ନବରଙ୍ଗପୁର ଉମରକୋଟରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ : ରେଡ୍ ବେଳେ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା

କନକ ବ୍ୟୁରୋ : ଜିଆରଏସ ଅର୍ଥାତ ଗ୍ରାମ ରୋଜଗାର ସହାୟକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ନବରଙ୍ଗପୁର ଉମରକୋଟ ବ୍ଲକ ସଂସାରୀ ଓ ଭଣ୍ଡାରୀଗୁଡ଼ା ପଂଚାୟତର ଜିଆରଏସ ହିମାଂଶୁ ବାଘଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭଗବତୀ ସାହି ସ୍ଥିତ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । from Kanak News via <a href="https://ifttt.com/?

ଚୁଲିକୁ ଗଲାଣି ରୋଗୀ ସେବା : ଡାକ୍ତରଙ୍କ ଦେଖା ନାହିଁ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ; ରାଜଧାନୀରେ ଏଭଳି ଚାଲିଛି ରୋଗୀ ସେବା

କନକ ବ୍ୟୁରୋ : ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସିରେ ଚୁଲିକୁ ଗଲାଣି ରୋଗୀ ସେବା । ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି ତାହାର କିଛି ନିର୍ଦ୍ଦିଷ୍ଟ ସମୟ ନାହିଁ । ଅଧିକାଂଶ ସମୟରେ ଫାର୍ମାସିଷ୍ଟ ହିଁ ରୋଗୀ ଦେଖୁଛନ୍ତି । ଏଭଳି ଭାବେ ଚାଲିଛି ରାଜଧାନୀରେ ଚାଲିଛି ରୋଗୀ ସେବା । ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଉପରୁ ରୋଗୀ ଚାପ କମାଇବା ଲାଗି ବିଭିନ୍ନ ସ୍ଥାନରେ ଡିସ୍‌ପେନସାରିContinue reading “ଚୁଲିକୁ ଗଲାଣି ରୋଗୀ ସେବା : ଡାକ୍ତରଙ୍କ ଦେଖା ନାହିଁ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ; ରାଜଧାନୀରେ ଏଭଳି ଚାଲିଛି ରୋଗୀ ସେବା”

ନବନିଯୁକ୍ତ ଆମେରିକା ରାଷ୍ଟ୍ରପତିଙ୍କ ସ୍କ୍ରିଫ୍ଟ ଲେଖିଥିଲେ ବିନୟ ରେଡ୍ଡୀ : ସ୍କ୍ରିଫ୍ଟକୁ ପଢି ଶପଥ ଗ୍ରହଣ ଉତ୍ସବରେ ଭାଷଣ ଦେଲେ ବାଇଡ଼େନ୍

କନକ ବ୍ୟୁରୋ : ନେତା କହୁଥିବା କଥା ଉପରେ ସମସ୍ତଙ୍କର ନଜର ଥାଏ । ଆଉ ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିଜ କଥା କୁହନ୍ତି, ସବୁବେଳେ ମାପିଚୁପି କୁହନ୍ତି । କାରଣ, ଗୋଟିଏ ଭୁଲ ଭଟକ୍କା କିଛି ବି ସମସ୍ୟା ସୃଷ୍ଟି କରିପାରେ । ଥରେ ଭାବନ୍ତୁ-ଏଭଳି ନେତାଙ୍କ ସ୍କ୍ରିପ୍ଟ ଲେଖୁଥିବା ବ୍ୟକ୍ତି କେତେ ଚତୁର ଓ ବୁଦ୍ଧିମାନ ହୋଇଥିବ । ରାଷ୍ଟ୍ରପତି କ’ଣ କହିବେ, କ’ଣ କରିବେ ନାହିଁ ସେହିContinue reading “ନବନିଯୁକ୍ତ ଆମେରିକା ରାଷ୍ଟ୍ରପତିଙ୍କ ସ୍କ୍ରିଫ୍ଟ ଲେଖିଥିଲେ ବିନୟ ରେଡ୍ଡୀ : ସ୍କ୍ରିଫ୍ଟକୁ ପଢି ଶପଥ ଗ୍ରହଣ ଉତ୍ସବରେ ଭାଷଣ ଦେଲେ ବାଇଡ଼େନ୍”

ବ୍ରହ୍ମପୁରରୁ ସାଢେ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଏମକେସିଜି ପଡିଆରେ ଧଳାଜହର ବିକ୍ରି ସମୟରେ ଧରିଲା ପୋଲିସ; ଜଣେ ଯୁବକ ଗିରଫ

କନକ ବ୍ୟୁରୋ : ବ୍ରହ୍ମପୁରରୁ ପୁଣି ଧରାପଡିଛି ଧଳାଜହର । ଏଥର ଜବତ ହୋଇଛି ପ୍ରାୟ ୪୫ ଗ୍ରାମ ବ୍ରାଉନସୁଗାର । ଏମକେସିଜି ମେଡ଼ିକାଲ ପଡ଼ିଆରୁ ବ୍ରାଉନସୁଗାର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କା । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଆଙ୍କୁଲି ନିଗମନଗର ଅଂଚଳର । ସୂଚନା ମୁତାବକ, ଗତକାଲି ଯୁବକ ଜଣଙ୍କ ପୁରୀରୁ ବ୍ରାଉନସୁଗାର ଆଣିଥିଲାContinue reading “ବ୍ରହ୍ମପୁରରୁ ସାଢେ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଏମକେସିଜି ପଡିଆରେ ଧଳାଜହର ବିକ୍ରି ସମୟରେ ଧରିଲା ପୋଲିସ; ଜଣେ ଯୁବକ ଗିରଫ”

