ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ । ବନ୍ଦକୁ ସଫଳ କରିବାକୁ ଅପିଲ କଲେ ନିରଞ୍ଜନ ।

କନକ ବ୍ୟୁରୋ : ଆସନ୍ତାକାଲି ବିଭିନ୍ନ ଚାଷୀ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ସମର୍ଥନ । ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ ଥିବା ଦର୍ଶାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଚାଷୀଙ୍କ ସମସ୍ୟାକୁ ନେଇ ଉଭୟ ଚାଷୀ ଓ ଶ୍ରମିକ ସଙ୍ଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶାରେ ପ୍ରତିଟି ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦContinue reading “ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ । ବନ୍ଦକୁ ସଫଳ କରିବାକୁ ଅପିଲ କଲେ ନିରଞ୍ଜନ ।”

ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୧୪ ଦିନ ଆଗରୁ ବନ୍ଦ ହେଲା ଲୋକସଭା ଅଧିବେଶନ । ଏପ୍ରିଲ ୮ ଯାଏ ଚାଲିବାକୁ ଥିଲା ଅବଧି

କନକ ବ୍ୟୁରୋ : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୧୪ ଦିନ ଆଗରୁ ଲୋକସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁତଲତବି ଘୋଷଣା କରାଯାଇଛି । ମାର୍ଚ୍ଚ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଲୋକସଭା ଅଧିବେଶନ ଏପ୍ରିଲ ୮ ତାରିଖ ଯାଏ ଚାଲିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା । ଆଜି ଲୋକସଭା ଅଧିବେଶନ ଚାଲିଥିବା ବେଳେ ଅନେକ ଦଳର ସାଂସଦ ମାନେContinue reading “ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୧୪ ଦିନ ଆଗରୁ ବନ୍ଦ ହେଲା ଲୋକସଭା ଅଧିବେଶନ । ଏପ୍ରିଲ ୮ ଯାଏ ଚାଲିବାକୁ ଥିଲା ଅବଧି”

ରାଜଧାନୀରେ କଂଗ୍ରେସର ଜନଆକ୍ରୋଶ ସମାବେଶ । ନିଯୁକ୍ତି, ବେକାରୀ ଓ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲେ ନେତା ।

କନକ ବ୍ୟୁରୋ: ରାଜଧାନୀରେ ଯୁବ କଂଗ୍ରେସ ପକ୍ଷରୁ ଜନ ଆକ୍ରୋଶ ସମାବେଶ । ବିଧାନସଭା ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଆଜି କଂଗ୍ରେସର ଜନ ଆକ୍ରୋଶ ସମାବେଶ ପରେ ବିଧାନସଭା ଘେରାଉ ପାଇଁ ବାହାରିଥିଲେ ଶତାଧିକ ଯୁବ କଂଗ୍ରେସ ସଦସ୍ୟ । ଏହି ସମୟରେ କଂଗ୍ରେସ କର୍ମୀ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଧସେଇ ଆଗେଇ ଯିବାକୁ ଉଦ୍ୟମ କରୁଥିବାContinue reading “ରାଜଧାନୀରେ କଂଗ୍ରେସର ଜନଆକ୍ରୋଶ ସମାବେଶ । ନିଯୁକ୍ତି, ବେକାରୀ ଓ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲେ ନେତା ।”

‘କରୋନା ଠାରୁ ବଡ ମହାମାରୀ ବେକାରୀ’ । ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ।

କନକ ବ୍ୟୁରୋ : ବେକାରୀ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ବିବୃତି । କରୋନା ମହାମାରୀ ଠୁ ବଡ଼ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା । ପ୍ରିୟା ପ୍ରୀତିରେ ଚାଲିଛି ରାଜ୍ୟର ନିଯୁକ୍ତି ପ୍ରକ୍ରିୟା । ୧୮ ଲକ୍ଷ ଯୁବକ ଯୁବତୀ ରାଜ୍ୟରେ ବେକାର ହୋଇ ବୁଲୁଥିବା ବେଳେ ରାଜ୍ୟ ସରକାର ଅବସର ପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି । ସ୍ୱଳ୍ପ ଦକ୍ଷିଣାରେ ଏମାନଙ୍କୁ ନିଯୁକ୍ତି ଦେଉଛନ୍ତିContinue reading “‘କରୋନା ଠାରୁ ବଡ ମହାମାରୀ ବେକାରୀ’ । ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ।”

ପାଣି ପାଇଁ ଖଣ୍ଡ ଯୁଦ୍ଧ : ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ; ତିଗିରିଆ ଗାଁରେ ଘଟିଛି ଏହି ଘଟଣା

କନକ ବ୍ୟୁରୋ : ପାଣି ପାଇଁ ଖଣ୍ଡ ଯୁଦ୍ଧ । ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗାଁରେ ଘଟିଛି ଏହି ଘଟଣା । ନ୍ୟାୟ ପାଇଁ ଥାନା ଆଗରେ ଶୋଇଲେ ପରିବାର । ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡ଼ିଛି । ଖରାଦିନେ ଚାରିଆଡେ ପାଣି ପାଇଁ ହାହାକାର ପଡିଥିବା ବେଳେ , ତିଗିରିଆ ଗାଁରେContinue reading “ପାଣି ପାଇଁ ଖଣ୍ଡ ଯୁଦ୍ଧ : ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ; ତିଗିରିଆ ଗାଁରେ ଘଟିଛି ଏହି ଘଟଣା”

ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼ ସୀମାନ୍ତରେ ପୁଲିସଙ୍କ କଡ଼ାକଡ଼ି ଯାଞ୍ଚ୍

କନକ ବ୍ୟୁରୋ : ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଛତିଶଗଡ଼ ସୀମାନ୍ତ ଅଂଚଳରେ ଅଧିକ ସଜାଗ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ବରଗଡ଼ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଅମ୍ବାଭୋନା ପୋଲିସ ପକ୍ଷରୁ ଛତିଶଗଡ ସୀମାନ୍ତବର୍ତ୍ତୀ ରୁଚିଦା ତନଖି ଫାଟକ ଯାଂଚ କଡାକଡ଼ି ଆରମ୍ଭ ହୋଇଯାଇଛି । ଛତିଶଗଡ଼ର ବିଭିନ୍ନ ପ୍ରାନ୍ତ ଓ ବରଗଡ଼ରୁ ଆସୁଥିବା ଯାନବାହନ ଅଟକାଇContinue reading “ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼ ସୀମାନ୍ତରେ ପୁଲିସଙ୍କ କଡ଼ାକଡ଼ି ଯାଞ୍ଚ୍”

ନିଯୁକ୍ତି, ବେକାରୀ ଓ ତୈଳ ଦରବୃଦ୍ଧିର ପ୍ରତିବାଦ : ରାଜଧାନୀରେ ଯୁବ କଂଗ୍ରେସର ଜନ ଆକ୍ରୋଶ ସମାବେଶ

କନକ ବ୍ୟୁରୋ : ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜନ ହୋଇଛି ଜନ ଆକ୍ରୋଶ ସମାବେଶ । ଏଥିରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କା, ଏଆଇସିସି ସେକ୍ରେଟାରୀ ରୁଦ୍ର ରାଜୁ ଓ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ । ମୁଖ୍ୟ ଅତିଥୀ ଭାବେ ଯୁବ କଂଗ୍ରେସର ସର୍ବାଭାରତୀୟ ସଭାପତି ସାମିଲ ହୋଇଛନ୍ତି । ସମାବେଶ ପରେ ବିଧାନସଭା ଘେରାଉ କରିବାକୁ ଯୁବ କଂଗ୍ରେସ ସୂଚନା ଦେଇଛି ।Continue reading “ନିଯୁକ୍ତି, ବେକାରୀ ଓ ତୈଳ ଦରବୃଦ୍ଧିର ପ୍ରତିବାଦ : ରାଜଧାନୀରେ ଯୁବ କଂଗ୍ରେସର ଜନ ଆକ୍ରୋଶ ସମାବେଶ”

ବିଧାନସଭାରେ ଉଠିଲା ବ୍ୟୋମକେଶ ପ୍ରସଙ୍ଗ । ବିରୋଧୀ ଦଳକୁ ଟାର୍ଗେଟ କଲେ ବିଜେଡି ବିଧାୟକ ଭାଗିରଥୀ, କହିଲେ ଗୃହରେ ଏହି ପ୍ରସଙ୍ଗରେ ପାଟିତୁଣ୍ଡ କଲେ ବିଧାୟକଙ୍କୁ ମାନିବେନି ଅଫିସର ।

କନକ ବ୍ୟୁରୋ : ବିଧାନସଭାର ଶୂନ୍ୟକାଳରେ ଆଜି ପୁଣି ଉଠିଲା ବିଧାୟକଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଭାଗିରଥୀ ସେଠୀ । ବିଧାୟକଙ୍କ ଭାଇରାଲ ଅଡିଓକୁ ତର୍ଜମା କରାଯାଉ । ବ୍ୟୋମକେଶ ଯାହା କହିଛନ୍ତି ତାଙ୍କ କଥାକୁ କାଣ୍ଟଛାଣ୍ଟ କରି କିଛି ଗଣମାଧ୍ୟମରେ ପରିବେଷଣ କରାଯାଇଛି । ଏହି ପ୍ରସଙ୍ଗକୁ ବିରୋଧୀ ଦଳ ବିଧାନସଭାରେ ଉପସ୍ଥାପନ କରିବା ଦ୍ୱାରା ଭିନ୍ନ ବାର୍ତ୍ତା ଯାଉଛି ବୋଲି କହିଛନ୍ତି ଭାଗିରଥୀ ।Continue reading “ବିଧାନସଭାରେ ଉଠିଲା ବ୍ୟୋମକେଶ ପ୍ରସଙ୍ଗ । ବିରୋଧୀ ଦଳକୁ ଟାର୍ଗେଟ କଲେ ବିଜେଡି ବିଧାୟକ ଭାଗିରଥୀ, କହିଲେ ଗୃହରେ ଏହି ପ୍ରସଙ୍ଗରେ ପାଟିତୁଣ୍ଡ କଲେ ବିଧାୟକଙ୍କୁ ମାନିବେନି ଅଫିସର ।”

ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ମାମଲା : ସୁପ୍ରିମକୋର୍ଟ କହିଲେ ସ୍ଥାୟୀ କମିଶନ ପାଇଁ ମେଡିକାଲ ଫିଟନେସ୍ ମାପଦଣ୍ଡ ଏକ ପ୍ରହେଳିକା

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଭାରତୀୟ ମହିଳା ସେନା କର୍ମଚାରୀ ଏକ ବୃହତ ବିଜୟ ହାସଲ କରିଛନ୍ତି । ସେନାରେ ମହିଳା ଅଫିସରଙ୍କ ସହ ଜଡିତ ଏକ ମାମଲାରେ ବୁଧବାର ଦିନ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ମହିଳା ଅଫିସର ମାନଙ୍କ ପାଇଁ ସ୍ଥାୟୀ କମିଶନ ପ୍ରଦାନରେ ମେଡିକାଲ ଫିଟନେସ୍ ମାପଦଣ୍ଡକୁ ଏକ ତର୍କହୀନ ଯୁକ୍ତି ବୋଲି କହିଛନ୍ତି କୋର୍ଟ । ଏହାସହ ସେନାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି ଯେଉଁ ସେନାContinue reading “ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ମାମଲା : ସୁପ୍ରିମକୋର୍ଟ କହିଲେ ସ୍ଥାୟୀ କମିଶନ ପାଇଁ ମେଡିକାଲ ଫିଟନେସ୍ ମାପଦଣ୍ଡ ଏକ ପ୍ରହେଳିକା”

ଦେଶରେ ଟିକାକରଣ ତ୍ୱରାନ୍ୱିତ କରିବାକୁ ଉଦ୍ୟମ । ବିଦେଶକୁ ସେରମର ଟିକା ରପ୍ତାନୀରେ ସାମୟିକ ରୋକ୍, ‘ଆଷ୍ଟ୍ରାଜେନିକା’ର ରପ୍ତାନୀକୁ ବନ୍ଦ ରଖାଯାଇଥିବା ନେଇ ସୂଚନା ।

କନକ ବ୍ୟୁରୋ: ଦେଶରେ ଟିକାକରଣ ତ୍ୱରାନ୍ୱିତ କରିବାକୁ ଉଦ୍ୟମ । ଏଥିପାଇଁ ବର୍ତମାନ ଦେଶର ଅଗ୍ରଣୀ ଟିକା ନିର୍ମାଣକାରୀ ସଂସ୍ଥା, ସେରମ ଇନଷ୍ଟିଚ୍ୟୁଟରୁ ବିଦେଶକୁ ପ୍ରମୁଖ ଟିକା ରପ୍ତାନୀ ସାମୟିକ ରୋକ ଲଗାଇଛନ୍ତି ଭାରତ ସରକାର । ଭାରତର ପ୍ରମୁଖ ଟିକା ନିର୍ମାଣକାରୀ ସଂସ୍ଥା , ସେରମ ଇନଷ୍ଟିଚୁଟରୁ ବିଦେଶକୁ ବଡ ପରିମାଣର ଅକ୍ଟଫୋର୍ଡ ଆଷ୍ଟ୍ରାଜେନିକା ଟିକାର ରପ୍ତାନୀକୁ ସାମୟିକ ବନ୍ଦ ରଖାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । India has put aContinue reading “ଦେଶରେ ଟିକାକରଣ ତ୍ୱରାନ୍ୱିତ କରିବାକୁ ଉଦ୍ୟମ । ବିଦେଶକୁ ସେରମର ଟିକା ରପ୍ତାନୀରେ ସାମୟିକ ରୋକ୍, ‘ଆଷ୍ଟ୍ରାଜେନିକା’ର ରପ୍ତାନୀକୁ ବନ୍ଦ ରଖାଯାଇଥିବା ନେଇ ସୂଚନା ।”

Design a site like this with WordPress.com
Get started