କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା ।

କନକ ବ୍ୟୁରୋ : କରୋନା ଟିକାକରଣକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ଏପ୍ରିଲ ୧ରୁ ଦେଶରେ ୪୫ବର୍ଷ ବୟସରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ଦିଆଯିବ କରୋନ ଟିକା। ଏ ନେଇ ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରିବାକୁ କହିଛନ୍ତି। ବର୍ତ୍ତମାନ ୬୦ବର୍ଷରୁ ଉର୍ଦ୍ଧ୍ବ ଏବଂ ଏକାଧିକ ଗୁରୁତର ଶାରୀରିକ ସମସ୍ୟା ଥିବା ୪୫ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ଜାରିContinue reading “କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା ।”

ବଢୁଥିବା କରେନାକୁ କାବୁ କରିବାକୁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ କରୋନା ଟିକା । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

କନକ ବ୍ୟୁରୋ : ଦେଶରେ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଛି । ଦୈନିକ ଦେଶରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ ଏପ୍ରିଲ ପହିଲାରୁ ଦେଶର ୪୫ ବର୍ଷରୁ ଅଧିକ ବୟସ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏନେଇ ଲୋକମାନେ ପଞ୍ଜିକରଣ କରିବାକୁ ସେ ଆହ୍ୱାନContinue reading “ବଢୁଥିବା କରେନାକୁ କାବୁ କରିବାକୁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ କରୋନା ଟିକା । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର”

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଊପଲକ୍ଷେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା । ନବୀନ କହିଲେ, ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା  ହୋଇଛି ।  ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ କହିଛନ୍ତି,  ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା। ମହାତ୍ମା ଆଠଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ମୁଁ ଖୁସି ଯେ ବିଧାନସଭା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀକୁ ସ୍ମରଣ କରୁଛି। ମହାତ୍ମା ଗାନ୍ଧୀ ଓଡ଼ିଶାରContinue reading “ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଊପଲକ୍ଷେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା । ନବୀନ କହିଲେ, ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।”

ପଞ୍ଜାବରେ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୧ ପ୍ରତିଶତ ୟୁକେ ଷ୍ଟ୍ରେନ । ଯୁବକ ମାନଙ୍କୁ ଟିକା ଦେବାକୁ କେନ୍ଦ୍ରର ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ପଞ୍ଜାବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ କରିଛନ୍ତି କି ରାଜ୍ୟର ଯୁବକ ମାନଙ୍କୁ ଟିକା ଦେବାକୁ ଅନୁମତି ଦିଆଯାଉ । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ରବୀନ ଠୁକରାଲଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଚିନ୍ତାବ୍ୟକ୍ତ କରି କହିଛନ୍ତି କି କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରେ ୮୧ ପ୍ରତିଶତ ୟୁ.କେ ଷ୍ଟ୍ରେନ ବୋଲିContinue reading “ପଞ୍ଜାବରେ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୧ ପ୍ରତିଶତ ୟୁକେ ଷ୍ଟ୍ରେନ । ଯୁବକ ମାନଙ୍କୁ ଟିକା ଦେବାକୁ କେନ୍ଦ୍ରର ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ”

ଏକ୍ସଆଇଏମବିରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ଘଟଣା । ୨୦୪ଜଣଙ୍କ ମଧ୍ୟରୁ ୨୦୧ଜଣଙ୍କ ରିପୋର୍ଟ ନେଗେଟିଭ, ବିଏମସି କମିଶନରଙ୍କ ସୂଚନା

କନକ ବ୍ୟୁରୋ : ଏକ୍ସଆଇଏମବିରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ୨୦୪ଜଣଙ୍କ କରୋନା ଟେଷ୍ଟ  କରାଯାଇଥିଲା । ତେବେ ଆଶ୍ୱସ୍ତିକର ଖବର ଏହା ଯେ ୨୦୪ଜଣଙ୍କ ମଧ୍ୟରୁ ୨୦୧ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ  । ବର୍ତମାନ ସ୍ଥିତିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରହିବ ବୋଲି କହିଛନ୍ତି ବିଏମସି କମିଶନର । ଏହାସହ ରାଣ୍ଡମ ଚେକିଂ ଓ ଟେଷ୍ଟିଂContinue reading “ଏକ୍ସଆଇଏମବିରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ଘଟଣା । ୨୦୪ଜଣଙ୍କ ମଧ୍ୟରୁ ୨୦୧ଜଣଙ୍କ ରିପୋର୍ଟ ନେଗେଟିଭ, ବିଏମସି କମିଶନରଙ୍କ ସୂଚନା”

ଅଯୋଦ୍ଧା : ଜାତୀୟ ରାଜପଥ ୨୭ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ୬ ଜଣ ମୃତ, ୨ ଗୁରୁତର

କନକ ବ୍ୟୁରୋ : ଜାତୀୟ ରାଜପଥ ୨୭ ଅଯୋଦ୍ଧା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହି ବସ୍ ଓ ଟ୍ରଲର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂୁଚନା ମୁତାବକ ଏହି ଦୁର୍ଘଟଣା ରୁଦୌଲି କୋତବାଲି ନିକଟ ରୋଜାଗାଓଁ ଓଭରବ୍ର୍ରିଜ୍ ନିକଟରେ ଘଟିଛି । ଏଠାରେ ଗୋଟିଏ ଲାଇନରେ ଦୁଇଟି ବସ୍ ଚାଲୁଥିବା ବେଳେ ହଠାତContinue reading “ଅଯୋଦ୍ଧା : ଜାତୀୟ ରାଜପଥ ୨୭ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ୬ ଜଣ ମୃତ, ୨ ଗୁରୁତର”

ପୁଣେରେ ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ : ଟସ୍ ଜିତି ଇଂଲଣ୍ଡର ଫିଲ୍ଡିଂ ନିଷ୍ପତ୍ତି; ପ୍ରଥମେ ବ୍ୟାଟିଂ କରିବ ଭାରତ

କନକ ବ୍ୟୁରୋ : ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାର ରୋମାଞ୍ଚଭରା ମୁକାବିଲା ପରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ଏକଦିବସୀୟ ଲଢ଼େଇ । ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଗତ ଥର ପରି ଏହି ମ୍ୟାଚରେ ବି ଭାରତ ପ୍ରଥମେ ବ୍ୟାଟିଂ କରିବ । ଏଥର କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧContinue reading “ପୁଣେରେ ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ : ଟସ୍ ଜିତି ଇଂଲଣ୍ଡର ଫିଲ୍ଡିଂ ନିଷ୍ପତ୍ତି; ପ୍ରଥମେ ବ୍ୟାଟିଂ କରିବ ଭାରତ”

ଭୁବନେଶ୍ୱରରେ ଉଦଘାଟିତ ହେଲା ଇଲେକ୍ଟ୍ରି ଭେଇକିଲ ଚାର୍ଜିଂ ପଏଣ୍ଟ୍ : ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟରେ ୧୨ ଟି ଚାର୍ଜିଂ ପଏଣ୍ଟ୍ ଲଗାଯିବ

କନକ ବ୍ୟୁରୋ : ଭୂବନେଶ୍ୱରରେ ଉଦଘାଟିତ ହେଲା ଇଲେକ୍ଟ୍ରି ଭେଇକିଲ ଚାର୍ଜିଂ ପଏଂଟ । ଭୁବନେଶ୍ୱରର ଲୁଇସ୍ ରୋଡ ସ୍ଥିତ ଡିଅନ୍ ଅଟୋମାଟିକରେ ଏହାକୁ ଆରମ୍ଭ କରାଯାଇଛି । ଆଗାମୀ ଏପ୍ରିଲ ଶେଷ ସୁଦ୍ଧା ସାରା ରାଜ୍ୟରେ ୧୨ଟି ଚାର୍ଜିଂ ପଏଂଟ ଲଗାଯିବ ବୋଲି କୁହାଯାଇଛି । ଏହି ଚାର୍ଜିଂ ପଏଂଟରେ ଗୋଟିଏ ଘଂଟାରେ ଗାଡିର ବ୍ୟାଟେରୀ ଚାର୍ଜ ହୋଇପାରିବ । ଥରେ ବ୍ୟାଟେରୀ ଫୁଲ ଚାର୍ଜ ହୋଇଗଲେ ୩୨୦ କିମି ପର୍ଯ୍ୟନ୍ତ ଚାଲିବ । ନୂଆContinue reading “ଭୁବନେଶ୍ୱରରେ ଉଦଘାଟିତ ହେଲା ଇଲେକ୍ଟ୍ରି ଭେଇକିଲ ଚାର୍ଜିଂ ପଏଣ୍ଟ୍ : ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟରେ ୧୨ ଟି ଚାର୍ଜିଂ ପଏଣ୍ଟ୍ ଲଗାଯିବ”

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ, ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ, ସର୍ବସମ୍ମତି କ୍ରମେ ହେଲା ପାରିତ ।

କନକ ବ୍ୟୁରୋ : ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଭେଟି । ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ । ନବୀନ ବିଧାନସଭାରେ ଏହି ସଂକଳ୍ପ ଆଣିଥିବା ବେଳେContinue reading “ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ, ବିଧାନସଭାରେ ସଂକଳ୍ପ ଆଣିଲେ ମୁଖ୍ୟମନ୍ତ୍ରୀ, ସର୍ବସମ୍ମତି କ୍ରମେ ହେଲା ପାରିତ ।”

ରାଜଧାନୀ ରାସ୍ତାରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା : ଦୁଇ ଜଣଙ୍କ ଭିତରେ ଝଗଡା ପରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

କନକ ବ୍ୟୁରୋ : ପ୍ରେମିକ-ପ୍ରେମିକାଙ୍କ ଭିତରେ ପ୍ରାୟତଃ ମନୋମାଳିନ୍ୟ ଦେଖାଯାଏ । ରାଗ, ରୁଶା, ମାନ, ଅଭିମାନ ପ୍ରେମ ଭିତରେ ବାରମ୍ବାର ଆସେ । ହେଲେ ସେହି ରାଗ ରୁଶା ଯେତେବେଳେ ରାଜଧାନୀ ରାଜ ରାସ୍ତାରେ ଚାଲେ, ଏବଂ ଆତ୍ମହତ୍ୟା ଭଳି ଉଦ୍ୟମ ହୁଏ ତାହା ଖବର ପାଲଟିଯାଏ । ସୂଚନାନୁସାରେ, ଗତକାଲି ରାଜଧାନୀ ରାଜରାସ୍ତାରେ ହୋଇଥିବା ଏହିଭଳି ଏକ ହାଇଡ୍ରାମା । ଭୁବନେଶ୍ୱର ବରମୁଣ୍ଡାରୁ ଭରତପୁର ଯାଇଥିବା ରାସ୍ତାର ଜଗନ୍ନାଥ ବିହାର ଅଂଚଳରେ ଏକ ପ୍ରେମୀContinue reading “ରାଜଧାନୀ ରାସ୍ତାରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା : ଦୁଇ ଜଣଙ୍କ ଭିତରେ ଝଗଡା ପରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ”

Design a site like this with WordPress.com
Get started