ଚାଷୀ ସଂଗଠନର ଭାରତ ବନ୍ଦ ଡାକରା : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୧୨ ଘଂଟିଆ ବନ୍ଦ

କନକ ବ୍ୟୁରୋ : ଭାରତ ବନ୍ଦ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ ସଂଗଠନ । ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଓଡିଶାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରୁଛି । କୃଷକ ସଂଗଠନର ଏହି ବନ୍ଦକୁ ସମର୍ଥନ କରିଛି କଂଗ୍ରେସ । ସେପଟେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରContinue reading “ଚାଷୀ ସଂଗଠନର ଭାରତ ବନ୍ଦ ଡାକରା : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୧୨ ଘଂଟିଆ ବନ୍ଦ”

ତାମିଲନାଡୁରେ ସ୍ୱାଧିନ ପ୍ରାର୍ଥୀଙ୍କ ଆକାଶଛୁଆଁ ପ୍ରତିଶ୍ରୁତି । ମଦୁରାଇର ବିଧାୟକ ପ୍ରାର୍ଥୀ କହିଲେ, ନିର୍ବାଚନ ଜିତିଲେ ଦେବେ ହେଲିକପ୍ଟର, ୧କୋଟି ଟଙ୍କା ସହ ତିନି ମହଲା କୋଠା ।

କନକ ବ୍ୟୁରୋ: ତାମିଲନାଡୁରେ ଜଣେ ସ୍ୱାଧିନ ପ୍ରାର୍ଥୀଙ୍କ ଆକାଶଛୁଆଁ ପ୍ରତିଶ୍ରୁତି । ମଦୁରାଇର ସ୍ୱାଧିନ ବିଧାୟକ ପ୍ରାର୍ଥୀ ଥୁଲମ ସର୍ବନନ ନିର୍ବାଚନ ଜିତିଲେ ହେଲିକପ୍ଟର ଓ ପରିବାର ପିଛା ୧କୋଟି ଟଙ୍କା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇଛନ୍ତି । କେବଳ ଏତିକି ନୁହେଁ ବିବାହ ସମୟରେ ସୁନା ଗହଣା ଓ ତିନି ମହଲା ବିଶିଷ୍ଟ କୋଠା ଦେବେ ବୋଲି ଭୋଟରଙ୍କୁ କହିଛନ୍ତି ଏତିକିରେ ତାଙ୍କ ପ୍ରତିଶ୍ରୁତି ସରି ନାହିଁ । ଜହ୍ନ ଯାଏଁ ଲମ୍ବିଛି ପ୍ରାର୍ଥୀଙ୍କ ପ୍ରତିଶ୍ରୁତିContinue reading “ତାମିଲନାଡୁରେ ସ୍ୱାଧିନ ପ୍ରାର୍ଥୀଙ୍କ ଆକାଶଛୁଆଁ ପ୍ରତିଶ୍ରୁତି । ମଦୁରାଇର ବିଧାୟକ ପ୍ରାର୍ଥୀ କହିଲେ, ନିର୍ବାଚନ ଜିତିଲେ ଦେବେ ହେଲିକପ୍ଟର, ୧କୋଟି ଟଙ୍କା ସହ ତିନି ମହଲା କୋଠା ।”

ପୁଣି ଡରାଇଲା କରୋନା । ୫ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ପାର । ୨୪ ଘଂଟାରେ ଗଲା ୨୫୧ ଜଣଙ୍କ ଜୀବନ ।

କନକ ବ୍ୟୁରୋ: ଦେଶରେ କରୋନା ପୁଣି ଥରେ କାୟା ବିିସ୍ତାର କରିଛି । ଗତ ୨୪ ଘଂଟା ମଧ୍ୟରେ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ପ୍ରାୟ ୫ ମାସ ପରେ ଗୋଟିଏ ଦିନରେ ଦେଶରେ କରୋନା ମାମଲା ୫୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଂଟାରେ ସାରା ଦେଶରୁ ୫୩ ହଜାର ୪୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଚଳିତ ବର୍ଷରେ ସର୍ବାଧିକ । ଗତବର୍ଷContinue reading “ପୁଣି ଡରାଇଲା କରୋନା । ୫ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ପାର । ୨୪ ଘଂଟାରେ ଗଲା ୨୫୧ ଜଣଙ୍କ ଜୀବନ ।”

ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଆଶ୍ରିତ ପଟ୍ଟନାୟକ ହେଲେ ବିଜେପି ପ୍ରାର୍ଥୀ ।

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦଳ ଏଥର ଉପନିର୍ବାଚନରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏଥିସହ ଆଶ୍ରିତଙ୍କୁ ଆଗରେ ରଖି ଏଥର ବିଜେପି ପିପିଲି ଉପ ନିର୍ବାଚନ ଲଢିବ ବୋଲି ପକ୍କା ହୋଇଯାଇଛି ।ଆଶ୍ରିତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ମଧ୍ୟ ପିପିଲରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ହେଲେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କଠାରୁ ସେ ହାରିଯାଇଥିଲେ । ସେତେବେଳେ କିନ୍ତୁContinue reading “ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଆଶ୍ରିତ ପଟ୍ଟନାୟକ ହେଲେ ବିଜେପି ପ୍ରାର୍ଥୀ ।”

ତହସିଲଦାର ଜାଳିଦେଲେ ୨୦ଲକ୍ଷ ଟଙ୍କା । ଚଢାଉ ଭୟରେ ରାଜସ୍ଥାନ ସିରୋହି ତହସିଲଦାର ଜାଳିଦେଲେ ୨୦ଲକ୍ଷ ଟଙ୍କା ।

କନକ ବ୍ୟୁରୋ: ଦୁର୍ନିତୀ ନିବାରଣ ଅଧିକାରୀଙ୍କ ଚଢଉ ପୂର୍ବରୁ ତହସିଲଦାର ଜାଳିଦେଲେ ୨୦ ଲକ୍ଷ ଟଙ୍କା । ଅଧା ଜଳା ନୋଟ ସହ ଗିରଫ ହେଲେ ତହସିଲଦାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ତାନର ସିରୋହି ଜିଲ୍ଲାରେ । ତହସିଲଦାର କଳ୍ପେଶ କୁମାର ଜେନ୍ ଦୁର୍ନୀତି ନିବାରଣ ଟିମ ତାଙ୍କ ଘରକୁ ଆସୁଥିବାର ଜାଣି କବାଟ ଝରକା ବନ୍ଦ କରିଦେଇଥିଲେ । ତେବେ କଳ୍ପେଶ କବାଟ ନଖୋଲିବାରୁ ଦୁର୍ନିତୀ ନିବାରଣ ଟିମ୍ କବାଟ ଭାଙ୍ଗିContinue reading “ତହସିଲଦାର ଜାଳିଦେଲେ ୨୦ଲକ୍ଷ ଟଙ୍କା । ଚଢାଉ ଭୟରେ ରାଜସ୍ଥାନ ସିରୋହି ତହସିଲଦାର ଜାଳିଦେଲେ ୨୦ଲକ୍ଷ ଟଙ୍କା ।”

ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଦେଢଶୁରଙ୍କୁ ଆଜୀବନ ଜେଲ । ୩ ବର୍ଷ ପରେ ପ୍ରକାଶ ପାଇଲା ରାୟ ।

