ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ୧୪ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲା କୋର୍ଟ । ୨୦୦୦ ମସିହାରେ ଦେଇଥିଲେ ହତ୍ୟା ଧମକ

କନକ ବ୍ୟୁରୋ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ହତ୍ୟା ଧମକ ଘଟଣାରେ ୧୪ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛି ଢାକାର ଏକ ଟ୍ରାଏଲ କୋର୍ଟ । ଏହି ଆତଙକବାଦୀ ମାନେ ଇସଲାମିକ୍ ଆତଙ୍କବାଦୀ ସଂଗଠନ ହରକତୁଲ ଜିହାଦ୍ ବା ଡୁଜି-ବି ର ସଦସ୍ୟ ବୋଲି କୁହାଯାଇଛି । ସେମାନେ ୨୦୦୦ ମସିହାରେ ଶେଖ୍ ହସିନାଙ୍କୁ ହତ୍ୟା ଧମକ ଦେଇଥିଲେ । ସୂଚନା ମୁତାବକ ୨୦୦୦ ମସିହାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦକ୍ଷିଣ-ପଶ୍ଚିମ ନିର୍ବାଚନ ମଣ୍ଡଳୀରେContinue reading “ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ୧୪ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲା କୋର୍ଟ । ୨୦୦୦ ମସିହାରେ ଦେଇଥିଲେ ହତ୍ୟା ଧମକ”

ରାଜ୍ୟରେ ବ୍ୟାପୁଛି କରୋନା ! ରାଜଧାନୀରେ ୱାର୍ଡ ଖାଲି, ଆଇସିୟୁରେ ଭିଡ । ହସ୍ପିଟାଲକୁ ଆସୁଛନ୍ତି ଗୁରୁତର ଆକ୍ରାନ୍ତ ।

କନକ ବ୍ୟୁରୋ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ରାଜଧାନୀରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ରାଜଧାନୀରେ ଦୁଇଟି ହସ୍ପିଟାଲରେ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଥିବାବେଳେ ଏଠାରେ ଗୁରୁତର ଆକ୍ରାନ୍ତଙ୍କ ଭିଡ଼ ଜମୁଛି। ଯେଉଁମାନେ କରୋନା ଆକ୍ରାନ୍ତ ହେଉଛନ୍ତି ଗୁରୁ୍ତର ନ ହେଲେ ହସ୍ପିଟାଲ ଆସୁନାହାନ୍ତି। ତେଣୁ ରାଜଧାନୀରେ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ସମ୍‌ ଓ ଆଦିତ୍ୟ ଅଶ୍ବିନୀରେ ଏବେ ଜେନେରାଲ୍‌ ୱାର୍ଡରେ ସବୁ ଶଯ୍ୟା ଖାଲି ପଡ଼ିଥିବାବେଳେ ଆଇସିୟୁ, ଏଚଡିୟୁContinue reading “ରାଜ୍ୟରେ ବ୍ୟାପୁଛି କରୋନା ! ରାଜଧାନୀରେ ୱାର୍ଡ ଖାଲି, ଆଇସିୟୁରେ ଭିଡ । ହସ୍ପିଟାଲକୁ ଆସୁଛନ୍ତି ଗୁରୁତର ଆକ୍ରାନ୍ତ ।”

ସମ୍ବଲପୁରରେ ଦଳିଦେଲା ଦନ୍ତାହାତୀ ‘ଡନ୍’ : ଗତରାତିରେ ସଦର ରେଂଜ ଝାଙ୍କର ପାଲିର କୁଢେନିଶା ଗାଁରେ ଖେଳାଇଲା ଆତଙ୍କ

