କରୋନା ନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ । ନୀତି ଆୟୋଗ ସଦସ୍ୟ କହିଲେ, ଖରାପରୁ ଅତି ଖରାପ ହେଉଛି କରୋନା ସ୍ଥିତି ।

କନକ ବ୍ୟୁରୋ: କରୋନାର ପ୍ରତିଦିନର ସଂଖ୍ୟା ବଢୁଥିଲେ ବି ଏହାକୁ ହାଲକା ଭାବେ ନିଆଯାଇ ପାରିବ ନାହିଁ । ଆଜି କେନ୍ଦ୍ର ସରକାରଙ୍କ ତରଫରୁ ନୀତି ଆୟୋଗର ସଦସ୍ୟ ଭି.କେ ପଲ୍ ଏଭଳି ସତର୍କବାଣୀ ଶୁଣାଇଛନ୍ତି । ସେ କହିଛନ୍ତି, ଦେଶରେ କରୋନା ସ୍ଥିତି ଖରାପରୁ ଅତି ଖରାପ ଆଡକୁ ଯାଉଛି । ଏହା ଉଦବେଗ୍ର କାରଣ ଏବଂ ଭାଇରସ ବର୍ତମାନ ସକ୍ରିୟ ଅଛି ବୋଲି କହିଛନ୍ତି । ଏପରିକି କରୋନା ମୁକାବିଲା ପାଇଁ ଦେଶରେ ତିଆରିContinue reading “କରୋନା ନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ । ନୀତି ଆୟୋଗ ସଦସ୍ୟ କହିଲେ, ଖରାପରୁ ଅତି ଖରାପ ହେଉଛି କରୋନା ସ୍ଥିତି ।”

ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳ ବାଇପାସ ସର୍ଜରୀ । ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । 

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳ ବାଇପାସ ସର୍ଜରୀ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହାସହ ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  ରାଜନାଥ । ଗତ ୨୬ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରଥମେ ଆର୍ମି ହସ୍ପିଟାଲରେ ଭର୍ତି ହୋଇଥିଲେ ରାଷ୍ଟ୍ରପତି । ପରେ ୨୭ତାରିଖ ଦିନ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ଚିକିତ୍ସା କରିବାContinue reading “ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳ ବାଇପାସ ସର୍ଜରୀ । ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । “

ସମସ୍ତ ରାଜ୍ୟକୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସରକାର । କହିଲେ, ସଂଖ୍ୟା ବଢିଲେ କାମ ଦେବନି ସଙ୍ଗରୋଧ

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ, ରାଜେଶ ଭୂଷଣ ସବୁ ରାଜ୍ୟ ସରକାରଙ୍କୁ ଚଠି ଲେଖି ସତର୍କ କରିଛନ୍ତି । କହିଛନ୍ତି, ଅଧିକ ସଂକ୍ରମଣ ହେଲେ କାମ ଦେବନି ସଂଗରୋଧ । ତେଣୁ କଂଟେନମେଂଟ ଜୋନ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । ଯେଉଁଠି ଅଧିକ ସଂଖ୍ୟାରେ ସଂକ୍ରମଣ ହେଉଛି ସେଠାରେ ବଡ କଂଟେନମେଂଟ ଜୋନ୍ କରିବାର ଆବଶ୍ୟକତା ରହିଛି । ଏହାର ସ୍ପଷ୍ଟ ଭାବରେ ସୀମା ନିର୍ଦ୍ଧାରଣ ହୋଇଥିବ ଏବଂ କଟକଣାକୁ କଡାକଡିContinue reading “ସମସ୍ତ ରାଜ୍ୟକୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସରକାର । କହିଲେ, ସଂଖ୍ୟା ବଢିଲେ କାମ ଦେବନି ସଙ୍ଗରୋଧ”

ଜଳୁଛି ଓଡିଶା । ରାଜ୍ୟରେ ୧୬ ସହରରେ ପାରଦ ୪୦ ପାର୍ । ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ

କନକ ବ୍ୟୁରୋ: ତତଲା ତାୱାରେ ସିଝୁଛି ଓଡିଶା । ପ୍ରବଳ ଖରା ଯୋଗୁଁ କଲବଲ ହେଉଛନ୍ତି ଲୋକେ । ଆଜି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ଏହାସହ ଅଗାମୀ ୩ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଗତ ଦୁଇ ଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି । ନଜରContinue reading “ଜଳୁଛି ଓଡିଶା । ରାଜ୍ୟରେ ୧୬ ସହରରେ ପାରଦ ୪୦ ପାର୍ । ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ”

ଦେଶରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ବୟାନ । ଦିନକୁ ଦିନ ସାଙ୍ଘାତିକ ହେଉଛି ସ୍ଥିତି । ପରୀକ୍ଷା ହାର ବୃଦ୍ଧି କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡକ୍ଟର ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା କରୁଛୁ କିନ୍ତୁ ସମଗ୍ର ଦେଶ ପାଇଁ ବିପଦର ଆଶଙ୍କା ବଢିଯାଇଛି । ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ଓ ଜୀବନContinue reading “ଦେଶରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ବୟାନ । ଦିନକୁ ଦିନ ସାଙ୍ଘାତିକ ହେଉଛି ସ୍ଥିତି । ପରୀକ୍ଷା ହାର ବୃଦ୍ଧି କରିବାକୁ ନିର୍ଦ୍ଦେଶ ।”

ଚିନ୍ତାରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶହ ଶହ ଚାଷୀ । ଅଜଣା ପୋକ ଲାଗି ନଷ୍ଟ ହେଉଛି ତରଭୁଜ ଗଛ ।

କନକ ବ୍ୟୁରୋ: ଖରାଦିନରେ ତରଭୁଜର ଚାହିଦା ରୁହେ । ଖରା ତରାରୁ ଆସିଲେ ତରଭୁଜ ଟିକେ ଖାଇବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ହୁଏ । ତେଣୁ ଖରା ଦିନେ ତରଭୁଜ ଭଲ ବିକ୍ରି ହେବ । ଏହି ଆଶାରେ ତରଭୁଜ ଚାଷ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଶହଶହ ଚାଷୀ । ହେଲେ ଏବେ ତରଭୁଜ ଚାଷରେ ଅଜଣା ପୋକ ଲାଗିବାରୁ ଗଛ ମରି ଯାଉଥିବା ବେଳେ ଫଳୁନି ତରଭୁଜ । ଏବେ ବଜାରରେ ତରଭୁଜContinue reading “ଚିନ୍ତାରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶହ ଶହ ଚାଷୀ । ଅଜଣା ପୋକ ଲାଗି ନଷ୍ଟ ହେଉଛି ତରଭୁଜ ଗଛ ।”

ନବରଙ୍ଗପୁରରୁ ଆସିଲା ଅଭାବନୀୟ ଖବର । ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କେଲ ସ୍ଥାନୀୟ ମହିଳା ।

କନକ ବ୍ୟୁରୋ: ପିଲାଟିଏ ପାଇଁ କିଏ କେତେ ଦିଅଁ ଦେବତାଙ୍କୁ ପୂଜା କରନ୍ତି । ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା ବାବଦରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ବାପା-ମାଆ ହେବା ପାଇଁ ବ୍ୟାକୁଳ ହୋଇ ଚାହିଁଥାନ୍ତି । ହେଲେ ନବରଙ୍ଗପୁରରୁ ଆସିଛି ଏକ ଅଭାବନୀୟ ଖବର । ସେଠାରେ ଏକ ଅଳିଆ ଗଦାରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁପୁତ୍ର । କିଏ ହୁଏତ ନିଜ ପାପ ଲୁଚାଇବାକୁ ଏମିତି କରିଥାଇ ପାରେ ବୋଲି ସ୍ଥାନୀୟContinue reading “ନବରଙ୍ଗପୁରରୁ ଆସିଲା ଅଭାବନୀୟ ଖବର । ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କେଲ ସ୍ଥାନୀୟ ମହିଳା ।”

ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଉପାନ୍ତ ଅଂଚଳର ଲୋକେ । ରାତି ଅଧରୁ ଲାଗୁଛି ଲମ୍ବା ଲାଇନ୍ ।

କନକ ବ୍ୟୁରୋ: ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପ ସହ ତାଳ ଦେଇ ଚାଲିଛି ଜଳ ସଙ୍କଟ । ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଉପାନ୍ତ ଅଞ୍ଚଳରେ ଥିବା ଗୁଣ୍ଠାବେଡା ପଞ୍ଚାୟତର ଆର.ଏ.ସି-୧୫ ଗ୍ରାମବାସୀ । ଏହି ଗ୍ରାମରେ ପିଇବା ପାଣି ପାଇଁ ସକାଳୁ ଲାଗେ ଲମ୍ବା ଲାଇନ । ଘଣ୍ଟା ଘଣ୍ଟା ଧରି ଟିକିଏ ପିଇବା ପାଣି ସଂଗ୍ରହ କରିବା ପାଇଁ ଅପେକ୍ଷା କରିବାକୁ ପଡିଥାଏ ନଳକୂପ ଓ ଚୁଆ ମୂଳରେ । ଘନ ଅନ୍ଧାର ଭିତରେContinue reading “ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଉପାନ୍ତ ଅଂଚଳର ଲୋକେ । ରାତି ଅଧରୁ ଲାଗୁଛି ଲମ୍ବା ଲାଇନ୍ ।”

ମଦ ବିରୋଧରେ ଗର୍ଜିଲେ ଶତାଧିକ ମହିଳା । ନାରାବାଜି ସହ ଭାଙ୍ଗିଲେ ମଦ ଦୋକାନ ତାଲା । 

କନକ ବ୍ୟୁରୋ: ମଦ ବିରୋଧରେ ଗର୍ଜିଲେ ଶତାଧିକ ମହିଳା । ନାରା ବାଜି ସହ ମଦ ଦୋକାନର ତାଲାକୁ ଭାଙ୍ଗିଲେ । କୋରାପୁଟ ଜିଲ୍ଳା ଦଶମନ୍ତପୁର ବ୍ଳକର ପୋଡ଼ାଗଡ଼ ଗ୍ରାମରେ ମଦ ବିରୋଦରେ ତାତିଲେ ମହିଳା । ଆଉ କହିଲେ ମଦ ପାଇଁ ସେମାନେ ବିଧବା ହେବେ ନାହିଁ । କୁଆଡେ ସେମାନଙ୍କ ଗାଁକୁ ବିଧବା ଗାଁ ବୋଲି କୁହାଯାଉଛି । ଗାଁରେ ପ୍ରଚୁର ପରିମାଣରେ ଦେଶୀ ମଦ ଓ ରାସ୍ତା ଉପରେ ବିଦେଶୀ ମଦ ବିକ୍ରି ହେଉଥିବାରୁ Continue reading “ମଦ ବିରୋଧରେ ଗର୍ଜିଲେ ଶତାଧିକ ମହିଳା । ନାରାବାଜି ସହ ଭାଙ୍ଗିଲେ ମଦ ଦୋକାନ ତାଲା । “

ଗୋଶାଳାକୁ ନିଜ ଓଜନର ରୂପା ଦାନ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । କହିଲେ ଗୋ ହତ୍ୟା ଅପରାଧୀଙ୍କୁ ୧୨ ବର୍ଷ ଜେଲ୍

କନକ ବ୍ୟୁରୋ : ଚର୍ଚ୍ଚାରେ ରହିବାକୁ ଏବେ ରାଜନେତା ଠାରୁ କଳାକାର ସମସ୍ତେ କିଛି ନା କିଛି ନିଆରା କାର୍ଯ୍ୟ କରୁଛନ୍ତି । ହେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏମିତି ଏକ ନିଆରା କାର୍ଯ୍ୟ କରିଛନ୍ତି ଯାହାକି ତାଙ୍କୁ ଚର୍ଚ୍ଚିତ କରିଛି । ସେ ରାଜ୍ୟରେ ଥିବା ଗୋଶାଳା ମାନଙ୍କର ଉନ୍ନତି କରିବାକୁ ନିଜ ଓଜନ ଅର୍ଥାତ ୮୫ କେଜି ର ରୂପା ଗୋଶାଳାକୁ ଦାନ କରିଛନ୍ତି । ସୋମବାରଦିନ ଗାନ୍ଧୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହିContinue reading “ଗୋଶାଳାକୁ ନିଜ ଓଜନର ରୂପା ଦାନ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । କହିଲେ ଗୋ ହତ୍ୟା ଅପରାଧୀଙ୍କୁ ୧୨ ବର୍ଷ ଜେଲ୍”

Design a site like this with WordPress.com
Get started