ରାଜଧାନୀରେ କରୋନା ଯେପରି ବେକାବୁ ନ ହେବ ସେଥିପାଇଁ ବିଏମ୍ସି ଜୋରଦାର୍ ପ୍ରସ୍ତୁତି ଚଳାଇଛି। କୌଣସି କାର୍ଯ୍ୟକ୍ରମରେ ଯେପରି କେହି ସୁପରସ୍ପ୍ରେଡର ନ ହୁଅନ୍ତି ତା’ପାଇଁ ବି ବିଏମ୍ସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଲଗାତାର ୬ଦିନ ହେଲା ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଆଜି ଅପରାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ରେଳ ଷ୍ଟେସନ ଓ ବିମାନବନ୍ଦର ବୁଲି ଦେଖିଛନ୍ତି। ସେଠାରେ କରୋନା ମୁକାବିଲା ପାଇଁ ଯାହା ପଦକ୍ଷେପContinue reading “ରାଜଧାନୀରେ କରୋନା କଟକଣା କଡାକଡି । ଆଜିଠୁ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ । ବାହାରୁ ଆସୁଥିବା ପ୍ରବାସୀଙ୍କ ଉପରେ ରହିବ ସ୍ୱତନ୍ତ୍ର ନଜର”
Author Archives: Raghaba
ରାଜଧାନୀରେ ପୋଲିସ ଦମ୍ପତ୍ତିଙ୍କ ହାଇଡ୍ରାମା : ପୋଲିସ ସ୍ୱାମୀ ନାଁରେ ପରକୀୟା ପ୍ରୀତି ଅଭିଯୋଗ ଆଣିଲେ ପତ୍ନୀ
କନକ ବ୍ୟୁରୋ : ଅସହ୍ୟ ହେଲାଣି ପରକୀୟା ପ୍ରୀତି । ବିବାହ ପରେ ଅନ୍ୟ ନାରୀ ସହ ସମ୍ପର୍କ ପରିବାର ଉଜାଡ଼ିଲାଣି । ପ୍ରତ୍ୟେକ ଦିନ ଏ ନେଇ ଥାନାରେ ମାମଲା ହେଉଥିବା ବେଳେ ପରକୀୟାକୁ ନେଇ ଆଜି ଜଣେ ପୁଲିସ ଦମ୍ପତିଙ୍କ ଘରକଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ପରକୀୟାପ୍ରୀତିକୁ ନେଇ ଭୁବନେଶ୍ୱରରେ ପୋଲିସ ଦମ୍ପତି ହାତାହାତି ହୋଇଛନ୍ତି । ଏ ନେଇ ଏୟାରଫିଲ୍ଡ ଥାନାରେ ପରସ୍ପର ବିରୋଧର ଅଭିଯୋଗ କରିଛନ୍ତି ପତିପତ୍ନୀ । ଖବରContinue reading “ରାଜଧାନୀରେ ପୋଲିସ ଦମ୍ପତ୍ତିଙ୍କ ହାଇଡ୍ରାମା : ପୋଲିସ ସ୍ୱାମୀ ନାଁରେ ପରକୀୟା ପ୍ରୀତି ଅଭିଯୋଗ ଆଣିଲେ ପତ୍ନୀ”
ଟ୍ରେନ ଭିତରେ ଅଭାବନୀୟ ଘଟଣା : ଧର୍ମ ପରିବର୍ତ୍ତନର ଆଶଙ୍କା କରି ଟ୍ରେନ ଭିତରେ ନନଙ୍କୁ ଦୁର୍ବ୍ୟବହାର କଲେ ବଜରଙ୍ଗୀ ଦଳ; ଅମିତ ଶାହା କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ଧର୍ମ ପରିବର୍ତ୍ତନ ଅଭିଯୋଗକୁ ନେଇ ଟ୍ରେନ ଭିତରେ ଘଟିଛି ଏକ ଅଭାବନୀୟ ଘଟଣା । ମନ ଭିତରେ ଦ୍ୱନ୍ଦ ଓ ସନ୍ଦେହ କିଛି ଏଭଳି ସ୍ଥିତି ସୃଷ୍ଟି କରିଛି ଯେଉଁଠି ରାଜ୍ୟରୁ ଆରମ୍ଭ କରି ପ୍ରସଙ୍ଗ ଦିଲ୍ଲୀ ଦରବାରକୁ ଦୋହଲାଇଛି । ପୁରା ଘଟଣା ଥିଲା କିଛି ଏହିପରି । ଉତ୍କଳ ଏକ୍ସପ୍ରେସରେ ଦିଲ୍ଲୀରୁ ରାଉରକେଲା ଆସୁଥିଲେ ୨ଜଣ ନନ ଏବଂ ତାଙ୍କର ୨ଜଣ ସହ ଯୋଗୀ । ଉତର ପ୍ରଦେଶର ଝାନସୀContinue reading “ଟ୍ରେନ ଭିତରେ ଅଭାବନୀୟ ଘଟଣା : ଧର୍ମ ପରିବର୍ତ୍ତନର ଆଶଙ୍କା କରି ଟ୍ରେନ ଭିତରେ ନନଙ୍କୁ ଦୁର୍ବ୍ୟବହାର କଲେ ବଜରଙ୍ଗୀ ଦଳ; ଅମିତ ଶାହା କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ “
ନବରଙ୍ଗପୁରରେ ରାଜନୈତିକ ରାଲି, ସମାବେଶ ଉପରେ କଟକଣା : ପିପିଲି ଉପନିର୍ବାଚନରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ରାସ୍ତାକୁ ଆପଣେଇବ କି ପୁରୀ ପ୍ରଶାସନ ?
କନକ ବ୍ୟୁରୋ : ନବରଙ୍ଗପୁରରେ ରାଜନୈତକ ରାଲି ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ପିପିଲି ଉପରେ ସମସ୍ତଙ୍କ ନଜର ରହିଛି । ପିପିଲିରେ ଉପନିର୍ବାଚନ ହେବାକୁ ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ରାସ୍ତା ଆପଣାଇବ କି ? କାରଣ, ଗତ ୨୪ ଘଂଟା ଭିତରେ ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାବେଳେ ପୁରୀରେ ୨୪ ଘଂଟାରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।Continue reading “ନବରଙ୍ଗପୁରରେ ରାଜନୈତିକ ରାଲି, ସମାବେଶ ଉପରେ କଟକଣା : ପିପିଲି ଉପନିର୍ବାଚନରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ରାସ୍ତାକୁ ଆପଣେଇବ କି ପୁରୀ ପ୍ରଶାସନ ? “
ଆଜି ଲକଡାଉନକୁ ପୁରିଲା ବର୍ଷେ… ସଂକ୍ରମଣ ବଢୁଛି… ଚିନ୍ତା ବଢୁଛି । ମହାରାଷ୍ଟ୍ର, ପଞ୍ଜାବରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି
୨୦୨୦, ମାର୍ଚ୍ଚ ୨୫ ତାରିଖରେ ସମଗ୍ର ଦେଶରେ ଲକ୍ଡାଉନ୍ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ତାରିଖରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ଲକ୍ଡାଉନ୍ ଯୋଗୁଁ ୧୩୦ କୋଟି ଲୋକ କଠୋର କଟକଣା ମଧ୍ୟରେ ରହିଥିଲେ। ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଥିଲା। ସଂକ୍ରମଣ ବଢ଼ି ଚାଲିବାରୁ ଲକ୍ଡାଉନ୍ ମେ’ ୩୧ ପର୍ଯ୍ୟନ୍ତ ଜାରି ରହିଥିଲା। ଆସନ୍ତାକାଲି ଲକ୍ଡାଉନ୍କୁ ବର୍ଷେ ପୂରୁଥିବା ବେଳେ ଦେଶରେ ପୁଣିଥରେ ଲକ୍ଡାଉନ୍ ଜାରି ହେବାଭଳିContinue reading “ଆଜି ଲକଡାଉନକୁ ପୁରିଲା ବର୍ଷେ… ସଂକ୍ରମଣ ବଢୁଛି… ଚିନ୍ତା ବଢୁଛି । ମହାରାଷ୍ଟ୍ର, ପଞ୍ଜାବରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି”
ମାଲକାନଗିରି ପରେ ନବରଙ୍ଗପୁରକୁ ଫେରିଲା ନାଇଟ୍ କର୍ଫ୍ୟୁ : ଆଜି ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ
କନକ ବ୍ୟୁରୋ : ମାଲକାନଗିରି ପରେ ନବରଙ୍ଗପୁରରେ ଲାଗୁ ହେବ ନାଇଟକର୍ଫ୍ୟୁ । ଆଜିି ରାତି ୮ଟାରୁ ସକାଳ ୬ଟା ଯାଏଁ ଏହି ନାଇଟ କର୍ଫ୍ୟୁ ବଳବତର ରହିବ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା ହୋଇଛି । ଏହି ସମୟରେ କିନ୍ତୁ ଅତ୍ୟାବଶ୍ୟକ ସେବା ଜାରି ରହିବ । ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ । ସେମିନାର, ୱାର୍କସପ, ସମ୍ମିଳନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି ।Continue reading “ମାଲକାନଗିରି ପରେ ନବରଙ୍ଗପୁରକୁ ଫେରିଲା ନାଇଟ୍ କର୍ଫ୍ୟୁ : ଆଜି ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ”
ସୁପ୍ରିମକୋର୍ଟରୁ ନିରାଶ ହେଲେ ପରମବୀର ସିଂ । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନିୀତିର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା ବିଜେପି ।
କନକ ବ୍ୟୁରୋ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ମାମଲାରେ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହାରାଷ୍ଟ୍ରର ପୂର୍ବତନ ପୋଲିସ କମିଶନର ପରମବୀର ସିଂ । ବମ୍ବେ ହାଇକୋର୍ଟଙ୍କ ନିକଟରେ ଏହି ମାମଲାର ଶୁଣାଣି କରିବା କ୍ଷମତା ଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ତେଣୁ ହାଇକୋର୍ଟରେ ଆବେଦନ କରିବା ଉଚିତ । ସୁପ୍ରିମକୋର୍ଟଙ୍କଠାରୁ ନିରାଶ ହେବା ପରେ ବମ୍ବେ ହାଇକୋର୍ଟରେ ଆବେଦନ କରିବେ ପରମବୀରContinue reading “ସୁପ୍ରିମକୋର୍ଟରୁ ନିରାଶ ହେଲେ ପରମବୀର ସିଂ । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନିୀତିର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା ବିଜେପି ।”
ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଂଚରେ ରୋଚକ ଦୃଶ୍ୟ । ବିଜେପି କର୍ମୀଙ୍କ ପାଦ ଛୁଇଁଁଲେ ପ୍ରଧାନମନ୍ତ୍ରୀ ମୋଦି ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ବେଳେ ମଂଚରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ମଂଚରେ ପ୍ରଧାନମନ୍ତ୍ରୀ ମୋଦୀ ବସିଥିବା ସମୟରେ ଜଣେ ବିଜେପି କର୍ମୀ ତାଙ୍କ ପାଦ ଛୁଇଁବା ପାଇଁ ମୋଦିଙ୍କ ନିକଟକୁ ଆସିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ କର୍ମୀ ଜଣଙ୍କୁ ଏପରି କରିବାରୁ ରୋକିବା ସହ ନିଜେ କର୍ମୀଙ୍କ ପାଦ ଛୁଇଁ ଅଭିବାଦନ ଗ୍ରହଣ କରିଥିଲେ । ଏହି କର୍ମୀ ଜଣକ ଅନୁପ ଚକ୍ରବର୍ତୀ ବୋଲି ଜଣାପଡିଛି ।Continue reading “ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଂଚରେ ରୋଚକ ଦୃଶ୍ୟ । ବିଜେପି କର୍ମୀଙ୍କ ପାଦ ଛୁଇଁଁଲେ ପ୍ରଧାନମନ୍ତ୍ରୀ ମୋଦି ।”
ଦେଶରେ ବଢୁଛି ସଂକ୍ରମଣ । ୫ ରାଜ୍ୟରୁ ଦିଲୀକୁ ଆସୁଥିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ମାର୍ଗଦର୍ଶିକା ।
କନକ ବ୍ୟୁରୋ: ଆପଣ ଦିଲ୍ଲୀ ଆସୁଛନ୍ତି କି? ତେବେ ଆପଣଙ୍କ ଅଧିକ ସତର୍କ ହୋଇଯାଅନ୍ତୁ । ଦିଲ୍ଲୀ ସରକାର ଏବେ ୫ ରାଜ୍ୟରୁ ଦିଲ୍ଲୀ ଆସୁଥିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ଏହି ୫ ରାଜ୍ୟ ହେଉଛି ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ , ପଂଜାବ । ଏହି ସବୁ ରାଜ୍ୟରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୮୬ ପ୍ରତିଶତ ସଂକ୍ରମଣ ବଢିଥିବା ଦେଖିବାକୁ ମିଳିଛି । ସେଥିପାଇଁ ଏହି ୫ ରାଜ୍ୟରୁ ଦେଶରContinue reading “ଦେଶରେ ବଢୁଛି ସଂକ୍ରମଣ । ୫ ରାଜ୍ୟରୁ ଦିଲୀକୁ ଆସୁଥିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ମାର୍ଗଦର୍ଶିକା ।”
ଜିଲ୍ଲାରୁ ଜିଲ୍ଲା ଡେଉଁଛି କରୋନା ସଂକ୍ରମଣ । ନୂଆପଡା ଦେଖାଇଲା ଭୂତାଣୁର ନାଲିଆଖି । ଗୋଟିଏ ଗାଁରୁ ୨୯ ଚିହ୍ନଟ ପରେ ବଢିଲା ଭୟ ।
କନକ ବ୍ୟୁରୋ: ଜିଲ୍ଲାରୁ ଜିଲ୍ଲା ଡେଉଁଛି କରୋନା ସଂକ୍ରମଣ । ଓଡିଶାର ଚିନ୍ତା ବଢାଇଲା ନୂଆପଡା ଜିଲ୍ଲା । କରୋନା ସଂକ୍ରମଣ ନେଇ ନାଲି ଆଖି ଦେଖାଇଲାଣି ନୂଆପଡା । ଆଜି ଗୋଟିଏ ଦିନରେ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟ ବଢିଛି । ବଡକଥା ହେଉଛି ସିନାପାଲି ସ୍ଥିତି ସାଙ୍ଘାତିକ ହୋଇଛି । ସିନାପାଲିର ବ୍ରାହ୍ମଣପଡାରେ ସର୍ବାଧିକ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ଜିଲ୍ଲା କୋଭିଡContinue reading “ଜିଲ୍ଲାରୁ ଜିଲ୍ଲା ଡେଉଁଛି କରୋନା ସଂକ୍ରମଣ । ନୂଆପଡା ଦେଖାଇଲା ଭୂତାଣୁର ନାଲିଆଖି । ଗୋଟିଏ ଗାଁରୁ ୨୯ ଚିହ୍ନଟ ପରେ ବଢିଲା ଭୟ ।”