କନକ ବ୍ୟୁରୋ : ମହାରାଷ୍ଟ୍ର ପୁନେର କ୍ୟାମ୍ପ ଅଞ୍ଚଳରେ ଥିବା ଫ୍ୟାସନ ଷ୍ଟ୍ରିଟରେ ଅଗ୍ନିକାଣ୍ଡ ଘଟି ୫୦୦ ଦୋକାନ ଜଳିଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ନିଆଁର ଝାସ ଏତେ ଭୟାନକ ଥିଲା ଯେ ମାର୍କେଟରେ ଥିବା ସମସ୍ତ ଦୋକାନ ଜଳି ପାଉଁଶ ହୋଇଯାଇଛି । ଘଟଣାର ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚିବା ବେଳକୁ ସମସ୍ତ ଦୋକାନ ଜଳି ଯାଇଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ଲୋକ ମୃତାହତ ହୋଇନଥିବାContinue reading “ପୁଣେ : ଫ୍ୟାସନ ଷ୍ଟ୍ରିଟ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଦମକଳ ଆସିବା ପୂର୍ବରୁ ଜଳିଗଲା ୫ ଶହ ଦୋକାନ”
Author Archives: Raghaba
ରାଜ୍ୟରେ ଖୋଲିବ ୧୫୭୬ ନୂଆ ଅଙ୍ଗନବାଡି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଟୁକୁନି ସାହୁ ।
କନକ ବ୍ୟୁରୋ : ନୂଆ ଅଙ୍ଗନବାଡି ନେଇ ମନ୍ତ୍ରୀଙ୍କ ଉତ୍ତର । ରାଜ୍ୟରେ ୬୨ ହଜାର ୧୭୧ ଟି ଅଙ୍ଗନବାଡି ଅଛି । ମିନି ଅଙ୍ଗନବାଡି ୧୦୪୧୬ ରହିଛି । ୭୮୪୪ ନୂଆ ଅଙ୍ଗନବାଡି ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ କହି ଆମ ପ୍ରସ୍ତାବ ଫେରାଇ ଦେଇଛନ୍ତି । ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ବର୍ତ୍ତମାନ ୧୫୬୭ ନୂଆ ଅଙ୍ଗନବାଡି ଖୋଲିବା ପାଇଁContinue reading “ରାଜ୍ୟରେ ଖୋଲିବ ୧୫୭୬ ନୂଆ ଅଙ୍ଗନବାଡି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଟୁକୁନି ସାହୁ ।”
ଧାର ଟଙ୍କା ମାଗିବାରୁ ଛୁରୀ ଭୁଷି ହତ୍ୟା : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗଦାଧର ପ୍ରସାଦରେ ଅଘଟଣ
କନକ ବ୍ୟୁରୋ : ଧାର ଟଙ୍କା ମାଗିବାରୁ ଛୁରୀ ଭୁଷି ହତ୍ୟା । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗଦାଧର ପ୍ରସାଦରେ ଅଘଟଣ । ସୂଚନା ଅନୁସାରେ ରମେଶ ମୁଦୁଲିଙ୍କ ଠାରୁ ଗୋଲ ରାଉତ ନାମ ଜଣେ ବ୍ୟକ୍ତି ୩୫ ହଜାର ଟଙ୍କା ଧାର ନେଇଥିଲେ । ବାରମ୍ବାର ଗୋଲ ରାଉତଙ୍କୁ ଟଙ୍କା ମାଗିବା ସତ୍ୱେ ସେ ଫେରାଉ ନଥିଲେ । ଟଙ୍କା ଫେରାଇବାକୁ ନେଇ ୨ଜଣଙ୍କ ଭିତରେ ବଚଷା ହୋଇଥିଲା । ଏହି ସମୟରେ ଗୋଲରContinue reading “ଧାର ଟଙ୍କା ମାଗିବାରୁ ଛୁରୀ ଭୁଷି ହତ୍ୟା : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଗଦାଧର ପ୍ରସାଦରେ ଅଘଟଣ”
୩୦ରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଗଡ ବଞ୍ଚାଇବାକୁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଋଣନୀତି ।
କନକ ବ୍ୟୁରୋ : ଆସନ୍ତା ୩୦ରେ ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନର ବିଜେଡ଼ିରୁ ପ୍ରାର୍ଥି ଅଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଆଜି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପିପିଲି ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡ଼ିର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପିପିଲି ଉପ-ନିର୍ବାଚନ ପାଇଁContinue reading “୩୦ରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଗଡ ବଞ୍ଚାଇବାକୁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଋଣନୀତି ।”
