କନକ ବ୍ୟୁରୋ: ୨୦୨୮ ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ ସ୍ପନସର ରହିବ ଟାଟା ଗ୍ରୁପ୍ । ଅର୍ଥାତ, ୨୦୨୮ ମସିହା ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ‘ଟାଟା ଆଇପିଏଲ୍’ ନାମରେ ପରିଚିତ ହେବ । ଏଥିପାଇଁ ଟାଟା ଗ୍ରୁପକୁ ପ୍ରତି ସିଜିନରେ ୫୦୦ କୋଟି ଟଙ୍କା ଦେବାକୁ ପଡିବ । ଏଥର ଆଇପିଏଲ ସ୍ପନସରସିପ୍ ପାଇଁ ଦୁଇଟି ଗ୍ରୁପ୍ ରେସରେ ଥିଲେ । ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ଟାଟା ଗ୍ରୁପ୍ ୨୦୨୪-୨୦୨୮ ପର୍ଯ୍ୟନ୍ତ ଆଇପିଏଲ ସ୍ପନସର ପାଇଁContinue reading “୨୦୨୮ ପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ସ୍ପନସର୍ ରହିବ ଟାଟା ଗ୍ରୁପ୍ । ପ୍ରତି ସିଜିନରେ ବିସିସିଆଇକୁ ୫୦୦ କୋଟି ଦେବ ଟାଟା ।”
Author Archives: Raghaba
ପ୍ରାଣପ୍ରତିଷ୍ଠାକୁ ନେଇ ରାମମୟ ଅଯୋଧ୍ୟା ନଗରୀ: ପ୍ରଭୁ ରାମଚନ୍ଦ୍ରଙ୍କ କଥା ପ୍ରଚାର କରି ଚର୍ଚ୍ଚାରେ କୁନି ମହନ୍ତ ସୂରଜ ଦାଶ
କନକ ବ୍ୟୁରୋ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ରାମମୟ ହୋଇପଡିଛି ଅଯୋଧ୍ୟା ନଗରୀ । ସମସ୍ତଙ୍କ ମୁହଁରେ ପ୍ରଭୁ ରାମଚନ୍ଦ୍ରଙ୍କର ବାଣୀ । ଏହି ସମୟରେ ପ୍ରଭୁ ରାମଚନ୍ଦ୍ରଙ୍କ କଥାକୁ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି କୁନି ମହନ୍ତ ସୂରଜ ଦାଶ । ରାମଙ୍କ କଥା ପ୍ରଚାର କରୁଥିବା ଏହି କୁନି ମହନ୍ତ ଅଯୋଧ୍ୟାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ମାତ୍ର ୧୨ ବୟସରେ ସାଜିଛନ୍ତି ସେ ମହନ୍ତ । The post ପ୍ରାଣପ୍ରତିଷ୍ଠାକୁ ନେଇContinue reading “ପ୍ରାଣପ୍ରତିଷ୍ଠାକୁ ନେଇ ରାମମୟ ଅଯୋଧ୍ୟା ନଗରୀ: ପ୍ରଭୁ ରାମଚନ୍ଦ୍ରଙ୍କ କଥା ପ୍ରଚାର କରି ଚର୍ଚ୍ଚାରେ କୁନି ମହନ୍ତ ସୂରଜ ଦାଶ”
ମିଜୋରାମରେ ଶରଣ ନେଇଛନ୍ତି ମ୍ୟାମାରର ୬୦୦ ପଳାତକ ସୈନିକ । ଚିନ୍ତା ବ୍ୟକ୍ତକଲେ ମିଜୋରାମ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ମ୍ୟାମାରରେ ଶକ୍ତିଶାଳୀ ବିଦ୍ରୋହୀ ବାହିନୀ ଏବଂ ଜୁଣ୍ଟା-ଶାସନ ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟରେ ଶହ ଶହ ମିଆଁମାର ସେନା ଭାରତ ଆଡକୁ ପଳାଇଆସୁଛନ୍ତି । ଏହି ଘଟଣା ବାବଦରେ ମିଜୋରାମ ସରକାର କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛନ୍ତି । ଏବଂ ପଡୋଶୀ ଦେଶର ସୈନ୍ୟ ମାନଙ୍କୁ ଶୀଘ୍ର ତାଙ୍କ ଦେଶକୁ ପଠାଇଦେବା ନେଇ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ସବୁଠାରୁ ଗୁତୁତ୍ୱପୂର୍ଣ୍ଣ କଥା ହେଉଛି କି ମ୍ୟାମାର ସେନାରContinue reading “ମିଜୋରାମରେ ଶରଣ ନେଇଛନ୍ତି ମ୍ୟାମାରର ୬୦୦ ପଳାତକ ସୈନିକ । ଚିନ୍ତା ବ୍ୟକ୍ତକଲେ ମିଜୋରାମ ମୁଖ୍ୟମନ୍ତ୍ରୀ”
ବାରମ୍ବାର ନୋଟିସ ପରେ ବି ଇଡିରେ ହଜାର ହେଲେନାହିଁ ହେମନ୍ତ ସୋରେନ । ଏବେ ହେମନ୍ତଙ୍କ ବାସଭବନରେ ପହଂଚି ଜେରା କରୁଛି ଇଡି
କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି । କଥିତ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବାକୁ ରାଞ୍ଚୀରେ ଥିବା ତାଙ୍କ ବାସଭବନରେ ପହଂଚି ଜେରା କରିଛି । ରାଞ୍ଚୀର ବରିଷ୍ଠ ପୋଲିସ ଅଧିକ୍ଷକ ଚନ୍ଦନ କୁମାର ସିହ୍ନାଙ୍କ କହିବା ମୁତାବକ ହେମନ୍ତଙ୍କ ବାସଭବନ ବାହାରେ ୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ଋାଞ୍ଚୀ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖିContinue reading “ବାରମ୍ବାର ନୋଟିସ ପରେ ବି ଇଡିରେ ହଜାର ହେଲେନାହିଁ ହେମନ୍ତ ସୋରେନ । ଏବେ ହେମନ୍ତଙ୍କ ବାସଭବନରେ ପହଂଚି ଜେରା କରୁଛି ଇଡି”
ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା
କନକ ବ୍ୟୁରୋ : ଶ୍ରୀରାମଲାଲାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । ପଣ୍ଡିତ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରି କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀରାମଙ୍କ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ । ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲାଲାଙ୍କ ହୋଇ ନଥିବ । ଯଦି ଭାଇରାଲ ଫଟୋଟି ରାମଲାଲାଙ୍କର ତାହାଲେ କିଏ ଓ କେମିତି ଫଟୋ ଭାଇରାଲ କଲା ଏହାର ତଦନ୍ତ ହେବା ଜରୁରୀ । ବିଧିContinue reading “ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । କହିଲେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାର୍ବଜନୀନ ହୋଇପାରିବନି ପ୍ରତିମା”
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଂକଜ ଚୈଧୁରୀ । ଋଣ ସଂପ୍ରସାରଣ ମେଳାର ଉଦଘାଟନ
କନକ ବ୍ୟୁରୋ : ଦୁଇ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ । ରୁଣ ସମ୍ପ୍ରସାରଣ ମେଳାରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ପ୍ରାୟ ୭୧ ହଜାର ଲୋକଙ୍କୁ ରୁଣ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏମଏସଏମଇ, ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଅଭିବୃଦ୍ଧି ନେଇ କେନ୍ଦ୍ର ସରକାର ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ରୁଣର ପ୍ରାଧାନ୍ୟ ବିଷୟରେ ବଖାଣିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ । ଏଥିସହContinue reading “ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଂକଜ ଚୈଧୁରୀ । ଋଣ ସଂପ୍ରସାରଣ ମେଳାର ଉଦଘାଟନ”
୧୯ ବର୍ଷରୁ କମ୍ ବିଶ୍ୱକପରେ ଆଜିଠାରୁ ଭାରତର ଅଭିଯାନ । ପ୍ରଥମ ପ୍ରତିଦ୍ୱନ୍ଦୀ ବାଂଲାଦେଶ
କନକ ବ୍ୟୁରୋ : ୧୯ ବର୍ଷରୁ କମ୍ ବିଶ୍ୱକପରେ ଆଜିଠାରୁ ଭାରତର ଅଭିଯାନ ଆରମ୍ଭ ହେଉଛି । ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତୀୟ ଅଣ୍ଡର – ନାଇନଟିନ୍ କ୍ରିକେଟ୍ ଟିମ୍ । ବ୍ଲୋଏମଫଟେନଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ଗୋଟାଏ ୩୦ ମିନିଟରେ ଖେଳାଯିବ । ଏଥରର ବିଶ୍ୱକପ୍ ଦଳ ଉଦୟ ସରଣଙ୍କ ଅଧିନାୟକତ୍ୱରେ ଖେଳୁଛି । ଦଳରେ ମହାରାଷ୍ଟ୍ରର ଅଲରାଉଣ୍ଡର ଅର୍ଶିନ କୁଲକର୍ଣ୍ଣି, ୱିକେଟ୍ କିପର ଓ ବ୍ୟାଟର ଆରାଭଲି ଅଭିନାଶContinue reading “୧୯ ବର୍ଷରୁ କମ୍ ବିଶ୍ୱକପରେ ଆଜିଠାରୁ ଭାରତର ଅଭିଯାନ । ପ୍ରଥମ ପ୍ରତିଦ୍ୱନ୍ଦୀ ବାଂଲାଦେଶ”
ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା । ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର ରହିଛି କାର୍ଯ୍ୟକ୍ରମ
କନକ ବ୍ୟୁରୋ : ଫେବୃଆରୀ ୧ରୁ କଂଗ୍ରେସ ଆରମ୍ଭ କରିବ ବସ୍ ଯାତ୍ରା । ଆସନ୍ତା କାଲି ପରିବର୍ତେ ଫେବୃଆରୀ ୧ତାରିଖରୁ ବସ୍ ଯାତ୍ରା ଆରମ୍ଭ କରିବାକୁ ଦଳ ପକ୍ଷରୁ ନିଷ୍ପତି ହୋଇଛି । ଫେବୃଆରୀ ୧ ତାରିଖ ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହେବ ଏହି ବସ୍ ଯାତ୍ରା । ଏଥିରେ ରାଜ୍ୟ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ନେତା ମାନେ କଂଗ୍ରେସContinue reading “ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା । ସମସ୍ତ ବରିଷ୍ଠ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବାର ରହିଛି କାର୍ଯ୍ୟକ୍ରମ”
ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଉପରେ ବିଜେପିର ଆଖି । ୨୪ ନିର୍ବାଚନରେ ଏସଏଚଜି ମହିଳାଙ୍କୁ ପଦ୍ମ ଦଳ ପ୍ରତି ଆକର୍ଷିତ କରିବାକୁ ଉଦ୍ୟମ
କନକ ବ୍ୟୁରୋ : ବିଜେଡି ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ରଣନୀତି । ୨୦୨୪ ନିର୍ବାଚନରେ ବିଜେପି ଟାର୍ଗେଟରେ ଏସଏଚଜି ମହିଳା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ଶକ୍ତି ବନ୍ଦନ କର୍ମଶାଳା । ଏଥିରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି । ଏସଏଚଜି ମହିଳାଙ୍କ ଭୋଟ୍ ବ୍ୟାଙ୍କ ନିଜ ସପକ୍ଷରେ ନେବାContinue reading “ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଉପରେ ବିଜେପିର ଆଖି । ୨୪ ନିର୍ବାଚନରେ ଏସଏଚଜି ମହିଳାଙ୍କୁ ପଦ୍ମ ଦଳ ପ୍ରତି ଆକର୍ଷିତ କରିବାକୁ ଉଦ୍ୟମ”
ଆଣ୍ଟିବାୟୋଟିକ୍ ଲେଖିବାବେଳେ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ
କନକ ବ୍ୟୁରୋ : ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ଲେଖିବାବେଳେ ଏଣିକି ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର । ମେଡିକାଲ କଲେଜ୍ ଓ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଡାକ୍ତରମାନେ ଆଂଟିବାୟୋଟିକ୍ ଲେଖିବା ସମୟରେ ଏହାର କାରଣ ଓ ଯଥାର୍ଥତା ମଧ୍ୟ ଉଲ୍ଲେଖ କରିବେ । ସମସ୍ତ ଡାକ୍ତରଖାନାରେ ଏହି ନିୟମ ପାଳନ କରିବା ଏବଂ ବାଧ୍ୟତାମୂଳକ ଅଭ୍ୟାସ କରିବାକୁ କହିଛି ମନ୍ତ୍ରାଳୟ ।Continue reading “ଆଣ୍ଟିବାୟୋଟିକ୍ ଲେଖିବାବେଳେ ପ୍ରେସକ୍ରିପସନରେ କାରଣ ସ୍ପଷ୍ଟ କରିବେ ଡାକ୍ତର । ଡାକ୍ତରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ”