କନକ ବ୍ୟୁରୋ: ଯାଆଁଳ ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ଘଟଣା । ରାଜଧାନୀର ଜନଗହଳି ବିଭିନ୍ନ ସ୍ଥାନରେ ଲାଗିଛି କଙ୍କାଳ ସ୍କେଚର ପୋଷ୍ଟର । ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ ତଥ୍ୟ ଦିଆଯାଇଛି । ଜାରି ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୫ ବର୍ଷ ହେବା ନେଇ ମଧ୍ୟ ଅନୁମାନ କରାଯାଇଛି ।Continue reading “କଙ୍କାଳ ପଛର ଚେହେରା ଖୋଜିବା ପାଇଁ ଅଣ୍ଟା ଭିଡିଲା ପୁଲିସ୍ । କାନ୍ଥରେ ଲାଗିଲା, ପୋଷ୍ଟର, ଦିଆଗଲା ମହିଳାଙ୍କ ତଥ୍ୟ । ପରିଚୟ ଦେଲେ ଗୋପନୀୟ ରହିବ ତଥ୍ୟ । “
Author Archives: Raghaba
ସୁନ୍ଦରୀ ଗଲା, ବାଣ ଫୁଟିଲା । କାହ୍ନା ଅଭୟାରଣ୍ୟକୁ ବାଘୁଣୀ ଫେରିଥିବା ପରେ ସାତକୋଶିଆ ଅଂଚଳରେ ଖୁସି ମନାଇଲେ ସ୍ଥାନୀୟ ବାସିନ୍ଦା ।
କନକ ବ୍ୟୁରୋ: ସାତକୋଶିଆରୁ ସୁନ୍ଦରୀ ଗଲା, ବାଣ ଫୁଟିଲା । ବାଘୁଣୀ ସୁ୍ନ୍ଦରୀ ସାତକୋଶିଆରୁ ମଧ୍ୟପ୍ରଦେଶକୁ ଫେରିଯିବା ପରେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ସ୍ଥାନୀୟ ଲୋକେ ବାଣ ଫୁଟାଇ ଏକ ପ୍ରକାର ଉତ୍ସବ ପାଳନ କରିଛନ୍ତି । ସୁନ୍ଦରୀ ଭୟରେ ଛାତ୍ରଛାତ୍ରୀ ସ୍କୁଲ ବି ଯାଇପାରୁନଥିଲେ କିନ୍ତୁ ଏବେ ସେମାନଙ୍କ ଖୁସି କହିଲେ ନସରେ । ମହାବଳ ବାଘଙ୍କ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିଲା ବାଘୁଣୀ ।Continue reading “ସୁନ୍ଦରୀ ଗଲା, ବାଣ ଫୁଟିଲା । କାହ୍ନା ଅଭୟାରଣ୍ୟକୁ ବାଘୁଣୀ ଫେରିଥିବା ପରେ ସାତକୋଶିଆ ଅଂଚଳରେ ଖୁସି ମନାଇଲେ ସ୍ଥାନୀୟ ବାସିନ୍ଦା ।”
ପିପିଲିରେ କାହା ବିରୁଦ୍ଧରେ ଲଢ଼ିବ କିଏ? ଉପ-ନିର୍ବାଚନ ପାଇଁ ବିଜେପିର ରୁଦ୍ଧଦ୍ୱାର ବୈଠକ । କଂଗ୍ରେସ କହିଲା- ସମ୍ଭାବ୍ୟ ୩ ପ୍ରାଥୀଙ୍କ ନାଁ
କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଆସିବା ପରେ ଏବେ ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ତା ଉପରେ ସାରା ଓଡ଼ିଶାର ନଜର ଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି ଏକ ରୁଦ୍ଧଦ୍ୱାର ବୈଠକ କରିଛି । ନିର୍ବାଚନ ପାଇଁ ପଂଚାୟତ ସ୍ତରରୁ କିଭଳି ନେତାଙ୍କୁ ଦାୟୀତ୍ୱ ଦିଆଯିବ ସେ ନେଇ ଆଲୋଚନା ହୋଇଛି । ତେବେ ମାନାଙ୍କନ ଦାଖଲContinue reading “ପିପିଲିରେ କାହା ବିରୁଦ୍ଧରେ ଲଢ଼ିବ କିଏ? ଉପ-ନିର୍ବାଚନ ପାଇଁ ବିଜେପିର ରୁଦ୍ଧଦ୍ୱାର ବୈଠକ । କଂଗ୍ରେସ କହିଲା- ସମ୍ଭାବ୍ୟ ୩ ପ୍ରାଥୀଙ୍କ ନାଁ”
ବିଧାୟକଙ୍କ ଅଡିଓ ଟେପକୁ ନେଇ ବିଧାନସଭାରେ ଉଠିଲା ଝଡ଼ । ଚାନ୍ଦବାଲି ବିଧାୟଙ୍କୁ ଘେରିଲେ ବିରୋଧୀ ଦଳ ନେତା
କନକ ବ୍ୟୁରୋ: ବାଂଶଡ଼ା ଥାନା ଏଏସଆଇ ଏବଂ ଚାନ୍ଦବାଲି ବିଧାୟକଙ୍କୁ ନେଇ ଘୁରି ବୁଲୁଥିବା ଅଡିଓ କ୍ଲିପ୍ ବିବାଦ ଭିତରେ ନେତାଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଏକ ବଡ଼ ଧରଣର ବିତର୍କ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗଟି ଏବେ ବିଧାନସଭାରେ ମଧ୍ୟ ପହଂଚିଛି । ବିଧାୟକ ଓ ପୁଲିସ୍ ଏଏସ୍ଆଇଙ୍କ ଭିତରେ ହୋଇଥିବା କଥାବାର୍ତାର ଅଡିଓ ଏବେ ମୋବାଇଲରୁ ମୋବାଇଲରୁ ଘୁରି ବୁଲୁଥିବା ବେଳେ ଏହାର ଝଡ଼ ବିଧାନସଭାରେ ଉଠିଛି । ଚାନ୍ଦବାଲି ବିଧାୟକContinue reading “ବିଧାୟକଙ୍କ ଅଡିଓ ଟେପକୁ ନେଇ ବିଧାନସଭାରେ ଉଠିଲା ଝଡ଼ । ଚାନ୍ଦବାଲି ବିଧାୟଙ୍କୁ ଘେରିଲେ ବିରୋଧୀ ଦଳ ନେତା”
ନୂଆପଡା ଜିଲ୍ଲାରୁ ଆସିଲା ବଡ ଖବର: ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ କରୋନା ପଜିଟିଭ୍ ।
କନକ ବ୍ୟୁରୋ: ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣର ଗ୍ରାଫ୍ ଧୀରେ ଧୀରେ ଉପରମୁହାଁ ହୋଇ ଗତି କରୁଥିବାବେଳେ ନୂଆପଡା ଜିଲ୍ଲା ନୂଆ ଟେନସନ ଆଣିଛି । ଜିଲ୍ଲାରୁ ଆଜି ଏକାଧରକେ ୩୩ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲାର ସିନାପାଲି ବ୍ରାହ୍ମଣପଡା ଗାଁରୁ କେବଳ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରୁ ଗୋଟିଏ ଗାଁରୁ ଏକାଥରକେ ଏତେସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲାContinue reading “ନୂଆପଡା ଜିଲ୍ଲାରୁ ଆସିଲା ବଡ ଖବର: ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ କରୋନା ପଜିଟିଭ୍ ।”
ମୁଖ୍ୟମନ୍ତ୍ରୀଙ୍କ ପାନୀୟ ଜଳ ସମୀକ୍ଷା: ପାନୀୟ ଜଳ ସମସ୍ୟା ଥିବା ହଟସ୍ପଟ୍ ଅଞ୍ଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବ ଶୀଘ୍ର ଗ୍ରୀଷ୍ମ ଋତୁ ଆସିଥିବାରୁ ପୂର୍ବାପେକ୍ଷା ଅଧିକ ଗରମContinue reading “ମୁଖ୍ୟମନ୍ତ୍ରୀଙ୍କ ପାନୀୟ ଜଳ ସମୀକ୍ଷା: ପାନୀୟ ଜଳ ସମସ୍ୟା ଥିବା ହଟସ୍ପଟ୍ ଅଞ୍ଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ”
ଦେଶରେ ୧୩୨ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ । ୮୩ ଦିନରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡ଼ିଛି ।ଗୋଟିଏ ଦିନରେ ସାରା ଦେଶର ୪୭,୨୬୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ଭିତରେ ମହାରାଷ୍ଟ୍ରର ସ୍ଥିତି ଉଦବେଗଜନକ ରହିଛି । ସେଠାରୁ ଗତ ୨୪ ଘଂଟାରେ ୨୮ ହଜାର ୬୯୯ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୧୩୨ ଜଣଙ୍କ ଜୀବନ ନେଇଛି ମହାମାରୀ । ମହାରାଷ୍ଟ୍ର ପଛକୁ ଅଛି ପଂଜାବ, ସେଠାରେ ଆଜି କରୋନାରେ ୫୩Continue reading “ଦେଶରେ ୧୩୨ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ । ୮୩ ଦିନରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।”
ନବରଙ୍ଗପୁରରେ କାଲିଠାରୁ ନାଇଟ କର୍ଫ୍ୟୁ । ଜାଣନ୍ତୁ ନାଇଟ କର୍ଫ୍ୟୁ ବିଷୟରେ ୧୨ଟି ବଡ କଥା ।
କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ କାଲିଠାରୁ ଜାରି ହେବ ନାଇଟ୍ କର୍ଫ୍ୟୁ । ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନାଇଟ କର୍ଫ୍ୟୁ କେବେ ଯାଏଁ ରହିବ, ସେନେଇ ନିଷ୍ପତ୍ତି ହୋଇ ନାହିଁ । ତେବେ ଜାଣନ୍ତୁ ନବରଙ୍ଗପୁର ନାଇଟ କର୍ଫ୍ୟୁକୁ ନେଇ ୧୨ଟିContinue reading “ନବରଙ୍ଗପୁରରେ କାଲିଠାରୁ ନାଇଟ କର୍ଫ୍ୟୁ । ଜାଣନ୍ତୁ ନାଇଟ କର୍ଫ୍ୟୁ ବିଷୟରେ ୧୨ଟି ବଡ କଥା ।”
ପଶ୍ଚିମ ଓଡ଼ିଶାରେ କରୋନା ଭୟ । ଛତିଶଗଡ଼ କ୍ରିକେଟ ମ୍ୟାଚରୁ ଓଡ଼ିଶା ଆସିଲା କରୋନା । ରାୟପୁରରୁ ମ୍ୟାଚ୍ ଦେଖି ଫେରିଥିବା ଦର୍ଶକ କରୋନା ପଜିଟିଭ୍ ଚିହ୍ନଟ ।
କନକ ବ୍ୟୁରୋ: ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ଟି ରୂପରେଖ ଚିହ୍ନଟ ହୋଇଛି । ଏହା ମଧ୍ୟରେ ରହିଛି ୭୩୬ଟି ବ୍ରିଟେନ ଷ୍ଟ୍ରେନ, ୩୪ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ । ନ୍ୟାସନାଲ ସେଂଟର ଫର ଡିଜିଜ କଂଟ୍ରୋଲ, ଏନସିଡିସି ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂହ ଏହି ସୂଚନା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଓଡିଶାରେ ୩ଟି ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଛି । ଏହାରି ଭିତରେ ପଶ୍ଚିମ ଓଡିଶାର କରୋନାContinue reading “ପଶ୍ଚିମ ଓଡ଼ିଶାରେ କରୋନା ଭୟ । ଛତିଶଗଡ଼ କ୍ରିକେଟ ମ୍ୟାଚରୁ ଓଡ଼ିଶା ଆସିଲା କରୋନା । ରାୟପୁରରୁ ମ୍ୟାଚ୍ ଦେଖି ଫେରିଥିବା ଦର୍ଶକ କରୋନା ପଜିଟିଭ୍ ଚିହ୍ନଟ ।”
ମାଲକାନଗିରି ପରେ ନବରଙ୍ଗପୁରରେ ଜାରି ହେଲା ନାଇଟକର୍ଫ୍ୟୁ । ଆସନ୍ତାକାଲିଠୁ ରାତି ୮ଟାରୁ ସକାଳ ୬ଟା ଯାଏଁ ଜାରି ରହିବ କଟକଣା ।
କନକ ବ୍ୟୁରୋ: ମାଲକାନଗିରି ପରେ ନବରଙ୍ଗପୁର ଜିଲ୍ଲାରେ ଜାରି ହେଲା ନାଇଟ୍ କର୍ଫ୍ୟୁ । ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ । ମାଲକାନଗିରି ପରେContinue reading “ମାଲକାନଗିରି ପରେ ନବରଙ୍ଗପୁରରେ ଜାରି ହେଲା ନାଇଟକର୍ଫ୍ୟୁ । ଆସନ୍ତାକାଲିଠୁ ରାତି ୮ଟାରୁ ସକାଳ ୬ଟା ଯାଏଁ ଜାରି ରହିବ କଟକଣା ।”