କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । ଏହି ୩୦ ଜଣ ଷ୍ଟାର ପ୍ରଚାରକ ପିପିଲିରେ କ୍ୟାମ୍ପେନିଂ କରିବା ସହିତ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବାକୁ କସରତ କରିବେ । ବିଜେପିର ଏହି ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁ ରହିଛିContinue reading “ପିପିଲି ଉପ ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ଦେଖନ୍ତୁ, କିଏ କିଏ ଅଛନ୍ତି ଲିଷ୍ଟରେ…”
Author Archives: Raghaba
ସୁଏଜ କେନାଲ ଅଚଳାବସ୍ଥାରେ ଆସୁଛି ସୁଧାର : ଏଭର ଗିଭେନ ଜାହାଜ କେନାଲ ପାର ହେବା ପରେ ଯିବେ ଅଟକିଥିବା ଅନ୍ୟ ଜାହାଜ
କନକ ବ୍ୟୁରୋ : ଇଜିପ୍ଟର ସୁଏଜ କେନାଲରେ ଅଚଳବାସ୍ଥାରେ ସୁଧାର ଆସିଛି । ଗତକାଲି କେନାଲରେ ଫସିଥିବା ତାଇୱାନ ଜାହାଜ ଗନ୍ତବ୍ୟସ୍ଥଳରେ ଯିବା ଆରମ୍ଭ କରିଛି । ହେଲେ ଗତ ୬ ଦିନ ହେଲା ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିବାରୁ କେନାଲର ଦୁଇ ମୁଣ୍ଡରେ ସାଢେ ତିନିଶହରୁ ଅଧିକ ଜାହାଜ ଅଟକି ରହିଛି । ତେଣୁ ସୁଏଜ କେନାଲରେ ସ୍ୱଭାବିକତା ଫେରାଇ ଆଣିବାକୁ ୩ରୁ ୪ ଦିନ ଲାଗିବ ବୋଲି କହିଛନ୍ତି କେନାଲContinue reading “ସୁଏଜ କେନାଲ ଅଚଳାବସ୍ଥାରେ ଆସୁଛି ସୁଧାର : ଏଭର ଗିଭେନ ଜାହାଜ କେନାଲ ପାର ହେବା ପରେ ଯିବେ ଅଟକିଥିବା ଅନ୍ୟ ଜାହାଜ”
ମୃତ୍ୟୁ ଏମିତି ବି ଆସେ… ଟ୍ରକକୁ ପଛରୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ବାଇକ୍ , ଚାଲିଗଲା ଜୀବନ, ଅନ୍ୟ ଜଣେ ଗୁରୁତର ।
କନକ ବ୍ୟୁରୋ: ମୃତ୍ୟୁ ଏମିତିବି ଆସେ । ଆଖି ପିଛୁଳାକେ ଚାଲିଗଲା ଯୁବକଙ୍କ ଜୀବନ । ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ୍ ଭିଜୁଆଲ । ଏକ ଟ୍ରକ୍ ପେଟ୍ରୋଲ ପମ୍ପ ସାମ୍ନାରେ ଗାଡ଼ିଟିକୁ ଅଟକାଇ ରଖିଥିଲା ପୁଣି କେଇ ସେକେଣ୍ଡ ପରେ ଆଉଥରେ ଟ୍ରକ୍ ଟି ଆଗକୁ ବଢ଼ିଥିଲା । କିନ୍ତୁ ଠିକ୍ ଏହି ସମୟରେ ଗୋଟିଏ ବାଇକ୍ ଦ୍ରୁତ ଗତିରେ ଆସି ଟ୍ରକ୍ ଟିକୁ ପଛପଟୁ ଧକ୍କା ଦେଲା । ଏହାପରେ ଦୁର୍ଘଟଣା ଗସ୍ତContinue reading “ମୃତ୍ୟୁ ଏମିତି ବି ଆସେ… ଟ୍ରକକୁ ପଛରୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ବାଇକ୍ , ଚାଲିଗଲା ଜୀବନ, ଅନ୍ୟ ଜଣେ ଗୁରୁତର ।”
ଏପ୍ରିଲ ୧ରେ ନନ୍ଦିଗ୍ରାମରେ ପଡିବ ଭୋଟ୍ । ମତଦାନ ପୂର୍ବରୁ ଆଜି ସରୁଛି ପ୍ରଚାର । ଶେଷ ମୁହୂର୍ତ୍ତରେ ଦିଦି ଓ ବିଜେପିର ଶକ୍ତି ପ୍ରଦର୍ଶନ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ଚାଲିଛି ମହାଲଢେଇ । ଯେଉଁଥିରେ ମମତା ବନାମ ଶାହା ଲଢେଇ ଦେଖିବାକୁ ମିଳିଛି । ନନ୍ଦୀଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଅର୍ଥାତ ଏପ୍ରିଲ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ଦୁଇ ପ୍ରମୁଖ ଦଳ । ତେବେ ତୃତୀୟ ଥର କ୍ଷମତାରେ ରହିବାକୁ ସବୁ ବଳ ଲଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀContinue reading “ଏପ୍ରିଲ ୧ରେ ନନ୍ଦିଗ୍ରାମରେ ପଡିବ ଭୋଟ୍ । ମତଦାନ ପୂର୍ବରୁ ଆଜି ସରୁଛି ପ୍ରଚାର । ଶେଷ ମୁହୂର୍ତ୍ତରେ ଦିଦି ଓ ବିଜେପିର ଶକ୍ତି ପ୍ରଦର୍ଶନ ।”
ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଆରଏସି ୧୫ ଗାଁର ଚିତ୍ର : ପାଣି ପାଇଁ ରାତି ଅଧରୁ ମହିଳାଙ୍କ ଲମ୍ବା ଲାଇନ୍; ତଥାପି ମେଂଟୁନି ଶୋଷ
କନକ ବ୍ୟୁରୋ : ପାଣି ପାଇଁ ରାତି ଅଧରୁ ମହିଳାଙ୍କ ଲମ୍ବା ଲାଇନ୍ । ତଥାପି ଶୋଷ ମେଂଟୁନି । ଗାଁ ଠାରୁ ଦୂରକୁ ଯାଇ ନାଳ ପାଣି ସଂଗ୍ରହ କରିବାକୁ ପଡୁଛି । କିଟ୍ ମିଟ୍ ଅନ୍ଧାର ରାତି । ଘନ ଅନ୍ଧାର ଭିତରେ ମହିଳାଙ୍କ ଧାଡି । ପାଖରେ ଖାଲି ଗରା । ପାଣି ପାଇଁ ଧାଡିରେ ଠିଆ ହୋଇଛନ୍ତି ଆଦିବାସୀ ମହିଳା । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକContinue reading “ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଆରଏସି ୧୫ ଗାଁର ଚିତ୍ର : ପାଣି ପାଇଁ ରାତି ଅଧରୁ ମହିଳାଙ୍କ ଲମ୍ବା ଲାଇନ୍; ତଥାପି ମେଂଟୁନି ଶୋଷ”
ପିପିିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ର ପ୍ରତାପ ମହାରଥୀ । ବିରାଟ ପଟୁଆରରେ ଆସି ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଭରିଲେ ନାମାଙ୍କନ ।
କନକ ବ୍ୟୁରୋ: ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଜେଡି ଟିକେଟରେ ବାପାଙ୍କ ପାରମ୍ପରିକ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଜୁନିଅର ମହାରଥୀ । ଆଜି ନାମାଙ୍କନ ପତ୍ର ଦାଖଲ ସହ ଲଢେଇ ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରୁଦ୍ର । ବିଜେଡିର ଏକାଧିକ ନେତା ଓ ମନ୍ତ୍ରୀଙ୍କ ଗହଣରେ ବିରାଟ ପଟୁଆରରେ ପହଂଚିଥିଲେ ପିପିଲି ପାଇଁ ବିଜେଡି ପ୍ରାର୍ଥୀ । ପିପିଲିରେ ଥିବା ବିଜେଡି କାର୍ଯ୍ୟାଳୟରୁContinue reading “ପିପିିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରୁଦ୍ର ପ୍ରତାପ ମହାରଥୀ । ବିରାଟ ପଟୁଆରରେ ଆସି ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଭରିଲେ ନାମାଙ୍କନ । “
ନୂଆପଡାବାସୀଙ୍କୁ ଛତିଶଗଡ଼ ମନା : ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କଲା ପ୍ରଶାସନ
କନକ ବ୍ୟୁରୋ : ନୂଆପଡାବାସୀଙ୍କୁ ଛତିଶଗଡ଼ ମନା । ସଂକ୍ରମଣ ବଢିବାରୁ ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କଲା ପ୍ରଶାସନ । ଲୋକଙ୍କୁ ସଚେତନ ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି । ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକରେ ସଂକ୍ରମଣ ବଢିବା ଚିନ୍ତାର ବିଷୟ । ନୂଆପଡା, ବରଗଡ଼, ଖୋର୍ଦ୍ଧା ଜିଲ୍ଲା ରେ ଛାତ୍ରଛାତ୍ରୀଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଏହା ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ରହିଛି । ସଂକ୍ରମିତଙ୍କ କଣ୍ଟାକଟ ଟ୍ରେସିଂContinue reading “ନୂଆପଡାବାସୀଙ୍କୁ ଛତିଶଗଡ଼ ମନା : ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ବନ୍ଦ କଲା ପ୍ରଶାସନ”