ମାଲକାନଗିରିରେ କୋଭିଡ଼ କଟକଣା ଭିତରେ ଚାଲିଛି ବଡ଼ଯାତ୍ରା : ନିଜର ଓ ସର୍ମ୍ପକୀୟଙ୍କ ଶୁଭ ମନାସି ଭିଡ଼ ଜମାଇଛନ୍ତି ମାନସିକଧାରୀ
କନକ ବ୍ୟୁରୋ : ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଆରମ୍ଭ ହୋଇ ମାଲାକନଗିରି ଯାଏଁ ଚାଲିଛି ଏହି ବଡ ଯାତ୍ରା ପର୍ବ । ଚଳିତ ବର୍ଷ କୋଭିଡ କାଳରେ ବଡ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ପୋଲେରୁ ନଇ ଘାଟରେ ବ୍ୟାପକ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ତଥାପି ହଜାର ହଜାର ସଖ୍ୟକ ଭିଡକୁ ଦେଖି ଯାତ୍ରା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ୨୩Continue reading “ମାଲକାନଗିରିରେ କୋଭିଡ଼ କଟକଣା ଭିତରେ ଚାଲିଛି ବଡ଼ଯାତ୍ରା : ନିଜର ଓ ସର୍ମ୍ପକୀୟଙ୍କ ଶୁଭ ମନାସି ଭିଡ଼ ଜମାଇଛନ୍ତି ମାନସିକଧାରୀ”
ପଶ୍ଚିମବଙ୍ଗ ଓ ଆସାମରେ ଚାଲିଛି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ସକାଳ ସାଢେ ୯ଟା ସୁଦ୍ଧା ପଶ୍ଚିମବଙ୍ଗରେ ୧୩. ୮୭ ପ୍ରତିଶତ ମତଦାନ; ଆସାମରେ ୧୦. ୧୪ ପ୍ରତିଶତ ମତଦାନ ରେକର୍ଡ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ସକାଳ ସାଢ଼େ ୯ଟା ସୁଦ୍ଧା ପଶ୍ଚିମବଙ୍ଗରେ ୧୩. ୮୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଆସାମରେ ୧୦. ୧୪ ପ୍ରତିଶତ ଭୋଟ ପଡ଼ିଛି । ବିହାର ବିଧାନସଭା ନିର୍ବାଚନ ପରେ କରୋନା କାଳରେ ଏହା ଦ୍ୱିତୀୟ ନିର୍ବାଚନ । କରୋନାରContinue reading “ପଶ୍ଚିମବଙ୍ଗ ଓ ଆସାମରେ ଚାଲିଛି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ସକାଳ ସାଢେ ୯ଟା ସୁଦ୍ଧା ପଶ୍ଚିମବଙ୍ଗରେ ୧୩. ୮୭ ପ୍ରତିଶତ ମତଦାନ; ଆସାମରେ ୧୦. ୧୪ ପ୍ରତିଶତ ମତଦାନ ରେକର୍ଡ”
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ ହେବ ଏନଆଇଟ ପରୀକ୍ଷା : ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
କନକ ବ୍ୟୁରୋ : କୋଭିଡ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଏନଆଇଟି ସିନେଟ ବୈଠକରେ ନିଆଗଲା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି । ପ୍ରସ୍ତାବିତ ସେମିଷ୍ଟାର ପରୀକ୍ଷା ଅଫଲାଇନ ପରିବର୍ତେ ଅନଲାଇନ ମାଧ୍ୟମରେ କରିବାକୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ନୂଆ ପରୀକ୍ଷା ସୂଚୀ ବାବଦରେ ଛାତ୍ରଛାତ୍ରୀଙ୍କୁ ଜଣାଇବେ କର୍ତୃପକ୍ଷ । ଛାତ୍ରଛାତ୍ରୀ ସପ୍ତାହକ ମଧ୍ୟରେ ହଷ୍ଟେଲ ଛାଡ଼ି ଘରକୁ ଯାଇପାରିବେ ବୋଲି କର୍ତୃପକ୍ଷ କହିଛନ୍ତି । କ୍ୟାମ୍ପସରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ୩ୟ ବର୍ଷContinue reading “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ ହେବ ଏନଆଇଟ ପରୀକ୍ଷା : ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି”
ଯୌନ ନିର୍ଯାତନାରେ ଶିକାର ହୋଇ ଆତ୍ମହତ୍ୟା କଲେ ବ୍ୟାଘ୍ର ଅଭୟାରଣ୍ୟର ଲେଡି ସିଂଘମ ଦୀପାଳୀ ଚଭନ । ଆତ୍ମହତ୍ୟା ନୋଟରେ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
କନକ ବ୍ୟୁରୋ : ମହାରାଷ୍ଟ୍ର ଅମରାବତରୀ ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟରେ ନିୟୋଜିତ ୨୮ ବର୍ଷିୟ ମହିଳା ବନ ଅଧିକାରୀ ଦୀପାଳୀ ଚଭନ ନିଜ ବନ୍ଧୁକରୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାରଦିନ ବିଳମ୍ବିତ ରାତିରେ ହରିମଲ ଗାଁ ନିକଟରେ ଥିବା ନିଜ ସରକାରୀ ବାସଭବନ ଠାରେ ସେ ଏଭଳି କରିଛନ୍ତି । ବନ୍ଧୁକ ସହିତ ତାଙ୍କର ରକ୍ତ ଜୁଡୁବୁଡୁ ଶବକୁ ସଂପର୍କୀୟ ଓ ସହଯୋଗୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଜଙ୍ଗଲ ମାଫିଆଙ୍କ ବିରୋଧରେ ତାଙ୍କର ଲଢେଇକୁContinue reading “ଯୌନ ନିର୍ଯାତନାରେ ଶିକାର ହୋଇ ଆତ୍ମହତ୍ୟା କଲେ ବ୍ୟାଘ୍ର ଅଭୟାରଣ୍ୟର ଲେଡି ସିଂଘମ ଦୀପାଳୀ ଚଭନ । ଆତ୍ମହତ୍ୟା ନୋଟରେ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ”
ସଚିନଙ୍କୁ କରୋନା । ଟ୍ୱିଟ୍ କରି ସୂଚନା ଦେଲେ ମାଷ୍ଟର ବ୍ଲାଷ୍ଟର, ନିଜକୁ ସଙ୍ଗରୋଧରେ ରଖିଲେ ସଚିନ୍ ।
କନକ ବ୍ୟୁରୋ : ସଚିନ ତେନ୍ଦୁଲକରଙ୍କୁ କରୋନା । ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଚିନ । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଚିକିତ୍ସା ଆରମ୍ଭ ହୋଇଛି । pic.twitter.com/dOlq7KkM3G — Sachin Tendulkar (@sachin_rt) March 27, 2021 https://platform.twitter.com/widgets.jsକରୋନା ପଜିଟିଭ ଚିହ୍ନଟ ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ସଚିନ । ଆଉ ଏହାସହ କରୋନାର ସମସ୍ତ ଗାଇଡଲାଇନContinue reading “ସଚିନଙ୍କୁ କରୋନା । ଟ୍ୱିଟ୍ କରି ସୂଚନା ଦେଲେ ମାଷ୍ଟର ବ୍ଲାଷ୍ଟର, ନିଜକୁ ସଙ୍ଗରୋଧରେ ରଖିଲେ ସଚିନ୍ ।”
କରୋନା ସଂକ୍ରମିତ ହୋଇଥିବା ଜାଣିବା ପରେ ବି ସହଯୋଗୀଙ୍କ ସହ ବୈଠକ କରୁଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଖବର ପ୍ରଚାରିତ ହେବାପରେ ଚାରିଆଡୁ ସମାଲୋଚିତ
କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍ ହେବା ପରେ ବି ସେ ତାଙ୍କର ଗଣମାଧ୍ୟମ ଦଳଙ୍କ ସାମ୍ନାରେ ବସି ବୈଠକ କରୁଥିବା ଦେଖାଯାଇଛି । ଯାହାଫଳରେ ତାଙ୍କୁ ଦେଶର ଜନତା ଓ ବିରୋଧୀଦଳ ମାନଙ୍କର ସମାଲୋଚନାରେ ଶିକାର ହେବାକୁ ପଡିଛି । ଗଣମାଧ୍ୟରେ ଶୁକ୍ରବାରଦିନ ପ୍ରକାଶିତ ଏକ ଖବରରୁ ସୂଚନା ମିଳିଛି କି ଇମ୍ରାନ ଖାନ୍ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କ କୋଭିଡ୍ ରିପୋର୍ଟ ଗତ ଶନିବାର ଦିନ ପଜିଟିଭContinue reading “କରୋନା ସଂକ୍ରମିତ ହୋଇଥିବା ଜାଣିବା ପରେ ବି ସହଯୋଗୀଙ୍କ ସହ ବୈଠକ କରୁଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଖବର ପ୍ରଚାରିତ ହେବାପରେ ଚାରିଆଡୁ ସମାଲୋଚିତ”