ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଥାନା ଏସଆଇ : ଥାନା ଏସଆଇ ବିଶ୍ୱଜିତ୍ ଗଡନାୟକଙ୍କୁ ଧରିଲା ଭିଜିଲାନ୍ସ 

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜଗତସିଂହପୁର ଥାନାର ଏସ୍‌ଆଇ ବିଶ୍ବଜିତ ଗଡ଼ନାୟକ । ଏକ ବକେୟା ଅର୍ଥ ଆଦାୟ ମାମଲାର ସମାଧାନ ପାଇଁ କଟକ ସଦର ବ୍ଲକ୍‌ କଚେରାମାଳର ପ୍ରିତମ୍‌ ମହାନ୍ତିଙ୍କ ଠାରୁ କନ୍ଦରପୁର ନିକଟରେ ୫୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ କଟକ ଭିଜିଲାନ୍ସ ଡିଭିଜନ୍‌ ଅଧିକାରୀଙ୍କ ହାତରେ ସେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ନଗଦ ୫୦ ହଜାର ଟଙ୍କା ଜବତ କରାଯାଇଛି । ଏପରି ମୋଟା ଅଙ୍କରContinue reading “ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଥାନା ଏସଆଇ : ଥାନା ଏସଆଇ ବିଶ୍ୱଜିତ୍ ଗଡନାୟକଙ୍କୁ ଧରିଲା ଭିଜିଲାନ୍ସ “

ଭୁବନେଶ୍ୱର ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ୧୦ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ କାମ କରୁଛି ମାତ୍ର ଗୋଟିଏ ସରକାରୀ ଅଲଟ୍ରାସାଉଣ୍ଡ ମେସିନ, ମାସେ ଅପେକ୍ଷା କଲେ ରୋଗୀଙ୍କୁ ମିଳୁଛି ସେବା ।

କନକ ବ୍ୟୁରୋ : ରାଜଧାନୀର ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ପାଇଁ ଅଛି ଗୋଟିଏ ମାତ୍ର ସରକାରୀ ଅଲଟ୍ରାସାଉଣ୍ଡ ମେସିନ୍। ତାନହା ପୁଣି କ୍ୟାପିଟାଲ ହସ୍ପିଟାଲରେ। ଏହାବାଦ୍ ବିଏମସି ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ମେସିନ୍ ଅଚଳ ହୋଇ ପଡ଼ିଥିବା ବେଳେ ରାଜଧାନୀର ଅନ୍ୟ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ସୁବିଧା ନାହିଁ। ପରିସ୍ଥିତି ଏପରି ହୋଇଛି ଯେ କ୍ୟାପିଟାଲ ହସ୍ପିଟାଲକୁ ଅଲଟ୍ରାସାଉଣ୍ଡ ପାଇଁ ଯାଉଥିବା ରୋଗୀକୁ ପ୍ରାୟ ୧ମାସ ଅପେକ୍ଷା କରିବାକୁ ପଡ଼ୁଛି। ଏହା ହେଉଛି ରାଜଧାନୀର ସ୍ୱାସ୍ଥ୍ୟବସ୍ଥାରContinue reading “ଭୁବନେଶ୍ୱର ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ୧୦ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ କାମ କରୁଛି ମାତ୍ର ଗୋଟିଏ ସରକାରୀ ଅଲଟ୍ରାସାଉଣ୍ଡ ମେସିନ, ମାସେ ଅପେକ୍ଷା କଲେ ରୋଗୀଙ୍କୁ ମିଳୁଛି ସେବା ।”

