ଆସନ୍ତା କାଲି ଦିନ ୩ ଟା ଯାଏଁ ବନ୍ଦ ରହିବ ‘ମୋ ବସ୍’ ସେବା । ବସ୍ ବନ୍ଦ ନେଇ ସୂଚନା ଦେଲା କ୍ରୁଟ୍

କନକ ବ୍ୟୁରୋ : ଆସନ୍ତା କାଲି ହୋଲି ପାଇଁ ମୋ ବସ୍ ସେବା ଆଂଶିକ ବନ୍ଦ ରହିବ । ମୋ ବସ୍ ସେବା ଯୋଗାଉଥିବା କ୍ରୁଟ୍ ପକ୍ଷରୁ ଏନେଇ ସୂଚନା ଦେଇ କୁହାଯାଇଛି କି ହୋଲି ପର୍ବ ପାଇଁ କାଲି ସକାଳୁ ଦିନ ୩ ଟା ଯାଏଁ ଏହି ସେବା ବନ୍ଦ ରହିବ । ଦିନ ୩ ଟା ପରେ ପୁଣି ପୂର୍ବ ଭଳି ସେବା ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି । କହିରଖୁ କିContinue reading “ଆସନ୍ତା କାଲି ଦିନ ୩ ଟା ଯାଏଁ ବନ୍ଦ ରହିବ ‘ମୋ ବସ୍’ ସେବା । ବସ୍ ବନ୍ଦ ନେଇ ସୂଚନା ଦେଲା କ୍ରୁଟ୍”

ଦେଶର ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ନିଖିଳ ଓଡିଶା ପାଇକ ସଂଘ

କନକ ବ୍ୟୁରୋ: ଦେଶର ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ସ୍ୱୀକୃତି ଦେଇନଥିବାରୁ ଏହାର ତୀବ୍ର ପ୍ରତିବାଦ କରିଛି ନିଖିଳ ଓଡିଶା ପାଇକ ସଂଘ । ରାଜ୍ୟ ସଭାପତି ଅଶୋକ ପାଲଟାସିଂହ କହିଛନ୍ତି, ଓଡିଶା ଇତିହାସକୁ ଉପେକ୍ଷା କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ମଧ୍ୟ ଏହାକୁ ନିରବଦ୍ରଷ୍ଟା ସାଜି ଦେଖୁଛନ୍ତି । ତେଣୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ପାଇକ ବିଦ୍ରୋହକୁ ମାନ୍ୟତା ନମିଳିଲେ ଉଭୟ କେନ୍ଦ୍ର ଓ ରାଜ୍ୟContinue reading “ଦେଶର ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ନିଖିଳ ଓଡିଶା ପାଇକ ସଂଘ”

ମୋଦୀଙ୍କ ମନ କୀ ବାତ୍ । ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କ ଟିକାକରଣକୁ ନେଇ ଚିଠି ସମ୍ପର୍କରେ କଲେ ଉଲ୍ଲେଖ । ବନିକରଣ କରିଥିବା କେନ୍ଦ୍ରାପଡାର ବିଜୟ ଓ ପାରାଦୀପର ଚାଷୀ ଅମରେଶଙ୍କ କଥା କହିଲେ ମୋଦି ।

କନକ ବ୍ୟୁରୋ: ୭୫ ଦିନରେ ପହଂଚିଲା ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ଜନତାଙ୍କୁ ରେଡିଓରେ ଶୁଭେଚ୍ଛା ଜଣାଇଲେ ମୋଦି । କହିଲେ, ରାଷ୍ଟ୍ରର ଉନ୍ନତି କାମନା ସହ କାର୍ଯ୍ୟ କରିବା ଆମର ଲକ୍ଷ୍ୟ । ଏପରିକି ମୋଦୀ କହିଛନ୍ତି ଭାରତ ମାତା କୋଳରେ ଅନେକ ମୂଲ୍ୟବାନ ରତ୍ନ ଅଛନ୍ତି । ଦେଶରେ ୭୫ ବର୍ଷ ପୂର୍ତିରେ ଚାଲିଛି ଅମୃତ ମହୋତ୍ସବ । ଅନୁଶାସନର ଉଦାହରଣ ହେଉଛି ଜନତା କର୍ଫ୍ୟୁ । କରୋନା ଯୋଦ୍ଧା ପାଇଁContinue reading “ମୋଦୀଙ୍କ ମନ କୀ ବାତ୍ । ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କ ଟିକାକରଣକୁ ନେଇ ଚିଠି ସମ୍ପର୍କରେ କଲେ ଉଲ୍ଲେଖ । ବନିକରଣ କରିଥିବା କେନ୍ଦ୍ରାପଡାର ବିଜୟ ଓ ପାରାଦୀପର ଚାଷୀ ଅମରେଶଙ୍କ କଥା କହିଲେ ମୋଦି ।”

କେନ୍ଦ୍ରାପଡାର ପ୍ରସିଦ୍ଧ ଓଳକଣା ମେଳଣ । ଏଥର କରୋନା କଟକଣା ପାଇଁ ଭକ୍ତଶୂନ୍ୟ ହେଲା ମେଳଣ ପଡିଆ ।

କନକ ବ୍ୟୁରୋ: କରୋନା କଟକଣା ମଧ୍ୟରେ ପାଳିତ ହୋଇଛି କେନ୍ଦ୍ରାପଡାର ପ୍ରସିଦ୍ଧ ଓଳକଣା ମେଳଣ । କରୋନା କାରଣରୁ ଏଥରର ଏହି ପ୍ରସିଦ୍ଧ ମେଳଣରେ ଭକ୍ତଙ୍କୁ ଦେଖିବାକୁ ମିଳିନଥିଲା । କେବଳ ରୀତିନୀତି ଓ ପରମ୍ପରା ବଜାୟ ରଖିବାକୁ ବିମାନରେ ଠାକୁର ଦୋଳ ପଡିଆକୁ ଆସିଥିଲେ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଓଳକଣା ମେଲଣ ପଡିଆରେ ଏଥର ୧୫୦ରୁ ଅଧିକ ବିମାନରେ ଠାକୁର ମେଳଣ ପଡିଆକୁ ଆସିଥିଲେ । ତେବେ ଏହି ମେଳଣର ବିଶେଷତ୍ୱ ହେଲାContinue reading “କେନ୍ଦ୍ରାପଡାର ପ୍ରସିଦ୍ଧ ଓଳକଣା ମେଳଣ । ଏଥର କରୋନା କଟକଣା ପାଇଁ ଭକ୍ତଶୂନ୍ୟ ହେଲା ମେଳଣ ପଡିଆ ।”

ପିପିଲି ପାଇଁ ପ୍ରାର୍ଥୀ ପାଉନି କି କଂଗ୍ରେସ? ପ୍ରାର୍ଥୀ ଚୟନରେ ବିଳମ୍ବ ନେଇ ସୁରଙ୍କ କଟାକ୍ଷ । କହିଲେ, ଜ୍ଞାନ ଧନ ଓ ମାନ ଥିବା ଲୋକଙ୍କୁ ମାପଚୁପ କରୁଛି ଦଳ । 

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଛିଣ୍ଡୁନି କଂଗ୍ରେସର ଅଙ୍କ । ଏବେ ବି ପ୍ରାର୍ଥୀ ଖୋଜୁଛି କଂଗ୍ରେସ । ପ୍ରାର୍ଥୀ ଚୟନରେ ବିଳମ୍ବ ନେଇ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ କଟାକ୍ଷ । ସେ କହିଛନ୍ତି ପ୍ରାର୍ଥୀ ଚୟନରେ ଏତେ ବିଳମ୍ବ ହେବାକଥା ନୁହେଁ । ଏପରିକି କଟାକ୍ଷ କରି କହିଛନ୍ତି ଭଲ ପ୍ରାର୍ଥୀ ଦେବାପାଇଁ ଦଳ ସବୁ ପ୍ରକାର ମାପ ଚୁପ କରୁଛି । ଜ୍ଞାନ, ଧନ ଓContinue reading “ପିପିଲି ପାଇଁ ପ୍ରାର୍ଥୀ ପାଉନି କି କଂଗ୍ରେସ? ପ୍ରାର୍ଥୀ ଚୟନରେ ବିଳମ୍ବ ନେଇ ସୁରଙ୍କ କଟାକ୍ଷ । କହିଲେ, ଜ୍ଞାନ ଧନ ଓ ମାନ ଥିବା ଲୋକଙ୍କୁ ମାପଚୁପ କରୁଛି ଦଳ । “

ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୮ ଜଣ ଚିହ୍ନଟ ହୋଇଥିଲେ, ଆଜି ୨ ସଂକ୍ରମିତ ଚିହ୍ନଟ ।

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ସ୍ଥିତ ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୮ ଜଣ ଚିହ୍ନଟ ହୋଇଥିଲେ, ଆଜି ୨ ସଂକ୍ରମିତ ଚିହ୍ନଟ । ଗତକାଲି ପଠାଯାଇଥିବା ୪୫ ନମୁନାରୁ ୨ ସଂକ୍ରମିତ ଚିହ୍ନଟ ସୂଚନା । ସମସ୍ତ ଆକ୍ରାନ୍ତ ଆଇଆଇଟି କ୍ୟାମ୍ପସରେ ସଙ୍ଗରୋଧରେ ଅଛନ୍ତି । ସୂଚନା ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ । ଏବେ କରୋନା କବଳରେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ । ଭୁବନେଶ୍ୱର ଜାଭିୟର, ରାଉରକେଲାର ନିଟ୍୍ ଏଭଳିContinue reading “ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୮ ଜଣ ଚିହ୍ନଟ ହୋଇଥିଲେ, ଆଜି ୨ ସଂକ୍ରମିତ ଚିହ୍ନଟ ।”

ଆଲେନ କୋଚିଂ ଇନଷ୍ଟିଚ୍ୟୁଟରୁ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ଚିହ୍ନଟ ହେବାପରେ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି । 

କନକ ବ୍ୟୁରୋ: ଭୁବନେଶ୍ୱର ଆଲେନ ଇଂଷ୍ଟିଚ୍ୟୁଟର କରୋନା ସଂକ୍ରମିତ ଚିହ୍ନଟ । ପଜିଟିଭ ଚିହ୍ନଟ ପରେ ଇଷ୍ଟିଚ୍ୟୁଟକୁ  ସିଲ କଲା ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ  ନହେବା ପର୍ଯ୍ୟନ୍ତ ଖୋଲିବ ନାହିଁ ଆଲେନ ଇଂଷ୍ଟିଚ୍ୟୁଟ । ସମସ୍ତ ସଂକ୍ରମିତଙ୍କ ପୃଥକ ପୃଥକ ଆଇସୋଲେସନରେ ରଖାଯାଇଛି । ଇଂଷ୍ଟିଚ୍ୟୁଟକୁ ବାହାର ଲୋକଙ୍କ ବାରଣ କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀ ଇଂଷ୍ଟିଚ୍ୟୁଟକୁ ପ୍ରବେଶ ପାଇଁ ଅନୁମତି ରହିଛି । ଆଲେନ ଇନଷ୍ଟିଚ୍ୟୁଟ ହଷ୍ଟେଲContinue reading “ଆଲେନ କୋଚିଂ ଇନଷ୍ଟିଚ୍ୟୁଟରୁ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ଚିହ୍ନଟ ହେବାପରେ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି । “

ନବୀନ ନିବାସରୁ ଟିକେଟ ନେଲେ ରୁଦ୍ର ପ୍ରତାପ ମହାରଥୀ । କହିଲେ, ପିପିଲି ଓ ଡେଲାଙ୍ଗର ଉନ୍ନତି ପାଇଁ ଚେଷ୍ଟା କରିବି ।  

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପିପିଲି ମୈଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ରୁଦ୍ର । ଏହାସହ ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି ରୁଦ୍ର ପ୍ରତାପ । ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର । ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର ।Continue reading “ନବୀନ ନିବାସରୁ ଟିକେଟ ନେଲେ ରୁଦ୍ର ପ୍ରତାପ ମହାରଥୀ । କହିଲେ, ପିପିଲି ଓ ଡେଲାଙ୍ଗର ଉନ୍ନତି ପାଇଁ ଚେଷ୍ଟା କରିବି ।  “

ଭାରତ-ଇଂଲଣ୍ଡ ଶେଷ ଦିନିକିଆ । ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ ।

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ଦିନିକିଆ । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜିର ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ । ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି । ତେଣୁ ଆଜିର ମ୍ୟାଚରେ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ ।Continue reading “ଭାରତ-ଇଂଲଣ୍ଡ ଶେଷ ଦିନିକିଆ । ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ ।”

ପାଠ୍ୟ ପୁସ୍ତକରେ ସବୁଜ ଯୋଦ୍ଧା ଭାବେ ସ୍ଥାନ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ରେ ଚର୍ଚ୍ଚିତ ହେଲେ ବସ୍ କଣ୍ଡକ୍ଟର । ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

କନକ ବ୍ୟୁରୋ : ଚେନ୍ନାଇରେ ରହୁଥିବା ମାରିମୁଥ୍ୟୁ ଯୋଗନାଥନ୍ କିଛିଦିନ ହେବ ବେସ୍ ଚର୍ଚ୍ଚାରେ ରହିଛନ୍ତି । ପେଶାରେ ଜଣେ ବସ୍ କଣ୍ଟକ୍ଟର ଭାବେ କାମ କରୁଥିବା ଯୋଗାଥନ୍ ଏକ ଖାସ୍ କାରଣ ପାଇଁ ଚର୍ଚ୍ଚିତ ହେବାରେ ଲାଗିଛନ୍ତି  । ଯୋଗନାଥନ୍ କହିଛନ୍ତି କି ସେ ପେଶାରେ ବସ୍ କଣ୍ଡକ୍ଟର ହେଲେ ବି ୨୮ ବର୍ଷ ହେବ ଚାରା ରୋପଣ କରୁଛନ୍ତି । ଏହି ୨୮ ବର୍ଷ ମଧ୍ୟରେ ସେ ୩୮ ହଜାର ଚାରା ଲଗାଇଥିବା କଥାContinue reading “ପାଠ୍ୟ ପୁସ୍ତକରେ ସବୁଜ ଯୋଦ୍ଧା ଭାବେ ସ୍ଥାନ ପାଇବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ରେ ଚର୍ଚ୍ଚିତ ହେଲେ ବସ୍ କଣ୍ଡକ୍ଟର । ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ”

Design a site like this with WordPress.com
Get started