ବୋଷ ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି : କରୋନା ଟେଷ୍ଟ ଦାବିରେ କଲେଜ ଆଗରେ ଛାତ୍ରଙ୍କ ଆନ୍ଦୋଳନ
କନକ ବ୍ୟୁରୋ : କରୋନା ଟେଷ୍ଟ ଦାବିରେ କଟକ ସ୍ଥିତ ବୋଷ କଲେଜ ଆଗରେ ଛାତ୍ରଙ୍କ ଆନ୍ଦୋଳନ । କଲେଜ ଗେଟରେ ତାଲା ପକାଇ, ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରମାନେ । ହାତରେ ପ୍ଲାକାର୍ଡ ଧରି, କଲେଜ ଗେଟ ଆଗରେ ଟାୟାର ଜାଳି ବିରୋଧ କରିଛନ୍ତି । ବୋଷ କଲେଜରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଧ୍ୟ କଲେଜ କର୍ତୃପକ୍ଷ ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ଛାତ୍ର ।Continue reading “ବୋଷ ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି : କରୋନା ଟେଷ୍ଟ ଦାବିରେ କଲେଜ ଆଗରେ ଛାତ୍ରଙ୍କ ଆନ୍ଦୋଳନ”
ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୮ କରୋନା ପଜିଟିଭ୍ ଚିହ୍ନଟ । ବରଗଡରୁ ସର୍ବାଧିକ ୩୪ ଜଣ
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କିଛିଦିନ ହେବ ୨୦୦ ଉପରେ ରହୁଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ମାନଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯ ଟି ଲୋକାଲ କେସ୍ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେContinue reading “ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧୮ କରୋନା ପଜିଟିଭ୍ ଚିହ୍ନଟ । ବରଗଡରୁ ସର୍ବାଧିକ ୩୪ ଜଣ”
ପାନୀୟ ଜଳ ପ୍ରକଳ୍ପକୁ ନେଇ ବିଧାନସଭାରେ ହଙ୍ଗାମା : ଓଡିଆ ଠିକାଦାରଙ୍କୁ ଉପେକ୍ଷା କରି ବାହାର ସଂସ୍ଥାକୁ କାମ ମିଳୁଥିବା ଅଭିଯୋଗ ଆଣିଲେ ଖଣ୍ଡପଡା ବିଧାୟକ
କନକ ବ୍ୟୁରୋ : ଗୃହରେ ଉଠିଲା ରାଜ୍ୟ ବାହାର ଠିକାଦାରଙ୍କୁ ପାନୀୟ ଜଳ ପ୍ରକଳ୍ପ ଦେବା ପ୍ରସଙ୍ଗ । ଗୃହରେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି, ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ବିଧାୟକ କହିଛନ୍ତି. ଓଡିଶାର ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ଅଛନ୍ତି, ହେଲେ ଓଡିଶାରେ ହେଉଥିବା ପ୍ରକଳ୍ପ ଗୁଡିକରେ ସେମାନଙ୍କୁ ସୁଯୋଗ ମିଳୁ ନାହିଁ । ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କଂପାନୀକୁ କାମ ଦିଆଯାଉଛି, ସ୍ଥାନୀୟ ଠିକାଦାରମାନେContinue reading “ପାନୀୟ ଜଳ ପ୍ରକଳ୍ପକୁ ନେଇ ବିଧାନସଭାରେ ହଙ୍ଗାମା : ଓଡିଆ ଠିକାଦାରଙ୍କୁ ଉପେକ୍ଷା କରି ବାହାର ସଂସ୍ଥାକୁ କାମ ମିଳୁଥିବା ଅଭିଯୋଗ ଆଣିଲେ ଖଣ୍ଡପଡା ବିଧାୟକ”