ରିଲିଜ ହେଲା ଫିଲ୍ମ ଥଲାଇଭିର ଟ୍ରେଲର : ଜୟଲଳିତାଙ୍କ ଭୂମିକାରେ ଆସୁଛନ୍ତି କଙ୍ଗନା ରାଣାୱତ

କନକ ବ୍ୟୁରୋ : ରିଲିଜ ହେଲା ଫିଲ୍ମ ଥଲାଇଭିର ଟ୍ରେଲର । ଅଭିନେତ୍ରୀ କଙ୍ଗନାଙ୍କ ଜନ୍ମଦିନ ଅବସରରେ ରିଲିଜ ହୋଇଛି ଏହି ବହୁ ପ୍ରତିକ୍ଷିତ ଫିଲ୍ମ ଥଲାଇଭିର ଟ୍ରେଲର । କଙ୍ଗନାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଖୁସି କରିଛି ଟ୍ରେଲର ରିଲିଜ । ଫିଲ୍ମରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଙ୍ଗତ ନେତ୍ରୀ ଜୟଲଳିତାଙ୍କ ଚରିତ୍ରରେ ନଜର ଆସିଛନ୍ତି କଙ୍ଗନା । ପୂର୍ବରୁ ଫିଲ୍ମର ଟିଜର ଏବଂ ପୋଷ୍ଟର ରିଲିଜ୍ ହୋଇଥିଲା । ଟ୍ରେଲରର ପ୍ରଥମ ପର୍ଯ୍ୟାୟରେ ଜୟଲଳିତାଙ୍କContinue reading “ରିଲିଜ ହେଲା ଫିଲ୍ମ ଥଲାଇଭିର ଟ୍ରେଲର : ଜୟଲଳିତାଙ୍କ ଭୂମିକାରେ ଆସୁଛନ୍ତି କଙ୍ଗନା ରାଣାୱତ”

ନାଇଟ୍ କର୍ଫ୍ୟୁରେ ପ୍ରଥମ ରାତିରେ ମାଲକାନଗିରିରେ କଡ଼ାକଡ଼ି କଟକଣା : ପୁଲିସ ତଦାରଖ ଭିତରେ କରାଗଲା ଯାଂଚ୍

କନକ ବ୍ୟୁରୋ : ମାଲକାନଗିରିରେ ମଙ୍ଗଳବାର ରାତି ୯ଟାରୁ ଲାଗୁ ହୋଇଛି ନାଇଟକର୍ଫ୍ୟୁ । ବଡଯାତ୍ରାକୁ ଦୃଷ୍ଟିରେ ରଖି ଗତକାଲି ରାତି ୯ଟାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ଏହି ନାଇଟକର୍ଫ୍ୟୁ ବଳବତର ରହିବ । ଅତ୍ୟାବଶ୍ୟକ ସେବାକୁ ବାଦଦେଲେ ଏହି ସମୟ ମଧ୍ୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ବଡଯାତ୍ରାରେ ସର୍ବାଧିକ ୨ଶହ ଜଣକୁ ଏକାଠି ହେବାକୁ ଅନୁମତି ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା,Continue reading “ନାଇଟ୍ କର୍ଫ୍ୟୁରେ ପ୍ରଥମ ରାତିରେ ମାଲକାନଗିରିରେ କଡ଼ାକଡ଼ି କଟକଣା : ପୁଲିସ ତଦାରଖ ଭିତରେ କରାଗଲା ଯାଂଚ୍”

ସଫେଇ ଆଳରେ ସୁନା ଲୁଟୁଥିଲେ, ଗ୍ରାମବାସୀ ଗୋଡାଇ ଗୋଡାଇ ଧରିଲେ । ଗତ କିଛି ଦିନ ହେବ ବିଭିନ୍ନ ଅଞ୍ଚଳ ବୁଲି ସୁନା ଲୁଟୁଥିଲେ ୨ ଠକ ।

କନକ ବ୍ୟୁରୋ :  ସଫା କରିବା ଆଳରେ ସୁନା ଲୁଟି ନେଉଥିବା ଏକ ଦୁଇ ଜଣିଆ ଗ୍ୟାଙ୍ଗକୁ ଆଜି ଢାୱା ଗ୍ରାମବାସୀଙ୍କ ସହଯୋଗରେ ନନ୍ଦନକାନନ ଥାନା ପୁଲିସ କାବୁ କରିଛି। ସେମାନେ ହେଲେ ବିହାର ଭାଗଲପୁର ଅଞ୍ଚଳର ବିକ୍ରମ ସ ଓ ବିକାଶ ସ। ସେମାନଙ୍କଠାରୁ ଏକ ପଲସର ବାଇକ୍‌ ସମେତ ସୁନା ସଫାରେ ବ୍ୟବହୃତ ହେଉଥିବା ବିଭିନ୍ନ କେମିକାଲ୍‌ ଜବତ କରାଯାଇଛି। ନିକଟରେ ବାଲିପାଟଣା ଥାନା ତୁରିନ୍ତିରାରେ ଦୁଇ ଜଣ ମହିଳାଙ୍କୁ ଏହି ଦୁଇ ଅଭିଯୁକ୍ତContinue reading “ସଫେଇ ଆଳରେ ସୁନା ଲୁଟୁଥିଲେ, ଗ୍ରାମବାସୀ ଗୋଡାଇ ଗୋଡାଇ ଧରିଲେ । ଗତ କିଛି ଦିନ ହେବ ବିଭିନ୍ନ ଅଞ୍ଚଳ ବୁଲି ସୁନା ଲୁଟୁଥିଲେ ୨ ଠକ ।”

