ଶୀଘ୍ର ତୁଟାଇ ଦିଅନ୍ତୁ ବ୍ୟାଙ୍କ ଜନିତ ସମସ୍ତ କାମ । ଆସନ୍ତା ସପ୍ତାହରେ ୩ ଦିନ ଖୋଲା ରହିବ ବ୍ୟାଙ୍କ । କାମ ନସାରିଲେ ହୋଇପାରନ୍ତି ହଇରାଣ

କନକ ବ୍ୟୁରୋ : ଯଦି ବ୍ୟାଙ୍କରେ କୌଣସି ଜରୁରୀ କାମ ଅଛି, ତେବେ ଶୀଘ୍ର ସାରିନିଅନ୍ତୁ… କାହିଁକି ନା, ଚଳିତ ସପ୍ତାହର ଶନିବାର ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଅର୍ଥାତ୍ ୨୭ ମାର୍ଚ୍ଚରୁ ୪ ଏପ୍ରିଲ ମଧ୍ୟରେ ମାତ୍ର ୩ଦିନ ଖୋଲା ରହିବ ବ୍ୟାଙ୍କ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଛୁଟି ସୂଚିପତ୍ର ଅନୁଯାୟୀ, ୨୭ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଲଗାତାର ୩ଦିନ ବ୍ୟାଙ୍କ ବନ୍ଦ ରହିବ । ୨୭ ମାର୍ଚ୍ଚContinue reading “ଶୀଘ୍ର ତୁଟାଇ ଦିଅନ୍ତୁ ବ୍ୟାଙ୍କ ଜନିତ ସମସ୍ତ କାମ । ଆସନ୍ତା ସପ୍ତାହରେ ୩ ଦିନ ଖୋଲା ରହିବ ବ୍ୟାଙ୍କ । କାମ ନସାରିଲେ ହୋଇପାରନ୍ତି ହଇରାଣ”

ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ହେବେ ସାମିଲ

କନକ ବ୍ୟୁରୋ : ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଉଛନ୍ତି । ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ହେତୁ ପିଏମ ମୋଦୀ ୪୯୭ ଦିନ ପରେ ବିଦେଶ ଗସ୍ତରେ ଯାଉଛନ୍ତି । ଏହା ପୂର୍ବରୁ ସେ ନଭେମ୍ବର ୨୦୧୯ରେ ବ୍ରାଜିଲ ଗସ୍ତ କରିଥିଲେ । ଗତ ଏକ ବର୍ଷ ଧରି, ପ୍ରଧାନମନ୍ତ୍ରୀ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇContinue reading “ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ହେବେ ସାମିଲ”

ବିଗିଡ଼ିଲାଣି ଟ୍ରାଫିକ୍‌ ସ୍ଥିତି : କାଗଜପତ୍ରରେ ରହିଯାଇଛି ମାଳ ମାଳ ଯୋଜନା… ଡ୍ରୋନ୍‌ ଖରାପ, ଅପରେଟର ନାହାନ୍ତି; ରଙ୍ଗ୍‌ ରୁଟରେ ଭିଡ଼

ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନେକ ଯୋଜନା ହୋଇଛି। ହେଲେ ସେ ସବୁ କେବଳ କାଗଜପତ୍ରରେ ରହିଛି। ଯେତେବେଳେ ନୂଆ ନିୟମ ଲାଗୁ ହେଉଛି, ସେତେବେଳେ କିଛି ଦିନ କଟକଣା କଡ଼ାକଡ଼ି ହେଉଛି। ତା’ ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ହୋଇଯାଉଛି। ରଙ୍ଗ୍‌ ରୁଟ୍‌ ଗାଡ଼ି ଚାଳନାକୁ ରୋକିବା ପାଇଁ ସ୍ପାଇକ୍‌ ବ୍ୟାରିୟର୍‌ ଓ ଲେନ୍‌ ଡ୍ରାଇଭିଂ ବ୍ୟବସ୍ଥା ଅଟକି ରହିଥିବା ବେଳେ ଓଭରଟେକିଂ ଓ ବେଆଇନ ପାର୍କିଂ ଉପରେ ଅଙ୍କୁଶContinue reading “ବିଗିଡ଼ିଲାଣି ଟ୍ରାଫିକ୍‌ ସ୍ଥିତି : କାଗଜପତ୍ରରେ ରହିଯାଇଛି ମାଳ ମାଳ ଯୋଜନା… ଡ୍ରୋନ୍‌ ଖରାପ, ଅପରେଟର ନାହାନ୍ତି; ରଙ୍ଗ୍‌ ରୁଟରେ ଭିଡ଼”

ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ : ବିଜୟ ସହ ଆଉ ଏକ ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇପାରିଲେ କୋହଲି ବାହିନୀ କେବଳ ଶୃଙ୍ଖଳା ଜିତିବନି ଶକ୍ତିଶାଳୀ ଇଂଲଣ୍ଡକୁ ମୂଳପୋଛ ବି କରିପାରିବ । କାରଣ ପୂର୍ବରୁ ଖେଳାଯାଇଥିବା ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ନିଜ ନାଁରେ କରି ନେଇଛି ଟିମ୍ ଇଣ୍ଡିଆ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଆହତ ହୋଇ ‌ଶେଷ ଦୁଇ ଦିନିକିଆରୁ ବାଦ୍ ପଡ଼ିବା ପରେ ନିକଟରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବାContinue reading “ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ : ବିଜୟ ସହ ଆଉ ଏକ ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ”

ମୁମ୍ବାଇ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ : ୨ ମୃତ, ୬ ଜଣ ବେହୋସ; ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବଡ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇ ଥିବାବେଳେ ୬ରୁ ଅଧିକ ଲୋକ ବେହୋସ ହୋଇପଡିଛନ୍ତି । ଉଦ୍ଧାର କାମ ଜାରି ରହିଛି । ହସ୍ପିଟାଲରେ ୭୦ରୁ ଅଧିକ ରୋଗୀ ଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅଧିକାଂଶ କରୋନା ରୋଗୀ । ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏକ ସପିଂ ମଲର ତୃତୀୟ ମହଲାରେ ଏହିContinue reading “ମୁମ୍ବାଇ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ : ୨ ମୃତ, ୬ ଜଣ ବେହୋସ; ଉଦ୍ଧାର କାର୍ଯ୍ୟ ଜାରି”

ବସ୍ – ଟ୍ରକ ମୁହାଁମୁହିଁ ଧକ୍କା : ୧୦ ଯାତ୍ରୀ ଆହତ, ୩ଜଣ ଗୁରୁତର; ବୌଦ୍ଧ ଜିଲ୍ଲା ପୁରୁଣା କଟକ ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା

କନକ ବ୍ୟୁରୋ : ବସ୍ – ଟ୍ରକ ମୁହାଁମୁହିଁ ଧକା । ୧୦ ଯାତ୍ରୀ ଆହତ, ୩ଜଣ ଗୁରୁତର । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତିରୁପତି ନାମକ ବସ୍ ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବାବେଳେ, ବୌଦ୍ଧ ଜିଲ୍ଲା ପୁରୁଣା କଟକ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।   from Kanak News via <a href="https://ifttt.com/?

ଏପ୍ରିଲରେ ଶୀର୍ଷ ଛୁଇଁବ କରୋନା ସଂକ୍ରମଣ! ଏସବିଆଇ ରିପୋର୍ଟରୁ ପ୍ରକାଶ, ଟିକା କରଣ ଜୋରଦାର କରିବାକୁ ବିଶେଷଜ୍ଞଙ୍କ ମତ

ଦେଶରେ ପୁଣି ଥରେ ଦେଖାଦେଇଥିବା କରୋନା ସଂକ୍ରମଣ ୧୦୦ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ରିପୋର୍ଟରେ କୁହାଯାଇଛି । ଏହି ସଂକ୍ରମଣ ଫେବ୍ରୁଆରି ୧୫ ଠାରୁ ଆରମ୍ଭ ହୋଇଥିବା ବିଚାର କରି ଷ୍ଟେଟ ବ୍ୟାଙ୍କର ଗବେଷକମାନେ ଏହି ଆକଳନ କରିଛନ୍ତି । ଏହି ଆଧାରରେ ‌ଦୈନିକ ସଂକ୍ରମଣ ଏପ୍ରିଲ ମାସ ମଧ୍ୟଭାଗ ବେଳକୁ ଶୀର୍ଷ ସ୍ତରକୁ ଛୁଇଁବ । ସେହି ‌ସମୟ ସୁଦ୍ଧା ଦେଶରେ କରୋନା ଦ୍ବାରା ପାଖାପାଖି ୨୫ ଲକ୍ଷContinue reading “ଏପ୍ରିଲରେ ଶୀର୍ଷ ଛୁଇଁବ କରୋନା ସଂକ୍ରମଣ! ଏସବିଆଇ ରିପୋର୍ଟରୁ ପ୍ରକାଶ, ଟିକା କରଣ ଜୋରଦାର କରିବାକୁ ବିଶେଷଜ୍ଞଙ୍କ ମତ”

ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍

କନକ ବ୍ୟୁରୋ : ତତଲା କଡ଼େଇରେ ସିଝୁଛି ଓଡ଼ିଶା। ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ହସ୍ତସନ୍ତ କଲାଣି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକContinue reading “ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍”

ନବରଙ୍ଗପୁରକୁ ଫେରିଲା ନାଇଟ୍ କର୍ଫ୍ୟୁ : ରାତି ୮ଟାରୁ ସକାଳ ୬ଟା ଯାଏଁ ସବୁ କିଛି ହୋଇଥିଲା ଠପ୍

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଫେରିଛି ନାଇଟ୍ କର୍ଫ୍ୟୁ । ଗତକାଲି ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଥିଲା । ରାତି ୮ଟା ବେଳକୁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଥିଲା । ଗାଡି ଗମନାଗମନ ମଧ୍ୟ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବା, ଔଷଧ ଦୋକାନ ଛଡା ଅନ୍ୟ ସବୁ ବନ୍ଦ ରହିଥିଲା ।Continue reading “ନବରଙ୍ଗପୁରକୁ ଫେରିଲା ନାଇଟ୍ କର୍ଫ୍ୟୁ : ରାତି ୮ଟାରୁ ସକାଳ ୬ଟା ଯାଏଁ ସବୁ କିଛି ହୋଇଥିଲା ଠପ୍”

ପିପିଲି ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ : ଜାତୀୟ ମହାସଚିବ ଅରୁଣ ସିଂ କଲେ ଘୋଷଣା ; ବିଜେଡି ଓ କଂଗ୍ରେସ କାହାକୁ କରିବେ ପ୍ରାର୍ଥୀ 

କନକ ବ୍ୟୁରୋ : ପିପିଲି ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏହି ଘୋଷଣା କରିଛନ୍ତି । ପୁଣି ଥରେ ଆଶ୍ରିତଙ୍କ ଉପରେ ଭରସା କରିଛି ଦଳ । ଗତ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ହୋଇଥିଲେ ଆଶ୍ରିତ । ହେଲେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଠାରୁ ସେ ହାରି ଯାଇଥିଲେ । ତେବେ ଗତ ନିର୍ବାଚନରେ ମହାରଥୀଙ୍କୁ ସେ କଡ଼ା ଟକ୍କର ଦେଇଥିଲେ ।Continue reading “ପିପିଲି ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ : ଜାତୀୟ ମହାସଚିବ ଅରୁଣ ସିଂ କଲେ ଘୋଷଣା ; ବିଜେଡି ଓ କଂଗ୍ରେସ କାହାକୁ କରିବେ ପ୍ରାର୍ଥୀ “

Design a site like this with WordPress.com
Get started