ଦ୍ୱିପାକ୍ଷୀକ ସଂପର୍କ ବୃଦ୍ଧି କରିବାକୁ ଭାରତୀୟ ସେନାର ପ୍ରୟାସ । ନେପାଳ ସେନାକୁ ଦାନକଲା ୧ ଲକ୍ଷ ଡୋଜ୍ କରୋନା ଟିକା

କନକ ବ୍ୟୁରୋ : ଭାରତୀୟ ସେନା ତରଫରୁ ପଡୋଶୀ ଦେଶ ନେପାଳ ସହିତ ଦ୍ୱିପାକ୍ଷୀକ ସଂପର୍କ ବୃଦ୍ଧି କରିବା ଲକ୍ଷରେ ନେପାଳ ସେନାକୁ ୧ ଲକ୍ଷ ଡୋଜ କରୋନା ଟିକା ଦାନ କରିଛି । ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ସୂଚନା ମୁତାବକ ଏହି ଟିକା ରବିବାର ଦିନ ତ୍ରିଭୂବନ ଆର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଠାରେ ନେପାଳ ସେନା ଅଧିକାରୀଙ୍କୁ ସମର୍ପିତ କରାଯାଇଛି । ଏହାପୂର୍ବରୁ ବି ଭାରତ ତରଫରୁContinue reading “ଦ୍ୱିପାକ୍ଷୀକ ସଂପର୍କ ବୃଦ୍ଧି କରିବାକୁ ଭାରତୀୟ ସେନାର ପ୍ରୟାସ । ନେପାଳ ସେନାକୁ ଦାନକଲା ୧ ଲକ୍ଷ ଡୋଜ୍ କରୋନା ଟିକା”

ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ପ୍ରଚାରର ଶେଷ ଦିନ । ନନ୍ଦୀଗ୍ରାମରେ ମମତା ଓ ଶାହା କରିବେ ରୋଡ ସୋ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ସରୁଛି ପ୍ରଚାର । ପଶ୍ଚିମବଙ୍ଗର ୩୦ ଓ ଆସାମର ୩୯ ଟି ବିଧାନସଭା ପାଇଁ ଏପ୍ରିଲ ପହିଲା ଦିନ ମତଦାନ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗର ହଟ୍ ସିଟ୍ କୁହାଯାଉଥିବା ନନ୍ଦୀଗ୍ରାମରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ସମେତ ଅନେକ ବରିଷ୍ଠContinue reading “ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ପ୍ରଚାରର ଶେଷ ଦିନ । ନନ୍ଦୀଗ୍ରାମରେ ମମତା ଓ ଶାହା କରିବେ ରୋଡ ସୋ”

ବିଧାନସଭାରେ ଉଠିଲା ଟ୍ବିନସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ : ନଗର ଉନ୍ନୟନ ମନ୍ତ୍ରୀ କହିଲେ, ୨୦୪୧ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବା ଅସମ୍ଭବ

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଟ୍ବିନସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିବୃତି । ଭୁବନେଶ୍ୱର ଓ କଟକ ରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ । ଭୁବନେଶ୍ୱର କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା ।Continue reading “ବିଧାନସଭାରେ ଉଠିଲା ଟ୍ବିନସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ : ନଗର ଉନ୍ନୟନ ମନ୍ତ୍ରୀ କହିଲେ, ୨୦୪୧ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବା ଅସମ୍ଭବ”

ବିଶାଳ ଶୋଭା ଯାତ୍ରାରେ ପାର୍ଟି ଅଫିସରୁ ବାହାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ : ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ନାମାଙ୍କନ ପତ୍ର

କନକ ବ୍ୟୁରୋ :  ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ପିପିଲି ପାର୍ଟି ଅଫିସ୍ରୁ ନାମାଙ୍କନ ପତ୍ର ଦାଖଲ ପାଇଁ ପୁରୀ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ । ସେହିପରି ଦଳୀୟ ସମର୍ଥକଙ୍କ ଗହଣରେ ଯାଇ ନାମାନଙ୍କ ଦାଖଲ କରିବେContinue reading “ବିଶାଳ ଶୋଭା ଯାତ୍ରାରେ ପାର୍ଟି ଅଫିସରୁ ବାହାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ : ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ନାମାଙ୍କନ ପତ୍ର”

ଦେଶରେ କରେନା ସଂକ୍ରମିତଙ୍କ ସଂଖ୍ୟା ୧୭ ପ୍ରତିଶତ ହ୍ରାସ । ଗତ ୨୪ ଘଂଟାରେ ୫୬,୨୧୧ ସଂକ୍ରମିତ ଚିହ୍ନଟ । ୨୭୧ ଜଣ ମୃତ

କନକ ବ୍ୟୁରୋ : ଦେଶରେ ଲଗାତର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ମଙ୍ଗଳବାର ଦିନ ସଂକ୍ରମିତଙ୍କ ସଂଖ୍ୟାରେ ୧୭.୩୬ ପ୍ରତିଶତ ହ୍ରାସ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୫୬,୨୧୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨୭୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେContinue reading “ଦେଶରେ କରେନା ସଂକ୍ରମିତଙ୍କ ସଂଖ୍ୟା ୧୭ ପ୍ରତିଶତ ହ୍ରାସ । ଗତ ୨୪ ଘଂଟାରେ ୫୬,୨୧୧ ସଂକ୍ରମିତ ଚିହ୍ନଟ । ୨୭୧ ଜଣ ମୃତ”

ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲେ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଜିଏସ୍ ବାବା । ପାର୍କରୁ ମିିଳିଲା ମୃତଦେହ

କନକ ବ୍ୟୁରୋ : ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଜିଏସ୍ ବାବା ଗତକାଲି ରାତିରେ ଦିଲ୍ଲୀର ଏକ ପାର୍କରେ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ପାର୍କ ଗ୍ରୀଲରେ ଫାଶି ଦେଇଛନ୍ତି । ୫୮ ବର୍ଷିୟ ଏହି ବିଜେପି ନେତା ପଶ୍ଚିମ ଦିଲ୍ଲୀର ଫତହେ ନଗରରେ ରହୁଥିଲେ । ସଂନ୍ଧ୍ୟା ସମୟରେ ଲୋକମାନେ ପାର୍କରେ ବୁଲୁଥିବା ବେଳେ ବାବାଙ୍କ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚିContinue reading “ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲେ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଜିଏସ୍ ବାବା । ପାର୍କରୁ ମିିଳିଲା ମୃତଦେହ”

ପୁଲିସ ବାବୁଙ୍କୁ ମରଣାନ୍ତକ ଆକ୍ରମଣ କଲା ଦନ୍ତା : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କର୍ମଚାରୀ ହୃଷିକେଶ ନାୟକ ଗୁରୁତର

କନକ ବ୍ୟୁରୋ : ପୁଲିସ ବାବୁଙ୍କୁ ମରଣାନ୍ତକ ଆକ୍ରମଣ କଲା ଦନ୍ତା ହାତୀ । ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରୁଆଳି ପଂଚାୟତରେ । ସୂଚନା ଅନୁସାରେ ତୁମୁସିଙ୍ଗା ଥାନାର କର୍ମଚାରୀ ହୃଷିକେଶ ନାୟକ ଥାନାରୁ କାମ ସାରି ଘରକୁ ଫେରୁଥିଲେ । ହେଲେ ସାରୁଆଳି ପଂଚାୟତର କଦଳୀପାଳ ନିକଟରେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ କଟକ ବଡ ମେଡିକାଲକୁContinue reading “ପୁଲିସ ବାବୁଙ୍କୁ ମରଣାନ୍ତକ ଆକ୍ରମଣ କଲା ଦନ୍ତା : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କର୍ମଚାରୀ ହୃଷିକେଶ ନାୟକ ଗୁରୁତର”