ସୈତାନ ପାକିସ୍ତାନ ମୁହଁରେ ଶାନ୍ତିର କଥା । ଭାରତ ସହ ଭଲ ସମ୍ପର୍କ ନେଇ ଶାନ୍ତିର ପ୍ରବଚନ ଦେଲା ପାକିସ୍ତାନ ।

କନକ ବ୍ୟୁରୋ: ସୈତାନ ମୁହଁରେ ଶାନ୍ତିର କଥା । ଶାନ୍ତିର କଥା କହିଲା ପାକିସ୍ତାନ । ଭାରତ ସହ ଭଲ ସମ୍ପର୍କ ଚାହେଁ ପାକିସ୍ତାନ । ଦାରିଦ୍ୟ ଓ ଅଶିକ୍ଷାକୁ ହଟାଇବାକୁ ଉଭୟ ଭାରତ ଓ ପାକିସ୍ତାନ କାମ କରିବା ଉଚିତ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ । ଏପରି କିଛି ଶାନ୍ତିର ପ୍ରବଚନ ଦେଇଛନ୍ତି ପାକିସ୍ତାନ ହାଇକମିଶନର । ଭାରତରେ ଥିବା ପାକିସ୍ତାନ ହାଇ କମିଶନରContinue reading “ସୈତାନ ପାକିସ୍ତାନ ମୁହଁରେ ଶାନ୍ତିର କଥା । ଭାରତ ସହ ଭଲ ସମ୍ପର୍କ ନେଇ ଶାନ୍ତିର ପ୍ରବଚନ ଦେଲା ପାକିସ୍ତାନ ।”

ଏପ୍ରିଲ ୩୦ ଯାଏଁ ଉଡିବନି ଆନ୍ତର୍ଜାତୀୟ ବିମାନ । ବନ୍ଦ ରହିବ ବିମାନ ସେବା । ସଂକ୍ରମଣକୁ ଦୃଷ୍ଟିରେ ରଖି ବଢିଲା କଟକଣା

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଥିବା ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଆଜିକୁ ଠିକ ବର୍ଷକ ତଳେ (ମାର୍ଚ୍ଚ ୨୩, ୨୦୨୦)ରେ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଥିଲେ । ଆଜି ଡିଜିସିଏ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣାକୁ ବଢାଇଦେଇଛନ୍ତି । ଅନ୍ତର୍ଜାତୀୟ ବିମାନContinue reading “ଏପ୍ରିଲ ୩୦ ଯାଏଁ ଉଡିବନି ଆନ୍ତର୍ଜାତୀୟ ବିମାନ । ବନ୍ଦ ରହିବ ବିମାନ ସେବା । ସଂକ୍ରମଣକୁ ଦୃଷ୍ଟିରେ ରଖି ବଢିଲା କଟକଣା”

ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ, ଭୁବନେଶ୍ୱରରେ ଘରେ ବନ୍ଦ କରି ଦିଆଯାଉଥିଲା ନିର୍ଯାତନା ।

କନକ ବ୍ୟୁରୋ : ଜଣେ ସ୍ୱାମୀ ଯେ ଏତେ ନିଷ୍ଠୁର ହୋଇପାରେ ତାହା ଏହି କାହାଣୀ ଜାଣିଲେ ଆପଣ ଜାଣିପାରିବେ । ଦେହ ବ୍ୟବସାୟରେ ଲଗାଇବା ପାଇଁ ନିଜପତ୍ନୀଙ୍କୁ କହିଲେ ସ୍ୱାମୀ । ଏଥିରେ ଅରାଜି ହେବାରୁ ନିସ୍ତୁକ ମାଡ ମାରିଥିବା ପତ୍ନୀ ଅଭିଯୋଗ କରିଛନ୍ତି । କନ୍ଧମାଳରୁ ଭୁବନେଶ୍ୱର ଆସିଥିବା ଏହି ମହିଳା ଜଣଙ୍କ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କେତେ କ’ଣ ସ୍ୱପ୍ନ ନେଇ କନ୍ଧମାଳରୁ ଭୁବନେଶ୍ୱର ଆସିଥିଲେ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ।Continue reading “ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ, ଭୁବନେଶ୍ୱରରେ ଘରେ ବନ୍ଦ କରି ଦିଆଯାଉଥିଲା ନିର୍ଯାତନା ।”

