ରାଜଧାନୀରେ ବନବିଭାଗର ବଡ ଧରଣର ଚଢାଉ : ଧରାପଡିଲା କୋଟିଏରୁ ଅଧିକ ଟଙ୍କାର ସାପ ବିଷ ; ଚଢାଉ ବେଳେ ୭ରୁ ୮ ଜଣ ସାପ ବିଷ ସ୍ମଗଲର ଅଟକ

କନକ ବ୍ୟୁରୋ : ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କଲା ବନବିଭାଗ । ସାପ ବିକ୍ରି କରିବାକୁ ଏହି ରାକେଟ୍ ଯୋଗାଯୋଗ କରୁଥିଲେ । ସେମାନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ । ପ୍ରଥମେ ଜୟଦେବ ବିହାର ଅଂଚଳରେ ଏହି ସାପ ବିଷ ବିକ୍ରି କରିବାକୁ ଡିଲ୍ ହେଲା । ତାହା ପରେ ଏହି ରାକେଟ୍ ମାଷ୍ଟରକ୍ୟାଂଟିନ୍ ଅଂଚଳକୁ ଡାକିଥିଲେ । ଏହି ରାକେଟରେ ଥିଲେ ୭ରୁ ୮ ଜଣ ।Continue reading “ରାଜଧାନୀରେ ବନବିଭାଗର ବଡ ଧରଣର ଚଢାଉ : ଧରାପଡିଲା କୋଟିଏରୁ ଅଧିକ ଟଙ୍କାର ସାପ ବିଷ ; ଚଢାଉ ବେଳେ ୭ରୁ ୮ ଜଣ ସାପ ବିଷ ସ୍ମଗଲର ଅଟକ”

କିଏ ଜିତିବ ବଙ୍ଗଳା ବାଜି ? ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଶାସକ ଦଳ ଟିଏମସିକୁ କଡା ଟକ୍କର ଦେଉଛି ବିଜେପି

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଶାସକ ଦଳ ଟିଏମସିକୁ କଡା ଟକ୍କର ଦେଉଛି ବିଜେପି । ବିଶେଷ କରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ସଫଳତା ପରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ଭାରତୀୟ ଜନତା ପାର୍ଟି । ଅନ୍ୟ ପକ୍ଷରେ ୧୦ ବର୍ଷର ଶାସନକୁ ପୁଞ୍ଜି କରି ତୃତୀୟ ଥର ପାଇଁ କ୍ଷମତା ଦଖଲର ସ୍ୱପ୍ନ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜାଣନ୍ତୁ ପଶ୍ଚିମବଙ୍ଗରେ ମୁହାଁମୁହିଁ ହେଉଥିବା ଟିଏମସି ଓ ବିଜେପିର ଶକ୍ତିContinue reading “କିଏ ଜିତିବ ବଙ୍ଗଳା ବାଜି ? ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଶାସକ ଦଳ ଟିଏମସିକୁ କଡା ଟକ୍କର ଦେଉଛି ବିଜେପି”

ଏଥର କରୋନା ପାଇଁ ଫିକା ପଡିଲା ଜଟଣୀ ରଙ୍ଗ ବଜାର : ହୋଲି ପାଳନରେ କଟକଣା ଯୋଗୁଁ ବିକ୍ରି ହେଉନି ରଙ୍ଗ, ଅବିର ଓ ପିଚକାରୀ

କନକ ବ୍ୟୁରୋ : ଏଥର କରୋନା ପାଇଁ ଜଟଣୀରେ ଫିକା ପଡିଛି ରଙ୍ଗ ବଜାର । ଦେଶରେ କରୋନାର ଦ୍ୱିତୀୟ ଲହରି ଦେଖା ଦେବା ପରଠାରୁ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଖୋର୍ଦ୍ଧା ଜିଲ୍ଲା ଜଟଣୀର ରଙ୍ଗ ବଜାର । ହୋଲି ଆସିଲେ ସାଧାରଣତଃ ମନକୁ ଚାଲିଆସେ ଜଟଣୀ ରଙ୍ଗ ବଜାରର ନାଁ । କାରଣ ଏହି ଠାରେ ଅତି ସୁଭଲ ଦାମରେ ଭଳି କିContinue reading “ଏଥର କରୋନା ପାଇଁ ଫିକା ପଡିଲା ଜଟଣୀ ରଙ୍ଗ ବଜାର : ହୋଲି ପାଳନରେ କଟକଣା ଯୋଗୁଁ ବିକ୍ରି ହେଉନି ରଙ୍ଗ, ଅବିର ଓ ପିଚକାରୀ”

