କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ୍ ଦେଲେ ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବାହାର ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଉଛି । ତେଣୁ ଆମକୁ ସଚେତନ ହେବାକୁ ପଡିବ । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ନିତ୍ୟନ୍ତ ଆବଶ୍ୟକ । ଏହା ସହିତ ନିୟମିତ ହାତ ସାନିଟାଇଜ୍ କରିବା ମଧ୍ୟ ଆବଶ୍ୟକ । ଆପଣଙ୍କ ଘର କିମ୍ବାContinue reading “କରୋନା ସଂକ୍ରମଣ ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ଆହ୍ୱାନ୍ । ସତର୍କ ନରହିଲେ ସରକାର ବି କିଛି କରିପାରିବେନି”
Author Archives: Raghaba
ଭୁବନେଶ୍ୱରରେ ସ୍ତ୍ରୀକୁ ନିର୍ଯାତନା ଦେଇ ସ୍ୱାମୀ ଗିରଫ : ମାଡ ମାରିବା ସହ ଦେହ ବ୍ୟବସାୟ ପାଇଁ ବାଧ୍ୟ କରୁଥିବା ଅଭିଯୋଗ
କନକ ବ୍ୟୁରୋ : ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିବା ସହ ଘରେ ବନ୍ଦ କରି ମାଡ଼ ମାରିବା ଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଥାନା ଅଂଚଳରୁ । ଅଧିକ ଆୟ କରିବା ଲୋଭରେ ସ୍ତ୍ରୀକୁ ଦେହ ବ୍ୟବସାୟ କରିବା ପାଇଁ ସ୍ୱାମୀ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏପରିକି ଦେହ ବ୍ୟବସାୟ ପାଇଁ ସ୍ତ୍ରୀ ରାଜି ନହେବାରୁ ସ୍ୱାମୀର ଅତ୍ୟାଚାରର ସବୁ ସୀମା ଟପିଯାଇଛିContinue reading “ଭୁବନେଶ୍ୱରରେ ସ୍ତ୍ରୀକୁ ନିର୍ଯାତନା ଦେଇ ସ୍ୱାମୀ ଗିରଫ : ମାଡ ମାରିବା ସହ ଦେହ ବ୍ୟବସାୟ ପାଇଁ ବାଧ୍ୟ କରୁଥିବା ଅଭିଯୋଗ”
କଟକ ଜିଲ୍ଲା ନିଆଳି ଅଂଚଳରେ ପରିବା ଚାଷୀଙ୍କ ମୁଣ୍ଡରେ ଚଡକ : ଉତ୍ପାଦନ ପରେ ଅଭାବି ବିକ୍ରିର ସମ୍ମୁଖୀନ ହୋଇଛନ୍ତି ଚାଷୀ
କନକ ବ୍ୟୁରୋ : ନିଆଳି ଅଂଚଳରେ ବିଲରେ ଷଢୁଛି ଟ୍ରକ ଟ୍ରକ ପରିବା । କଖାରୁରୁ ଆରମ୍ଭ କରି ଟମାଟୋ ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କେଉଁଠି ଘରେ ପଡି ରହି ଟ୍ରକ ଟ୍ରକ କଖାରୁ ନଷ୍ଟ ହେବାକୁ ବସିଲାଣି, ତ କେଉଁଠି ବିଲରେ ଟ୍ରକ ଟ୍ରକ ଟମାଟୋ ପଚିଷଢି ଗଲାଣି । ମାଟି ସହିତ ମାଟି ହୋଇ ଚାଷୀ ଏହି ଫସଲ ଉପୁଜାଇଥିଲା । ଆଶା ଥିଲା କରୋନା କାଳରେ ଭଲContinue reading “କଟକ ଜିଲ୍ଲା ନିଆଳି ଅଂଚଳରେ ପରିବା ଚାଷୀଙ୍କ ମୁଣ୍ଡରେ ଚଡକ : ଉତ୍ପାଦନ ପରେ ଅଭାବି ବିକ୍ରିର ସମ୍ମୁଖୀନ ହୋଇଛନ୍ତି ଚାଷୀ”
ଲୋନ ମୋରାଟୋରିୟମ୍ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଫଇସଲା । ଆଉ ବଢିବ ନାହିଁ ଲୋନ ମୋରାଟୋରିୟମ ଅବଧି
କନକ ବ୍ୟୁରୋ : କିଛିଦିନର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଲୋନ ମୋରାଟୋରିୟମକୁ ନେଇ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ସମସ୍ତ ପ୍ରକାର ରିହାତି ଛାଡ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ଆସିବା ପରେ ବ୍ୟାଙ୍କଗୁଡିକୁ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ପୁରା ରିହାତି ଛାଡ କରିବାକୁ କୋର୍ଟରେ ଆବେଦନ କରିଥିବା ବଡ ବଡ ଶିଳ୍ପପତି ଓ ରିଅଲ ଇଷ୍ଟେଟ୍ କମ୍ପାନୀଗୁଡିକୁ ଶକ୍ତ ଧକ୍କା ଲାଗିଛି । ଏହି ମାମଲାର ଶୁଣାଣିContinue reading “ଲୋନ ମୋରାଟୋରିୟମ୍ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଫଇସଲା । ଆଉ ବଢିବ ନାହିଁ ଲୋନ ମୋରାଟୋରିୟମ ଅବଧି”
ବିଧାନସଭାରେ ଗାନ୍ଧୀ ଚର୍ଚ୍ଚା : ବିରୋଧୀ ଦଳ ନେତା କହିଲେ, ବନ୍ଦ ହେଉ ମଦର ମାତ୍ରାଧିକ ବ୍ୟବହାର
କନକ ବ୍ୟୁରୋ : ବିଧାନସଭାରେ ଚାଲିଛି ଗାନ୍ଧୀ ଚର୍ଚ୍ଚା । ମହାତ୍ମା ଗାନ୍ଧୀ ଓଡ଼ିଶା ଆସିବା ଅବସରରେ ଇତିହାସରେ କ’ଣ ଘଟିଥିଲା ତାକୁ ଉପସ୍ଥାପନ କରିବା ଯେତିକି ଜରୁରୀ,ତାଙ୍କ ନୀତି ଓ ବିଚାରକୁ ଆମେ କେତେ ଦୂର ପାଳନ କରୁଛେ ତାର ତର୍ଜମା କରିବାର ଆବଶ୍ୟକତା ରହିଛି । ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିବୃତି ରଖି ଗାନ୍ଧୀଜିଙ୍କ ବାବଦରେ ଏହି ଭଳି ମତ ରଖିଛନ୍ତି । ବିବୃତିରେ ୩ଟି ପ୍ରସଙ୍ଗ ଉଠାଇଛନ୍ତି ।Continue reading “ବିଧାନସଭାରେ ଗାନ୍ଧୀ ଚର୍ଚ୍ଚା : ବିରୋଧୀ ଦଳ ନେତା କହିଲେ, ବନ୍ଦ ହେଉ ମଦର ମାତ୍ରାଧିକ ବ୍ୟବହାର”
ଆସାମ ପାଇଁ ବିଜେପି ଘୋଷଣା କଲା ନିର୍ବାଚନୀ ଇସ୍ତାହାର । ସଠିକ୍ ଢଙ୍ଗରେ ଲାଗୁହେବ ଏନଆରସି । ୨ ଲକ୍ଷ ଯୁବକଙ୍କୁ ନିଯୁକ୍ତି । ଆଦିବାସୀଙ୍କ ପୂଜାସ୍ଥଳୀର ପୁର୍ନଉଦ୍ଧାର
କନକ ବ୍ୟୁରୋ : ଆସାମ ନିର୍ବାଚନ ପୂର୍ବରୁ ରାଜ୍ୟ ପାଇଁ ବିଜେପି ତରଫରୁ ଘୋଷଣାପତ୍ର ଜାରି କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର, ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଓ ରାଜ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି । Citizenship Amendment Act (CAA) has been passed by the Parliament and it is to be implemented, itContinue reading “ଆସାମ ପାଇଁ ବିଜେପି ଘୋଷଣା କଲା ନିର୍ବାଚନୀ ଇସ୍ତାହାର । ସଠିକ୍ ଢଙ୍ଗରେ ଲାଗୁହେବ ଏନଆରସି । ୨ ଲକ୍ଷ ଯୁବକଙ୍କୁ ନିଯୁକ୍ତି । ଆଦିବାସୀଙ୍କ ପୂଜାସ୍ଥଳୀର ପୁର୍ନଉଦ୍ଧାର”
ଦେଶରେ ବଢିଲା କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା : ୨୪ଘଣ୍ଟାରେ ୪୦ ହଜାର ୭୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୯ ମୃତ
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ ୧୯୯ ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ସଂକ୍ରମିତକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଛି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାଣ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଏବେ ବିContinue reading “ଦେଶରେ ବଢିଲା କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା : ୨୪ଘଣ୍ଟାରେ ୪୦ ହଜାର ୭୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୯ ମୃତ”
କାକଟପୁର ମଙ୍ଗଳାଙ୍କ ଚୈତ୍ର ଯାତ୍ରାକୁ ନେଇ ଆଶା ଆଶଙ୍କାରେ ଭକ୍ତ ଓ ସେବାୟତ : କରୋନା ସଂକ୍ରମଣ ବଢୁଥିବାରୁ ଯାତ୍ରା ହେବା ନେଇ ସନ୍ଦେହ
କନକ ବ୍ୟୁରୋ : ଚଳିତ ମାସ ୩୦ ତାରିଖରେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁରର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଆଉ ମାତ୍ର ୮ ଦିନ ବାକି । କୋରନା ଯୋଗୁଁ ୧୦ ମାସ ଧରି ମନ୍ଦିର ବନ୍ଦ ରହିଥିଲା । ଏବେ ୨ ମାସ ହେବ ମନ୍ଦିର ଖୋଲିଛି । ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ପ୍ରବଳ ଭିଡ ହେଉଛି । ମା’ଙ୍କ ଚୈତ୍ର ପର୍ବରେ ୫ଟି ମଙ୍ଗଳବାରContinue reading “କାକଟପୁର ମଙ୍ଗଳାଙ୍କ ଚୈତ୍ର ଯାତ୍ରାକୁ ନେଇ ଆଶା ଆଶଙ୍କାରେ ଭକ୍ତ ଓ ସେବାୟତ : କରୋନା ସଂକ୍ରମଣ ବଢୁଥିବାରୁ ଯାତ୍ରା ହେବା ନେଇ ସନ୍ଦେହ”
ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧୩ ପଜିଟିଭ୍ ଚିହ୍ନଟ । ସଂଗରୋଧରୁ ୬୭, ସ୍ଥାନୀୟ ସଂକ୍ରମଣ ୪୬ ଚିହ୍ନଟ
କନକ ବ୍ୟୁରୋ : ରାଜ୍ୟରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଆଉ ୧୧୩ ପଜିଟିଭ୍ ଚିହ୍ନଟ । ସଂଗରୋଧରୁ ୬୭ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୪୬ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୨୦ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭, ଖୋର୍ଦ୍ଧାରୁ ୧୪, ମୟୁରଭଞ୍ଜରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୯Continue reading “ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧୩ ପଜିଟିଭ୍ ଚିହ୍ନଟ । ସଂଗରୋଧରୁ ୬୭, ସ୍ଥାନୀୟ ସଂକ୍ରମଣ ୪୬ ଚିହ୍ନଟ”
ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ଆଜି ଠାରୁ ନାମାଙ୍କନ କରିପାରିବେ ପ୍ରାର୍ଥୀ ; ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ
କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଆଜି ଠାରୁ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନ ଏପ୍ରିଲ ୩ ରହିଛି । ଏପ୍ରିଲ ୧୭ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁContinue reading “ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ଆଜି ଠାରୁ ନାମାଙ୍କନ କରିପାରିବେ ପ୍ରାର୍ଥୀ ; ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ”