କନକ ବ୍ୟୁରୋ : ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ମରଣାନ୍ତକ ଆକ୍ରମଣ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ନିକଟରେ ସର୍ବେଶ୍ୱର ବେହେରାଙ୍କ ଗାଡ଼ି ଉପରକୁ ବୋମା ମାଡ଼ କରିଛନ୍ତି ଦୁବୃର୍ତ । ଅଷ୍ଟପ୍ରହରୀ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ବତମାନେ ତିନିଟି ବୋମାମାଡ କରିଥିଲେ । ତେବେ ବୋମା ମାଡରେ ସର୍ବେଶ୍ୱର ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ସହ ଥିବା ଆଉ ଜଣେ ମଧ୍ୟ ଆହତ ହୋଇଛନ୍ତି ।Continue reading “ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରେ ବୋମାମାଡ଼ । ୩ଟି ବୋମାମାଡ଼ ଯୋଗୁଁ ଜଣେ ସହଯୋଗୀଙ୍କ ସହ ସର୍ବେଶ୍ୱର ବେହୁରା ଗୁରୁତର, ମେଡ଼ିକାଲରେ ଭିର୍ତି “
Author Archives: Raghaba
ଚର୍ଚ୍ଚା ଆଲୋଚନାରେ ପଡ଼ିଲା ପୂର୍ଣ୍ଣଛେଦ । ପୁଅ ଟିକେଟ୍ ପାଇବା ପରେ ପ୍ରତିଭା କହିଲେ, ମୋ ପୁଅ ସହ ଅଛି ଆଶୀର୍ବାଦ, ବିପୁଳ ଭୋଟରେ ପିପିଲି ଜିତିବ ।
କନକ ବ୍ୟୁରୋ: ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ଶେଷରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ । ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ପ୍ରତିଭା କହିଛନ୍ତି କି, ତାଙ୍କ ପରିବାରରୁ ପ୍ରାର୍ଥୀ କରା ଯାଇଥିବାରୁ କୃତଜ୍ଞତା ପ୍ରକାଶ କରୁଛି । ସବୁଠାରୁ ବଡ଼କଥା ହେଲା ପୁଅ ରୁଦ୍ର ମହାରଥୀଙ୍କ ପ୍ରତି ତାଙ୍କର ଆର୍ଶୀବାଦ ରହିଛି,Continue reading “ଚର୍ଚ୍ଚା ଆଲୋଚନାରେ ପଡ଼ିଲା ପୂର୍ଣ୍ଣଛେଦ । ପୁଅ ଟିକେଟ୍ ପାଇବା ପରେ ପ୍ରତିଭା କହିଲେ, ମୋ ପୁଅ ସହ ଅଛି ଆଶୀର୍ବାଦ, ବିପୁଳ ଭୋଟରେ ପିପିଲି ଜିତିବ ।”
ଆଜି ପବିତ୍ର ଦୋଳ ପୂର୍ଣ୍ଣମା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ହେବ ସୁନାବେଶ, ଦୋଳବେଦୀରେ ଠାକୁରଙ୍କ ସାମ୍ନାରେ ପାଞ୍ଜି ପଢାଯିବାର ରହିଛି ପରମ୍ପରା
କନକ ବ୍ୟୁରୋ : ଆଜି ପବିତ୍ର ଦୋଳ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସୁନାବେଶ । ରତ୍ନ ସିଂହାସନରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ ୩୨ ପ୍ରକାର ଅଳଙ୍କାର ଲାଗି ମହାପ୍ରଭୁଙ୍କ ସୁନାବେଶ କରାଯିବ । ସେପଟେ ଦୋଳ ପୂର୍ଣ୍ଣମା ଅବସରରେ ଦୋଳବେଦୀରେ ଦୋଳଗୋବିନ୍ଦଙ୍କର ଅନୁଷ୍ଠିତ ହେବ ଫଗୁ ଖେଳ । ମନ୍ଦିରରୁ ଓହ୍ଲାଇ ଆସି ମହାପ୍ରଭୁ ଦୋଳଗୋବିନ୍ଦ ଭକ୍ତଙ୍କContinue reading “ଆଜି ପବିତ୍ର ଦୋଳ ପୂର୍ଣ୍ଣମା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ହେବ ସୁନାବେଶ, ଦୋଳବେଦୀରେ ଠାକୁରଙ୍କ ସାମ୍ନାରେ ପାଞ୍ଜି ପଢାଯିବାର ରହିଛି ପରମ୍ପରା”
ଦେଶରେ ଭୟ ବଢାଉଛି କରୋନାର ଦ୍ୱିତୀୟ ଲହର । ଦୈନିକ ସଂକ୍ରମଣ ଟପିଲାଣି ୬୦ ହଜାର, ୩୦୦ ଆଡକୁ ମୁହାଁଉଛି ମୃତ୍ୟୁ ସଂଖ୍ୟା ।
କନକ ବ୍ୟୁରୋ: ୨୪ ଘଂଟାରେ ଦେଶରେ କରୋନା ସଂକ୍ରମଣ ୬୨ ହଜାରରୁ ଅଧିକ ରହିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି । ଗତକାଲି ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ୧୨ଟି ରାଜ୍ୟର ୪୬ଟି ଜିଲ୍ଲାରୁ ୭୧ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୬୯ ପ୍ରତିଶତ କରୋନା ମୃତ୍ୟୁ ଚିହ୍ନଟ ହୋଇଛି । କେବଳ ମହାରାଷ୍ଟ୍ରରContinue reading “ଦେଶରେ ଭୟ ବଢାଉଛି କରୋନାର ଦ୍ୱିତୀୟ ଲହର । ଦୈନିକ ସଂକ୍ରମଣ ଟପିଲାଣି ୬୦ ହଜାର, ୩୦୦ ଆଡକୁ ମୁହାଁଉଛି ମୃତ୍ୟୁ ସଂଖ୍ୟା ।”
ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନଙ୍କୁ କରୋନା । ନିଜକୁ ସଂଗରୋଧରେ ରଖିଲେ, ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କାରାଇବାକୁ କହିଲେ ।
କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ୍ କରୋନା ପଜିଟିଭ୍ । ନିଜେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ୟୁସୁଫ ପଠାନ୍ । ରିପୋର୍ଟ ପଜିଟିଭ୍ ଆସିବା ପରେ ପରେ ନିଜକୁ ଘରୋଇ ସଂଗରୋଧରେ ରଖିଛନ୍ତି ୟୁସୁଫ୍ ପଠାନ୍ । ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ କ୍ରମେ ସଂଗରୋଧରେ ରହିବା ସହ ଔଷଧ ଗ୍ରହଣ କରୁଛନ୍ତି । I’ve tested positive for COVID-19 today with mild symptoms. PostContinue reading “ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନଙ୍କୁ କରୋନା । ନିଜକୁ ସଂଗରୋଧରେ ରଖିଲେ, ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କାରାଇବାକୁ କହିଲେ ।”
ଚିକିତ୍ସା ଅବହେଳାର ସାଂଘାତିକ୍ ଅଭିଯୋଗ । ମହିଳାଙ୍କ କପର-ଟି ଖୋଲିବା ସମୟରେ ଔଷଧ ବଦଳରେ ଏସିଡ୍ ଢାଳି ଦେଇଥିବା ଅଭିଯୋଗ, ପୋଡ଼ିଗଲା ମହିଳା ଅଙ୍ଗ
କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଚିକିତ୍ସା ଅବହେଳାର ସାଂଘାତିକ ଅଭିଯୋଗ । ମହିଳାଙ୍କ ଗର୍ଭନିରୋଧକ କପର-ଟି ଖୋଲିବା ସମୟରେ ଔଷଧ ବଦଳରେ ଏସିଡ୍ ଢାଳି ଦେଲେ ହସ୍ପିଟାଲ କର୍ମଚାରୀ । ମହିଳାଙ୍କ ଅଙ୍ଗ ପୋଡି ଯାଇଥିବା ବେଳେ ଏବେ ସେ ଗୁରୁତର ଅବସ୍ଥା ବାରିପଦା ପିଆରଏମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ଖୁଂଟା ବ୍ଲକର ଗଡ଼ିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ଅନୁସାରେ ଜଣେ ମହିଳା ଗତ ୮Continue reading “ଚିକିତ୍ସା ଅବହେଳାର ସାଂଘାତିକ୍ ଅଭିଯୋଗ । ମହିଳାଙ୍କ କପର-ଟି ଖୋଲିବା ସମୟରେ ଔଷଧ ବଦଳରେ ଏସିଡ୍ ଢାଳି ଦେଇଥିବା ଅଭିଯୋଗ, ପୋଡ଼ିଗଲା ମହିଳା ଅଙ୍ଗ”
ଇଂଲଣ୍ଡକୁ ମାତ୍ ଦେଇପାରିବ ତ ଭାରତ । ବରାବରରେ ଥିବା ଦିନିକିଆ ସିରିଜକୁ ହାତେଇ କିଏ ବନିବ ବାଦଶାହ?
କନକ ବ୍ୟୁରୋ: ଭାରତ ଇଂଲଣ୍ଡ ମଧ୍ୟରେ ଆଜି ପୁଣେରେ ଖେଳାଯିବ ତୃତୀୟ ତଥା ଫାଇନାଲ ଦିନିକିଆ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଏବେ ୧-୧ରେ ସମାନ ସ୍ଥିତିରେ ରହିଥିବାରୁ ଏହି ମ୍ୟାଚର ବିଜୟୀ ଦଳ ସିରିଜ କବଜା କରିବ । ଦ୍ୱିତୀୟ ଦିନିକିଆରେ ଭାରତ ୩୩୬ ରନର ବୃହତ୍ ସ୍କୋର କରିବା ପରେ ମ୍ୟାଚ୍ ହାରିଥିବାରୁ , ଚାପରେ ରହିବ ଭାରତୀୟ ଦଳ । ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଓ ଟି ୨୦Continue reading “ଇଂଲଣ୍ଡକୁ ମାତ୍ ଦେଇପାରିବ ତ ଭାରତ । ବରାବରରେ ଥିବା ଦିନିକିଆ ସିରିଜକୁ ହାତେଇ କିଏ ବନିବ ବାଦଶାହ?”
