କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଆସୁଛି ଏକ ଉଦବେଗଜନକ ଖବର । କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଡିସଚାର୍ଜ ହେବା ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ହେଇନାହାନ୍ତି ରୋଗୀ । ଡାକ୍ତରଖାନାରୁ ଆସିବାର ୫ ମାସ ପରେ ବି ସେମାନଙ୍କ ଠାରେ ଦେଖାଦେଉଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଉଭୟ ଶାରୀରିକ ଓ ମାନସିକ ଭାବେ ସେମାନେ ଏକାଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ରିଟେନରContinue reading “କରୋନାକୁ ନେଇ ଆସିଲା ଉଦବେଗଜନକ ଖବର : ସୁସ୍ଥ ହେଉନାହାଁନ୍ତି ୧୦ରୁ ୭ କରୋନା ରୋଗୀ ! ଜାଣନ୍ତୁ କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି ?”
Author Archives: Raghaba
ରେଭେନ୍ସାରୁ ଆଉ ଜଣେ ଛାତ୍ର କରୋନା ପଜିଟିଭ ଚିହ୍ନଟ : ପଜିଟିଭ୍ ସଂଖ୍ୟା ୩କୁ ବୃଦ୍ଧି; ବିଶ୍ୱ ବିଦ୍ୟାଳୟ ବନ୍ଦ ହେବ କି ନାହିଁ ଆଜିର ବୈଠକ ପରେ ନିଷ୍ପତ୍ତି
କନକ ବ୍ୟୁରୋ : ରେଭେନ୍ସାରୁ ପୁଣି ଜଣେ ପଜିଟିଭ ଚିହ୍ନଟ । ଜଣେ ଛାତ୍ରଙ୍କ ଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରେଭେନ୍ସାରେ ମୋଟ କରୋନା ସଂକ୍ରମଣ ୩କୁ ବୃଦ୍ଧି ହୋଇଛି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦେଇଛନ୍ତି । ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁContinue reading “ରେଭେନ୍ସାରୁ ଆଉ ଜଣେ ଛାତ୍ର କରୋନା ପଜିଟିଭ ଚିହ୍ନଟ : ପଜିଟିଭ୍ ସଂଖ୍ୟା ୩କୁ ବୃଦ୍ଧି; ବିଶ୍ୱ ବିଦ୍ୟାଳୟ ବନ୍ଦ ହେବ କି ନାହିଁ ଆଜିର ବୈଠକ ପରେ ନିଷ୍ପତ୍ତି”
ଅନୁଗୁଳରେ ପାଣି ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଜନତା : ପାଣି ପାଇଁ ନାଲକୋ-ତାଳଚେର ରାସ୍ତା ଅବରୋଧ
କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ୍ । ନାଲକୋ-ତାଳଚେର ରାସ୍ତାରେ ଗରା ମାଠିଆ ରଖି ପୁରା ରାସ୍ତାକୁ ଅବରୋଧ କରିଛନ୍ତି ମହିଳା । ଖରା ଦିନେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେବା ପରେ ଶେଷରେ ଏପରି ରାସ୍ତା ଅବରୋଧକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ବଳରାମପ୍ରସାଦର ଶୀତିରାସାହି ଗ୍ରାମବାସୀ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ଚଳାଚଳ ଠପ୍ ହୋଇଛି । ଦୀର୍ଘ ୪୦ ବର୍ଷରୁ ଅଧିକ ହେବ ଏଠାରେContinue reading “ଅନୁଗୁଳରେ ପାଣି ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଜନତା : ପାଣି ପାଇଁ ନାଲକୋ-ତାଳଚେର ରାସ୍ତା ଅବରୋଧ”
ରାଜ୍ୟରେ ୨୦୦ ଟପିଲା ଦୈନିକ ସଂକ୍ରମଣ : ଆଜି ଆଉ ୨୧୪ ପଜିଟିଭ ଚିହ୍ନଟ ; କଟକରୁ ୨୦, ଖୋର୍ଦ୍ଧାରୁ ୩୩ ପଜିଟିଭ
କନକ ବ୍ୟୁରୋ : ରାଜ୍ୟରେ ୨୦୦ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ଆଜି ୨୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ସ୍ଥାନୀୟ ଅଞ୍ଚଳରୁ ୮୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୬, ବାଲେଶ୍ୱର ୧୧, ବରଗଡ ୧୩, ଭଦ୍ରକ ୪, ବଲାଙ୍ଗୀର ୨୦, ବୌଦ୍ଧ ୨, କଟକ ୨୦, ଢେଙ୍କାନାଳ ୧୦, ଗଞ୍ଜାମ ୪ ଚିହ୍ନଟ । ସେହିଭଳି ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡା ୩,Continue reading “ରାଜ୍ୟରେ ୨୦୦ ଟପିଲା ଦୈନିକ ସଂକ୍ରମଣ : ଆଜି ଆଉ ୨୧୪ ପଜିଟିଭ ଚିହ୍ନଟ ; କଟକରୁ ୨୦, ଖୋର୍ଦ୍ଧାରୁ ୩୩ ପଜିଟିଭ”
ୟୁକେ ଷ୍ଟ୍ରେନ ଭାରିଆଂଟ ନେଇ ଆଇଏଲଏସ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : କହିଲେ, ଓଡିଶାରେ ପରିସ୍ଥିତି ଠିକ୍ ଅଛି; ମହାରାଷ୍ଟ୍ର ଓ ପଞ୍ଜାବରେ, ସଂକ୍ରମଣ ହାର ଅଧିକ
କନକ ବ୍ୟୁରୋ : ରାଜ୍ୟକୁ ଗତ ଡିସେମ୍ୱର ମାସରେ ଆସିଥିଲେ ୩ ଜଣ ୟୁକେ ଫେରନ୍ତା । ସେମାନଙ୍କ ନିକଟରୁ ୟୁକେ ଭାଇରାଂଟ ଭୂତାଣୁ ଚିହ୍ନଟ ହୋଇଛି । ସେମାନେ ଏବେ ସୁସ୍ଥ ହୋଇ ସାରିଛନ୍ତି । ଆଉ ସେମାନଙ୍କ ଠାରୁ କାହାକୁ ଏହି ଭୂତାଣୁ ସଂକ୍ରମିତ ହୋଇନାହିଁ । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ଏହି ୟୁକେ ଭାଇରାଂଟ ବା ଏନ୪୪୦କେ ଭୂତାଣୁ ସେତେ ସାଂଘାତିକ ନୁହଁ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ଡାକ୍ତର ଅଜୟContinue reading “ୟୁକେ ଷ୍ଟ୍ରେନ ଭାରିଆଂଟ ନେଇ ଆଇଏଲଏସ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : କହିଲେ, ଓଡିଶାରେ ପରିସ୍ଥିତି ଠିକ୍ ଅଛି; ମହାରାଷ୍ଟ୍ର ଓ ପଞ୍ଜାବରେ, ସଂକ୍ରମଣ ହାର ଅଧିକ”
ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଅନୀଲ ଦେଶମୁଖ । କହିଲେ ଦୁର୍ନୀତି ଅଭିଯୋଗର ହେଉ ତଦନ୍ତ
କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ମହାଭାରତକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ତଥା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ୍ । ତାଙ୍କ ନାମରେ ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗ ଉପରେ ତଦନ୍ତ ହେଉ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି । ବିରୋଧୀଦଳ ତାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ପରେ ଗତକାଲି ଅଧରାତିରେ ଏନେଇ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉକ୍ତ ଚିଠିଟିକୁ ସେୟାର କରିଛନ୍ତି ।Continue reading “ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଅନୀଲ ଦେଶମୁଖ । କହିଲେ ଦୁର୍ନୀତି ଅଭିଯୋଗର ହେଉ ତଦନ୍ତ”
ଆସନ୍ତା କାଲି କୃଷକ କରିବେ ଭାରତ ବନ୍ଦ । ସକାଳ ୬ ରୁ ସଂନ୍ଧ୍ୟା ୬ ଯାଏ ବନ୍ଦ ରହିବ ଏହିସବୁ ସେବା । ବନ୍ଦକୁ ସଫଳ କରିବାକୁ ଦେଶବାସୀଙ୍କୁ କୃଷକ ନେତାଙ୍କ ଆହ୍ୱାନ
କନକ ବ୍ୟୁରୋ : ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ବିଲକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା କାଲି ଏହି ଆନ୍ଦୋଳନକୁ ୪ ମାସ ପୁରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତା କାଲି ସକାଳ ୬ ରୁ ସନ୍ଧ୍ୟା ୬ ଟା ଯାଏ ଏହି ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ପୁରା ଦେଶରେContinue reading “ଆସନ୍ତା କାଲି କୃଷକ କରିବେ ଭାରତ ବନ୍ଦ । ସକାଳ ୬ ରୁ ସଂନ୍ଧ୍ୟା ୬ ଯାଏ ବନ୍ଦ ରହିବ ଏହିସବୁ ସେବା । ବନ୍ଦକୁ ସଫଳ କରିବାକୁ ଦେଶବାସୀଙ୍କୁ କୃଷକ ନେତାଙ୍କ ଆହ୍ୱାନ”
ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଜଣେ କରୋନା ପଜଟିଭି ଚିହ୍ନଟ : ପଜିଟିଭ ଚିହ୍ନଟ ପରେ ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ୍ ଟେଷ୍ଟ
କନକ ବ୍ୟୁରୋ : ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୱାନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ ପରୀକ୍ଷା । ବିଏମସି ତରଫରୁ କ୍ୟାମ୍ପ କରାଯାଇ କୋଭିଡ ଟେଷ୍ଟ କରାଯିବ । ସେପଟେ ରେଭେନ୍ସାରେ ୨ ହଷ୍ଟେଲ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁContinue reading “ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ଜଣେ କରୋନା ପଜଟିଭି ଚିହ୍ନଟ : ପଜିଟିଭ ଚିହ୍ନଟ ପରେ ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ୍ ଟେଷ୍ଟ”
ରାଜ୍ୟସଭାରେ ଏନସିଟି ବିଲକୁ ବିଜେଡିର ତୀବ୍ର ବିରୋଧ : ସାଂସଦଙ୍କ କକ୍ଷତ୍ୟାଗ
କନକ ବ୍ୟୁରୋ : ଦିଲ୍ଲୀ ସରକାର କୌଣସି ପ୍ରଶାସନିକ ନିଷ୍ପତି ନେବା ପୂର୍ବରୁୁ ଉପ ରାଜ୍ୟପାଳଙ୍କ ମତାମତ ଲୋଡିବା ବାଧ୍ୟତାମୂଳକ । ଏଭଳି ଏକ ବଡ଼ ପଦକ୍ଷେପ ନେବାକୁ ଯାଇ କେନ୍ଦ୍ର ସରକାର ଆଣିଥିବା ଏନସିଟି ବିଲକୁ ରାଜ୍ୟସଭାରେ ବିଜୁ ଜନତା ଦଳ କଡା ବିରୋଧ କରିଛି । କେବଳ ସେତିକି ନୁହେଁ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ ବି କରିଛନ୍ତି । କାଲି ବିଲ ନେଇ ଗୃହରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ବିଜେଡି ସମେତContinue reading “ରାଜ୍ୟସଭାରେ ଏନସିଟି ବିଲକୁ ବିଜେଡିର ତୀବ୍ର ବିରୋଧ : ସାଂସଦଙ୍କ କକ୍ଷତ୍ୟାଗ”
ହୋମଗାର୍ଡଙ୍କ ଦରମା ବୃଦ୍ଧି ନେଇ ସଂସଦରେ ସାଂସଦ ଅପରାଜିତାଙ୍କ ଦାବି : କହିଲେ, ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଦୈନିକ ୫ଶହ ୩୩ଟଙ୍କା ମିଳିବା କଥା
କନକ ବ୍ୟୁରୋ : ସଂସଦରେ ଓଡ଼ିଶର ହୋମଗାର୍ଡଙ୍କ ଦୈନିକ ଭତ୍ତା ପ୍ରସଙ୍ଗ ଉଠାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି ଓଡ଼ିଶାରେ ୧୭ ହଜାର ହୋମଗାର୍ଡ ରହିଛନ୍ତି । ତେବେ ସେମାନଙ୍କୁ ଦୈନିକ ମାତ୍ର ୩ଶହ ଟଙ୍କା ମିଳୁଛି, ଯାହା ବହୁତ କମ୍ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ମିଳିବା ଉଚିତ । ହୋମଗାର୍ଡଙ୍କ ଏହି ସମସ୍ୟା ପ୍ରତି କେନ୍ଦ୍ର ଗୃହମନ୍ତ୍ରାଳୟ ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହContinue reading “ହୋମଗାର୍ଡଙ୍କ ଦରମା ବୃଦ୍ଧି ନେଇ ସଂସଦରେ ସାଂସଦ ଅପରାଜିତାଙ୍କ ଦାବି : କହିଲେ, ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଦୈନିକ ୫ଶହ ୩୩ଟଙ୍କା ମିଳିବା କଥା”