ଭଡାଘର ବାହାନାରେ ବୃଦ୍ଧାଙ୍କୁ ଲୁଟିଲେ ଦୁର୍ବୃତ୍ତ : ଇନଫୋସିଟି ଛାନା ପ୍ରଶାନ୍ତିବିହାର ଅଞ୍ଚଳରେ ଘଟିଛି ଏଭଳି ଘଟଣା

କନକ ବ୍ୟୁରୋ : ଘର ଭଡ଼ା ଖୋଜିବା ବାହାନାରେ ବୃଦ୍ଧାଙ୍କ ଠାରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଂଚଳରେ ବୃଦ୍ଧ ଜଣଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚେନ୍ ଲୁଟି ନେଇଛନ୍ତି । ସେମାନେ ନିଜକୁ ସ୍ଥାନୀୟ ଅଂଚଳର ଏକ କଲେଜ ଛାତ୍ର ବୋଲି ପରିଚୟ ଦେଇ ମହିଳାଙ୍କ ଘରକୁ ଭଡ଼ା ନେବା ପାଇଁ ଦେଖିବାକୁ ଯାଇଥିଲେ । ସେଠାରେ କିଛି ସମୟ ଘର ବୁଲି ଦେଖିବା ପରେ ମାସକContinue reading “ଭଡାଘର ବାହାନାରେ ବୃଦ୍ଧାଙ୍କୁ ଲୁଟିଲେ ଦୁର୍ବୃତ୍ତ : ଇନଫୋସିଟି ଛାନା ପ୍ରଶାନ୍ତିବିହାର ଅଞ୍ଚଳରେ ଘଟିଛି ଏଭଳି ଘଟଣା”

ପିପିଲିରେ ପ୍ରେସମିଟ କରିବେ ପ୍ରତିଭା : ଦିନ ୧୨ଟା ବେଳେ ପ୍ରତିକ୍ରିୟା ପାଇଁ ଅପେକ୍ଷା କରିଥିଲେ ସାମ୍ବାଦିକ, ପ୍ରତିଭା କହିଲେ ସେ ଡାକି ନାହାନ୍ତି ପ୍ରେସମିଟ

କନକ ବ୍ୟୁରୋ : କୁହାଯାଉଛି ପିପିଲି ପାଇଁ ବିଜେଡି ରୁଦ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ମାଆ ପ୍ରତିଭାଙ୍କୁ ଭେଟିବା ପାଇଁ ଯାଇଥିଲେ ବିଜେଡିର ଏହି ସବୁ ବରିଷ୍ଠ ନେତା । ଦେବୀ ମିଶ୍ର,ସ୍ନେହାଙ୍ଗିନୀ ଛୁରୀଆ, ପ୍ରମିଳା ମଲ୍ଲିକ ଓ ମହେଶ୍ୱର ମହାନ୍ତି ପ୍ରମୁଖ ପ୍ରତିଭାଙ୍କ ଭୁବନେଶ୍ୱର ବାସଭବନରେ ପହଂଚିଥିଲେ । ତଳେ ନେତାମାନେ ବସି ରହିଥିବା ବେଳେ ପ୍ରମିଳା ଓ ସ୍ନେହାଙ୍ଗିନୀ ଉପର ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା । ହେଲେ ଫେରିବା ବେଳେ ସାଙ୍ଗରେContinue reading “ପିପିଲିରେ ପ୍ରେସମିଟ କରିବେ ପ୍ରତିଭା : ଦିନ ୧୨ଟା ବେଳେ ପ୍ରତିକ୍ରିୟା ପାଇଁ ଅପେକ୍ଷା କରିଥିଲେ ସାମ୍ବାଦିକ, ପ୍ରତିଭା କହିଲେ ସେ ଡାକି ନାହାନ୍ତି ପ୍ରେସମିଟ”

ହରିଦ୍ୱାର କୁମ୍ଭରେ ଆକର୍ଷଣ ସାଜିଛନ୍ତି ବାମନ ବାବା । ବୟସ ୫୫ କୁ ଉଚ୍ଚତା ୧୮ ଇଞ୍ଚ

କନକ ବ୍ୟୁରୋ : ହରିଦ୍ୱାରରେ କୁମ୍ଭ ପାଇଁ ସାରା ଦେଶରୁ ନାଗା ସନ୍ୟାସୀଙ୍କ ସହ ଏବେ ଅନେକୁ ସାଧୁଙ୍କ ଆଗମନ ହୋଇଛି । ହେଲେ ଏହି ମେଳାରେ ଆକର୍ଷଣ ସାଜିଛନ୍ତି ସନ୍ଥ ସ୍ୱାମୀ ନାରାୟଣ ନନ୍ଦ । ସନ୍ଥଙ୍କ ଉଚ୍ଚତାକୁ ନେଇ ଏବେ ସେ ବେସ୍ ଆଲୋଚିତ । ଦେଶର ସବୁଠାରୁ ବଡ ମେଳାଭାବେ କୁମ୍ଭମେଳାକୁ ଗଣନା କରାଯାଏ । ଏହି ମେଳାରେ ଦେଶ ତଥା ଦେଶ ବାହାରୁ ଅନେକ ସାଧୁ ସନ୍ଥଙ୍କର ଆଗମନ ହୋଇଥାଏ ।Continue reading “ହରିଦ୍ୱାର କୁମ୍ଭରେ ଆକର୍ଷଣ ସାଜିଛନ୍ତି ବାମନ ବାବା । ବୟସ ୫୫ କୁ ଉଚ୍ଚତା ୧୮ ଇଞ୍ଚ”

ମାଆ କାଳୀଙ୍କ ମନ୍ଦିରରେ ମାଆଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ : ଦୁଇ ଦିନିଆ ବଂଲାଦେଶ ଗସ୍ତରେ ଅଛନ୍ତି ମୋଦି

କନକ ବ୍ୟୁରୋ : ଆଜି ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ସତଖୀରା ଜିଲ୍ଲା ଅନ୍ତର୍ଗତ ଈଶ୍ୱରୀପୁର ଗାଁରେ ଅବସ୍ଥିତ ଯଶ୍ୱରେଶ୍ୱରୀ କାଳୀମନ୍ଦିର ପୂଜାର୍ଚ୍ଚନା କରିଛନ୍ତି । ଏଥି ସହିତ କାଳୀ ପ୍ରତିମାଙ୍କ ମସ୍ତକରେ ଏକ ହସ୍ତନିର୍ମିତ ସୁନା କଲେଇ କରା ରୁପା ମୁକୁଟ ପିନ୍ଧାଇଛନ୍ତି । ପ୍ରାୟ ତିନି ସପ୍ତାହ ମଧ୍ୟରେ କୌଳିକ କାରିଗରମାନେ ଏହି ମୁକୁଟ ନିର୍ମାଣ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ବାଂଲାଦେଶର ସରକାରୀ କର୍ତ୍ତୃପକ୍ଷମାନେ ସତଖୀରାରେ ଥିବାContinue reading “ମାଆ କାଳୀଙ୍କ ମନ୍ଦିରରେ ମାଆଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ : ଦୁଇ ଦିନିଆ ବଂଲାଦେଶ ଗସ୍ତରେ ଅଛନ୍ତି ମୋଦି”

