କନକ ବ୍ୟୁରୋ: କୋରାପୁଟ କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଓଡିଶା ସରକାର । ବିବାଦୀୟ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ସତ୍ୱେ ଆନ୍ଧ୍ର କିଭଳି ଏକପାଖିଆ ଭାବେ ସେଠାରେ ଅନଧିକାର ପ୍ରବେଶ କରୁଛି ସେନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାମଲା ସୁପ୍ରିମକୋର୍ଟରେ ଥିବାବେଳେ ଗତମାସରେ ସତ୍ୟପାଠ ଜରିଆରେ ଯୁକ୍ତି ଉପସ୍ଥାପନ କରିଥିଲା ଆନ୍ଧ୍ର । ଏହାର ଜବାବୀ ଉତ୍ତର ରଖି ୫ଶହ ପୃଷ୍ଠାରContinue reading “କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଓଡିଶାର ସତ୍ୟପାଠ । ୫ ଶହ ପୃଷ୍ଠାର ସତ୍ୟପାଠରେ ଯୁକ୍ତି ଉପସ୍ଥାପନ କଲେ କୋରାପୁଟ ଜିଲ୍ଲାପାଳ ।”
Author Archives: Raghaba
ଏନଆଇଟି ରାଉରକେଲାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା ।
କନକ ବ୍ୟୁରୋ: ଏନଆଇଟି ରାଉରକେଲାର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ, ଓଡିଶା କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଲାଭ କରିଛି । ବିଶ୍ୱ ପ୍ରସିଦ୍ଧ କୋଣାର୍କର କାରୁକାର୍ଯ୍ୟ ଏହାର ଉତ୍କୃଷ୍ଟ ନିଦର୍ଶନ । ସେହିପରି ଏନଆଇଟି ଛାତ୍ରଛାତ୍ରୀଙ୍କ ଦେଶପ୍ରତି ରହିଛି ଅନେକ ଅବଦାନ । ଛାତ୍ରଛାତ୍ରୀ ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରନ୍ତୁ, ପରିବାର କିପରି ଗର୍ବ ଅନୁଭବ କରିବେ ଚିନ୍ତା କରନ୍ତୁ । ଆଉ ଲକ୍ଷ୍ୟ ପୁରଣ ଲାଗିContinue reading “ଏନଆଇଟି ରାଉରକେଲାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । କହିଲେ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା ।”
ମହାରାଷ୍ଟ୍ର ରାଜନୀତିରେ ଚିଠି ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାହେଲେ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ସେପଟେ ଏନସିପି ରାଜ୍ୟ ଅଧ୍ୟକ୍ଷ କହିଲେ ଇସ୍ତଫା ଦେବେ ନାହିଁ ଦେଶମୁଖ
କନକ ବ୍ୟୁରୋ : ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଜୟନ୍ତ ପାଟିଲ୍ କହିଛନ୍ତି କି ଗୃହମନ୍ତ୍ରୀ ଅନିଲ ଦେଶମୁଖ ଇସ୍ତଫା ଦେବେ ନାହିଁ । କେବଳ ସେତିକି ନୁହେଁ ଗୃହମନ୍ତ୍ରୀଙ୍କ ବିରୋଧରେ ଚିଠି ଲେଖିଥିବା ମହାରାଷ୍ଟ୍ର ପୋଲିସ କମିଶନର ପରମବୀର ସିଂଙ୍କ ଉପରେ ବର୍ଷିଛନ୍ତି ଜୟନ୍ତ ପାଟିଲ । ସେ କହିଛନ୍ତି କି କାହାକୁ ଖୁସି କରିବାକୁ ପରମବୀର ଏଭଳି ଚିଠି ଲେଖିଛନ୍ତି ଓ ସଚିନ ବାଜେଙ୍କୁ ଶିବସେନା ସହିତ ଯୋଡିବା ଠିକ୍ ନୁହେଁ ବୋଲି ସେ କହିଛନ୍ତିContinue reading “ମହାରାଷ୍ଟ୍ର ରାଜନୀତିରେ ଚିଠି ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାହେଲେ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ସେପଟେ ଏନସିପି ରାଜ୍ୟ ଅଧ୍ୟକ୍ଷ କହିଲେ ଇସ୍ତଫା ଦେବେ ନାହିଁ ଦେଶମୁଖ”