ମିଆଁମାରରେ ସୀମା ଟପିଲା ସେନାର ବର୍ବରତା । ସେନା ଶାସନ ବିରୋଧୀ ପ୍ରତିବାଦ ବେଳେ ମୁହାଁମୁହିଁ ଯବାନ ଓ ଆନ୍ଦୋଳନକାରୀ, ଯବାନଙ୍କ ଗୁଳିରେ ୯୧ ମୃତ
କନକ ବ୍ୟୁରୋ : ମିଆଁମାରରେ ସୀମା ଟିପିଲା ସେନାର ବର୍ବରତା । ସେନା ଶାସନ ବିରୋଧୀ ପ୍ରତିବାଦ ବେଳେ ମୁହାଁମୁହିଁ ହୋଇଛନ୍ତି ଯବାନ ଓ ଆନ୍ଦୋଳନକାରୀ । ଆଉ ଯବାନଙ୍କ ଗୁଳିରେ ୯୧ ଜଣଙ୍କର ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ଏହି ୯୧ ଜଣ ମୃତକଙ୍କ ମଧ୍ୟରେ ଛୋଟ ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି । ପ୍ରାୟ ଦୁଇ ମାସ ଧରି ଚାଲିଥିବା ଆନ୍ଦୋଳନକୁ ଦମନ କରିବାକୁ ଯାଇ, ମିଆଁମାର ସେନା ଏଭଳିContinue reading “ମିଆଁମାରରେ ସୀମା ଟପିଲା ସେନାର ବର୍ବରତା । ସେନା ଶାସନ ବିରୋଧୀ ପ୍ରତିବାଦ ବେଳେ ମୁହାଁମୁହିଁ ଯବାନ ଓ ଆନ୍ଦୋଳନକାରୀ, ଯବାନଙ୍କ ଗୁଳିରେ ୯୧ ମୃତ”
ରୁଦ୍ର ପ୍ରତାପଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ । କହିଲେ, ମୋ ଆଶୀର୍ବାଦ ମୋ ପୁଅ ସହ ଅଛି, ସେ ପିପିଲିରେ ବିପୁଳ ଭୋଟରେ ବିଜୟୀ ହେବ ।
କନକ ବ୍ୟୁରୋ: ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ଉପନିର୍ବାଚନରେ ବିଜେଡି ଟିକେଟ୍ ମିଳିବା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମା ପ୍ରତିଭା ମହାରଥୀ । ତାଙ୍କ ପୁଅ ସହ ସେ ସବୁବେଳେ ଅଛନ୍ତି । ରୁଦ୍ର ପ୍ରତାପ ଏଥର ପିପିଲି ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବ ବୋଲି ପ୍ରତିଭା କହିଛନ୍ତି । ଏଥିସହ ତାଙ୍କ ଆଶୀର୍ବାଦ ସଦାସର୍ବଦା ରୁଦ୍ର ସହିତ ଅଛି ବୋଲି କହିଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ତଥା ରୁଦ୍ରContinue reading “ରୁଦ୍ର ପ୍ରତାପଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ । କହିଲେ, ମୋ ଆଶୀର୍ବାଦ ମୋ ପୁଅ ସହ ଅଛି, ସେ ପିପିଲିରେ ବିପୁଳ ଭୋଟରେ ବିଜୟୀ ହେବ ।”
ପୂର୍ବାଂଚଳ ରାଜ୍ୟରେ କିଏ ମାରିବ ବାଜି? ପଶ୍ଚିମବଙ୍ଗରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ବିଜେପି । ସେପଟେ ପୁଣି କ୍ଷମତା ଦଖଲରେ ଲାଗିପଡିଛନ୍ତି ମମତା ବାନାର୍ଜୀ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଶାସକ ଦଳ ଟିଏମସିକୁ କଡା ଟକ୍କର ଦେଉଛି ବିଜେପି । ବିଶେଷ କରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ସଫଳତା ପରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ଭାରତୀୟ ଜନତା ପାର୍ଟି । ଅନ୍ୟ ପକ୍ଷରେ ୧୦ ବର୍ଷର ଶାସନକୁ ପୁଞ୍ଜି କରି ତୃତୀୟ ଥର ପାଇଁ କ୍ଷମତା ଦଖଲର ସ୍ୱପ୍ନ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ମୁହାଁମୁହିଁ ହେଉଥିବା ଟିଏମସି ଓ ବିଜେପିର ଶକ୍ତି ଓContinue reading “ପୂର୍ବାଂଚଳ ରାଜ୍ୟରେ କିଏ ମାରିବ ବାଜି? ପଶ୍ଚିମବଙ୍ଗରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ବିଜେପି । ସେପଟେ ପୁଣି କ୍ଷମତା ଦଖଲରେ ଲାଗିପଡିଛନ୍ତି ମମତା ବାନାର୍ଜୀ ।”