କନକ ବ୍ୟୁରୋ: କେନ୍ଦ୍ରାପଡା ପାଇଁ ଗୈାରବ ଆଣିଛନ୍ତି ମାର୍ଶାଘାଈର ସମ୍ବିତ୍ ପରିଡା । ସର୍ବ ଭାରତୀୟ ଗେଟ୍ ପରିକ୍ଷାରେ ଭୁତତ୍ୱ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି ସମ୍ବିତ । କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସମ୍ବିତଙ୍କୁ ସଫଳତା ମିଳିଥିବା ବେଳେ ଚାରିଆଡୁ ସୁଭେଚ୍ଛାର ସୁଅ ଛୁଟୁଛି । ପରୀକ୍ଷାର କିଛି ଦିନ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇ ଗୋଡ ଭାଙ୍ଗି ଯାଇଥିଲେ ବି ପ୍ରଭାବିତ ହୋଇନଥିଲେ ସମ୍ବିତ୍, କି ପ୍ରଭାବିତ ହୋଇନଥିଲା ତାଙ୍କ ଶିକ୍ଷା ।Continue reading “ଗେଟରେ ଭୂତତ୍ୱ ବିଭାଗର ସାରାଦେଶରେ ଟପ୍ପର ମାର୍ଶାଘାଇର ସମ୍ବିତ୍ ପରିଡା । ଦୁର୍ଘଟଣାରେ ଗୋଡ ଭାଙ୍ଗିବାର ୧୦ ଦିନ ପରେ ଦେଇଥିଲେ ପରୀକ୍ଷା ।”
Author Archives: Raghaba
ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା । କେନ୍ଦ୍ର କାୟା କଳ୍ପ ପୁରସ୍କାର ତାଲିକାର ଶୀର୍ଷରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ । ନାଁ ଘୋଷଣା ପରେ ଉତ୍ସବ ପାଳିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।
କନକ ବ୍ୟୁରୋ: ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା । ରାଜ୍ୟର ଶ୍ରେଷ୍ଠ ଡାକ୍ତରଖାନା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । କେନ୍ଦ୍ରର ବହୁ ସମ୍ମାନୀୟ କାୟା କଳ୍ପ ପୁରସ୍କାର ଲାଗି ପ୍ରସ୍ତୁତ ତାଲିକାର ଶୀର୍ଘରେ ରହି ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ । ଏକ ସ୍ୱତନ୍ତ୍ର ମୁଲ୍ୟାଙ୍କନ ଦଳ ସମସ୍ତ ଡାକ୍ତରଖାନାକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କାୟା କଳ୍ପ ପୁରସ୍କାର ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନାଁ ଘୋଷଣା କରିବା ପରେ ଉତ୍ସବ ମନେଇଛିContinue reading “ପଛୁଆ ଜିଲ୍ଲାର ଆଗୁଆ ଡାକ୍ତରଖାନା । କେନ୍ଦ୍ର କାୟା କଳ୍ପ ପୁରସ୍କାର ତାଲିକାର ଶୀର୍ଷରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ । ନାଁ ଘୋଷଣା ପରେ ଉତ୍ସବ ପାଳିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।”
୩ ବର୍ଷରେ ଭୂତକୋଠିରେ ପରିଣତ ହେଲାଣି ରାୟଗଡାର ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର । ରକ୍ଷଣାବେକ୍ଷଣ ଅଭାବରୁ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ।
କନକ ବ୍ୟୁରୋ: ସରକାରକା ମାଲ ଦରିୟା ମେଁ ଡାଲ । ରାୟଗଡା ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ନିର୍ମିତ ହୋଇଥିଲା ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର । ହେଲେ ଏହି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ଏବେ ଭୂତକୋଠିରେ ପରିଣତ ହୋଇଛି । ନିର୍ମାଣର ୩ ବର୍ଷ ପରେ ମଧ୍ୟ ପର୍ଯ୍ୟଟକଙ୍କ କାମରେ ଲାଗୁନଥିବାରୁ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳି ପାଲଟିଛି । ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି । ଏ ପରିତ୍ୟକ୍ତ କୋଠା, Continue reading “୩ ବର୍ଷରେ ଭୂତକୋଠିରେ ପରିଣତ ହେଲାଣି ରାୟଗଡାର ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର । ରକ୍ଷଣାବେକ୍ଷଣ ଅଭାବରୁ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା । “
ପଦାରେ ପଡିଲା ଆନ୍ଧ୍ର ପ୍ରଦେଶର ଭିତିରି କଥା । ଓଡିଶା ନେତାଙ୍କୁ ଭେଟିଲେ ଆନ୍ଧ୍ର ଜନତା । କହିଲେ, ଆମକୁ ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା ।
କନକ ବ୍ୟୁରୋ: ପୁଣି ଆନ୍ଧ୍ର ସୀମାନ୍ତ ବାସୀଙ୍କ ଉଠିଲା ସ୍ୱର, ଭତ୍ତା ବଦଳରେ ରାସ୍ତା ଦିଅ । ଆମ କଥା ଆନ୍ଧ୍ର ପ୍ରଶାସନ କି ଆନ୍ଦ୍ର ସରକାର ଶୁଣୁ ନାହିଁ । ଆମ ପାଇଁ ତୁମ ଅଚଂଳ ଭଳି ରାସ୍ତା କରିଦିଅ, ଆମେ ଓଡ଼ିଶାରେ ମିଶିବୁ । ଓଡ଼ିଶା ନେତାଙ୍କୁ କିଛି ଏଭଳି ଢଙ୍ଗରେ ଦ୍ୱିତୀୟ ଥର ପାଇଁ ଆନ୍ଧ୍ରର ୧୮ଟି ଗ୍ରାମର ଲୋକେ ଗୁହାରି କରିଛନ୍ତି । ଓଡିଶା-ଆନ୍ଧ୍ର ସୀମାରେ ବୈଠକ କରି ଓଡିଶା ଲୋକଙ୍କୁContinue reading “ପଦାରେ ପଡିଲା ଆନ୍ଧ୍ର ପ୍ରଦେଶର ଭିତିରି କଥା । ଓଡିଶା ନେତାଙ୍କୁ ଭେଟିଲେ ଆନ୍ଧ୍ର ଜନତା । କହିଲେ, ଆମକୁ ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା ।”
ଗଂଜାମରେ ଗଡ଼ ବିସ୍ତାର କରୁଛନ୍ତି ଆନ୍ଧ୍ର ବେପାରୀ । କୁନି କୁନି ପିଲାଙ୍କୁ ସଜେଇ ଦେଇଛନ୍ତି ଶିଶୁ ଶ୍ରମିକ ।
କନକ ବ୍ୟୁରୋ: ଓଡିଶାରେ ଇଟାଭାଟି କରିଛନ୍ତି ଆନ୍ଧ୍ରପ୍ରଦେଶ ବେପାରୀ । ଆଉ ରୋଜଗାରର ଲୋଭ ଦେଖାଇ ଶହ ଶହ ନାବାଳକ, ନାବାଳିକାଙ୍କୁ ଶିଶୁ ଶ୍ରମିକ ସଜେଇ ଦେଇଛନ୍ତି ଆନ୍ଧ୍ର ବେପାରୀ । ଯେଉଁଠି କୁନି କୁନି ପିଲା ମାଟି ବାଟୁଳା କରି ଇଟା ପାଇଁ ଦେଉଛନ୍ତି । ଯେଉଁ ବୟସରେ ହାତରେ ଖାତା-କଲମ ଧରି ପାଠପଢିବା କଥା ସେହି ବୟସରେ ମାଟି କାଦୁଅରେ ଜୀବନକୁ ଛନ୍ଦି ଦେଇଛନ୍ତି ଆନ୍ଧ୍ର ବେପାରୀ । ଇଟାଭାଟି ଗଢି ଉଠିଥିବା ଗଂଜାମContinue reading “ଗଂଜାମରେ ଗଡ଼ ବିସ୍ତାର କରୁଛନ୍ତି ଆନ୍ଧ୍ର ବେପାରୀ । କୁନି କୁନି ପିଲାଙ୍କୁ ସଜେଇ ଦେଇଛନ୍ତି ଶିଶୁ ଶ୍ରମିକ ।”
ଟିକେଟ ମିଳିବା ପରେ ମୁହଁ ଖୋଲିଲେ ରୁଦ୍ର । କହିଲେ, ପିପିଲି ଓ ଡେଲାଙ୍ଗବାସୀଙ୍କ ଭଲ ପାଇବା ରହିଛି, ନିର୍ବାଚନରେ ଭଲ କରିବା ନେଇ ବିଶ୍ୱାସ ରହିଛି ।
କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରୁଦ୍ର ମହାରଥୀ । ବାପା ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି ବୋଲି କହିଛନ୍ତି ରୁଦ୍ର । ଆଉ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେଉଥିବା ବେଳେ ଭାବବିହ୍ୱଳ ହୋଇଛନ୍ତି ରୁଦ୍ର । ମୁଖ୍ୟମନ୍ତ୍ରୀ ଏହି ସୌଭାଗ୍ୟ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇବା ସହ ନବୀନ ବାବୁଙ୍କ ଆର୍ଶୀବାଦ ଓ ଭଲପାଇବା ସବୁବେଳେ ରହିଛି ବୋଲି କହିଛନ୍ତି ରୁଦ୍ରContinue reading “ଟିକେଟ ମିଳିବା ପରେ ମୁହଁ ଖୋଲିଲେ ରୁଦ୍ର । କହିଲେ, ପିପିଲି ଓ ଡେଲାଙ୍ଗବାସୀଙ୍କ ଭଲ ପାଇବା ରହିଛି, ନିର୍ବାଚନରେ ଭଲ କରିବା ନେଇ ବିଶ୍ୱାସ ରହିଛି । “
ରାହୁଲ-ରିଷବଙ୍କ ସୁପର ସୋ’ । ୩୩୬ର ବିଶାଳ ସ୍କୋର କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୩୩୭ ରନର ବିଜୟ ଲକ୍ଷ୍ୟ
କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଦେଖିବାକୁ ମିଳିଛି ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ । ଏହି ମ୍ୟାଚରେ ରିଷବ ପନ୍ତ ଓ କେଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଫଳରେ ଭାରତ ୩୩୬ ରନର ବିଶାଳ ସ୍କୋର କରିଛି । ଏହାସହ ଏବେ ଇଂଲଣ୍ଡ ଆଗରେ ୩୩୭ ରନର ବିଜୟ ଲକ୍ଷ୍ୟ ରହିଛି । ଇଂଲଣ୍ଡକୁ ଜିତିବା ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତିContinue reading “ରାହୁଲ-ରିଷବଙ୍କ ସୁପର ସୋ’ । ୩୩୬ର ବିଶାଳ ସ୍କୋର କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୩୩୭ ରନର ବିଜୟ ଲକ୍ଷ୍ୟ”
ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି, ବିଜେପି । କାହାକୁ ଟିକେଟ୍ ଦେବ କଂଗ୍ରେସ ? ତିନୋଟି ନାଁକୁ ନେଇ ଚର୍ଚ୍ଚା ।
କନକ ବ୍ୟୁରୋ: ପିିପିଲି ଉପନିର୍ବାଚନ ପାଇଁ ଏବେ ସରଗରମ ରାଜ୍ୟ ରାଜନୀତି । ପ୍ରଦୀପଙ୍କ ପରେ କେଉଁ ଦଳର ମହାରଥୀ ଏଠାରେ ବିଜୟ ବାନା ଉଡାଇବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଗତକାଲି ବିଜେପି ଏବଂ ଆଜି ଶାସକ ଦଳ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେପି ପୂର୍ବ ଭଳି ଆଶ୍ରିତ ପଟ୍ଟନାୟକଙ୍କୁ ଭରସା କରିଥିବାବେଳେ ଶାସକ ଦଳ ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅContinue reading “ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି, ବିଜେପି । କାହାକୁ ଟିକେଟ୍ ଦେବ କଂଗ୍ରେସ ? ତିନୋଟି ନାଁକୁ ନେଇ ଚର୍ଚ୍ଚା ।”
ସମ୍ବଲପୁର କୁଢେନିଶା ଗାଁରେ ଡନର ଦାଦାଗିରି । ଦନ୍ତା ହାତୀ ଭୟରେ ଘର ଛାଡି ଚାଲିଗଲେ ୮ଟି ପରିବାର ।
କନକ ବ୍ୟୁରୋ: ବଢୁଛି ଦନ୍ତା ହାତୀ ଡନର ଦାଦାଗିରି । ଦିନକୁ ଦିନ ହାତୀ ଆତଙ୍କ ବଢିବାରୁ ଗାଁ ଛାଡୁଛନ୍ତି ପରିବାର । ଏମିତି ଭୟରେ କିଛି ଲୋକ ଛାତ ଉପରେ ରହୁଥିଲେ ମଧ୍ୟ ସାରା ରାତି ଉଜାଗର ରହୁଛନ୍ତି । ଘର ଛାଡି ଚାଲି ଯାଇଛନ୍ତି ଲୋକେ । ଚାରିଆଡେ ବିଛାଡି ହୋଇ ପଡିଛି ବାସନ କୁସନ । ଆଉ ଏସବୁ ସେଇ ଡନ୍ ପାଇଁ । ଏ ହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକContinue reading “ସମ୍ବଲପୁର କୁଢେନିଶା ଗାଁରେ ଡନର ଦାଦାଗିରି । ଦନ୍ତା ହାତୀ ଭୟରେ ଘର ଛାଡି ଚାଲିଗଲେ ୮ଟି ପରିବାର ।”
ନିର୍ବାଚନର ବଣ୍ଡ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ । କହିଲେ ୨୦୧୮ ରୁ ଏହି ଯୋଜନା ଲାଗୁ ହୋଇଛି ଓ ଏବେ ବି ଜାରି ରହିଛି
କନକ ବ୍ୟୁରୋ : ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଏହି ୪ ଟି ରାଜ୍ୟରେ ଇଲେକ୍ଟ୍ରୋରାଲ ବଣ୍ଡ ବିକ୍ରି ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଶୁକ୍ରବାର ଦିନ ଖାରାଜ କରିଛନ୍ତି । ଏପ୍ରିଲ ୧ ତାରିଖରୁ ୧୦ ତାରିଖ ଯାଏ ଜାରି ହେବାକୁ ଥିବା ବଣ୍ଡ ଉପରେ ରୋକ୍ ଲଗାଇବାକୁ କୋର୍ଟ ମନାକରିଦେଇଛନ୍ତି । କହିରଖୁContinue reading “ନିର୍ବାଚନର ବଣ୍ଡ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ । କହିଲେ ୨୦୧୮ ରୁ ଏହି ଯୋଜନା ଲାଗୁ ହୋଇଛି ଓ ଏବେ ବି ଜାରି ରହିଛି”