କନକ ବ୍ୟୁରୋ: ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଦେଢଶୁରଙ୍କୁ ଆଜୀବନ କାରାଦଣ୍ଡ । ଜଘଣ୍ୟ ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ ପାରାଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ । ବଧୂହତ୍ୟା ମାମଲାରେ ମୃତା ମଧୁସ୍ମିତା ଦାଶଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ଦେଶଶୁର ଗଣେଶ ଦାଶଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ ୧୦ ହଜାର ଟଙ୍କା ଜରିମାନା ବି କରିଛନ୍ତି । ତେବେ ୨୦୧୭ ମସିହା ସେପ୍ଟେମ୍ବର ୨୪ ତାରିଖ ସନ୍ଧ୍ୟାରେ ଜଗନ୍ନାଥ ବିହାରରContinue reading “ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଦେଢଶୁରଙ୍କୁ ଆଜୀବନ ଜେଲ । ୩ ବର୍ଷ ପରେ ପ୍ରକାଶ ପାଇଲା ରାୟ ।”

ଏଣ୍ଟିଲିଆ ସାମ୍ନାରେ ବିସ୍ଫୋରକ ଭର୍ତି କାର ଜବତ ଘଟଣା । ଏନଆଇଏ ହାତରେ ଲାଗିଲା କାର ମାଲିକ ମନସୁଖ ହିରେନଙ୍କ ସହ ସଚିନ ୱାଜେ ଏକାଠି ଥିବାର ସିସିଟିଭି ଭିଜୁଆଲ । 

କନକ ବ୍ୟୁରୋ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ଯେଉଁ ବିସ୍ଫୋରକ ଭର୍ତି ସ୍କୋର୍ପିଓ ଗାଡି ମିଳିଥିଲା ତାହାର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ତଥ୍ୟ ପଦାକୁ ଆସିଛି । ଏକ ସିସିଟିଭି ଭିଜୁଆଲ କଏଦ ହୋଇଛି ଯେଉଁଥିରେ ମୁମ୍ବାଇ ପୋଲିସର ନିଲମ୍ବିତ ଅଧିକାରୀ ସଚିନ ୱାଜେଙ୍କ ସହ ନଜର ଆସିଛନ୍ତି ମନସୁଖ ହିରେନ । ଉଭୟଙ୍କୁ ଗୋଟିଏ କାରରେ ଥିବା ଦେଖିବାକୁ ମିଳିଛି । ଏହି ସିସିଟିଭି ଭିଜୁଆଲ ଫେବ୍ରୁୟାରୀ ୧୭ତାରିଖରContinue reading “ଏଣ୍ଟିଲିଆ ସାମ୍ନାରେ ବିସ୍ଫୋରକ ଭର୍ତି କାର ଜବତ ଘଟଣା । ଏନଆଇଏ ହାତରେ ଲାଗିଲା କାର ମାଲିକ ମନସୁଖ ହିରେନଙ୍କ ସହ ସଚିନ ୱାଜେ ଏକାଠି ଥିବାର ସିସିଟିଭି ଭିଜୁଆଲ । “

ଆସାମ ଓ ପଶ୍ଚିମବଙ୍ଗରେ ଜମିଲା ନିର୍ବାଚନୀ ପ୍ରଚାର । ମମତାଙ୍କୁ ଟାର୍ଗେଟ କରି ଶାହା କହିଲେ, ସ୍କାମ ପାଇଁ ଟିଏମସି ଓ ସ୍କିମ ପାଇଁ ବିଜେପିକୁ ଦିଅ ଭୋଟ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖମନ୍ତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଲଢେଇ ହେଉଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅମିତ ଶାହ, ରାଜନାଥ ସିଂ, ଜେପି ନଡ୍ଡା ଓ ଯୋଗୀ ପରି ଶୀର୍ଷ ନେତୃତ୍ୱ ନିର୍ବାଚନୀ ମଇଦାନକୁ ଓହ୍ଳାଇଛନ୍ତି । ସେପଟେ ବିଜେପି ଉପରେ ଆକ୍ରମଣାତ୍ମକ ଅଭିମୁଖ୍ୟ ଗ୍ରହଣ କରି ଭୋଟ ହାତେଇବାକୁ ଲାଗିContinue reading “ଆସାମ ଓ ପଶ୍ଚିମବଙ୍ଗରେ ଜମିଲା ନିର୍ବାଚନୀ ପ୍ରଚାର । ମମତାଙ୍କୁ ଟାର୍ଗେଟ କରି ଶାହା କହିଲେ, ସ୍କାମ ପାଇଁ ଟିଏମସି ଓ ସ୍କିମ ପାଇଁ ବିଜେପିକୁ ଦିଅ ଭୋଟ ।”

ବୟସ ୪୦, ହେଲେ ୧୧ ବର୍ଷ ହେଲା ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା ପୁଳପୁଳା ଅଭିଯୋଗ । କାଗଜପତ୍ରରେ ବୟସ ପରିବର୍ତ୍ତନ କରି ଯୁବକ ପାଉଛନ୍ତି ଭତ୍ତା

କନକ ବ୍ୟୁରୋ: ଭତା ପାଇଁ ବୟସ ଜାଲିଆତି । କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକର ଗୋଖଣି ଗାଁରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ସୁବାସ ପରିଡା ଘର ରାଜନଗର ବ୍ଲକର ଗୋଖଣି ଗାଁରେ । ୨୦୧୧ ଭୋଟର ତାଲିକାରେ ସୁବାସଙ୍କ ବୟସ ରହିଛି ୪୪ ବର୍ଷ । ହେଲେ ୨୦୧୯ ଭୋଟର ତାଲିକାରେ ତାଙ୍କ ବୟସ ୨୨ ବର୍ଷ ବଢି ୬୪ ବର୍ଷ ହୋଇଯାଇଛି । ସେ ବର୍ଷେ ହେଲା ବାର୍ଦ୍ଧକ୍ୟ ଭତା ପାଉଛନ୍ତି ।Continue reading “ବୟସ ୪୦, ହେଲେ ୧୧ ବର୍ଷ ହେଲା ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା ପୁଳପୁଳା ଅଭିଯୋଗ । କାଗଜପତ୍ରରେ ବୟସ ପରିବର୍ତ୍ତନ କରି ଯୁବକ ପାଉଛନ୍ତି ଭତ୍ତା”

ପାଣି ପାଇଁ ଲାଗିଛି କଳି । ଅନୁଗୁଳରେ ଗରା ଡେକଚି ଧରି ରାସ୍ତା ଅବରୋଧ କଲେ ମହିଳା । ଆଠଗଡ଼ରେ ପାଣି ଟୋପାଏ ପାଇଁ ମାଡପିଟ୍ ।

କନକ ବ୍ୟୁରୋ: ପାଣି ଟିକିଏ ପାଇବା ଏବେଠୁ ଡହଳ ବିକଳ ହେଲେଣି ଲୋକେ । ଆଜି ନାଲକୋ-ତାଳଚେର ରାସ୍ତା ଉପରେ ଲୋକମାନେ ଏହାକୁ ନେଇ ପ୍ରତିବାଦ କରିଛନ୍ତି । ଖାଲି ସେତିକି ନୁହେଁ, ରାସ୍ତା ଉପରେ ଗରା ମାଠିଆ ରଖି ବାଉଁଶ ପକାଇ ଅବରୋଧ କରିଛନ୍ତି ମହିଳା । ଖରା ଦିନେ ପାଣି ମୁନ୍ଦାଏ ପାଇଁ ରାସ୍ତା ଅବରୋଧକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ଶୀତିରାସାହି ଗ୍ରାମବାସୀ । ୫୦ଟି ପରିବାରର ଅଭିଯୋଗ ହେଲା,Continue reading “ପାଣି ପାଇଁ ଲାଗିଛି କଳି । ଅନୁଗୁଳରେ ଗରା ଡେକଚି ଧରି ରାସ୍ତା ଅବରୋଧ କଲେ ମହିଳା । ଆଠଗଡ଼ରେ ପାଣି ଟୋପାଏ ପାଇଁ ମାଡପିଟ୍ ।”

Design a site like this with WordPress.com
Get started