ନିର୍ବାଚନ ପାଇଁ ପଡୁଛି ଉଠୁଛି ପଶ୍ଚିମବଙ୍ଗ । ତାରିଖ ପାଖଉଛି, ଉଷ୍ମତା ବଢୁଛି । ସବୁଠି ଚାଲିଛି ରାଜନୈତିକ ସୋ’…

କନକ ବ୍ୟୁରୋ: ତାରିଖ ପାଖଉଛି, ଉଷ୍ମତା ତେଜୁଛି । ପଶ୍ଚିମବଂଗରେ ଜୋରଦାର ପ୍ରଚାର । କେହି ପଛରେ ରହିବାକୁ ଚାହୁ ନାହାନ୍ତି । କୌଣସି ପ୍ରସଙ୍ଗକୁ ଅଣଦେଖା କରିବାକୁ ଚାହାନ୍ତିନି । କେହି କାହାକୁ ଇଂଚେ ହେଲେ ସୁଯୋଗ ଛାଡ଼ିବାକୁ ରାଜି ନୁହଁନ୍ତି । ବିରୋଧୀଙ୍କ ଉପରେ ବିଜୟ ପାଇଁ ଚାଲିଛି ସବୁ ପ୍ରକାର ଉଦ୍ୟମ । ପଶ୍ଚିମବଂଗରେ ଜୋରଦାର ଚାଲିଛି ରାଜନୈତିକ ପ୍ରଚାର ଏସବୁ ଭିତରେ ଆଉ ୧୩ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛିContinue reading “ନିର୍ବାଚନ ପାଇଁ ପଡୁଛି ଉଠୁଛି ପଶ୍ଚିମବଙ୍ଗ । ତାରିଖ ପାଖଉଛି, ଉଷ୍ମତା ବଢୁଛି । ସବୁଠି ଚାଲିଛି ରାଜନୈତିକ ସୋ’…”

୧୦୦ ବର୍ଷ ତଳେ ଆଜି ଓଡି଼ଶା ଆସିଥିଲେ ମହାତ୍ମା ଗାନ୍ଧୀ । ସ୍ୱାଧିନତା ସଂଗ୍ରାମଠୁ ଓଡ଼ିଶା ଗଠନ…ମହାତ୍ମାଙ୍କ ମହାନ ଯାତ୍ରାକୁ ନେଇ ଦେଖନ୍ତୁ ଏହି ରିପୋର୍ଟ ।

କନକ ବ୍ୟୁରୋ : ମାର୍ଚ୍ଚ ୨୩, ୧୯୨୧ । ଠିକ୍ ଶହେ ବର୍ଷ ତଳେ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ । କଲିକତାରୁ ଆସି କଟକରେ ପହଞ୍ଚିଥିଲେ ମହାତ୍ମା । କଟକର କାଠଯୋଡି କୂଳରେ ଏକ ବିରାଟ ଜନସଭାରେ ସମ୍ବୋଧିତ କରିଥିଲେ ଗାନ୍ଧୀ । କୁଆଡେ ଏହି ଜନସଭା ଏତେ ବିରାଟ ଥିଲା ଯେ ଆଖି ପାଉନଥିଲା । ଶହେ ବର୍ଷ ତଳର ସେହି ଗସ୍ତ ଓଡିଶାରେ ଗଭୀର ପ୍ରଭାବ ପକାଇଥିଲା । ମହାତ୍ମା ଗାନ୍ଧୀଙ୍କ ମହାନତାରContinue reading “୧୦୦ ବର୍ଷ ତଳେ ଆଜି ଓଡି଼ଶା ଆସିଥିଲେ ମହାତ୍ମା ଗାନ୍ଧୀ । ସ୍ୱାଧିନତା ସଂଗ୍ରାମଠୁ ଓଡ଼ିଶା ଗଠନ…ମହାତ୍ମାଙ୍କ ମହାନ ଯାତ୍ରାକୁ ନେଇ ଦେଖନ୍ତୁ ଏହି ରିପୋର୍ଟ ।”

Design a site like this with WordPress.com
Get started