କୋଟିଆରେ କଙ୍ଗାରୁ କୋର୍ଟ : ଗାଁ ଲୋକ ବିଚାରକ ସାଜି ଗାଁ ଦାଣ୍ଡରେ ଦେଲେ ଶାସ୍ତି 

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ସୀମାନ୍ତ କୋଟିଆରେ କଙ୍ଗାରୁ କୋର୍ଟ । ଗାଁ ଲୋକେ ନିଜେ ବିଚାରକ ସାଜି ପ୍ରେମୀ ଯୁଗଳଙ୍କୁ ଶାସ୍ତି ଦେଇଛନ୍ତି । ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ ଅନ୍ୟ ଜଣେ ବିବାହିତ ମହିଳାଙ୍କୁ ଦ୍ୱିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିବାରୁ ତାତିଯାଇଥିଲେ ଗ୍ରାମବାସୀ । ଆଉ ସେହି ପ୍ରେମୀ ଯୁଗଳଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ ମାରିଛନ୍ତି । ମହିଳାଙ୍କ ଚୁଟିକୁ ଟାଣି ତଳେ ଗଡେଇ ତଡେଇ ମାରୁଛନ୍ତି ଗାଁରContinue reading “କୋଟିଆରେ କଙ୍ଗାରୁ କୋର୍ଟ : ଗାଁ ଲୋକ ବିଚାରକ ସାଜି ଗାଁ ଦାଣ୍ଡରେ ଦେଲେ ଶାସ୍ତି “

ମହାରାଷ୍ଟ୍ରରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍ । ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏନସିପି ଓ ବିଜେପିର ବିରୋଧ

କନକ ବ୍ୟୁରୋ : ଦେଶରେ ପୁଣିଥରେ ବଢୁଥିବା କରୋନା ସଂକଟକୁ ନେଇ ଦେଶର ପ୍ରତିଟି ଲୋକ ଚିନ୍ତାବ୍ୟକ୍ତ କରୁଛନ୍ତି । ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ସରକାର ରାଜ୍ୟରେ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିବେ ବୋଲି ସଂକେତ ଦେଇଛନ୍ତି । ହେଲେ ସରକାରଙ୍କ ଲକଡାଉନକୁ ବିରୋଧ କରିଛନ୍ତି ସରକାରଙ୍କ ସହାଯୋଗୀ ଦଳ ଏନସିପି ଓ ବିରୋଧିଦଳ ବିଜେପି । କହିରଖୁ କି ଗତContinue reading “ମହାରାଷ୍ଟ୍ରରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍ । ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏନସିପି ଓ ବିଜେପିର ବିରୋଧ”

କରୋନା କାଳରେ ଚାଲିଛି ୱାର୍କ ଫ୍ରମ ହୋମ ଓ ପାଠପଢା : ହେଲେ ସମସ୍ୟା ହେଉଛି ଇଂଟରନେଟ ସ୍ପିଡ; ମୋବାଇଲ ଡାଟା ସ୍ପିଡରେ ପାକିସ୍ତାନଠୁ ପଛରେ ଭାରତ

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ୱାର୍କ ଫ୍ରମ ହୋମ, ଅନଲାଇନ ପାଠ ପଢା ହେଉଛି । କିନ୍ତୁ ମୋବାଇଲ ଇଂଟରନେଟ ସ୍ପିଡ ସମସ୍ୟା ଦେଶର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ ମୋବାଇଲ ଇଂଟରନେଟର ସ୍ଥିତି ଆହୁରି ଅସମ୍ଭାଳ । ଇଂଟରନେଟ ସ୍ପିଡ ସମସ୍ୟା ଯୋଗୁଁ ପିଲାଙ୍କ ପାଠ ପଢା ପ୍ରଭାବିତ ହେଉଛି ତା ନୁହେଁ, ଅନଲାଇନ ଉପରେ ନିର୍ଭରଶୀଳ ସମସ୍ତ କାମ ମଧ୍ୟ ପ୍ରଭାବିତContinue reading “କରୋନା କାଳରେ ଚାଲିଛି ୱାର୍କ ଫ୍ରମ ହୋମ ଓ ପାଠପଢା : ହେଲେ ସମସ୍ୟା ହେଉଛି ଇଂଟରନେଟ ସ୍ପିଡ; ମୋବାଇଲ ଡାଟା ସ୍ପିଡରେ ପାକିସ୍ତାନଠୁ ପଛରେ ଭାରତ”

Design a site like this with WordPress.com
Get started