କନକ ବ୍ୟୁରୋ : ମାଲକାନଗିରିରେ ଆଜିଠାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଜିଲ୍ଲାରେ କୌଣସି ସକ୍ରିୟ ମାମଲା ନଥିବା ବେଳେ ହଠାତ ଏହି ପଦକ୍ଷେପ ନେଇଛି ମାଲକାନଗିରି ପ୍ରଶାସନ । ବଡଯାତ୍ରାକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ଏହି ନାଇଟକର୍ଫ୍ୟୁ ବଳବତର ରହିବ । ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟକର୍ଫ୍ୟୁ ଜାରି କରାଯାଇଛି । ଅତ୍ୟାବଶ୍ୟକ ସେବାକୁ ବାଦଦେଲେ ଏହି ସମୟ ମଧ୍ୟରେ ଲୋକଙ୍କContinue reading “ଆଜିଠାରୁ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ : ରାତି ୯ଟାରୁ ସକାଳ ୬ଟା ଯାଏଁ କଟକଣା, ୩୧ ତାରିଖ ଯାଏଁ ରହିବ କର୍ଫ୍ୟୁ”
Author Archives: Raghaba
ଆସାମରେ ରାହୁଲଙ୍କୁ ଟାର୍ଗେଟ କଲେ ଅମିତ ଶାହ । କହିଲେ, ରାହୁଲଙ୍କ ଆସାମ ଗସ୍ତ ପିକନିକ୍ ସହ ସମାନ ।
କନକ ବ୍ୟୁରୋ: ଆସାମର ଧୀମାଜିରେ ଆୟୋଜିତ ରାଲିକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ । ଶାହା କହିଛନ୍ତି ରାହୁଲ ଗାନ୍ଧୀ ଆସାମ ଗସ୍ତ କରିବା ତାଙ୍କ ପାଇଁ ପିକନିକରେ ଆସିବ ସହ ସମାନ । କାରଣ କଂଗ୍ରେସ ଶାସନ ସମୟରେ ଏଠାରେ ଚା ବଗିଚାର ଶ୍ରମିକଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏହାସହ କଂଗ୍ରେସ ଶାସନ କାଳରେ ଆସାମରେ ହିଂସା,ଅପରାଧ ଓ ଅଶାନ୍ତି ଦେଖିବାକୁ ମିଳିଥିଲା । କିନ୍ତୁ ଗତ ୫ବର୍ଷ ହେବContinue reading “ଆସାମରେ ରାହୁଲଙ୍କୁ ଟାର୍ଗେଟ କଲେ ଅମିତ ଶାହ । କହିଲେ, ରାହୁଲଙ୍କ ଆସାମ ଗସ୍ତ ପିକନିକ୍ ସହ ସମାନ ।”
ତେଲେଙ୍ଗାନାରେ ବଡ ଦୁର୍ଘଟଣା । କବାଡି ଚାମ୍ପିୟନସିପରେ ଲୋକଙ୍କ ଉପରେ ଭାଙ୍ଗି ପଡିଲା ଗ୍ୟାଲେରୀ । ଶତାଧିକ ଆହତ ସୂଚନା
କନକ ବ୍ୟୁରୋ: ଆଜି ତେଲେଙ୍ଗାନାର ସୂର୍ଯ୍ୟପେଟରେ ଚାଲିଥିବା ୪୭ତମ କନିଷ୍ଠ ଜାତୀୟ କବାଡି ଚାମ୍ପିଅନସିପରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପଡ଼ିଆରେ ଲଗାଯାଇଥିବା ଏକ ବଡ଼ ଷ୍ଟାଣ୍ଡ ବସିଥିବା ଲୋକଙ୍କ ଉପରେ ଖସିପଡ଼ିବାରୁ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଦୁର୍ଘଟଣା ପରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। Telangana: Several injured after audience gallery at National Junior Kabaddi Championship in Suryapet, collapsed todayContinue reading “ତେଲେଙ୍ଗାନାରେ ବଡ ଦୁର୍ଘଟଣା । କବାଡି ଚାମ୍ପିୟନସିପରେ ଲୋକଙ୍କ ଉପରେ ଭାଙ୍ଗି ପଡିଲା ଗ୍ୟାଲେରୀ । ଶତାଧିକ ଆହତ ସୂଚନା”
ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ବଢୁଛି ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ । ଗତ ବର୍ଷ ତୁଳନାରେ ଦୁଇ ଗୁଣା ଅଧିକ ବଢିଛି ।
କନକ ବ୍ୟୁରୋ: ରାଜ୍ୟରେ ବଢୁଛି ଦୁଷ୍କର୍ମ ଭଳି ସଂଗୀନ ଅପରାଧ । ପ୍ରତିଦିନ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହେଉଛି ୮ରୁ ଅଧିକ ଦୁଷ୍କର୍ମ ମାମଲା । ୨୦୧୯ରେ ଯେତିକି ମାମଲା ଦାୟର ହୋଇଥିଲା, ୨୦୨୦ରେ ତାହା ଦୁଇ ଗୁଣରୁ ଅଧିକ ବଢ଼ିଯାଇଛି । ରାଜ୍ୟରେ ଅପରାଧ ନେଇ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଲି୍ଖିତ ଉତ୍ତରରେ ଏପରି ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୨୦୨୦ ମସିହାରେ ରାଜ୍ୟରେ ୨୯Continue reading “ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ବଢୁଛି ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ । ଗତ ବର୍ଷ ତୁଳନାରେ ଦୁଇ ଗୁଣା ଅଧିକ ବଢିଛି ।”
ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ରାଜନୈତିକ ହଇଚଇ । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସପକ୍ଷରେ ବାହାରିଲେ ସଂକଟ ମୋଚକ ଶରଦ ପାୱାର ।
କନକ ବ୍ୟୁରୋ: ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ହଇଚଇ ଖେଳିଯାଇଛି । ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବଟି ଆଦାୟ ଅଭିଯୋଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିିଛି । ଏବେ କଥା ସଂସଦ ଯାଏଁ ପହଂଚିଲାଣି । ଏପଟେ ଅନିଲ ଦେଶମୁଖଙ୍କ ସପକ୍ଷରେ ବାହାରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗରେ ଦମ୍ ନାହିଁ ଏବଂ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।Continue reading “ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ରାଜନୈତିକ ହଇଚଇ । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସପକ୍ଷରେ ବାହାରିଲେ ସଂକଟ ମୋଚକ ଶରଦ ପାୱାର ।”
ବୋଲ ମାନୁନି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ । ସମୟ ଥିବା ବେଳେ ୨୦ଜଣଙ୍କୁ ଜନ୍ମ ନକରି କାହିଁକି ୨ଜଣଙ୍କୁ ଜନ୍ମ କଲେ ବୋଲି ପ୍ରଶ୍ନ କଲେ ତୀରଥ ସିଂ ରାୱତ ।
କନକ ବ୍ୟୁରୋ: ବୋଲ ମାନୁନି ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ । ମୁଖ୍ୟମନ୍ତ୍ରୀ ବନିବା ପରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ତୀରଥ ସିଂ ରାୱତ । ପ୍ରଥମେ ମହିଳା ମାନେ ଫଟା ଜିନ୍ସ ପିନ୍ଧିବା କି ପ୍ରକାର ସଂସ୍କାର ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଆମେରିକୀୟ ମାନେ ଭାରତରେ ୨ ଶହ ବର୍ଷ ଶାସନ କରିବା କଥା କହି ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଏବେ ଆଉContinue reading “ବୋଲ ମାନୁନି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ । ସମୟ ଥିବା ବେଳେ ୨୦ଜଣଙ୍କୁ ଜନ୍ମ ନକରି କାହିଁକି ୨ଜଣଙ୍କୁ ଜନ୍ମ କଲେ ବୋଲି ପ୍ରଶ୍ନ କଲେ ତୀରଥ ସିଂ ରାୱତ ।”
ବାଣ ଭିଡୁଥିବାବେଳେ ଘଟିଲା ଅଘଟଣ । ବିସ୍ଫୋରଣରେ ଉଡିଗଲା ଛାତ । ପରିବାରର ୪ ଲୋକ ଆହତ ।
କନକ ବ୍ୟୁରୋ: ବାଣ ଭିଡୁଥିବାବେଳେ ଘଟିଲା ଅଘଟଣ । ବିସ୍ଫୋରଣରେ ଉଡିଗଲା ଛାତ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ପଙ୍ଗାରସିଂ ଗାଁରେ । ଏହି ଘଟଣାର ପରିବାରର ୪ ଜଣ ଆହତ ହୋଇଛନ୍ତି । ଗାଁର ଶେଖ ସୋରାବ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ବାଣ ଭିଡୁଥିବାବେଳେ ଅସାବଧାନତା କାରଣରୁ ଏହା ଫୁଟିଯାଇଥିଲା । ଯାହା ଫଳରେ ଭୟଙ୍କର ଭାବେ ବିସ୍ଫୋରଣ ଘଟିଥିଲା । ତେବେ ଏଥିରେ ଆହାତ ହୋଇଥିବାContinue reading “ବାଣ ଭିଡୁଥିବାବେଳେ ଘଟିଲା ଅଘଟଣ । ବିସ୍ଫୋରଣରେ ଉଡିଗଲା ଛାତ । ପରିବାରର ୪ ଲୋକ ଆହତ ।”
କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ମାର୍ଚ୍ଚ ତୃତୀୟ ସପ୍ତାହ । ୬୭ ପ୍ରତିଶତ ବଢିଲା ପଜିଟିଭ ମାମଲା ।
କନକ ବ୍ୟୁରୋ: ଗତ କିଛିମାସ ହେଲା ନିୟନ୍ତ୍ରଣକୁ ଆସିଥିବା କରୋନା ପୁଣିଥରେ କାୟା ମେଲାଇବା ଆରମ୍ଭ କରିଛି । ଯାହାର ଚିତ୍ର ଗତ ଗୋଟିଏ ସପ୍ତାହରେ ଦେଖିବାକୁ ମିଳିଛି । ବିଶେଷ କରି ମାର୍ଚ୍ଚ ତୃତୀୟ ସପ୍ତାହକୁ କରୋନା ସଂକ୍ରମଣ ଦୃଷ୍ଟିରୁ ସଂକଟର ସମୟ ବୋଲି କୁହାଯାଉଛି । କାରଣ ଗତ ଗୋଟିଏ ସପ୍ତାହରେ ସାରାଦେଶରେ କରୋନା ସଂକ୍ରମଣ ୬୭ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁ ମାମଲାରେ ମଧ୍ୟ ୪୧ ପ୍ରତିଶତContinue reading “କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ମାର୍ଚ୍ଚ ତୃତୀୟ ସପ୍ତାହ । ୬୭ ପ୍ରତିଶତ ବଢିଲା ପଜିଟିଭ ମାମଲା ।”
ୟୁରୋପୀୟ ଦେଶ ଗୁଡ଼ିକରେ ସଂସ୍କୃତ ଭାଷାକୁ ନେଇ ଚାଲିଛି ଗବେଷଣା । ହେଲେ ଓଡ଼ିଶା ଗଣଶିକ୍ଷା ବିଭାଗ ପାଇଁ ଏହି ଭାଷା ପାଲଟିଯାଇଛି ଏକ ବିକଳ୍ପ
କନକ ବ୍ୟୁରୋ: ୟୁରୋପୀୟ ଦେଶ ଗୁଡ଼ିକରେ ସଂସ୍କୃତ ଭାଷାକୁ ନେଇ ବଡ଼ ବଡ଼ ଗବେଷଣା ଚାଲିଛି । କିନ୍ତୁ ଓଡ଼ିଶାର ଗଣଶିକ୍ଷା ବିଭାଗ ପାଇଁ ଏହି ଭାଷା ବିଷୟ କିନ୍ତୁ ଏକ ବିକଳ୍ପ ପାଲଟି ଯାଇଛି । ନିକଟରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି, ହାଇସ୍କୁଲର ଛାତ୍ରଛାତ୍ରୀ ଯଦି ଚାହିଁବେ, ଧନ୍ଦାମୂଳକ ଶିକ୍ଷାକୁ ତୃତୀୟ ବିଷୟ ଭାବେ ବିକଳ୍ପ ବାଛି ପାରିବେ । ମାର୍ଚ୍ଚ ୧୦ରେ ପ୍ରକାଶ ପାଇଥିବା ବିଜ୍ଞପ୍ତ କୁହାଯାଇଥିଲା ରାଜ୍ୟରContinue reading “ୟୁରୋପୀୟ ଦେଶ ଗୁଡ଼ିକରେ ସଂସ୍କୃତ ଭାଷାକୁ ନେଇ ଚାଲିଛି ଗବେଷଣା । ହେଲେ ଓଡ଼ିଶା ଗଣଶିକ୍ଷା ବିଭାଗ ପାଇଁ ଏହି ଭାଷା ପାଲଟିଯାଇଛି ଏକ ବିକଳ୍ପ”
ବର୍ଷେ ପରେ ପୁଣି ଫେରିଛି ମହାମାରୀ ଭୟ । ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ପୁଣି ହେବ କି ଲକଡାଉନ?
କନକ ବ୍ୟୁରୋ: ଆଜିକୁ ଠିକ ବର୍ଷେ ତଳର ଏହି ଘଟଣାକୁ ନେଇ ସମସ୍ତଙ୍କ ଛାତିରେ ଛନକା ପଶିଥିଲା । ସେଦିନ ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, କିନ୍ତୁ ବିଶ୍ୱ ମହାମାରୀର ଆଶଙ୍କା ମାଡି ଆସୁଥିଲା । ବର୍ଷେ ପରେ ପୁଣି ଥରେ ଫେରିଛି ସେହି ଭୟ । ସବୁଠୁ ଚିନ୍ତାଜନକ କଥା ହେଉଛି, ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ର ୪୫ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ନିକଟରେContinue reading “ବର୍ଷେ ପରେ ପୁଣି ଫେରିଛି ମହାମାରୀ ଭୟ । ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ପୁଣି ହେବ କି ଲକଡାଉନ?”