ବ୍ରହ୍ମପୁରବାସୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଅନୁଷ୍ଠିତ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା, କରୋନା କଟକଣା ସହ ପାଳନ ପାଇଁ ପ୍ରଶାସନର ଅନୁମତି ।
କନକ ବ୍ୟୁରୋ: ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି । ବ୍ରହ୍ମପୁରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ପ୍ରଶାସନ ସହ ଆଲୋଚନା ପରେ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆସନ୍ତାକାଲି ଦେଶୀ ବେହେରା ସାହିକୁ ଶୁଭଖୁଣ୍ଟି ଆସିବ । କରୋନା କଟକଣା ମଧ୍ୟରେ ପ୍ରଥମ ୭ ଦିନ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ । ଏହା ପରବର୍ତ୍ତୀ ସମୟରେ ବାକି ଯାତ୍ରା ବାବଦର ନିଷ୍ପତ୍ତି ନିଆଯିବ । କିନ୍ତୁ ଯାତ୍ରାContinue reading “ବ୍ରହ୍ମପୁରବାସୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଅନୁଷ୍ଠିତ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା, କରୋନା କଟକଣା ସହ ପାଳନ ପାଇଁ ପ୍ରଶାସନର ଅନୁମତି ।”
କରୋନାର ଦ୍ୱିତୀୟ ଲହରକୁ ନେଇ ମଧ୍ୟପ୍ରଦେଶରେ ପ୍ରଥମ ଲକଡାଉନ୍ । ବିନା କାରଣରେ ଘରୁ ବାହାରିଲେ ହେବେ ଗିରଫ୍ । ୩ ସହରରେ ଧାରା ୧୮୮ ଲାଗୁ କଲା ପ୍ରଶାସନ
କନକ ବ୍ୟୁରୋ : ଦୀର୍ଘ ୮ ମାସ ପୂର୍ବରୁ କରୋନା ଭାରତରେ ଯେତିକି କାୟା ବିସ୍ତାର କରିଥିଲା ଏବେ ପୁଣି ସମାନ ଅବସ୍ଥା ଦେଖା ଦେଇଛି । ଏନେଇ ମଧ୍ୟପ୍ରଦେଶର ୩ ଟି ମୁଖ୍ୟ ସହର ଭୋପାଳ, ଇନ୍ଦୋର ଓ ଜବଲପୁରରେ ପ୍ରଥମ ଲକଡାଉନ ଶନିବାର ରାତି ୧୦ ଟାରୁ ଆରମ୍ଭ ହୋଇଛି । ଏହି ଲକଡାଉନ ସୋମବାର ସକାଳ ୬ ଟା ଯାଏ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିନା କାରଣରେ ଘରୁContinue reading “କରୋନାର ଦ୍ୱିତୀୟ ଲହରକୁ ନେଇ ମଧ୍ୟପ୍ରଦେଶରେ ପ୍ରଥମ ଲକଡାଉନ୍ । ବିନା କାରଣରେ ଘରୁ ବାହାରିଲେ ହେବେ ଗିରଫ୍ । ୩ ସହରରେ ଧାରା ୧୮୮ ଲାଗୁ କଲା ପ୍ରଶାସନ”
ରାଉରକେଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । NIT ଅଷ୍ଟାଦଶ ସମାବର୍ତ୍ତନ ସମାରୋହରେ ହେଲେ ସାମିଲ ।
ଓଡିଶା ଗସ୍ତରେ ଆସି ରାଉରକେଲାରେ ପହଁଚଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେଠାରୁ ରାଉରକେଲା ଗସ୍ତ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି । ରାଉରକେଲା ଗସ୍ତ କାଳରେ ପ୍ରଥମେ ରାଉରକେଲା ଏନଆଇଟର ୧୮ ତମ ସମାବର୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତିContinue reading “ରାଉରକେଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । NIT ଅଷ୍ଟାଦଶ ସମାବର୍ତ୍ତନ ସମାରୋହରେ ହେଲେ ସାମିଲ । “
ଏପ୍ରିଲ ୨୩ ରେ ଅବସର ନେବେ ସିଜେଆଇ ବୋବଡେ । କିଏ ହେବ ପରବର୍ତ୍ତୀ ମୁଖ୍ୟ ବିଚାରପତି । ସୁପାରିସ କରିବାକୁ ବୋବଡେଙ୍କୁ ଚିଠି ଲେଖିଲେ ଆଇନମନ୍ତ୍ରୀ ।
କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଏପ୍ରିଲ ମାସ ୨୩ ତାରିଖରେ ଅବସର ନେବେ । ତାଙ୍କ ଅବସର ପୂର୍ବରୁ କିଏ ହେବ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସେ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ କେନ୍ଦ୍ର ଆଇନମନ୍ତ୍ରୀ ରବିଶଂକର ପ୍ରସାଦ ଜଷ୍ଟିସ୍ ବୋବଡେଙ୍କ ପାଖକୁ ଏକ ଚିଠି ଲେଖି ପରବତ୍ତୀ ବିଚାରପତି କିଏ ହେବ ନାମ ସୁପାରିସ କରିବାକୁ କୁହାଯାଇଛି । ମୁଖ୍ୟ ବିଚାରପତି ଚୟନ ନେଇContinue reading “ଏପ୍ରିଲ ୨୩ ରେ ଅବସର ନେବେ ସିଜେଆଇ ବୋବଡେ । କିଏ ହେବ ପରବର୍ତ୍ତୀ ମୁଖ୍ୟ ବିଚାରପତି । ସୁପାରିସ କରିବାକୁ ବୋବଡେଙ୍କୁ ଚିଠି ଲେଖିଲେ ଆଇନମନ୍ତ୍ରୀ ।”
ବିହାରରୁ ଆସିଲା ଛାତିଥରା ଘଟଣା । ଗୋଟିଏ ଗଛ ଓପାଡ଼ି ଦେବାରୁ ନାବାଳିକାକୁ ପୋଡ଼ିଦେଲେ ପଡ଼ୋଶୀ ।
କନକ ବ୍ୟୁରୋ : ଗଛଟିଏ ଓପାଡ଼ି ଦେଇଥିବାରୁ ଶୁକ୍ରବାର ଦିନ ବିହାରର ବେଗୁସରାଇ ଜିଲ୍ଲାରେ ଜଣେ ୧୨ ବର୍ଷୀୟ ବାଳିକାକୁ ତାଙ୍କ ପଡ଼ିଶାଘର ଦମ୍ପତି ପୋଡ଼ି ପକାଇଥିବା ଅଭିଯୋଗ ହୋଇଛି । ନିଙ୍ଗା ପଞ୍ଚାୟତ ଅଧୀନ ଶିବରଣା ଗାଁରେ ଘଟଣାଟି ଘଟିଥିବା ଜଣାପଡ଼ିଛି। ଅଭିଯୁକ୍ତ ପଡ଼ୋଶୀ ସିକନ୍ଦର ଯାଦବଙ୍କ ଘର ପାଖରେ ଖେଳୁଥିବା ବେଳେ ବାଳିକାଟି ଗୋଟାଏ ଛୋଟ ଗଛ ଉପାଡ଼ି ପକାଇଥିଲା । ଏ କଥା ଦେଖି ସିକନ୍ଦର, ତାଙ୍କ ପତ୍ନୀ ଓ ସେମାନଙ୍କ ଝିଅContinue reading “ବିହାରରୁ ଆସିଲା ଛାତିଥରା ଘଟଣା । ଗୋଟିଏ ଗଛ ଓପାଡ଼ି ଦେବାରୁ ନାବାଳିକାକୁ ପୋଡ଼ିଦେଲେ ପଡ଼ୋଶୀ ।”
ଚିନ୍ତା ବଢ଼ାଉଛି କରୋନା: ଦେଶରେ ଦିନକରେ ୪୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୯୭ ଜଣ ଆକ୍ରାନ୍ତ ମୃତ ।
କନକ ବ୍ୟୁରୋ: ପୁଣି କାୟା ମେଲାଉଛି କରୋନା । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୪୩,୮୪୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୪ ମାସ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ । ଗତ ନଭେମ୍ବର ୨୯ରେ ଶେଷ ଥର ପାଇଁ ଦେଶର ସର୍ବାଧିକ ସଂକ୍ରମଣ ସଂଖ୍ୟା ୪୧,୮୧୦ ଥିଲା । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୯୯,୧୩୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟାContinue reading “ଚିନ୍ତା ବଢ଼ାଉଛି କରୋନା: ଦେଶରେ ଦିନକରେ ୪୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୯୭ ଜଣ ଆକ୍ରାନ୍ତ ମୃତ ।”
ଯାଜପୁର ବାଲିଚନ୍ଦ୍ରପୁରରେ ଅଘଟଣ । ଦମକଳବାହିନୀ ନିଆଁ ଲିଭାଇବା ପରେ ବିଦ୍ୟୁତ୍ ତାର ଲାଗି ମାଆ-ପୁଅ ମୃତ ।
କନକ ବ୍ୟୁରୋ: ନିଆଁ ଲିଭିଗଲା ପରେ ବିଜୁଳି ନେଲା ଜୀବନ । ଯାଜପୁର ବାଲିଚନ୍ଦ୍ରପୁରରେ ଘଟିଛି ଏପରି ଅଘଟଣ । ବିଦ୍ୟୁତ ତାର ଲାଗି ମାଆ-ପୁଅ ମୃତ । ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁର ସାରା ବିବିଙ୍କ ଘରେ ଗତକାଲି ବିଳମ୍ୱିତ ରାତିରେ ନିଆଁ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲା । ତେବେ ପାଖରେ ଥିବା ଏକ ଟିଣ ଘର ଉପରେContinue reading “ଯାଜପୁର ବାଲିଚନ୍ଦ୍ରପୁରରେ ଅଘଟଣ । ଦମକଳବାହିନୀ ନିଆଁ ଲିଭାଇବା ପରେ ବିଦ୍ୟୁତ୍ ତାର ଲାଗି ମାଆ-ପୁଅ ମୃତ ।”