କନକ ବ୍ୟୁରୋ: ନୂଆ ଆର୍ଥିକ ବର୍ଷରେ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ‘କାଳିଆ’ରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପଠାଯାଇଛି । ଆଜି ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଆଜି ପବିତ୍ର ଓଡିଶା ଦିବସ। ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଏହି ଅବସରରେ ଆମର ଚାଷୀ ଭାଇContinue reading “ଚାଷୀ କଲ୍ୟାଣ କାର୍ଯ୍ୟକ୍ରମରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ । ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ପାଖକୁ ଗଲା ୬୯୩.୯୪ କୋଟି କାଳିଆ ଟଙ୍କା ।”
Author Archives: Raghaba
ବିଜ୍ଞାନ ଯୁଗରେ ରାୟଗଡାରୁ ଆସିଲା ଅଭାବନୀୟ ଚିତ୍ର । ହାଡଫୁଟିରେ ଆକ୍ରାନ୍ତ ଲୋକେ କରୁଛନ୍ତି ଝଡାଫୁଙ୍କା ।
କନକ ବ୍ୟୁରୋ: ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସ । ସଚେତନତାର ଅଭାବ ଯୋଗୁଁ ଯେତେ ବୁଝାସୁଝା କଲେ ମଧ୍ୟ ମାନିବାକୁ ନାରାଜ ଲୋକ । ରୋଗ ହେଲେ ପେଜୁଣିର ଆଶ୍ରୟ ନେବେ ସିନା ଡାକ୍ତରଖାନା ଯିବାକୁ ନାରାଜ । ଡାକ୍ତରଖାନା ନେଲେ ଠାକୁରାଣୀ ରାଗିବେ, ରୋଗ କମିବା ପରିବର୍ତେ ବଢିବ । ଏହି ବିଶ୍ୱାସରେ ବନ୍ଧା ରାୟଗଡାର ଜୁରୁଡି ଗାଁର ଗ୍ରାମବାସୀ ହାଡଫୁଟିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଯିବାContinue reading “ବିଜ୍ଞାନ ଯୁଗରେ ରାୟଗଡାରୁ ଆସିଲା ଅଭାବନୀୟ ଚିତ୍ର । ହାଡଫୁଟିରେ ଆକ୍ରାନ୍ତ ଲୋକେ କରୁଛନ୍ତି ଝଡାଫୁଙ୍କା ।”
ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ୫୦ ହଜାରରୁ ଅଧିକ ଲୋକଙ୍କ ପେଟ ପାଟଣାକୁ ନେଇ ଚିନ୍ତା ବଢିଲା ।
କନକ ବ୍ୟୁରୋ: ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇଯାଇଛି । ମାର୍ଚ୍ଚ ୩୧ ତାରିଖ ଯାଏ ପରିବେଶ ମଞ୍ଜୁରୀ ଥିବା ବେଳେ , ପ୍ଳାଣ୍ଟ ବନ୍ଦ ହୋଇ ଯିବ ବୋଲି ଯେଉଁ ଆଶଙ୍କା କରା ଯାଉଥିଲା ତାହା ଆଜି ସତ ହୋଇଛି । ଆଜିଠାରୁ ତାଳଚେର ଥର୍ମାଲ ପାୱାର ଷ୍ଟେସନ ପ୍ଳାଣ୍ଟ ଚାଲିବ ନାହିଁ ବୋଲି ଜଣା ପଡିଛି । ପରିବେଶ ମଂଜୁରୀ ସରିଯିବାରୁContinue reading “ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ୫୦ ହଜାରରୁ ଅଧିକ ଲୋକଙ୍କ ପେଟ ପାଟଣାକୁ ନେଇ ଚିନ୍ତା ବଢିଲା ।”
ନବରଙ୍ଗପୁର ଉମରକୋଟରେ ତେଲନଦୀ ବହୁମୁଖୀ ପ୍ରକଳ୍ପକୁ ବିରୋଧ । ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ବିରୋଧ ପାଇଁ ପ୍ରସ୍ତୁତ ହେଲେଣି ଲୋକେ ।
କନକ ବ୍ୟୁରୋ: ତେଲ ନଦୀ ବହୁମୁଖି ପ୍ରକଳ୍ପକୁ ବିରୋଧ। ନବରଙ୍ଗପୁର ଜିଲ୍ଲା ଉମରକୋଟ ତେଲନଦୀର ବିଲେଇ ଲାଠି ଠାରେ ନିର୍ମାଣ ହେବ ଏକ ବହୁ ମୁଖୀ ପ୍ରକଳ୍ପ । କିନ୍ତୁ ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହେଲାଣି । ଏହାକୁ ବିରୋଧ କରିବାକୁ ଉମରକୋଟ ଓ ଝରିଗାଁ ଅଞ୍ଚଳର କିଛି ଜନ ପ୍ରତିନିଧି ଓ ବିଭିନ୍ନ ଗ୍ରାମର ବାସିନ୍ଦା ଆରମ୍ଭ କଲେଣି ଜନ ସଭା । ନବରଙ୍ଗପୁରContinue reading “ନବରଙ୍ଗପୁର ଉମରକୋଟରେ ତେଲନଦୀ ବହୁମୁଖୀ ପ୍ରକଳ୍ପକୁ ବିରୋଧ । ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ବିରୋଧ ପାଇଁ ପ୍ରସ୍ତୁତ ହେଲେଣି ଲୋକେ । “
ଏପଟେ ଶରୀରର ବୋଝକୁ ସେପଟେ ପରିବାର ବୋଝ । ପାଠ ଛାଡି ପରିବାର ଚଳାଇବାକୁ ମୂଲ ଲାଗୁଛନ୍ତି ଦିବ୍ୟାଙ୍କ ସୁରେନ୍ଦ୍ର ।
କନକ ବ୍ୟୁରୋ: ଦଇବ ସିନା ତାଙ୍କୁ ଦିବ୍ୟାଙ୍ଗ କରିଦେଇଛି, ହେଲେ ଜୀବନ ଯୁଦ୍ଧରେ ସେ ଆଜି ପାଲଟିଛନ୍ତି ଜଣେ ଯୋଦ୍ଧା । କାରଣ ପ୍ରତିଦିନ ନିଜ ଜୀବନ ସହ ସେ କରୁଛନ୍ତି ଲଢେଇ, ଆଉ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ । ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ହାତରେ କୋଡି ଧରି ମାଟି ହାଣୁଛନ୍ତି । ଏହାକୁ ଦେଖଥିଲେ ଏଥିରୁ ଅନେକ କିଛି ଶିକ୍ଷା ମିଳୁଛି । ସାଧାରଣ ଅର୍ଥରେ କହିବାକୁ ଗଲେ ଦିବ୍ୟାଙ୍ଗ ହୋଇContinue reading “ଏପଟେ ଶରୀରର ବୋଝକୁ ସେପଟେ ପରିବାର ବୋଝ । ପାଠ ଛାଡି ପରିବାର ଚଳାଇବାକୁ ମୂଲ ଲାଗୁଛନ୍ତି ଦିବ୍ୟାଙ୍କ ସୁରେନ୍ଦ୍ର ।”
ନନ୍ଦିଗ୍ରାମର ଏକ ବୁଥକୁ ଜଗି ରହିଲେ ମମତା । ରାଜ୍ୟପାଳଙ୍କୁ ଫୋନ କରି କହିଲେ, ଭୋଟ ଦେବାକୁ ସ୍ଥାନୀୟ ଲୋକଙ୍କୁ ମିଳୁନି ଅନୁମତି ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଚାଲିଛି ସବୁଠାରୁ ବଡ ଲଢେଇ । ଏଠାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । ଆଜି ଦିନରେ ମତଦାନ ଚାଲିଥିବାବେଳେ ବୁଥ ଦେଖିବାକୁ ଯାଇଥିଲେ ମମତା । ଏଠାରେ ସେ ଅଭିଯୋଗ କରିଥିଲେ, ବାହାର ଲୋକ ସ୍ଥାନୀୟ ଲୋକଙ୍କୁ ଭୋଟଦେବାକୁ ଦେଉନାହାନ୍ତି । ଏଠାରେ ଠିକ ଢଙ୍ଗରେ ମତଦାନ ହେଉନାହିଁ । ବାହାର ରାଜ୍ୟର ଲୋକଙ୍କୁ ଗୁଣ୍ଡା ପଠାଇଛି ବିଜେପି ବୋଲିContinue reading “ନନ୍ଦିଗ୍ରାମର ଏକ ବୁଥକୁ ଜଗି ରହିଲେ ମମତା । ରାଜ୍ୟପାଳଙ୍କୁ ଫୋନ କରି କହିଲେ, ଭୋଟ ଦେବାକୁ ସ୍ଥାନୀୟ ଲୋକଙ୍କୁ ମିଳୁନି ଅନୁମତି ।”
ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବରେ ହେବେ ଅତିଥି ।
କନକ ବ୍ୟୁରୋ: ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ସେ ଆସନ୍ତାକାଲି ୧୧ଟା ୨୦ ମିନିଟରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ କରିବା ପରେ ସେ ରାଜଭବନ ଯିବେ । ରାଜଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ । ଏହାପରେ ସେContinue reading “ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବରେ ହେବେ ଅତିଥି ।”
ସୀମାନ୍ତ ଗାଁର ସତ । ଛତିଶଗଡ-ଓଡିଶା ସୀମାରେ ଦୁଇ ଗାଁ ବଡ ବୁରୁଦି ଓ ସାନ ବୁରୁଦି । ଛତିଶଗଡ ଗାଁରେ ବିକାଶ ହିଁ ବିକାଶ, ନାହିଁ ନାହିଁରେ ଚାଲିଛି ଓଡିଶାର ଗାଁ
କନକ ବ୍ୟୁରୋ: ଆଜି ଉତ୍କଳ ଦିବସରେ ଆମେ ଅଖଣ୍ଡ ଓଡିଶାର କଥା କହୁଛେ । ସଭା ସମିତି କରି ଉତ୍କଳ ଦିବସ ପାଳନ କରୁଛେ । କିନ୍ତୁ ଏହି ଅଖଣ୍ଡ ଓଡିଶା ସୀମା ଭିତରକୁ ପଡୋଶୀ ରାଜ୍ୟ ଗୁଡିକ ପଶି ମାମଲାତି କରିବାର ଅନେକ ଚିତ୍ର ସାମନାକୁ ଆସୁଛି । ଗଂଜାମ, ଗଜପତି ଠାରୁ ଆରମ୍ଭ କରି କୋରାପୁଟର କୋଟିଆ ଓ ମାଲକାନଗିରି ସବୁଠି ସୀମାରେ ଚାଲିଛି ଆନ୍ଧ୍ରର ରାଜୁତି । ତେବେ ମାଲକାନଗିରି ଛତିଶଗଡ ସୀମାରେContinue reading “ସୀମାନ୍ତ ଗାଁର ସତ । ଛତିଶଗଡ-ଓଡିଶା ସୀମାରେ ଦୁଇ ଗାଁ ବଡ ବୁରୁଦି ଓ ସାନ ବୁରୁଦି । ଛତିଶଗଡ ଗାଁରେ ବିକାଶ ହିଁ ବିକାଶ, ନାହିଁ ନାହିଁରେ ଚାଲିଛି ଓଡିଶାର ଗାଁ “
ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ସୂଚନା ଦେଲେ ରାଜ୍ୟପାଳ
କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ବର୍ଷକର ବ୍ୟକ୍ତିଗତ ଦରମା ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଦାନ କରିଛନ୍ତି । ଏହି ଟଙ୍କାକୁ ସେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି । ଏନେଇ ନିଜେ ରାଜ୍ୟପାଳଙ୍କ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରContinue reading “ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ସୂଚନା ଦେଲେ ରାଜ୍ୟପାଳ”
ମାର୍ଚ୍ଚ ମାସରେ ରେକର୍ଡ ଛୁଇଁଲା ଜିଏସଟି ଆଦାୟ । ଅର୍ଥମନ୍ତ୍ରଣାଳୟ କହିଲା,କରୋନା ମହାମାରୀ ଭିତରେ ଏହା ଆର୍ଥିକ ସୁଧାରର ସଂକେତ
କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ସୂଚନା ମୁତାବକ ମାର୍ଚ୍ଚ ମାସରେ ଜିଏସଟି ଆଦାୟ ବୃଦ୍ଧିପାଇ ୧.୨୩ ଲକ୍ଷ କୋଟିରେ ପହଂଚିଛି । ଯାହାକି ପୂର୍ବବର୍ଷର ସମାନ ଅବଧି ମୁକାବିଲାରେ ୨୭ ପ୍ରତିଶତ ଅଧିକ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜିଏସଟି ରାଜସ୍ୱ ପୂର୍ବ ୬ ମାସ ମଧ୍ୟରେ ୧ ଲକ୍ଷ କୋଟିରୁ ଅଧିକ ହୋଇଛି । ଏହି ଜିଏସଟି ଆଦାୟ ବୃଦ୍ଧି ସଂକେତ ଦେଇଛି କି ଦେଶରେ ଆର୍ଥିକ ସୁଧାର ଆସିଛି । ଏହାସହିତ ମନ୍ତ୍ରଣାଳୟContinue reading “ମାର୍ଚ୍ଚ ମାସରେ ରେକର୍ଡ ଛୁଇଁଲା ଜିଏସଟି ଆଦାୟ । ଅର୍ଥମନ୍ତ୍ରଣାଳୟ କହିଲା,କରୋନା ମହାମାରୀ ଭିତରେ ଏହା ଆର୍ଥିକ ସୁଧାରର ସଂକେତ”