କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିଜର ବହୁ ଅଭିନେତା, ଅଭିନେତ୍ରୀ କରୋନା ସଂକ୍ରମଣରେ ଶିକାର ହେଲେଣି । ଏହି କ୍ରମରେ ଆଜି ଚର୍ଚ୍ଚିତ ଅଭିନେତା ଅମୀର ଖାନ୍ କରେନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଂଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତିContinue reading “ବଲିଉଡର ଚର୍ଚ୍ଚିତ ଅଭିନେତା ଅମୀର ଖାନ୍ ଙ୍କ କୋଭିଡ ରିପୋର୍ଟ ପଜିଟିଭ । ରିପୋର୍ଟ ଆସିବା ପରେ ହୋମ କ୍ୱାରେଣ୍ଟିନରେ ରହିଲେ ଅମୀର”
Author Archives: Raghaba
କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ତାଳଚେର ଥର୍ମାଲ ପାୱାର ଷ୍ଟେସନକୁ ସମ୍ପ୍ରସାରଣ କରିବାକୁ ଚିଠି
କନକ ବ୍ୟୁରୋ : କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍. କେ. ସିଂହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଳଚେର ଥର୍ମାଲ ପାୱାର ଷ୍ଟେସନକୁ ସମ୍ପ୍ରସାରଣ କରିବାକୁ ଚିଠି । TTPS ବନ୍ଦ ହେଲେ ସ୍ଥାନୀୟ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବ । ତେଣୁ TTPSର ଷ୍ଟେଜ୍-୩ ପ୍ରକଳ୍ପକୁ ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ । ମାର୍ଚ୍ଚ ୨୨ ତାରିଖ ଦିନ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ତାଳଚେର ଥର୍ମାଲ୍ ପାଓ୍ଵାର୍ ଷ୍ଟେସନ୍’ର ‘ଷ୍ଟେଜ୍-୩ ସମ୍ପ୍ରସାରଣContinue reading “କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ତାଳଚେର ଥର୍ମାଲ ପାୱାର ଷ୍ଟେସନକୁ ସମ୍ପ୍ରସାରଣ କରିବାକୁ ଚିଠି”
ମହାରାଷ୍ଟ୍ର ଚିଠି ବିବାଦ : ପରମବୀର ସିଂଙ୍କ ଆବେଦନକୁ ଖାରାଜ କଲେ କୋର୍ଟ । କହିଲେ ମାମଲା ଅତ୍ୟନ୍ତ ଗମ୍ଭୀର, ପ୍ରଥମେ ହାଇକୋର୍ଟକୁ ଯାଅ
କନକ ବ୍ୟୁରୋ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରାଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ କି ମାମଲା ଅତ୍ୟନ୍ତ ଗମ୍ଭୀର । ମାତ୍ର ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କୋର୍ଟ ପରମବୀର ସିଂଙ୍କୁ କହିଥିଲେ କି ଏହି ମାମଲାରେ ତୁମେ ଏକ ଅଭିଯୋଗ ଆଣୁଥିବା ବେଳେ ମନ୍ତ୍ରୀ ଅଲଗା କିଛି ଅଭିଯୋଗ ଆଣୁଛନ୍ତି । ତୁମର ଯାହାContinue reading “ମହାରାଷ୍ଟ୍ର ଚିଠି ବିବାଦ : ପରମବୀର ସିଂଙ୍କ ଆବେଦନକୁ ଖାରାଜ କଲେ କୋର୍ଟ । କହିଲେ ମାମଲା ଅତ୍ୟନ୍ତ ଗମ୍ଭୀର, ପ୍ରଥମେ ହାଇକୋର୍ଟକୁ ଯାଅ”
ବାଙ୍କିରେ ରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ଧାରଣା : ଧାନ ମଣ୍ଡି ବନ୍ଦ ହେବା ସହ ବ୍ୟାପକ ଅନିୟମିତିତା ହୋଇଥିବା ଅଭିଯୋଗ କଲେ ଚାଷୀ
କନକ ବ୍ୟୁରୋ : ବାଙ୍କିରେ ରାସ୍ତା ଉପରେ ଧାନବସ୍ତା ରଖି ଚାଷୀଙ୍କ ଧାରଣା । ସେବା ସମବାୟ ସମିତିରେ ଧାନ ମଣ୍ଡି ବନ୍ଦ ହେବା ସହ ସମିତିର ସମ୍ପଦକ ବ୍ୟାପକ ଅନିୟମିତିତା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ କଳାପଥର ଶାଖା ନିକଟସ୍ଥ କଢାମାଲ ପୂର୍ବଗାଡ଼ିଆ ସେବା ସମବାୟ ସମିତିରେ ଧାନ ମଣ୍ଡି ବନ୍ଦ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ପଂଚାୟତର ପୁଇଁ ସମବାୟ ସମିତିରେ ମଧ୍ୟ ଅନିୟମିତତାContinue reading “ବାଙ୍କିରେ ରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ଧାରଣା : ଧାନ ମଣ୍ଡି ବନ୍ଦ ହେବା ସହ ବ୍ୟାପକ ଅନିୟମିତିତା ହୋଇଥିବା ଅଭିଯୋଗ କଲେ ଚାଷୀ”
