କନକ ବ୍ୟୁରୋ: ଫିଲ୍ମ ଫେୟାର ଆୱାର୍ଡ ୨୦୨୦ ପାଇଁ ଓଡିଆ ଫିଲ୍ମ ନିର୍ମାତାଙ୍କ ୨ଟି ଫିଲ୍ମ କେଟାଗୋରିରେ ନୋମିନେଟ ହୋଇଛି । ଦୁଇଟି ଫିଲ୍ମ ହେଉଛି ଅନ୍ତର୍ବସ୍ନା ଓ ସୀତା। ଏହି ଦୁଇଟି ଫିଲ୍ମର ନିର୍ମାତା ହେଉଛନ୍ତି ଦୟାନିଧି ଦାହିମା । ଏହି ଓଡ଼ିଆ ଫିଲ୍ମ ନିର୍ମାତା ଦୟାନିଧି ଦାହିମାଙ୍କ ପ୍ରଥମ ଫିଲ୍ମ ନବାବ ମଧ୍ୟ ବିଗତ ବର୍ଷ ଫିଲ୍ମ ଫେୟାର୍ ପାଇଁ ନୋମିନେଟ୍ ହେଇଥିଲା। ଏହା ତାଙ୍କର ଦ୍ୱିତୀୟ ଓ ତୃତୀୟ ଫିଲ୍ମ ଯାହାକି ଫିଲ୍ମContinue reading “ଫିଲ୍ମ ଫେୟାର ଆୱାର୍ଡରେ ଓଡିଆ ଫିଲ୍ମ ନିର୍ମାତାଙ୍କ ସର୍ଟ ଫିଲ୍ମ । ଦୟାନିଧି ଦାହିମାଙ୍କ ନିର୍ମିତ ଅନ୍ତର୍ବାସ୍ନା ଓ ସୀତା ହେଲା ନୋମିନେଟ”
Author Archives: Raghaba
ଆରମ୍ଭ ହେଲା ‘ମୋ କଲେଜ’ ଅଭିଯାନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରାତନ ଛାତ୍ରଙ୍କୁ କଲେଜ ସହ ଯୋଡିବାକୁ ଆରମ୍ଭ ହେଲା ନୂଆ ପ୍ରୟାସ ।
କନକ ବ୍ୟୁରୋ: ଆରମ୍ଭ ହେଲା ମୋ କଲେଜ ଅଭିଯାନ । ମୋ ସ୍କୁଲ ଭଳି ମୋ କଲଜେ ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋ କଲେଜ ଓ ମୋ ୟୁନିଭର୍ସିଟି ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନରେ ୭୫୫ଟି କଲେଜ ସାମିଲ ଥିବା ବେଳେ ଏହା ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ପ୍ଲାଟଫର୍ମ ଦେବ ଏବଂ ସେମାନେ ମୋ ସ୍କୁଲ ଭଳି ମୋ କଲେଜରେ ନିଜ ନିଜContinue reading “ଆରମ୍ଭ ହେଲା ‘ମୋ କଲେଜ’ ଅଭିଯାନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରାତନ ଛାତ୍ରଙ୍କୁ କଲେଜ ସହ ଯୋଡିବାକୁ ଆରମ୍ଭ ହେଲା ନୂଆ ପ୍ରୟାସ ।”
ମମତାଙ୍କ ବାଏ ବାଏ କହିଲେ ଟିଏମସି ନେତା ଶିଶିର ଅଧିକାରୀ । ଅମିତ ଶାହଙ୍କ ଉପସ୍ଥିତିରେ ଧରିଲେ ପଦ୍ମ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖୋଉଛି, ଟିଏମସି ଶିବିରରୁ ନେତାମାନେ ଦଳ ଛାଡି ସେତିକି ବିଜେପିରେ ସାମିଲ ହେଉଛନ୍ତି । ଏହି କ୍ରମରେ ଆଜି ଟିଏମସି ନେତା ତଥା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ ମମତାଙ୍କୁ ବାଏ ବାଏ କହି ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରେ ଯୋଗଦେଇ ସେ ବିଜେପିରେ ସାମିଲ ହୋଇଛନ୍ତି । ଗତ କିଛି ଦିନ ଧରି ଶିଶିର ଅଧିକାରୀ ବିଜେପିରେ ସାମିଲContinue reading “ମମତାଙ୍କ ବାଏ ବାଏ କହିଲେ ଟିଏମସି ନେତା ଶିଶିର ଅଧିକାରୀ । ଅମିତ ଶାହଙ୍କ ଉପସ୍ଥିତିରେ ଧରିଲେ ପଦ୍ମ ।”
ନିଜକୁ ଗଧ କହିବା ଶହ ଶୁଭେନ୍ଦୁ ଅଧିକାରୀଙ୍କୁ ଗଦ୍ଦାର କହିଲେ ମମତା । କହିଲେ ଲୁଟିଛନ୍ତି ୫ ହଜାର କୋଟି । ମେଦିନାପୁରବାସୀଙ୍କ ସହ କରିଛନ୍ତି ପ୍ରତାରଣା
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଜନସଭାକୁ ସମ୍ବୋଧିତ କରି ନିଜକୁ ଗଧ କହିବା ସହ ଶୁଭେନ୍ଦୁ ଅଧିକାରୀଙ୍କ ଗଦ୍ଦାର କହିଛନ୍ତି । ସେ କହିଥିଲେ କି ମୁ ଗୋଟିଏ ଗଧ । ମୁଁ ଜାଣିପାରିଲି ନାହିଁ ପଶ୍ଚିମବଙ୍ଗରେ ବିଜେପି କେମିତି ଏତେ ଆଗକୁ ଚାଲିଗଲା । ସେପଟେ ତୃଣମୂଳ ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିବା ମମତା ସରକାରର ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟContinue reading “ନିଜକୁ ଗଧ କହିବା ଶହ ଶୁଭେନ୍ଦୁ ଅଧିକାରୀଙ୍କୁ ଗଦ୍ଦାର କହିଲେ ମମତା । କହିଲେ ଲୁଟିଛନ୍ତି ୫ ହଜାର କୋଟି । ମେଦିନାପୁରବାସୀଙ୍କ ସହ କରିଛନ୍ତି ପ୍ରତାରଣା”
ରାଉରକେଲାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ, ସୁପର ସ୍ପେଶିଆଲିଟି ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ
କନକ ବ୍ୟୁରୋ: ରାଉରକେଲା ଆଇଜିଏଚରେ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧନ କରି କହିଛନ୍ତି, ସ୍ଥାନୀୟ ଭାଷାରେ ରାଉରକେଲାର ଅର୍ଥ ହେଉଛି ‘ଆପଣଙ୍କ ଗାଁ’ । ମୁଁ ଆଜି ଆପଣଙ୍କ ଗାଁକୁ ଆସିଛି ହସ୍ପିଟାଲ ଉଦଘାଟନ ପାଇଁ । ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦଘାଟନ କରି ମୁଁ ଗର୍ବିତ । ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୃଷ୍ଟି ହେବ । ରାଷ୍ଟ୍ରପତିContinue reading “ରାଉରକେଲାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ, ସୁପର ସ୍ପେଶିଆଲିଟି ହସ୍ପିଟାଲ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ “
ବିଜେପିରେ ସାମିଲ ହେବେ ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ । ଅମିତ ଶାହଙ୍କ ରାଲିରେ ବିଧିବଦ୍ଧ ଭାବେ ଧରିବେ ପଦ୍ମ ।
କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଥିବା ରିପୋର୍ଟକୁ ଆଜି ତୃଣମୂଳ କଂଗ୍ରେସ ସାଂସଦ ତଥା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ ସୁନିଶ୍ଚିତ କରିଛନ୍ତି। ମେଦିିନିପୁରର ସମ୍ମାନ ରକ୍ଷା କରିବା ଲାଗି ଆଗାମୀ ବିଧାନସଭା ନିର୍ବାଚନରେ ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବିପକ୍ଷରେ ଜୋର୍ଦାର ସଂଗ୍ରାମ କରିବେ ବୋଲି କହିଛନ୍ତି। ବିଜେପିରେ ଯୋଗ ଦେଉଛନ୍ତି ବୋଲି ଶୁଣାଯାଉଥିବା କଥାକୁ ଶିଶିର ଅଧିକାରୀ ସ୍ୱୀକାର କରିଛନ୍ତି। ଏଥିସହ ପଶ୍ଚିମବଙ୍ଗର ଆଗ୍ରାରେ ହେବାକୁ ଥିବାContinue reading “ବିଜେପିରେ ସାମିଲ ହେବେ ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ । ଅମିତ ଶାହଙ୍କ ରାଲିରେ ବିଧିବଦ୍ଧ ଭାବେ ଧରିବେ ପଦ୍ମ ।”
ମୋବାଇଲ ଚୋରିକୁ ନେଇ ବଚସା ଓ ଗୋଷ୍ଠୀ ସଂଘର୍ଷରେ ଗଲା ଜଣକର ଜୀବନ । ଅଭିଯୁକ୍ତକୁ ଗିରଫ ଦାବିରେ ଲୋକଙ୍କ ଥାନା ଘେରାଉ ।
