କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦେଖି ଜର୍ମାନୀରେ ବଢିଲା ଲକଡାଉନ୍ । ନୂଆ ସଂକ୍ରମଣ ମାମଲା ମିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଆହୁରି ୪ ସପ୍ତାହ ପାଇଁ ଲକଡାଉନକୁ ବଢାଇ ଦିଆଯାଇଛି । ଫଳରେ ଆଗାମୀ ଏପ୍ରିଲ୍ ୧୮ ତାରିଖ ଯାଏଁ ସାରାଦେଶରେ ଲକଡାଉନ ଘୋଷଣା କରିଛନ୍ତି ଚାନସେଲର ଆଂଜେଲା ମର୍କେଲ । ଏଥିସହ ଲକଡାଉନ ନିୟମକୁ ମଧ୍ୟ କଡା କରିବାକୁ ଚିନ୍ତା କରୁଛନ୍ତି ଜର୍ମାନୀ ସରକାର । Germany extends its lockdownContinue reading “ଜର୍ମାନୀରେ ଏପ୍ରିଲ୍ ୧୮ ଯାଏଁ ବଢିଲା ଲକଡାଉନ୍ : ୧୬ଟି ରାଜ୍ୟରେ ସ୍ଥିତି ସାଂଘାତିକ ହେବା ପରେ ନିଷ୍ପତ୍ତି ନେଲେ ଚାନସେଲର ଆଂଜେଲା ମର୍କେଲ”
Author Archives: Raghaba
ଘଟଗାଁରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୪ ସ୍ଥାନରେ ଚଢାଉ
କନକ ବ୍ୟୁରୋ : କେନ୍ଦୁଝରରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ । କେନ୍ଦୁଝର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢାଉ ହୋଇଛି । ଜିଆରଏସଙ୍କ ବାସଭବନ, ଅଫିସ, ଘଟଗାଁ ସ୍ଥିତ ହୋଟେଲ ସାବିତ୍ରୀ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜିଆରଏସଙ୍କ ସ୍ୱାମୀ ବିଜେଡିର ଜଣେ ନେତା ସହିତ ଘସିପୁରା ବିଧାୟକଙ୍କ ନିକଟତର ବୋଲି ଚର୍ଚ୍ଚା ହେଉଛି । from Kanak NewsContinue reading “ଘଟଗାଁରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୪ ସ୍ଥାନରେ ଚଢାଉ “
କୋଟିପତି ଭିକାରିଙ୍କ ସୌକିନ୍ ଲାଇଫଷ୍ଟାଇଲ୍ । ଆଲିସାନ୍ ବଙ୍ଗଳାରେ ରୁହନ୍ତି… ଦାମୀ ପୋଷାକ ପିନ୍ଧନ୍ତି
ଭିକ ମାଗି କିଏ କୋଟିପତି ହେବା କଥା ଶୁଣିଛନ୍ତି କି, ଦେଶରେ ଏମିତି ଭିକାରି ଅଛନ୍ତି ଯେଉଁମାନେ ଭିକ ମାଗି ବେଶ ବିଳାଶବେଶନରେ ଦିନ କାଟୁଛନ୍ତି । ମୁମ୍ବାଇରେ ଭିକାରିଙ୍କ ସ˚ଖ୍ୟା ତିନି ଲକ୍ଷରୁ ଅଧିକ ଏବ˚ ସେମାନଙ୍କର ବାର୍ଷିକ ଆୟ ଶତାଧିକ କୋଟି ଟଙ୍କା। ଏଠାରେ ଅଛନ୍ତି ବହୁ ଶ୍ରେଣୀର ଭିକାରି। କେବଳ ଭିକ୍ଷାବୃତ୍ତିରୁ ଅଧିକା˚ଶଙ୍କର ମାସିକ ଆୟ ଅନ୍ୟୂନ କୋଡ଼ିଏ ହଜାର। ସେମାନଙ୍କ ପାଇଁ ଭିକ୍ଷାବୃତ୍ତି ହେଉଛି, ଉପାର୍ଜନର ସର୍ବଶ୍ରେଷ୍ଠ ପନ୍ଥା। କେତେକ ଗ୍ୟାଙ୍ଗ୍Continue reading “କୋଟିପତି ଭିକାରିଙ୍କ ସୌକିନ୍ ଲାଇଫଷ୍ଟାଇଲ୍ । ଆଲିସାନ୍ ବଙ୍ଗଳାରେ ରୁହନ୍ତି… ଦାମୀ ପୋଷାକ ପିନ୍ଧନ୍ତି”
ଆଜି ଠାରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ : ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍
କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହେଉଛି ଦିନିକିଆ ସିରିଜ । ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ଆଜି ପୁଣେରେ ଖେଳାଯିବ । ଅପରାହ୍ନ ସାଢେ ଗୋଟାଏ ସମୟରେ ଆରମ୍ଭ ହେବ ଏହି ମ୍ୟାଚ । ଟେଷ୍ଟ ଓ ଟି ୨୦ ସିରିଜରେ ରୋମାଂଚକର ମୁକାବିଲା ଭିତରେ ସିରିଜ କବଜା କରିନେଇଥିଲା ଭାରତ । ତେଣୁ ଦିନିକିଆ ସିରିଜରେ ଜୋରଦାର ଟକ୍କର ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତିContinue reading “ଆଜି ଠାରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ : ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍”
କୋଭିସିଲ୍ଡ ଡୋଜ୍ ଅବଧି ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ : ୨୮ ଦିନ ବଦଳରେ ୬ରୁ ୮ ସପ୍ତାହ କରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : କୋଭିସିଲ୍ଡ ଟିକା ଡୋଜ୍ ଅବଧି ବଢାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କୋଭିସିଲ୍ଡ ଟିକା ଡୋଜ୍ ମଧ୍ୟରେ ଅବଧିକୁ ୨୮ ଦିନ ପରିବର୍ତ୍ତେ ୬ରୁ ୮ ସପ୍ତାହ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଆମ ଦେଶରେ କୋଭିସିଲଡ୍ ଏବଂ କୋଭାକ୍ସିନ୍ ଦୁଇଟି କରୋନା ଟିକା ଦିଆଯାଉଛି । ଏହି ଦୁଇଟି ଟିକାର ପ୍ରଥମ ଡୋଜ୍ ନେବାର ୨୮ ଦିନContinue reading “କୋଭିସିଲ୍ଡ ଡୋଜ୍ ଅବଧି ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ : ୨୮ ଦିନ ବଦଳରେ ୬ରୁ ୮ ସପ୍ତାହ କରିବାକୁ ନିର୍ଦ୍ଦେଶ”
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରରେ ସ୍ଥାପନ ହେଲା ଶୁଭସ୍ତମ୍ଭ । ଏପ୍ରିଲ ୯ରୁ ଆରମ୍ଭ ହେବ ଯାତ୍ରା, କୋଭିଡ୍ ପାଇଁ କଟକଣା ଭିତରେ ଯାତ୍ରା ପାଳନ ପାଇଁ ନିଷ୍ପତି
କନକ ବ୍ୟୁରୋ : ବ୍ରହ୍ମପୁରରେ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ମଧ୍ୟରାତ୍ରିରେ ଶୁଭଖୁଂଟି ସ୍ଥାପନ କରାଯାଇଛି । ପରମ୍ପରା ଅନୁସାରେ ମାଙ୍କ ପୂଜାର୍ଚ୍ଚନା କରାଯିବା ପରେ ଶୁଭଖୁଂଟି ସ୍ଥାପନ ହୋଇଛି । ଠାକୁରାଣୀ ଯାତ୍ରା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟ୍ୟାୟରେ ୭ ଦିନ ପାଇଁ ଯାତ୍ରାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି । ପରେ ଏହି ତାରିଖକୁ ବଢାଯିବା ସମ୍ଭାବନା ରହିଛି । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାContinue reading “ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରରେ ସ୍ଥାପନ ହେଲା ଶୁଭସ୍ତମ୍ଭ । ଏପ୍ରିଲ ୯ରୁ ଆରମ୍ଭ ହେବ ଯାତ୍ରା, କୋଭିଡ୍ ପାଇଁ କଟକଣା ଭିତରେ ଯାତ୍ରା ପାଳନ ପାଇଁ ନିଷ୍ପତି “
ସମ୍ବଲପୁରରେ ଟମାଟୋର ଅଭାବୀ ବିକ୍ରି : ମିଳୁନି ଉଚିତ ଦାମ, ବିଲ ଛାଡି ଦେଉଛି ଚାଷୀ
କନକ ବ୍ୟୁରୋ : ସୁନ୍ଦରଗଡ଼ ପରେ ସମ୍ବଲପୁର ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରି । ଜିଲ୍ଲାରେ ଟମାଟୋ ଚାଷୀଙ୍କ ସ୍ଥିତି ସଂଗୀନ ହେବାରେ ଲାଗିଛି । କେଜି ପ୍ରତି ମାତ୍ର ୨ ଟଙ୍କା ଦରରେ ଟମାଟୋ ଦେବାକୁ କହୁଛନ୍ତି ବ୍ୟବସାୟୀ । ଫଳରେ ଏକର ଏକର ଚାଷ କରି ଭଲ ଦିପଇସା କମାଇବାକୁ ଆଶା କରିଥିବା ଚାଷୀ ହତାଶ ହୋଇଛନ୍ତି । ଏତିକି ଟଙ୍କାରେ ଟମାଟୋ ବିକିଲେ ତୋଳିବା ଖର୍ଚ୍ଚ ମଧ୍ୟ ଉଠୁନି । ତେଣୁ ଟମାଟୋContinue reading “ସମ୍ବଲପୁରରେ ଟମାଟୋର ଅଭାବୀ ବିକ୍ରି : ମିଳୁନି ଉଚିତ ଦାମ, ବିଲ ଛାଡି ଦେଉଛି ଚାଷୀ”
ଫୁଲବାଣୀରେ ପହଂଚିଲା ଜଗା : କଟକ ଏସସିବିରୁ ଡିସଚାର୍ଜ ହେବା ପରେ ଆମ୍ବୁଲାନ୍ସରେ ଫୁଲବାଣୀ ନେଇଥିଲା ୨ ଜଣିଆ ଡ଼ାକ୍ତରୀ ଟିମ୍
କନକ ବ୍ୟୁରୋ : ଫୁଲବାଣୀ ଗଲା ଜଗା । ଏସସିବିରୁ ଡ଼ିସଚାର୍ଜ ହୋଇ ଫୁଲବାଣୀ ଯାଇଛି ଜଗା । ୨ଜଣିଆ ଡ଼ାକ୍ତରୀ ଟିମ୍ ଜଗାକୁ ନେଇ ଫୁଲବାଣୀରେ ପଂହଚିଛନ୍ତି । ଏବେ ଫୁଲବାଣୀ ମେଡ଼ିକାଲର ସ୍ୱତନ୍ତ୍ର କ୍ୟାବିନରେ ରହିବ ଜଗା । ୧୦୮ ଆମ୍ବୁଲାନ୍ସରେ ସ୍ୱତନ୍ତ୍ର ଡ଼ାକ୍ତରୀ ଟିମ ସହ କନ୍ଧମାଳ ଯାଇଛି । କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କ ଅସ୍ତ୍ରୋପଚାର ନେଇ ରାଜ୍ୟ ଖୁବ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଦିଲ୍ଲୀContinue reading “ଫୁଲବାଣୀରେ ପହଂଚିଲା ଜଗା : କଟକ ଏସସିବିରୁ ଡିସଚାର୍ଜ ହେବା ପରେ ଆମ୍ବୁଲାନ୍ସରେ ଫୁଲବାଣୀ ନେଇଥିଲା ୨ ଜଣିଆ ଡ଼ାକ୍ତରୀ ଟିମ୍”
ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ପୁରିଲା ଶହେ ବର୍ଷ : ଓଡ଼ିଶା ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା
କନକ ବ୍ୟୁରୋ : ଆଜି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂରଣ ହୋଇଛି । ପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏହି ଉପଲକ୍ଷେ ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସକାଳ ସାଢ଼େ ୧୦ରୁ ସାଢ଼େ ଗୋଟିଏ ପର୍ଯ୍ୟନ୍ତ ଏହି ଆଲୋଚନା ହେବ । ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନାContinue reading “ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ପୁରିଲା ଶହେ ବର୍ଷ : ଓଡ଼ିଶା ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା”
ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପିମାନଙ୍କ ସହ ଚର୍ଚ୍ଚା କରିବେ ନବୀନ
କନକ ବ୍ୟୁରୋ : ଗତ ୪ ଦିନ ହେଲା କରୋନା ମିଟର ଉପରମୁହାଁ ହେବା ପ୍ରଶାସନର ଚିନ୍ତା ବଢ଼ାଇଛି । ଆଜି ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଗୋଟିଏ ଦିନରେ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ମୁଣ୍ଡ ବିନ୍ଧାର କାରଣ ହୋଇଛି । ଜାନୁଆରୀ ୨୩ରେ ୧୫୦ ନୂଆ ମାମଲା ଆସିଥିଲା । ଦୁଇ ମାସ ପରେ ପୁଣି ଥରେ କରୋନା ଗ୍ରାଫ୍ ଉପରକୁ ଉଠିଛି । ଭୁବନେଶ୍ୱର ଓ କଟକରେContinue reading “ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପିମାନଙ୍କ ସହ ଚର୍ଚ୍ଚା କରିବେ ନବୀନ “