୨୮ ଟି ସ୍ଥାନ ତଳକୁ ଖସି ୧୪୦ ନମ୍ବରରେ ରହିଲା ଦେଶ ।

କନକ ବ୍ୟୁରୋ : ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଓ ମହିଳା ଅଧିକାର ଉପରେ ବଡ ବଡ କଥା କହୁଥିବା ଦେଶର ଲୋକମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ମହିଳାଙ୍କୁ ସଶକ୍ତ କରାଯାଉଛି । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି । ମହିଳାଙ୍କୁ ପୁରୁଷଙ୍କ ସହିତ ସବୁକ୍ଷେତ୍ରରେ ଆମେ ସମାନ ଅଧିକାର ଦେଉଛୁ । ଏଭଳି ଭାଷଣବାଜି ଆମେ ଅନେକ ସମୟରେ ଶୁଣୁଛୁ । ହେଲେ ଦେଶରେ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ କେତେContinue reading “ଲିଙ୍ଗଗତ ଅସମାନତା କ୍ଷେତ୍ରରେ ଭାରତର ଖରାପ ପ୍ରଦର୍ଶନ । ୨୮ ଟି ସ୍ଥାନ ତଳକୁ ଖସି ୧୪୦ ନମ୍ବରରେ ରହିଲା ଦେଶ ।”

କୋଟିପତି ଗଞ୍ଜେଇ ମାଫିଆ ଗିରଫ : ସାଢେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ; ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ

କନକ ବ୍ୟୁରୋ : କୋଟିପତି ଗଞ୍ଜେଇ ମାଫିଆ ଗିରଫ । କୋଟିପତି ମାଫିଆ ଶରତ ନାଏକଙ୍କୁ ଗିରଫ କଲା ପୋଲିସ । ପାଖାପାଖି ସାଢେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ । ଉଦଳା ଓ କପ୍ତିପଦାରେ ଦୁଇଟି ସ୍ଥାନରେ ସ୍ପେଶାଲ ସ୍କ୍ୱାର୍ଡର ଚଢାଉ କରିଛି । ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଓ ଦାମୀ କାର ଜବତ କରାଯାଇଛି । ପଶ୍ଚିମବଙ୍ଗକୁ ହେଉଥିଲା ଗଞ୍ଜେଇ ଚୋରାଚାଲାଣ ।Continue reading “କୋଟିପତି ଗଞ୍ଜେଇ ମାଫିଆ ଗିରଫ : ସାଢେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ; ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ”

ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ମାର୍ଚ୍ଚ  ୨୭ ତାରିଖରେ ହୋଇଥିଲେ କରୋନା ସଂକ୍ରମିତ ।

କନକ ବ୍ୟୁରୋ : କରୋନା ଭୂତାଣୁରେ ସଂକ୍ରମିତ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ସେ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ବାହାରିବେ ବୋଲି କହିଛନ୍ତି । କହିରଖୁ କି ମାର୍ଚ୍ଚ ୨୭ ତାରିଖରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏହାପରେ ସେContinue reading “ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ମାର୍ଚ୍ଚ  ୨୭ ତାରିଖରେ ହୋଇଥିଲେ କରୋନା ସଂକ୍ରମିତ ।”

କପିଲ ଶର୍ମାଙ୍କ ସଂଘର୍ଷର କାହାଣୀ । କେମିତି ହେଲେ ସାଧାରଣ କପିଲରୁ ‘କମେଡି କିଙ୍ଗ’? ବାପାଙ୍କ ମୃତ୍ୟୁ ବଦଳାଇ ଦେଇଥିଲା ଜୀବନ

କନକ ବ୍ୟୁରୋ : କମେଡିର ଅନ୍ୟ ନାମ କପିଲ ଶର୍ମା । କମେଡି କିଙ୍ଗ କୁହନ୍ତୁ କିମ୍ବା ଲୋକଙ୍କୁ ହସେଇବାର ଏକ ମାଧ୍ୟମ ବୋଲି କୁହନ୍ତୁ… କପିଲ ସର୍ମା ସବୁଥିରେ ଫିଟ୍ ହୋଇଯାଆନ୍ତି । ତାଙ୍କର କଳା ତାଙ୍କୁ ବିଶ୍ୱରେ କ୍ଷାତି ଲାଭ କରାଇଛି । କିନ୍ତୁ ଆପଣ ଜାଣିଛନ୍ତି କି, ଗୋଟିଏ ପରେ ଗୋଟିଏ ସଫଳତାର ପାହତ ଚଢିବା ପାଇଁ କପିଲଙ୍କୁ କେତେ ସଂଘର୍ଷ କରିବାକୁ ପଡିଛି ? ଘର ଚଳେଇବା ପାଇଁ ଟଙ୍କା ନଥିବାContinue reading “କପିଲ ଶର୍ମାଙ୍କ ସଂଘର୍ଷର କାହାଣୀ । କେମିତି ହେଲେ ସାଧାରଣ କପିଲରୁ ‘କମେଡି କିଙ୍ଗ’? ବାପାଙ୍କ ମୃତ୍ୟୁ ବଦଳାଇ ଦେଇଥିଲା ଜୀବନ”

ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । କଡା ସୁରକ୍ଷା ଭିତରେ ଯିବେ ରାଜଭବନ

କନକ ବ୍ୟୁରୋ : ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୂୁ । ସେ ଏକ ସ୍ୱତନ୍ତ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛନ୍ତି ।  ତାଙ୍କ ଗସ୍ତକୁ ନେଇ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କିଛି ସମୟ ପରେ ସେ ବିମାନବନ୍ଦରରୁ ବାହାରି ରାଜଭବନ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍‌ଣ ୪ଟା ୪୫ରେContinue reading “ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । କଡା ସୁରକ୍ଷା ଭିତରେ ଯିବେ ରାଜଭବନ”

ପୁଅଙ୍କ ପାଖରେ ଅଛି ବାପା ସମ୍ପତିର ଅଧା : ରୁଦ୍ର ମହାରଥୀଙ୍କ ସତ୍ୟପାଠରୁ ଜଣାପଡ଼ିଲା ତଥ୍ୟ

କନକ ବ୍ୟୁରୋ : ଆଜି ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ତେଣୁ ଅପରାହ୍ନ ସୁଦ୍ଧା ମୈଦାନରେ କେତେଜଣ ପ୍ରାର୍ଥୀ ରହିଲେ ତାହା ସ୍ପଷ୍ଟ ହୋଇଯିବ । ବୁଧବାର ନାମାଙ୍କନ ପତ୍ର ଯାଂଚ ପରେ ୩ ଜଣଙ୍କ ନାମାଙ୍କନକୁ ବାଦ ଦିଆଯାଇଥିଲା । ତେଣୁ ୧୨ ଜଣଙ୍କ ନାମାଙ୍କନ ପତ୍ର ବୈଧ ରହିଛି । ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ସତ୍ୟପାଠରୁ ସେମାନଙ୍କ ସଂପତି ମୂଲ୍ୟ ଜଣାପଡିବା ପରେ ଚର୍ଚ୍ଚା ଜୋରContinue reading “ପୁଅଙ୍କ ପାଖରେ ଅଛି ବାପା ସମ୍ପତିର ଅଧା : ରୁଦ୍ର ମହାରଥୀଙ୍କ ସତ୍ୟପାଠରୁ ଜଣାପଡ଼ିଲା ତଥ୍ୟ”

ଚର୍ଚ୍ଚିତ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ୍ । ସୋସିଆଲ ମିଡିଆ ମାଧ୍ୟମରେ ଦେଲେ ସୂଚନା । କିଛିଦିନ ପୂର୍ବରୁ ବୟଫ୍ରେଣ୍ଡ ରଣବୀର କପୁର ବି ହୋଇଥିଲେ କରୋନା ସଂକ୍ରମିତ

କନକ ବ୍ୟୁରୋ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ କରୋନାର ଲୋଲୁପ ଦୃଷ୍ଟି ବଲଉଡ ଉପରେ ପଡିିଛି । ଗତକାଲି ବଶିଷ୍ଟ ସଂଗୀତକାର ବାପ୍ପୀ ଲହରୀ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଥିଲା ଓ ଆଜି ଚର୍ଚ୍ଚିତ ଅଭିନେତ୍ରୀ ତଥା ବଲିଉଡର ନାମିଦାମି ପ୍ରଯୋଜକ ମହେଶ ଭଟ୍ଟଙ୍କ ଝିଅ ଆଲ୍ଲିଆ ଭଟ୍ଟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏନେଇ ଆଲିଆContinue reading “ଚର୍ଚ୍ଚିତ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ୍ । ସୋସିଆଲ ମିଡିଆ ମାଧ୍ୟମରେ ଦେଲେ ସୂଚନା । କିଛିଦିନ ପୂର୍ବରୁ ବୟଫ୍ରେଣ୍ଡ ରଣବୀର କପୁର ବି ହୋଇଥିଲେ କରୋନା ସଂକ୍ରମିତ”

କାମାକ୍ଷାନଗର ଥାନା ଡିମିରିଆ ଗାଁରେ ଅଭାବନୀୟ ଘଟଣା : ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ୨ ଝିଅ ଗୁରୁତର

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଥାନାର ଡିମିରିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି ପତ୍ନୀ ମିନାକ୍ଷୀ, ଝିଅ ଅଞ୍ଜଳୀ ରାଉତ ଓ ନାବାଳିକା ଝିଅ ମୋନାଲିସା ରାଉତ । ଘଟଣା ଘଟିବା ପରେ ସମସ୍ତଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିନାକ୍ଷୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ‌କୁ ସ୍ଥାନାନ୍ତରିତContinue reading “କାମାକ୍ଷାନଗର ଥାନା ଡିମିରିଆ ଗାଁରେ ଅଭାବନୀୟ ଘଟଣା : ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ୨ ଝିଅ ଗୁରୁତର”

ଚାଉଳିଆଗଞ୍ଜ ଥାନା ଶିଖରପୁର ଅଞ୍ଚଳରେ ଅଭାବନୀୟ ଘଟଣା : ପାରିବାରିକ କଳହକୁ କେନ୍ଦ୍ରକରି ଭାଉଜର ଗଳା କାଟିଲା ଦିଅର

କନକ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଏଠାରେ ଭାଉଜର ଗଳା କାଟିଛି ଦିଅର । ଅଭିଯୁକ୍ତକୁ ଅବଶ୍ୟ ଥାନାରେ ଅଟକ ରଖାଯାଇଛି । ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ ଜମିଜମା ବିବାଦ ହିଁ ମୁଖ୍ୟ କାରଣ ବୋଲିContinue reading “ଚାଉଳିଆଗଞ୍ଜ ଥାନା ଶିଖରପୁର ଅଞ୍ଚଳରେ ଅଭାବନୀୟ ଘଟଣା : ପାରିବାରିକ କଳହକୁ କେନ୍ଦ୍ରକରି ଭାଉଜର ଗଳା କାଟିଲା ଦିଅର”

Design a site like this with WordPress.com
Get started