ରାଜ୍ୟରେ ଖାଲି ପଡ଼ିଛି ୧୬ଶହ ବିଜ୍ଞାନ ଶିକ୍ଷକ ପଦବୀ : ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ
କନକ ବ୍ୟୁରୋ : ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସ୍କୁଲ ମାନଙ୍କରେ ବିଜ୍ଞାନଗାର ଖୋଲିବା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫ -୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ଏବଂ ବିଜ୍ଞାନ ଉପକରଣ ପାଇଁ ୩୫୧କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୫୬୨ ହାଇସ୍କୁଲରେ ବିଜ୍ଞାନ ଗାର ନିର୍ମାଣ କରାଯାଇଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନ ଗାର ନିର୍ମାଣ କରିବାକୁ ଯୋଜନାContinue reading “ରାଜ୍ୟରେ ଖାଲି ପଡ଼ିଛି ୧୬ଶହ ବିଜ୍ଞାନ ଶିକ୍ଷକ ପଦବୀ : ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ”
ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ : ଆଜି ଆଉ ୧୭୦ ଆକ୍ରାନ୍ତ ଚିହ୍ନଟ; କ୍ବାରେଣ୍ଟାଇନରୁ ୯୯, ସ୍ଥାନୀୟ ଅଞ୍ଚଳରୁ ୭୧
କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ ଘଂଟା ଭିତରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୧ ଜଣ ସ୍ଥାନୀୟ ସଂକ୍ରମତି ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରେ ସର୍ବାଧିକ ୨୭ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୨୩ ଜଣ ଲେଖାଏଁ, ସୁନ୍ଦରଗଡ଼ରେ ୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।Continue reading “ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ : ଆଜି ଆଉ ୧୭୦ ଆକ୍ରାନ୍ତ ଚିହ୍ନଟ; କ୍ବାରେଣ୍ଟାଇନରୁ ୯୯, ସ୍ଥାନୀୟ ଅଞ୍ଚଳରୁ ୭୧”
ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ଘଟଣା : ମହିଳାଙ୍କ ସ୍କେଚ୍ ଜାରି କଲା କମିଶନରେଟ୍ ପୋଲିସ
କନକ ବ୍ୟୁରୋ : ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ଘଟଣା । ଜନଗହଳିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ଲାଗିଲା କଙ୍କାଳ ସ୍କେଚର ପୋଷ୍ଟର । ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ ତଥ୍ୟ ଦିଆଯାଇଛି । ପୂର୍ବରୁ କଙ୍କାଳର ସ୍କେଚ ଜାରି କରିଥିଲା ପୋଲିସ । ଜାରି ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୫Continue reading “ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ଘଟଣା : ମହିଳାଙ୍କ ସ୍କେଚ୍ ଜାରି କଲା କମିଶନରେଟ୍ ପୋଲିସ “
୨୪ଘଣ୍ଟାରେ ୪୭ ହଜାର ସଂକ୍ରମଣ : ସର୍ତକ ନହେଲେ ଫେରିପାରେ ଲକଡାଉନ୍; ଜାଣନ୍ତୁ କେଉଁ ରାଜ୍ୟରେ କ’ଣ କଟକଣା ?
କନକ ବ୍ୟୁରୋ : ରାତିରେ ରାଜଧାନୀରେ ବାଜି ଉଠିଲା ସାଇରନ୍ । ବିଳମ୍ବିତ ରାତିରେ ରାଜଧାନୀ ରାଜରାସ୍ତାରେ ପଛକୁ ପଛ ହୋଇ ଛିଡାହେଲେ ଏକାଧିକ ପୋଲିସ ଭ୍ୟାନ । ଉପରେ ଜଳୁଥିଲା ବତୀ ଆଉ ଖୁବଜୋରରେ ଶବ୍ଦ କରୁଥିଲା ସାଇରନ୍ । ଏମିତି ଶବ୍ଦ ଶୁଣି ଲୋକଙ୍କ ମନରେ ଛନକା ପଶିବା ସ୍ୱାଭାବିକ । ହେଲେ ଏହି ଶବ୍ଦ ଥିଲା ଆପଣଙ୍କୁ ସଚେତନ କରିବାକୁ । କରୋନାର ସଂକ୍ରମଣ ଯେଭଳି ଦିନକୁ ଦିନ ବଢିବାକୁ ଲାଗିଛି, ମୁଖ୍ୟମନ୍ତ୍ରୀContinue reading “୨୪ଘଣ୍ଟାରେ ୪୭ ହଜାର ସଂକ୍ରମଣ : ସର୍ତକ ନହେଲେ ଫେରିପାରେ ଲକଡାଉନ୍; ଜାଣନ୍ତୁ କେଉଁ ରାଜ୍ୟରେ କ’ଣ କଟକଣା ?”
ବିଧାନସଭାରେ ଭାଇରାଲ ଅଡିଓ ତାତି । ଗୃହରେ ମୁହାଁମୁହିଁ ହେଲେ ପ୍ରଦୀପ୍ତ-ବ୍ୟୋମକେଶ, ଅଡିଓକୁ ବିଭ୍ରାନ୍ତି କରି ଦେଖାଯାଉଥିବା କହିଲେ ଚାନ୍ଦବାଲି ବିଧାୟକ ।
କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ ଅଡିଓ ପ୍ରସଙ୍ଗ । ଭାଇରାଲ ଅଡ଼ିଓକୁ ନେଇ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବ୍ୟୋମକେଶ ରାୟ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉଦବେଗ ପ୍ରକାଶ କରିଛନ୍ତି । ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇଙ୍କୁ ଧମକାଇବେ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ଏହି ଘଟଣାର ନିରପେକ୍ଷ ତଦନ୍ତContinue reading “ବିଧାନସଭାରେ ଭାଇରାଲ ଅଡିଓ ତାତି । ଗୃହରେ ମୁହାଁମୁହିଁ ହେଲେ ପ୍ରଦୀପ୍ତ-ବ୍ୟୋମକେଶ, ଅଡିଓକୁ ବିଭ୍ରାନ୍ତି କରି ଦେଖାଯାଉଥିବା କହିଲେ ଚାନ୍ଦବାଲି ବିଧାୟକ ।”
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି,ରମଣା ! ଏନ.ଭି,ରମଣାଙ୍କ ନାମ ସୁପାରିଶ କଲେ ଜଷ୍ଟିସ ଏସ.ଏ.ବୋବଡେ
କନକ ବ୍ୟୁରୋ : ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି,ରମଣା । ଅବସର ଗ୍ରହଣ ପରେ ନିଜର ଉତ୍ତରାଧିକାରୀ ବା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େ ବିଚାରପତି ଏନ୍ଭି ରମନାଙ୍କ ନାମ ସୁପାରିଶ କରିଛନ୍ତି । ଏପ୍ରିଲ୍ ୨୩ ତାରିଖ ଦିନ ପ୍ରଧାନ ବିଚାରପତି ବୋବ୍ଡେ୍ ଅବସର ଗ୍ରହଣ କରିବେ । ନିଜର ଉତ୍ତରାଧିକାରୀ ସୁପାରିସ କରିବା ଲାଗି ଗତ ସପ୍ତାହରେ ସରକାର ତାଙ୍କୁ କହିଥିଲେContinue reading “ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି,ରମଣା ! ଏନ.ଭି,ରମଣାଙ୍କ ନାମ ସୁପାରିଶ କଲେ ଜଷ୍ଟିସ ଏସ.ଏ.ବୋବଡେ”