କନକ ବ୍ୟୁରୋ : ଜୟପୁର ସବ ଜେଲରେ ୪ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ । ଜେଲ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଡ଼ା ପଦକ୍ଷେପ ଗ୍ରହଣ କଲା ଜେଲ । ଜେଲକୁ ସାନିଟାଇଜ କରିବା ସହ ଯେଉଁ ଅନ୍ତେବାସୀ ଜେଲକୁ ଆସିବେ ସେମାନେ ପ୍ରଥମେ କରୋନା ଟେଷ୍ଟର ପ୍ରମାଣ ପତ୍ର ଦେଖାଇବେ । ଏହା ପରେ ପ୍ରଥମ ପର୍ଯ୍ୟାୟରେ ୧୪ ଦିନ ରହିବେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୭ ଦିନ କ୍ୱାରେନଟିଂନରେ ରହିବେ ।Continue reading “ଜୟପୁର ସବ ଜେଲରେ ୪ ଜଣ ଅନ୍ତେବାସୀଙ୍କୁ କରୋନା : ସଂକ୍ରମିତ ଚିହ୍ନଟ ପରେ କଡ଼ା ପଦକ୍ଷେପ ନେଲେ ଜେଲ୍ ପ୍ରଶାସନ”
Author Archives: Raghaba
ପାକିସ୍ତାନୀ ବ୍ୟବସାୟୀଙ୍କ ଅଜବ କାରନାମା । ହଜାରେ କର୍ମଚାରୀଙ୍କୁ ଲଗାଇଦେଲେ ନକଲି କରୋନା ଟିକା
କନକ ବ୍ୟୁରୋ : ପାକିସ୍ତାନର ଜଣେ ବ୍ୟବସାୟୀଙ୍କ ନାମରେ ଅଭିଯୋଗ ଆସିଛି କି ସେ ତାଙ୍କର ଏକ ହଜାର କର୍ମଚାରୀଙ୍କ ଦେହରେ ନକଲି କରୋନା ଟିକା ଲଗାଇଛନ୍ତି । ମହମ୍ମଦ ୟୁସୁଫ୍ ଅମଦାନୀ ନାମକ ଜଣେ ବ୍ୟବସାୟୀଙ୍କ ବାବଦରେ ଏନେଇ ରିଫର୍ମା ନାମକ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ୟୁସୁଫ୍ ଙ୍କ ମେକ୍ସିକୋ ସହରର କ୍ୟାମ୍ପସରେ ନିଜର କପଡା ଫ୍ୟାକ୍ଟ୍ରି ରହିଛି । ଏହି ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ୧ ହଜାରରୁContinue reading “ପାକିସ୍ତାନୀ ବ୍ୟବସାୟୀଙ୍କ ଅଜବ କାରନାମା । ହଜାରେ କର୍ମଚାରୀଙ୍କୁ ଲଗାଇଦେଲେ ନକଲି କରୋନା ଟିକା”
ସୁରଟରେ ଥିବା ଓଡିଆଙ୍କୁ ଦିଆଗଲା କରୋନା ଟିକା : ସହରରେ ୨୩ଟି କେନ୍ଦ୍ର କରି ଓଡିଆଙ୍କୁ ଟିକା ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା
କନକ ବ୍ୟୁରୋ : ସୁରଟରେ ଥିବା ଓଡିଆଙ୍କୁ ଦିଆଗଲା କରୋନା ଟିକା । ସୁରଟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ଟିକାଦାନ ପ୍ରକିୟାକୁ ତ୍ୱରାନିତ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ୩ଟି ପଦକ୍ଷେପ ନିଆଯାଇଛି । ସେଗୁଡ଼ିକ ହେଲା ଟ୍ରେଷ୍ଟିଙ୍ଗ, ଟ୍ରିଟମେଂଟ, ଟ୍ରେସସିଂ । ସହରର ୨୩ଟି ଟିକା ଦାନ କେନ୍ଦ୍ରରେ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଶ୍ରମିକଙ୍କୁ ଡରିବାର ନାହିଁ ବୋଲି କହିଛନ୍ତି ସୂଚନାContinue reading “ସୁରଟରେ ଥିବା ଓଡିଆଙ୍କୁ ଦିଆଗଲା କରୋନା ଟିକା : ସହରରେ ୨୩ଟି କେନ୍ଦ୍ର କରି ଓଡିଆଙ୍କୁ ଟିକା ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା”
୧୯୯୯ ମହାବାତ୍ୟା ପରେ ୮ଟି ବାତ୍ୟା ସାମ୍ନା କରିଛି ରାଜ୍ୟ : ବାତ୍ୟା ଗୁଡିକରେ ୧୬୦ ଜଣଙ୍କର ମୃତ୍ୟୁ ଘଟିଛି; ଗୃହରେ ଉତ୍ତର ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ
କନକ ବ୍ୟୁରୋ : ୧୯୯୯ ମହାବାତ୍ୟା ପରେ ରାଜ୍ୟ ୮ଟି ବାତ୍ୟା ସାମ୍ନା କରିଛି । ୮ଟି ବାତ୍ୟା ସାମ୍ନା କରିଥିବା ଓଡିଶା ବେଶ କ୍ଷୟକ୍ଷତି ସହିଛି । ଫାଇଲିନ୍, ହୁଡହୁଡ, ତିତିଲି, ପେଥାଇ, ଡାଏ, ଫନା, ବୁଲବୁଲ, ଅମ୍ଫାନ । ବାତ୍ୟା ଗୁଡିକରେ ରାଜ୍ୟରେ ୧୬୦ ଜଣଙ୍କର ମୃତ୍ୟୁ ଘଟିଛି । ୩୧୯୪୫.୮୦ କୋଟିର ଧନ ଜୀବନ କ୍ଷୟକ୍ଷତି ହୋଇଛି । ଏହି ବାତ୍ୟା ଗୁଡିକରେ ରିଲିଫ୍ ଓ ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କୁ ମୋଟContinue reading “୧୯୯୯ ମହାବାତ୍ୟା ପରେ ୮ଟି ବାତ୍ୟା ସାମ୍ନା କରିଛି ରାଜ୍ୟ : ବାତ୍ୟା ଗୁଡିକରେ ୧୬୦ ଜଣଙ୍କର ମୃତ୍ୟୁ ଘଟିଛି; ଗୃହରେ ଉତ୍ତର ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ”
ଶାନ୍ତି ଶୃଙ୍ଖଳା ସହ ଚାଲିଛି ବନ୍ଦ ପାଳନ : ପ୍ରଭାବ ସେତେ ନାହିଁ, ସ୍ୱାଭାବିକ ଚାଲିଛି ଗାଡି ମଟର
କନକ ବ୍ୟୁରୋ : ଚାଷୀ ସଂଗଠନ ଦେଇଥିବା ବନ୍ଦର ଆଂଶିକ ପ୍ରଭାବ । ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ଶାଖା ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରାସ୍ତା ରୋକ୍ କରାଯାଇଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ ସଂଗଠନ ।Continue reading “ଶାନ୍ତି ଶୃଙ୍ଖଳା ସହ ଚାଲିଛି ବନ୍ଦ ପାଳନ : ପ୍ରଭାବ ସେତେ ନାହିଁ, ସ୍ୱାଭାବିକ ଚାଲିଛି ଗାଡି ମଟର”
ବହୁ ଚର୍ଚ୍ଚିତ ପିପିଇ କିଟ ଓ ମାସ୍କ ଦୁର୍ନୀତି ମାମଲା: ଶୁଣାଣି କରି ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ, ପିଟିସନର କହିଲେ, ଯିବୁ ହାଇକୋର୍ଟ ।
କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି ଲୋକାୟୁକ୍ତ । ଆଜି ଏ ନେଇ ଲୋକୟୁକ୍ତଙ୍କ ନିକଟରେ ଶୁଣାଣି ହୋଇଥିଲା । ଏହି ମାମଲାରେ ମାର୍ଚ୍ଚ ୧୬ରେ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ । ଆଉ ରିପୋର୍ଟ ଆଧାରରେ ପିଟିସନରଙ୍କ ଉପସ୍ଥିତିରେ ମାମଲାର ଶୁଣାଣି ହୋଇଛି । ତେବେ ରିପୋର୍ଟକୁ ଆଧାର କରି ଲୋକାୟୁକ୍ତ ନିଷ୍ପତି ଶୁଣାଇଛନ୍ତି, ଏଥିରେ କୌଣସି ତ୍ରୁଟିବିଚ୍ୟୁତି ହୋଇନାହିଁ । ତେବେ ଏହିContinue reading “ବହୁ ଚର୍ଚ୍ଚିତ ପିପିଇ କିଟ ଓ ମାସ୍କ ଦୁର୍ନୀତି ମାମଲା: ଶୁଣାଣି କରି ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ, ପିଟିସନର କହିଲେ, ଯିବୁ ହାଇକୋର୍ଟ ।”
ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିକୁ ସୁନିଶ୍ଚିତ କରିବାକୁ ବିଜେପିର ଆଉଏକ ନିଦର୍ଶନ । ପଶ୍ଚିମବଙ୍ଗ ସାଲତୋରା ବିଧାନସଭାରୁ ଦିନମଜୁରୀଆର ସ୍ତ୍ରୀଙ୍କୁ ପ୍ରାର୍ଥୀ କଲା ବିଜେପି