କନକ ବ୍ୟୁରୋ : ଦଳିଦେଲା ଦନ୍ତାହାତୀ ‘ଡନ୍’ । ଗତ କିଛିଦିନ ହେଲା ସମ୍ବଲପୁର ଯୁଯୁମୁରା ଅଂଚଳରେ ଆତଙ୍କ ଖେଳାଇଥିବା ଦନ୍ତାହାତୀଟି, ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ କୁଢେନିଶା ଗାଁରେ ଗତରାତିରେ ପଶି ୨ ଜଣଙ୍କୁ ଦଳି ଦେଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତରଙ୍କୁ ହସ୍ପିଟାଲ ନେବା ବାଟରେ ପ୍ରାଣବାୟୁ ଉଡିଯାଇଛି । ଝୋପଡି କୁଡିଆରେ ଶୋଇଥିବାବେଳେ ୨ ଜଣଙ୍କୁ ଦଳି ଦେଇଥିଲା ଦନ୍ତାହାତୀ ଡନ୍ । ଅତାବିରା ବ୍ଲକContinue reading “ସମ୍ବଲପୁରରେ ଦଳିଦେଲା ଦନ୍ତାହାତୀ ‘ଡନ୍’ : ଗତରାତିରେ ସଦର ରେଂଜ ଝାଙ୍କର ପାଲିର କୁଢେନିଶା ଗାଁରେ ଖେଳାଇଲା ଆତଙ୍କ”

ଶେଷରେ ଓଡିଶାରୁ ଫେରିଗଲା ସୁନ୍ଦରୀ : ଟ୍ରାଙ୍କୁଲାଇଜ୍ ପରେ କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ନେଲେ ମଧ୍ୟପ୍ରଦେଶର ଟିମ୍

କନକ ବ୍ୟୁରୋ : ଶେଷରେ ସାତକୋଶିଆରୁ କାହ୍ନାକୁ ଫେରିଗଲା ସୁନ୍ଦରୀ । ମହାବଳ ବାଘଙ୍କ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ସାତକୋଶିଆକୁ ଆସିଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଓଡିଶାରୁ ମଧ୍ୟପ୍ରଦେଶ ନିଆଯାଉଛି । ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ କାବୁ କରାଯାଇଛି । ପ୍ରଥମେ ତାକୁ ଜନ୍ତାରେ ଧରିବା ପାଇଁ ବନ କର୍ମଚାରୀ ଉଦ୍ୟମ କରିଥିଲେ । କିନ୍ତୁ ଜନ୍ତା ପାଖକୁ ଆସିନଥିଲା ବାଘୁଣୀ । ଶେଷରେ ବାଧ୍ୟ ହୋଇ ୩ ଜଣିଆ ଡାକ୍ତରୀContinue reading “ଶେଷରେ ଓଡିଶାରୁ ଫେରିଗଲା ସୁନ୍ଦରୀ : ଟ୍ରାଙ୍କୁଲାଇଜ୍ ପରେ କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ନେଲେ ମଧ୍ୟପ୍ରଦେଶର ଟିମ୍”

ରାଜଧାନୀରେ ‘ଝିଙ୍କା ବିହା’ । ଆଦିବାସୀ ଯୁବତୀଙ୍କୁ ଉଠାଇନେଲା ଯୁବକ, ପୋଲିସ ଧରିବା ପରେ ବି ଛାଡିଦେଲା । କିନ୍ତୁ କାହିଁକ. ଜାଣନ୍ତୁ ପୂରା ଘଟଣା କଣ?

କନକ ବ୍ୟୁରୋ : ସୋମବାର, ରାତି ପ୍ରାୟ ୯ଟା। ସାନ୍ତାଳୀମାନଙ୍କ ଫଗୁଣ ପର୍ବ ‘ବାହା ବଙ୍ଗା’ ଦେଖିବାକୁ ଯାଇ ମଞ୍ଚେଶ୍ୱର ଥାନା ଅଞ୍ଚଳର ଜଣେ ଯୁବତୀ ନିଖୋଜ ହୋଇଗଲେ। ଘରକୁ ଫେରିବା ବିଳମ୍ବ ହେବାରୁ ବାପାମା’ ମୋବାଇଲ୍‌ ଫୋନରେ ଯୋଗାଯୋଗ କଲେ। ମାତ୍ର ଯୁବତୀଙ୍କ ମୋବାଇଲ୍‌ ବନ୍ଦ ହୋଇଯାଇଥିଲା। ବାପାମା’ ଉତ୍ସବସ୍ଥଳକୁ ଯାଇ ଖୋଜାଖୋଜି କଲେ। କିନ୍ତୁ ହାଣ୍ଡିଆ ନିଶାରେ ନାଚଗୀତରେ ମସଗୁଲ ଥିବା ଲୋକଙ୍କଠାରୁ କିଛି ଠୋସ୍ ସୂଚନା ମିଳିନଥିଲା। ତେଣୁ ବାପାମା’ ତୁରନ୍ତ ମଞ୍ଚେଶ୍ବରContinue reading “ରାଜଧାନୀରେ ‘ଝିଙ୍କା ବିହା’ । ଆଦିବାସୀ ଯୁବତୀଙ୍କୁ ଉଠାଇନେଲା ଯୁବକ, ପୋଲିସ ଧରିବା ପରେ ବି ଛାଡିଦେଲା । କିନ୍ତୁ କାହିଁକ. ଜାଣନ୍ତୁ ପୂରା ଘଟଣା କଣ?”

ସପ୍ତାହକୁ ଦିନେ ବନ୍ଦ ରହିପାରେ ଜଗା ଦର୍ଶନ : କରୋନା ସଂକ୍ରମଣକୁ ଦେଖି ଛତିଶାନଯୋଗ ବୈଠକରେ ଆସିଲା ପ୍ରସ୍ତାବ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ପୁଣି ଫେରିବ ରବିବାରିଆ ଦର୍ଶନ କଟକଣା । ଆଗାମୀ ସପ୍ତାହରୁ ଲାଗିପାରେ ଏହି କଟକଣା । ଶ୍ରୀମନ୍ଦିର ଛତିଶନିଯୋଗ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଦିନ ସ୍ପଷ୍ଟ କରିନଥିଲେ ବି କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହକୁ ଦିନେ ଶ୍ରୀମନ୍ଦିର ବିଶୋଧନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ କରିଛି । ଏହି ଦିନ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛିContinue reading “ସପ୍ତାହକୁ ଦିନେ ବନ୍ଦ ରହିପାରେ ଜଗା ଦର୍ଶନ : କରୋନା ସଂକ୍ରମଣକୁ ଦେଖି ଛତିଶାନଯୋଗ ବୈଠକରେ ଆସିଲା ପ୍ରସ୍ତାବ”

ଭୁବନେଶ୍ୱର–କେନ୍ଦୁଝର ଓ ପୁରୀ-ଅନୁଗୁଳକୁ ଗଡ଼ିବ ‘ମେମୁ’ ଟ୍ରେନ : ଯାତ୍ରୀଙ୍କ ଅସୁବିଧାକୁ ଦେଖି ପୂର୍ବତଟ ରେଳବାଇର ନିଷ୍ପତ୍ତି

କନକ ବ୍ୟୁରୋ : ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ବର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ କରିବ। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ସ୍ଥିର ହୋଇଛି । ପାସେଞ୍ଜର/ମେମୁ ଟ୍ରେନ୍‌ ଚଳାଚଳ ହେଉ ନ ଥିବାରୁ ଯାତ୍ରୀ ହଇରାଣ ହେଉଥିବା ନେଇ ଖବର ପ୍ରକାଶ ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ(୬୮୪୨୬) ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେContinue reading “ଭୁବନେଶ୍ୱର–କେନ୍ଦୁଝର ଓ ପୁରୀ-ଅନୁଗୁଳକୁ ଗଡ଼ିବ ‘ମେମୁ’ ଟ୍ରେନ : ଯାତ୍ରୀଙ୍କ ଅସୁବିଧାକୁ ଦେଖି ପୂର୍ବତଟ ରେଳବାଇର ନିଷ୍ପତ୍ତି”

ଚର୍ଚ୍ଚାରେ ମାଲକାନଗିରିର ଇଞ୍ଜିନିୟରସ୍ ଠେଲା । ଦୁଇ ଇଞ୍ଜିନିୟର ବନ୍ଧୁ ଖୋଲିଛନ୍ତି ଷ୍ଟଲ, ସନ୍ଧ୍ୟା ହେଲେ ଜମୁଛି ଭିଡ ।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ଇଂଜିନିୟରସ୍ ଠେଲା ଏବେ ବେଶ ଚର୍ଚ୍ଚାରେ। ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଇଂଜିନିୟରସ୍ ଠେଲା ପଡିଛି। ମାଲକନଗିରିର ଦୁଇ ବନ୍ଧୁ ଏହି ଠେଲା ପକାଇଛନ୍ତି। ଜଣେ ହେଲେ ସୁମିତ କୁମାର ସାମଲ ଏବଂ ଅନ୍ୟ ଜଣେ ହେଲେ ପ୍ରିୟମ ବେବର୍ତ୍ତା। ସୁମିତଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା ସିଭିଲ ଇଂଜିନିୟରିଂ ଏବଂ ପ୍ରିୟମଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା ମେକାନିକାଲ ଇଂଜନିୟରିଂ। ଦୁହେଁ ଉଚ୍ଚ ଶିକ୍ଷିତ ହୋଇ ଏବେContinue reading “ଚର୍ଚ୍ଚାରେ ମାଲକାନଗିରିର ଇଞ୍ଜିନିୟରସ୍ ଠେଲା । ଦୁଇ ଇଞ୍ଜିନିୟର ବନ୍ଧୁ ଖୋଲିଛନ୍ତି ଷ୍ଟଲ, ସନ୍ଧ୍ୟା ହେଲେ ଜମୁଛି ଭିଡ ।”

୨୬ ମାର୍ଚ୍ଚରୁ ଲାଗୁହେବ ନୂଆ ନିୟମ : ଏଣିକି ବାହାଘରରେ ୨ ଶହ ଓ ଅନ୍ତିମ ସଂସ୍କାରରେ ସାମିଲ ହେବେ ୫୦ ଲୋକ; ବନ୍ଦ କୋଠରୀରେ ଦର୍ଶକଙ୍କ କ୍ଷମତା ରହିବ ୫୦ ପ୍ରତିଶତ

କନକ ବ୍ୟୁରୋ :  ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କାରେ ସରକାର ଆଗୁଆ ପଦକ୍ଷେପ ନେବା ଆର୍‌ମ୍ଭ କରିଛନ୍ତି । ଗତ କିଛି ଦିନ ହେଲା ବିବାହ ଭୋଜିରେ ୫୦୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ଏହି ସଂଖ୍ୟାକୁ ପୁଣି ୨୦୦କୁ ଖସାଇ ଦିଆଯାଇଛି । ଏହା ସହ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ। କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବାକୁ ଯାଇ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେContinue reading “୨୬ ମାର୍ଚ୍ଚରୁ ଲାଗୁହେବ ନୂଆ ନିୟମ : ଏଣିକି ବାହାଘରରେ ୨ ଶହ ଓ ଅନ୍ତିମ ସଂସ୍କାରରେ ସାମିଲ ହେବେ ୫୦ ଲୋକ; ବନ୍ଦ କୋଠରୀରେ ଦର୍ଶକଙ୍କ କ୍ଷମତା ରହିବ ୫୦ ପ୍ରତିଶତ”

ଲାଞ୍ଚ ନେଉଥିଲେ ପୋଲିସ ବାବୁ, ଧରିଲା ଭିଜିଲାନ୍ସ । 

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଥାନାର ଏସଆଇ ବିଶ୍ୱଜିତ ଗଡ଼ନାୟକ। ଏକ ବକେୟା ଅର୍ଥ ଆଦାୟ ମାମଲାର ସମାଧାନ ପାଇଁ କଟକ ସଦର ବ୍ଲକ୍‌ କଚେରାମାଳର ପ୍ରିତମ୍‌ ମହାନ୍ତିଙ୍କ ଠାରୁ କନ୍ଦରପୁର ନିକଟରେ ୫୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ କଟକ ଭିଜିଲାନ୍ସ ଡିଭିଜନ୍‌ ଅଧିକାରୀଙ୍କ ହାତରେ ସେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି। ଏପରି ମୋଟା ଅଙ୍କର ଲାଞ୍ଚ ନେଇ ଧରାପଡ଼ିବାContinue reading “ଲାଞ୍ଚ ନେଉଥିଲେ ପୋଲିସ ବାବୁ, ଧରିଲା ଭିଜିଲାନ୍ସ । “

Design a site like this with WordPress.com
Get started