ପଶ୍ଚିମବଙ୍ଗ ଓ ଆସାମରେ ଚାଲିଛି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ସକାଳ ସାଢେ ୧୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ୨୯% ; ଆସାମରେ ୨୫% ମତଦାନ ରେକର୍ଡ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ସକାଳ ସାଢ଼େ ୧୧ ସୁଦ୍ଧା ପଶ୍ଚିମବଙ୍ଗରେ ୨୯ ପ୍ରତିଶତ ମତଦାନ ହୋଇଛି । ସେହିପରି ଆସାମରେ ୨୫ପ୍ରତିଶତ ଭୋଟ ପଡ଼ିଛି । ବିହାର ବିଧାନସଭା ନିର୍ବାଚନ ପରେ କରୋନା କାଳରେ ଏହା ଦ୍ୱିତୀୟ ନିର୍ବାଚନ । କରୋନାର ସଂକ୍ରମଣ ପୁଣି ଦେଶରେContinue reading “ପଶ୍ଚିମବଙ୍ଗ ଓ ଆସାମରେ ଚାଲିଛି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ସକାଳ ସାଢେ ୧୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ୨୯% ; ଆସାମରେ ୨୫% ମତଦାନ ରେକର୍ଡ”

ଭୁବନେଶ୍ୱର ତମାଣ୍ଡୋ ନିକଟ ଏନଏଚରୁ ୫୦ କେଜି ଗଞ୍ଜେଇ ଜବତ : ପାଟ୍ରୋଲିଂ ବେଳେ ଏକ ଟାଟା ଏସିିଇ ଗାଡିରୁ ଜବତ କଲା ପୋଲିସ

କନକ ବ୍ୟୁରୋ : ପିକଅପ୍ ଭ୍ୟାନରୁ ୫୦ କେଜି ଗଂଜେଇ ଜବତ । ଘଟଣାରେ ୩ଜଣଙ୍କୁ ଗିରଫ କଲା ପୋଲିସ । ଅବକାରୀ ଟିମ୍ ଭୁବନେଶ୍ୱର ତମାଣ୍ଡ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ପିକଅପ ଭ୍ୟାନରୁ ଗଂଜେଇ ଜବତ କରିଛି । ଜବତ ଗଂଜେଇ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ସେପଟେ, ଗଜପତି ଜିଲ୍ଲାରେ ଦିନକୁ ଦିନ ନିଷିଦ୍ଧ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବକ ଏହି ବେପାରରେ ପଶୁଛନ୍ତି । ଆଇନContinue reading “ଭୁବନେଶ୍ୱର ତମାଣ୍ଡୋ ନିକଟ ଏନଏଚରୁ ୫୦ କେଜି ଗଞ୍ଜେଇ ଜବତ : ପାଟ୍ରୋଲିଂ ବେଳେ ଏକ ଟାଟା ଏସିିଇ ଗାଡିରୁ ଜବତ କଲା ପୋଲିସ”

ବିଧାନସଭାରେ ପୁଣି ଉଠିଲା ଧାନ କିଣା ପ୍ରସଙ୍ଗ । କେତେ ଧାନ ଉଠିଛି ହିସାବ ମାଗିଲେ ବିରୋଧୀ, ବାରମ୍ବାର ହୋ-ହାଲ୍ଲା ପରେ ଗୃହ ୪ଟା ଯାଏଁ ମୁଲତବି ।

କନକ ବ୍ୟୁରୋ :ପୁଣି ଧାନ କିଣା ପ୍ରସଙ୍ଗ ଉଠାଇ ବିଧାନସଭାକୁ ଅଚଳ କଲେ ବିଜେପି ସଦସ୍ୟ । ମଣ୍ଡିରେ କେତେ ଧାନ ଉଠିଛି ତାର ହିସାବ ଦାବି କରିବା ସହ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ଯାଏଁ ବୃଦ୍ଧି କରିବାକୁ ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଜି ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଏହି ସମୟରେ କେତେContinue reading “ବିଧାନସଭାରେ ପୁଣି ଉଠିଲା ଧାନ କିଣା ପ୍ରସଙ୍ଗ । କେତେ ଧାନ ଉଠିଛି ହିସାବ ମାଗିଲେ ବିରୋଧୀ, ବାରମ୍ବାର ହୋ-ହାଲ୍ଲା ପରେ ଗୃହ ୪ଟା ଯାଏଁ ମୁଲତବି ।”

Design a site like this with WordPress.com
Get started