କନକ ବ୍ୟୁରୋ : ମହିଳା ଆଗେଇଲେ ଦେଶ ଆଗେଇବ । ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରି ବଢିଲେ ଦେଶରେ ମହିଳାମାନେ ଅଧିକ ସୁରକ୍ଷିତ ହୋଇପାରିବେ । ଏକଥା ସବୁ ରାଜନୈତିକ ଦଳମାନେ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଉଥିବା ବେଳେ ପଶ୍ଚିମବଙ୍ଗ ସାଲତୋରା ବିଧାନସଭା ଆସନରୁ ଜଣେ ଦିନମଜୁରୀଆର ସ୍ତୀଙ୍କୁ ବିଜେପି ବିଧାୟକ ପ୍ରାର୍ଥୀଭାବେ ମଇଦାନକୁ ଉହ୍ଲାଇ ମହିଳା ମାନଙ୍କ ପ୍ରତିଥିବା ବିଜେପିର ସମ୍ମାନବୋଧକୁ ପ୍ରମାଣ କରିବାକୁ ଚେଷ୍ଟା କରିଛି । କେବଳ ନେତାଙ୍କ ପିଲା ନେତା ହେବେ,Continue reading “ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିକୁ ସୁନିଶ୍ଚିତ କରିବାକୁ ବିଜେପିର ଆଉଏକ ନିଦର୍ଶନ । ପଶ୍ଚିମବଙ୍ଗ ସାଲତୋରା ବିଧାନସଭାରୁ ଦିନମଜୁରୀଆର ସ୍ତ୍ରୀଙ୍କୁ ପ୍ରାର୍ଥୀ କଲା ବିଜେପି”
ମୁମ୍ବାଇ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି , ୨ ଜଣ ଗୁରୁତର
କନକ ବ୍ୟୁରୋ : ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବଡ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ପ୍ରାଣ ହରାଇଥିବାବେଳେ ୨ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଉଦ୍ଧାର କାମ ଜାରି ରହିଛି । ହସ୍ପିଟାଲରେ ୭୦ରୁ ଅଧିକ ରୋଗୀ ଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅଧିକାଂଶ କରୋନା ରୋଗୀ । ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏକ ସପିଂ ମଲର ତୃତୀୟ ମହଲାରେ ଏହି ଡାକ୍ତରଖାନାContinue reading “ମୁମ୍ବାଇ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି , ୨ ଜଣ ଗୁରୁତର”
ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ : ପୁରୀରେ ଦାଖଲ କରିବେ ପ୍ରାର୍ଥୀପତ୍ର
କନକ ବ୍ୟୁରୋ : ପିପିଲି ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି କରିବେ ନାମାଙ୍କନ । ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜା କରିଥିଲେ । ତାପରେ ଏକ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଛନ୍ତି । ସେଠାରେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିବେ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଆଶ୍ରିତ କହିଛନ୍ତି, ପିପିଲି ଉପନିର୍ବାଚନରେ ବିଜୟୀ ହେବ ଭାରତୀୟ ଜନତା ପାର୍ଟି । ଗତContinue reading “ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ : ପୁରୀରେ ଦାଖଲ କରିବେ ପ୍ରାର୍ଥୀପତ୍ର”
ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ଆଉ ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୯ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ସ୍ଥାନୀୟ ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩ ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୮ ଜଣ, ବଲାଙ୍ଗୀରରୁ ୧୫ ଜଣ, କଟକରୁ ୨୯Continue reading “ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ଆଉ ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ”