ମାଲକାନଗିରି ସୀମାରେ ମାଓବାଦୀ ରଚିଲେ ବର୍ବର କାଣ୍ଡ । ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ, ୧୫ରୁ ଅଧିକ ଯବାନ ଆହତ ।

କନକ ବ୍ୟୁରୋ : ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ । ଛତିଶଗଡ ନାରାୟଣପୁରରେ ବଡ଼ ଧରଣର ବିସ୍ଫୋରଣ । ମାଲକାନଗିରି ସୀମାରେ ମାଓବାଦୀ ରଚିଲେ ବର୍ବର କାଣ୍ଡ । ଯବାନଙ୍କୁ ନେଇ ଯାଉଥିବା ବସକୁ ଉଡାଇଦେଇଛନ୍ତି ମାଓବାଦୀ । ଆଇଡି ବିସ୍ଫୋରଣରେ ୩ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏହି ଭୟଙ୍କର ଆଇଡି ବିସ୍ଫୋରଣରେ ୧୫ଜଣରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛିContinue reading “ମାଲକାନଗିରି ସୀମାରେ ମାଓବାଦୀ ରଚିଲେ ବର୍ବର କାଣ୍ଡ । ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ, ୧୫ରୁ ଅଧିକ ଯବାନ ଆହତ ।”

ଡେବ୍ୟୁ ମ୍ୟାଚରେ କୁର୍ଣ୍ଣାଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ଇଂଲଣ୍ଡ ସାମ୍ନାରେ ୩୧୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଡେବ୍ୟୁ ମ୍ୟାଚରେ କୁର୍ଣ୍ଣାଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ପ୍ରଥମ ଦିନିକିଆରେ ଇଂଲଣ୍ଡ ସାମ୍ନାରେ ୩୧୮ ରନର ବିଶାଳ ବିଜୟଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ । ମାତ୍ର ୩୧ ବଲରେ ୫୮ ରନର ଇନିଂସ ଖେଳି ଦମଦାର ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କୁର୍ଣ୍ଣାଲ ପାଣ୍ଡ୍ୟା । କେବଳ କୁର୍ଣ୍ଣାଲ ନୁହେଁ କେଏଲ ରାହୁଲ ମଧ୍ୟ ଧୂଆଁଧାର ବ୍ୟାଟିଂ କରି ୬୨ ରନର ଇନିଂସ ଖେଳିବା ସହ ଭାରତର ସ୍କୋର ୩୧୭ରେ ପହଞ୍ଚାଇଥିଲେ । ଟସ୍Continue reading “ଡେବ୍ୟୁ ମ୍ୟାଚରେ କୁର୍ଣ୍ଣାଲଙ୍କ ଧୂଆଁଧାର ଅର୍ଦ୍ଧଶତକ । ଇଂଲଣ୍ଡ ସାମ୍ନାରେ ୩୧୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ ।”

ଜମିରେ ପଡି ନଷ୍ଟ ହେଲାଣି ଟ୍ରକ ଟ୍ରକ ଟମାଟୋ ଓ କଖାରୁ । ଉତ୍ପାଦନ ପରେ ଅଭାବି ବିକ୍ରିର ସମ୍ମୁଖୀନ ଚାଷୀ ।

କନକ ବ୍ୟୁରୋ : ନିଆଳି ଅଞ୍ଚଳରେ ବିଲରେ ସଢୁଛି ଟ୍ରକ ଟ୍ରକ ଟମାଟୋ ଓ କଖାରୁ ପରିବା । ଅଧିକ ଅମଳ ହୋଇଥିବା ବେଳେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛି । ହାଟ ବଜାରକୁ ଗଲେ ପରିବା ବିକ୍ରି ହେଉନି । ଫଳରେ ଅଦର ଦରରେ ଏହାକୁ ଢାଳି ଦେଇ ଆସୁଛି । ଟମାଟୋ କିଲୋ ପିଛା ୨ରୁ ୩ ଟଙ୍କାରେ ବିକ୍ରି ହେଉଛି । କଖାରୁ ୩ରୁ ୫ ଟଙ୍କାରେ ଚାଷୀ ଠାରୁ କିଣୁଛନ୍ତିContinue reading “ଜମିରେ ପଡି ନଷ୍ଟ ହେଲାଣି ଟ୍ରକ ଟ୍ରକ ଟମାଟୋ ଓ କଖାରୁ । ଉତ୍ପାଦନ ପରେ ଅଭାବି ବିକ୍ରିର ସମ୍ମୁଖୀନ ଚାଷୀ ।”

ଆରମ୍ଭ ହେଲା ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା । କରୋନା କଟକଣା ପାଇଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ, ନାଇଟ୍ କର୍ଫ୍ୟୁ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି । 

କନକ ବ୍ୟୁରୋ : ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଆରମ୍ଭ ହୋଇ ମାଲାକନଗିରି ଯାଏଁ, ୧୦ ଦିନ ବ୍ୟାପି ଚାଲିବ ଏହି ବଡ ଯାତ୍ରା । ଏହି ଯାତ୍ରା ଉପରେ ଏବେ କରୋନା କଟକଣା ଲାଗିଥିବାରୁ ମାଲକାନଗିରି ସମେତ ପଡୋଶୀ ରାଜ୍ୟର ଅଗଣିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବିଶେଷ କରି ୨୩ ତାରିଖ ଠାରୁ ୩୧ ତାରିଖ ଯାଏଁ ନାଇଟ୍ କର୍ଫ୍ୟୁ ଲାଗିଥିବା ବେଳେContinue reading “ଆରମ୍ଭ ହେଲା ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା । କରୋନା କଟକଣା ପାଇଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ, ନାଇଟ୍ କର୍ଫ୍ୟୁ ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି । “

ପିଇବା ପାଣି ପାଇଁ ରାତି ୪ଟାରୁ ଲମ୍ବା ଲାଇନ । ମହିଳାଙ୍କ ମଧ୍ୟରେ ଠେଲା ପେଲା । ନଜର ଦେଉନି ପ୍ରଶାସନ, ଲୋକେ ହନ୍ତସନ୍ତ ।

କନକ ବ୍ୟୁରୋ : ପିଇବା ପାଣି ପାଇଁ ରାତି ୪ଟାରୁ ଲମ୍ବା ଲାଇନ । ମହିଳାଙ୍କ ମଧ୍ୟରେ ଠେଲା ପେଲା । ୫ବର୍ଷ ତଳେ ୨୫ ଲକ୍ଷ ଟଙ୍କା ବ୍ୟୟରେ ଖୋଳା ଯାଇଥିବା ବୋରିଂ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ । କି ଗାଁରେ ଅଚଳ ହୋଇପଡିଥିବା ନଳକୂପ ଗୁଡିକୁ ସଜାଡୁନାହିଁ ପ୍ରଶାସନ । ତେଣୁ ପାଣି ପାଇଁ ଏଭଳି ସ୍ଥିତି ଉପୁଜୁଛି । ପାଣିକୁ ନେଇ ପ୍ରାୟ ସବୁ ବେଳେ ଚର୍ଚ୍ଚାରେ ଥାଏ କେନ୍ଦ୍ରାପଡା ଜିଲ୍ଲାରContinue reading “ପିଇବା ପାଣି ପାଇଁ ରାତି ୪ଟାରୁ ଲମ୍ବା ଲାଇନ । ମହିଳାଙ୍କ ମଧ୍ୟରେ ଠେଲା ପେଲା । ନଜର ଦେଉନି ପ୍ରଶାସନ, ଲୋକେ ହନ୍ତସନ୍ତ ।”

ବାହାର ରାଜ୍ୟରୁ ମାଲକାନଗିରି ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ । ୭ ଦିନିଆ କ୍ୱାରେଣ୍ଟାଇନ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ।

କନକ ବ୍ୟୁରୋ: ମାନକାନଗିରିରେ କଡାକଡି ହେଲା କଟକଣା । ମାଲକାନଗିରି ପାଇଁ ମାର୍ଗଦର୍ଶିକା ଜାରି କଲା ଜିଲ୍ଲା ପ୍ରଶାସନ । ମାଲକାନଗିରିକୁ ବାହାର ରାଜ୍ୟରୁ ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ । ବାହାର ରାଜ୍ୟ ଫେରନ୍ତାଙ୍କୁ ୭ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧ । ନିର୍ଦ୍ଦେଶାନାମା ଜାରି କଲା ଜିଲ୍ଲା ପ୍ରଶାସନ । ସେପଟେ ଛୁଟିରେ ଗଲେ ଜିଲ୍ଲାସ୍ତରୀୟ ଅଧିକାରୀ ଦେବେ ଗସ୍ତସୂଚୀ । ଏନଫୋର୍ସମେଣ୍ଟ କଡାକଡି ପାଇଁ ତହସିଲଦାର, ବିଡିଓଙ୍କୁ ନିର୍ଦ୍ଦେଶ । ସ୍ୱତନ୍ତ୍ର ଫିଭର କ୍ଲିନିକ ଖୋଲିବାକୁContinue reading “ବାହାର ରାଜ୍ୟରୁ ମାଲକାନଗିରି ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ । ୭ ଦିନିଆ କ୍ୱାରେଣ୍ଟାଇନ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ।”

ବଣ୍ଡାଘାଟିର ଯୋଗରାଣୀ ରଶ୍ମିରେଖା । ଘାଟି ମଣିଷଙ୍କୁ ନିରୋଗ ରଖିବା ପାଇଁ ଯୋଗ ଶିବିର କରି ଦେଉଛନ୍ତି ପ୍ରଶିକ୍ଷଣ ।

କନକ ବ୍ୟୁରୋ : ବଣ୍ଡାଘାଟିର ଯୋଗରାଣୀ । ଆଦିମ ଜନଜାତିର ଲୋକଙ୍କୁ ବ୍ୟାୟାମ ଶିଖାଇ ଚର୍ଚ୍ଚାରେ ବଣ୍ଡାଘାଟିର ରଶ୍ମିରେଖା ପାଣିଗ୍ରାହୀ । ବଣ୍ଡା ମଣିଷଙ୍କୁ ରୋଗମୁକ୍ତ କରିବା ଲାଗି ବ୍ୟାୟାମ ଶିକ୍ଷା ଦେଉଛନ୍ତି ରଶ୍ମି । ଗତ ୬ ମାସ ଧରି ଘାଟି ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡା ବୁଲି ଲୋକଙ୍କୁ ବ୍ୟାୟାମ ସମ୍ପର୍କରେ ସଚେତନତା କରିବା ସହିତ ଯୋଗାଭ୍ୟାସ କରାଉଛନ୍ତି । ବଦଳୁଛି ବଣ୍ଡା ଜନଜାତିଙ୍କ ଜୀବନ ଶୈଳୀ । ବଣ୍ଡାଘାଟର ଯୋଗ ଶିବିର ପରିବର୍ତ୍ତନରContinue reading “ବଣ୍ଡାଘାଟିର ଯୋଗରାଣୀ ରଶ୍ମିରେଖା । ଘାଟି ମଣିଷଙ୍କୁ ନିରୋଗ ରଖିବା ପାଇଁ ଯୋଗ ଶିବିର କରି ଦେଉଛନ୍ତି ପ୍ରଶିକ୍ଷଣ ।”

ଝିଅ ଜନ୍ମପରେ ଖୁସି ହୋଇ ଜହ୍ନରେ ଜାଗା କିଣିଦେଲେ ବାପା । କୁନି ଝିଅକୁ ଚନ୍ଦ୍ରରେ ୧ ଏକର ଜମିର ଉପହାର । ଚର୍ଚ୍ଚାରେ କେନ୍ଦ୍ରାପଡାର ଜଣେ ବାପା…