କନକ ବ୍ୟୁରୋ: ମୋବାଇଲ ଚୋରିରୁ ମହାଭାରତ । ମୋବାଇଲ ଚୋରିକୁ ନେଇ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷରେ ଯାଇଛି ଜଣକର ଜୀବନ । ସମ୍ବଲପୁର ଓରାମପଡାରେ ଗତରାତିରେ ଘଟିଛି ଏହି ଅଘଟଣ , ଆଉ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଓରାମପଡାର ଗଣେଶ ଓରାମ । ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଶତାଧିକ ପୁରୁଷ ଓ ମହିଳା ଧନୁପାଲି ଥାନାକୁ ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେContinue reading “ମୋବାଇଲ ଚୋରିକୁ ନେଇ ବଚସା ଓ ଗୋଷ୍ଠୀ ସଂଘର୍ଷରେ ଗଲା ଜଣକର ଜୀବନ । ଅଭିଯୁକ୍ତକୁ ଗିରଫ ଦାବିରେ ଲୋକଙ୍କ ଥାନା ଘେରାଉ ।”
ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ହେଲା ଲୋକାର୍ପିତ ।
କନକ ବ୍ୟୁରୋ: ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ହେଲା ଲୋକାର୍ପିତ । ସେଲ ଏବଂ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଇସ୍ପାତ ସ୍ନାତକୋତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲContinue reading “ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ହେଲା ଲୋକାର୍ପିତ ।”
ବିପଦ ବେଳେ ସାମ୍ନାକୁ ଆସିଲେ ମହାରାଷ୍ଟ୍ର ସରକାରଙ୍କ ସଂକଟ ମୋଚକ ଶରଦ ପାୱାର । କହିଲେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗ ସାଂଘାତିକ ।
କନକ ବ୍ୟୁରୋ: ପୂର୍ବତନ ମୁମ୍ବାଇ ପୋଲିସ କମିଶନରଙ୍କ ଏକ ଚିଠି ମହାରାଷ୍ଟ୍ର ସରକାରଙ୍କୁ ସାଂଘାତିକ ସଂକଟ ଭିତରକୁ ଠେଲି ଦେଇଛି । ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ଆଗରେ ଏସୟୁଭି ଗାଡିରୁ ବିସ୍ଫୋରକ ମିଳିବା ଏବଂ ଏହି ମାମଲାରେ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସଂପୃକ୍ତି ପ୍ରଥମରୁ ଅଡୁଆ ସୃଷ୍ଟି କରିଥିଲା । ପୁଣି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠି ଏହି ଅଡୁଆକୁ ଆହୁରି ବଢାଇ ଦେଇଛି ।Continue reading “ବିପଦ ବେଳେ ସାମ୍ନାକୁ ଆସିଲେ ମହାରାଷ୍ଟ୍ର ସରକାରଙ୍କ ସଂକଟ ମୋଚକ ଶରଦ ପାୱାର । କହିଲେ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗ ସାଂଘାତିକ ।”
ପ୍ରଦେଶ ଯୁବ କଂଗ୍ରେସ ସଭାପତି ବିରୋଧରେ ଯୈାନଶୋଷଣ ଅଭିଯୋଗ । ସ୍ମୃତିରଂଜନ କହିଲେ, ଏହା ମୋ ବିରୋଧରେ ଏକ ଚକ୍ରାନ୍ତ ।
କନକ ବ୍ୟୁରୋ: ପ୍ରଦେଶ କଂଗ୍ରେସର ଯୁବ ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଆସାମ ଓ ତ୍ରିପୁରା ଦାୟିତ୍ୱରେ ଥିବାବେଳେ ସ୍ମୃତିରଞ୍ଜନ ଲେଙ୍କା ଅନେକ ଝିଅଙ୍କ ଇଜ୍ଜତ ସହ ଖେଳ ଖେଳିଥିବା ଅଭିଯୋଗ ହୋଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ବାଢିଛନ୍ତି ପ୍ରଦେଶ ଯୁବ କଂଗ୍ରେସ ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ନିହାର ବେହେରା । ଏପରିକି ଜଣେ ଯୁବତୀଙ୍କୁ ଦଳୀୟ ପଦପଦବୀରେ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକContinue reading “ପ୍ରଦେଶ ଯୁବ କଂଗ୍ରେସ ସଭାପତି ବିରୋଧରେ ଯୈାନଶୋଷଣ ଅଭିଯୋଗ । ସ୍ମୃତିରଂଜନ କହିଲେ, ଏହା ମୋ ବିରୋଧରେ ଏକ ଚକ୍ରାନ୍ତ ।”