ଏପ୍ରିଲ୍ ପହିଲାରୁ ଆହୁରି ବଢ଼ିବ ଖରାର ପ୍ରକୋପ । ଦିନରେ ତାପମାତ୍ରା ବଢ଼ିବାର ସମ୍ଭାବନା, ଜିଲ୍ଲାପାଳମାନଙ୍କୁ ସତର୍କ କଲେ ଏସଆରସି ।

କନକ ବ୍ୟୁରୋ: ମାଡ଼ି ଆସୁଛି ଖରା । ଏପ୍ରିଲ ପହିଲାରୁ ରାଜଧାନୀ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ତାତିିବ । ବିସ୍କେରି ପ୍ରଥମ ସପ୍ତାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ । ତାହାକୁ ନଜରରେ ରଖି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୬ ଜିଲ୍ଲା ପାଇଁ ହିଟୱେଭ ଜାରି ହୋଇଛି । ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ତେବେ ଏହା ପୂର୍ବାରୁ ମାର୍ଚ୍ଚ ୨୯ ଓ ୩୦ରେContinue reading “ଏପ୍ରିଲ୍ ପହିଲାରୁ ଆହୁରି ବଢ଼ିବ ଖରାର ପ୍ରକୋପ । ଦିନରେ ତାପମାତ୍ରା ବଢ଼ିବାର ସମ୍ଭାବନା, ଜିଲ୍ଲାପାଳମାନଙ୍କୁ ସତର୍କ କଲେ ଏସଆରସି ।”

ସରକାରଙ୍କୁ ଶହେ କୋଟି ମାଗିଲେ ଭାରତ ବାୟୋଟେକ ଓ ସିରମ୍ ଇଂଷ୍ଟିଚ୍ୟୁଟ । ଟିକା ଉତ୍ପାଦନ ତ୍ୱରାନିତ କରିବାକୁ ମାଗିଲେ ଅନୁଦାନ

କନକ ବ୍ୟୁରୋ : କୋଭିଡ ଟିକା ଉତ୍ପାଦନ ପ୍ରକିୟାକୁ ତ୍ୱରାନିତ କରିବା ଲାଗି ଭାରତ ବାୟୋଟେକ ଓ ସିରମ୍ ଇନଷ୍ଟିଚ୍ୟୁଟ ଭାରତ ସରକାରଙ୍କୁ ଶହେ କୋଟି ଟଙ୍କା ମାଗିଛନ୍ତି । କରୋନା ଭାଇରସ ଟିକା କୋଭାକ୍ସିନର ଉତ୍ପାଦନ ବୃଦ୍ଧି ନିମନ୍ତେ ଭାରତ ବାୟୋଟେକ ୧୦୦ କୋଟି ଟଙ୍କା ଦେବା  ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ।  ସେହିଭଳି କରୋନାଭାଇରସ୍ ଟିକା କୋଭିସିଲ୍ଡ ଉତ୍ପାଦନ ତ୍ୱରାନିତ କରିବା ଲାଗି ସିରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ସରକାରଙ୍କContinue reading “ସରକାରଙ୍କୁ ଶହେ କୋଟି ମାଗିଲେ ଭାରତ ବାୟୋଟେକ ଓ ସିରମ୍ ଇଂଷ୍ଟିଚ୍ୟୁଟ । ଟିକା ଉତ୍ପାଦନ ତ୍ୱରାନିତ କରିବାକୁ ମାଗିଲେ ଅନୁଦାନ”

ଆଜି ରଙ୍ଗର ପର୍ବ ହୋଲି । ହେଲେ କରୋନା ଯୋଗୁଁ ଫିକା ପଡ଼ିବ ରଙ୍ଗର ଉତ୍ସବ… କଟକଣା ଭିତରେ ଉତ୍ସବ ପାଳନ ପାଇଁ କମିଶନରେଟ୍ ପୁଲିସର କଡ଼ା ନିର୍ଦ୍ଦେଶ

କନକ ବ୍ୟୁରୋ : ଆଜି ରଙ୍ଗର ପର୍ବ ହୋଲି । ହେଲେ ଏଥର କୋଭିଡ କଟକଣା ଭିତରେ ହୋଲି ପାଳନ ହେବ । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରାଯାଇଛି । କେବଳ ଘର ଭିତରେ ରହି ହୋଲି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅର୍ଥାତ ପରିବାର ଭିତରେ ରୁହନ୍ତୁ ଓ ଆଉ ନିରାପଦ ସହ ହୋଲି ପାଳନ କରନ୍ତୁ । ରାଜଧାନୀରେ ହୋଲି ପାଳନ ବେଳେ କଡା ନଜରContinue reading “ଆଜି ରଙ୍ଗର ପର୍ବ ହୋଲି । ହେଲେ କରୋନା ଯୋଗୁଁ ଫିକା ପଡ଼ିବ ରଙ୍ଗର ଉତ୍ସବ… କଟକଣା ଭିତରେ ଉତ୍ସବ ପାଳନ ପାଇଁ କମିଶନରେଟ୍ ପୁଲିସର କଡ଼ା ନିର୍ଦ୍ଦେଶ”

ମହାରାଷ୍ଟ୍ରରେ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ । ମୁମ୍ବାଇ ମହାନଗରୀରେ ରାସ୍ତାଘାଟ ଖାଁ-ଖାଁ, ପୁଲିସ୍ କରୁଛି ଯାଞ୍ଚ, ୫ ଜଣରୁ ଅଧିକ ରୁଣ୍ଡ ନହେବାକୁ ଦିଆଯାଇଛି ନିର୍ଦ୍ଦେଶ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବେକାବୁ ହେଉଥିବା ସଂକ୍ରମଣକୁ ଦୃଷ୍ଟିରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ଯାଏଁ ଲାଗୁ ହୋଇଥିବା କର୍ଫ୍ୟୁ ଯୋଗୁଁ ରାସ୍ତାଘାଟ ପୁରା ଶୂନଶାନ ହୋଇଯାଇଛି । ମୁମ୍ବାଇ ମହାନଗରରୀର ଜନବହୁଳ ସ୍ଥାନ ଖାଁ-ଖାଁ ଲାଗୁଛି । ତେବେ ଅତି ଜରୁରୀ କାମରେ ଯାଉଥିବା ଯାତ୍ରୀଙ୍କୁ ପୁଲିସ୍ ଅଟକାଇ ପଚରାଉଚୁରା କରିବା ସହ ଯାଞ୍ଚ କରୁଛି । ଏହି କଟକଣା ଆସନ୍ତା ଏପ୍ର୍ରିଲ ୧୫ ଯାଏଁ ବଳବତରContinue reading “ମହାରାଷ୍ଟ୍ରରେ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ । ମୁମ୍ବାଇ ମହାନଗରୀରେ ରାସ୍ତାଘାଟ ଖାଁ-ଖାଁ, ପୁଲିସ୍ କରୁଛି ଯାଞ୍ଚ, ୫ ଜଣରୁ ଅଧିକ ରୁଣ୍ଡ ନହେବାକୁ ଦିଆଯାଇଛି ନିର୍ଦ୍ଦେଶ”

ପିପିଲି ଉପ ନିର୍ବାଚନ :  ନିଜ ନିଜର ପୁରୁଣା ଯୋଦ୍ଧା ବାଛିଲେ ବିଜେପି, କଂଗ୍ରେସ । ନୂଆ ମୁହଁକୁ ଆଗରେ ରଖି ଲଢିବ ବିଜେଡି । 

କନକ ବ୍ୟୁରୋ: ନବାଗତ ବନାମ ଅଭିଜ୍ଞତା । ନୂଆ ମୁହଁ ବନାମ ପୁରୁଣା ପ୍ରାର୍ଥୀ । ଏଥର ପିପିଲି ଉପନିର୍ବାଚନ ମଇଦାନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କୁ କିଛି ଏଭଳି ଢଙ୍ଗରେ ବର୍ଣ୍ଣନା କରାଯାଇପାରେ । କାହିଁକି ନା ବିରୋଧୀ ବିଜେପି ଏବଂ କଂଗ୍ରେସ ପିପିିଲି ପାଇଁ ନିଜ ନିଜର ପୁରୁଣା ଯୋଦ୍ଧାଙ୍କୁ ପୁଣି ଥରେ ସେନାପତି କରିଥିବାବେଳେ ଶାସକ ଦଳ ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରି ବିଜୟୀ ହେବାକୁContinue reading “ପିପିଲି ଉପ ନିର୍ବାଚନ :  ନିଜ ନିଜର ପୁରୁଣା ଯୋଦ୍ଧା ବାଛିଲେ ବିଜେପି, କଂଗ୍ରେସ । ନୂଆ ମୁହଁକୁ ଆଗରେ ରଖି ଲଢିବ ବିଜେଡି । “

ଶେଷ ଦିନିକିଆରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ୨-୧ରେ ଜିତିଲା ବିରାଟ ବାହିନୀ ।

କନକ ବ୍ୟୁରୋ: ତୃତୀୟ ଦିନିକିଆକୁ ଜିତିବା ସହିତ ଇଂଲଣ୍ଡ ବିପକ୍ଷରେ ଦିିନିକିଆ ସିରିଜ୍ ବାଜିମାତ୍ କରିଛି ଟିମ୍ ଇଣ୍ଡିଆ । ଦଳ ଶେଷ ଦିନିକିଆରେ ଇଂଲଣ୍ଡକୁ ୭ ରନରେ ହରାଇଛି । ଏଥିସହ ଦଳ ଦିନିକିଆ ସିରିଜକୁ ୨-୧ରେ କବଜା କରିଛି । ଆଜି ଟସ ଜିତି ପ୍ରଥମ ଇଂଲଣ୍ଡ ଅଧିନାୟକ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ବିରାଟ ବାହିନୀ । ଦଳର ଦୁଇ ଓପନର ଦମଦାର ଆରମ୍ଭ କରିବାContinue reading “ଶେଷ ଦିନିକିଆରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ୨-୧ରେ ଜିତିଲା ବିରାଟ ବାହିନୀ ।”

ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଅଜିତ ମଙ୍ଗରାଜକୁ ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ ।

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦଳ ଏଥର ନିର୍ବାଚନ ପାଇଁ ଅଜିତ ମଙ୍ଗରାଜକୁ ଟିକେଟ୍ ଦେଇଛି । ବିଜେପି, ବିଜେଡି ପରେ ତୃତୀୟ ଦଳ ଭାବେ କଂଗ୍ରେସ ପିପିଲି ପାଇଁ ନିଜର ଯୋଦ୍ଧା ଘୋଷଣା କରିଛି । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ତିନୋଟି ନାଁ ଉପରେ ଚର୍ଚ୍ଚା କରୁଥିଲା । ହେଲେ ଶେଷରେ ଦଳର ହାଇକମାଣ୍ଡ ଅଜିତଙ୍କ ଉପରେ ମୋହର ମାରିଛନ୍ତି । ଏହାପରେ ପିପିଲିରେ ବିଜେପିରContinue reading “ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଅଜିତ ମଙ୍ଗରାଜକୁ ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ ।”

ଘାସରୁ ପ୍ରସ୍ତୁତ ହେଉଛି ତେଲ । ବିରଳ ପାମାରୋସା ଓ ଲେମନଗ୍ରାସ ଚାଷ କରି ଚର୍ଚ୍ଚାରେ ବୌଦ୍ଧର ଚାଷୀ । ୩ବର୍ଷ ହେବ ଚାଷ କରି ହେଉଛନ୍ତି ଲାଭବାନ୍ ।

କନକ ବ୍ୟୁରୋ: ଘାସରୁ ପ୍ରସ୍ତୁତ ହେଉଛି ତେଲ । ଶୁଣିଲେ ଟିକେ ଅଡ଼ୁଆ ଲାଗି ପାରେ କିନ୍ତୁ ଏହା କଥା ସତ । ଦୁଇ ପ୍ରକାରର ଘାସ ଯାହାକି ପାମାରୋସା ଏବଂ ଲେମନଗ୍ରାସ୍, ଏହାକୁ ଗନ୍ଧଯୁକ୍ତ ଘାସ ମଧ୍ୟ କୁହାଯାଏ। ପାତନ ପ୍ରକ୍ରିୟାରୁ ଉତ୍ପାଦିତ କରି ଏହାକୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ସୁଗନ୍ଧଅତର, ବାସନା ସାବୁନ ଏବଂ ବିଭିନ୍ନ ଔଷଧ ପାଇଁ ଏହା ବ୍ୟବହାର କରାଯାଇଥାଏ। ଭାରତରେ ଏକ ବହୁମୂଲ୍ୟ ଏବଂ ବିରଳ ଚାଷ ହେଉଛିContinue reading “ଘାସରୁ ପ୍ରସ୍ତୁତ ହେଉଛି ତେଲ । ବିରଳ ପାମାରୋସା ଓ ଲେମନଗ୍ରାସ ଚାଷ କରି ଚର୍ଚ୍ଚାରେ ବୌଦ୍ଧର ଚାଷୀ । ୩ବର୍ଷ ହେବ ଚାଷ କରି ହେଉଛନ୍ତି ଲାଭବାନ୍ ।”

ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ବିରିୟାନୀ, ବିସ୍କୁଟ, ସୁପ୍ । ବ୍ରହ୍ମପୁର କୃଷି ମେଳାର ମାଣ୍ଡିଆ ଷ୍ଟଲରେ ଜମୁଛି ଲୋକଙ୍କ ଗହଳି ।

କନକ ବ୍ୟୁରୋ: ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ବିରିୟାନୀ, ସୁପ୍, ପକୋଡି, ବିସ୍କୁଟ ସହ କ୍ଷୀରି । ଆଉ ଏସବୁ ଖାଇବାକୁ ଜମୁଛି ଲୋକଙ୍କ ଗହଳି । ବ୍ରହ୍ନପୁରରେ ଆୟୋଜିତ କୃଷି ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ଏସବୁ ଖାଦ୍ୟର ମଜା ନେବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ସରକାରଙ୍କ ମିଲେଟ ମିଶନ ଜରିଆରେ ବହୁ ଚାଷୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ବି ଏଥିରେ ସାମିଲ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ନିତିଦିନିଆ ଜୀବନରେ ଆମେ ଅନେକ ପ୍ରକାରContinue reading “ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ବିରିୟାନୀ, ବିସ୍କୁଟ, ସୁପ୍ । ବ୍ରହ୍ମପୁର କୃଷି ମେଳାର ମାଣ୍ଡିଆ ଷ୍ଟଲରେ ଜମୁଛି ଲୋକଙ୍କ ଗହଳି ।”

ଆରଟିଆଇ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଆକ୍ରମଣ ଘଟଣାରେ ଲାଗିଲା ରାଜନୀତିର ରଙ୍ଗ । ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ ।

କନକ ବ୍ୟୁରୋ: ରକ୍ତ ଜୁଡୁବୁଡ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଆକ୍ରମଣ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ଯାଜପୁର ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରି ଆକ୍ରମଣ ପଛର କାରଣ ଓ କେଉଁମାନେ ସଂପୃକ୍ତ ତାହା ଦର୍ଶାଇଛନ୍ତି ରିଲୁ ବେହୁରା । ଏଥିରେ ସେ ଅଭିଯୋଗ କରିଛନ୍ତି – ଧର୍ମଶାଳା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାର ହୋଇଥିବା ଦୁର୍ନିତୀର ଖୁଲାସା ଏବଂContinue reading “ଆରଟିଆଇ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଆକ୍ରମଣ ଘଟଣାରେ ଲାଗିଲା ରାଜନୀତିର ରଙ୍ଗ । ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ ।”

Design a site like this with WordPress.com
Get started