କନକ ବ୍ୟୁରୋ: ଝିଅ ପାଇଁ ଜହ୍ନରେ ଜାଗା । ଚନ୍ଦ୍ରରେ ଜମି କିଣିଲେ କେନ୍ଦ୍ରାପଡା ଯୁବକ । ଆ ଜହ୍ନମାମୁ ସରଗ ଶଶି… ମୋ ସୁନା ହାତରେ ପଡରେ ଖସି । ଅଝଟ ପିଲାଙ୍କୁ ବୁଝେଇବାକୁ ପିଲାବେଳେ ମାଆ ଆମକୁ ଏମିତି ଗୀତ ଗାଇ ବୁଝାଇଦିଏ । ଜହ୍ନକୁ ମାମୁ କହି ଆମ ମଥାରେ କଳାଟିକା ଲଗାଇଦିଏ । ବୋଧେ ସେଇଥିପାଇଁ ପିଲାବେଳୁ ଜହ୍ନକୁ ନେଇ ଟିକେ ଅଲଗା ଅନୁଭବ ଥାଏ ସମସ୍ତଙ୍କ ମନରେ । ଇଚ୍ଛାContinue reading “ଝିଅ ଜନ୍ମପରେ ଖୁସି ହୋଇ ଜହ୍ନରେ ଜାଗା କିଣିଦେଲେ ବାପା । କୁନି ଝିଅକୁ ଚନ୍ଦ୍ରରେ ୧ ଏକର ଜମିର ଉପହାର । ଚର୍ଚ୍ଚାରେ କେନ୍ଦ୍ରାପଡାର ଜଣେ ବାପା…”

ଗଗନଯାନ ମିଶନ ପାଇଁ ତାଲିମ ଶେଷ କଲେ ୪ ଭାରତୀୟ । ମହାକାଶଚାରୀଙ୍କ ମଧ୍ୟରେ ଅଛନ୍ତି ଓଡିଶାର ନିଖିଳ ରଥ

କନକ ବ୍ୟୁରୋ : ଭାରତର ପ୍ରଥମ  ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ଋଷିଆରେ ତାଲିମ ନେଉଥିବା ୪ ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ଶେଷ ହୋଇଛି । ଏ ସମ୍ପର୍କରେ ଋଷିଆ ପକ୍ଷରୁ ସରକାରୀଭାବେ ସୂଚନା ଦିଆଯାଇଛି ।ଏହି ୪ ସମ୍ଭାବ୍ୟ ମହାକାଶଚାରୀଙ୍କ ମଧ୍ୟରେ ଓଡ଼ିଶାର ନିଖିଳ ରଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ଗଗନଯାନ ମାଧ୍ୟମରେ ମହାକାଶକୁ ପଠାଯିବ । ଏହି ପାଇଲଟମାନେ ଋଷିଆର ରାଷ୍ଟ୍ରାୟତ୍ତ ମହାକାଶ ସଂସ୍ଥା ରସକସମସରେContinue reading “ଗଗନଯାନ ମିଶନ ପାଇଁ ତାଲିମ ଶେଷ କଲେ ୪ ଭାରତୀୟ । ମହାକାଶଚାରୀଙ୍କ ମଧ୍ୟରେ ଅଛନ୍ତି ଓଡିଶାର ନିଖିଳ ରଥ”

ଦେଶ ମାତୃକା ପାଇଁ ଜୀବନକୁ ବଳିଦାନ ଦେଇଥିଲେ ଭଗତ ସିଂ । ହସି ହସି ଚଢିଥିଲେ ଫାଶୀ ଖୁଣ୍ଟ…

କନକ ବ୍ୟୁରୋ: ସରଫରୋସି କି ତମନ୍ନା ଅବ ହମାରେ ଦିଲ ମେଁ ହୈ, ଦେଖ ନା ହେ ଜୋର କିତନା ବାଜୁ-ଏ-କାତିଲ ମେଁ ହୈ,… ବନ୍ଦେ ମାତରମ, ବନ୍ଦେ ମାତରମ, ବନ୍ଦେ ମାତରମ… ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ସେହି ବୀର ସ୍ୱାଧିନତା ସଂଗ୍ରାମୀ ହେଉଛନ୍ତି ସହିଦ ଭଗତ ସିଂ । ଆଜି ହେଉଛି ସହିଦ ଭଗତContinue reading “ଦେଶ ମାତୃକା ପାଇଁ ଜୀବନକୁ ବଳିଦାନ ଦେଇଥିଲେ ଭଗତ ସିଂ । ହସି ହସି ଚଢିଥିଲେ ଫାଶୀ ଖୁଣ୍ଟ…”

Design a site like this with WordPress.com
Get started