କଲମା ବ୍ୟାରେଜର ଓଡିଶା ଉପରେ ପ୍ରଭାବ : ଜାନୁଆରୀ ମାସରେ ସରୁଧାର ହେଲାଣି ମହାନଦୀ; ଜୀବନଜୀବିକା ହରାଉଛନ୍ତି ନଦୀକୂଳବାସୀ

କନକ ବ୍ୟୁରୋ : କିପରି କଲମା ବ୍ୟାରେଜରେ ଛତିଶଗଡ଼ ମହାନଦୀ ପାଣି ଅଟକାଇଛି, ଗୁଗୁଲ ଆର୍ଥ ଚିତ୍ରରୁ ସ୍ପଷ୍ଟ ଜଣା ପଡିବା ପରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ଛତିଶଗଡ଼ ପଟେ ଉଛୁଳୁଛି ପାଣି, ଓଡ଼ିଶା ପଟ ଶୁଖିଲା ପଡିଛି । କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି । ଜାନୁଆରୀ ମାସରେ ଝାରସୁଗୁଡ଼ାରେ ମହାନଦୀର ବାସ୍ତବ ଚିତ୍ରକୁ କ୍ୟାମେରାରେ କଏଦ କରିଛି କନକ ନ୍ୟୁଜ୍ ଟିମ୍ । ଏହିContinue reading “କଲମା ବ୍ୟାରେଜର ଓଡିଶା ଉପରେ ପ୍ରଭାବ : ଜାନୁଆରୀ ମାସରେ ସରୁଧାର ହେଲାଣି ମହାନଦୀ; ଜୀବନଜୀବିକା ହରାଉଛନ୍ତି ନଦୀକୂଳବାସୀ”

ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଆନ୍ଦୋଳନକାରୀ : ଆଜି ଚାଷୀନେତାଙ୍କ ବୈଠକ; ସରକାରଙ୍କ ପ୍ରସ୍ତାବ ଉପରେ ହେବ ଆଲୋଚନା

କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକରୁ ଦେଢବର୍ଷ ଯାଏଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ରଖିଥିଲେ । ଏହା ସହିତ ନୂଆ କମିଟି ଗଠନ ନେଇ ମଧ୍ୟ ପ୍ରସ୍ତାବ ରଖିଥିଲେ । ତେବେContinue reading “ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଆନ୍ଦୋଳନକାରୀ : ଆଜି ଚାଷୀନେତାଙ୍କ ବୈଠକ; ସରକାରଙ୍କ ପ୍ରସ୍ତାବ ଉପରେ ହେବ ଆଲୋଚନା”

ଆମେରିକାରେ ଆରମ୍ଭ ହେଲା ବାଇଡେନଙ୍କ ଶାସନ : ସରିଲା ଟ୍ରମ୍ପଙ୍କ ଯୁଗ, ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍; କହିଲେ, ଆଜି ଆମେରିକାର ଦିନ, ହେଲା ଗଣତନ୍ତ୍ରର ବିଜୟ

କନକ ବ୍ୟୁରୋ : ଆମେରିକା ସମେତ ସାରା ବିଶ୍ୱବାସୀ ଯେଉଁ ମୂହୁର୍ତ୍ତକୁ ଅପେକ୍ଷା କରି ରହିଥିଲେ ଶେଷରେ ସେ ସମୟ ଆସି ପହଂଚିଥିଲା । ଆମେରିକାରେ ଡେମୋକ୍ରାଟ ଜୋ ବାଇଡେନଙ୍କ ଶାସନ ଆରମ୍ଭ ହୋଇଛି । ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋସେଫ୍ ବାଇଡେନ୍ । ଶପଥ ନେବା ପରେ ବାଇଡେନ ଅଭିଭାଷଣ ରଖି କହିଛନ୍ତି । ଗଣତନ୍ତ୍ରର ବିଜୟ ହୋଇଛି । ପରିଶ୍ରମ କରି ଆମକୁ ଆଗକୁ ଯିବାକୁ ହେବ । କରୋନାContinue reading “ଆମେରିକାରେ ଆରମ୍ଭ ହେଲା ବାଇଡେନଙ୍କ ଶାସନ : ସରିଲା ଟ୍ରମ୍ପଙ୍କ ଯୁଗ, ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍; କହିଲେ, ଆଜି ଆମେରିକାର ଦିନ, ହେଲା ଗଣତନ୍ତ୍ରର ବିଜୟ”

ଶ୍ରୀଜିଉ ଦର୍ଶନରେ କୋହଳ ହେଲା କୋଭିଡ୍ କଟକଣା : ବିନା ରିପୋର୍ଟରେ ଆଜିଠୁ ମନ୍ଦିର ପ୍ରବେଶ ପାଇଁ ଅନୁମତି 

କନକ ବ୍ୟୁରୋ : ଆଜିଠୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦୈନିକ ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ପ୍ରାୟ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି । ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ପରିବାର ଓ ପୁରୀବାସୀ ଜଗା ଦର୍ଶନ କରିଥିଲେ । ଏହା ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁContinue reading “ଶ୍ରୀଜିଉ ଦର୍ଶନରେ କୋହଳ ହେଲା କୋଭିଡ୍ କଟକଣା : ବିନା ରିପୋର୍ଟରେ ଆଜିଠୁ ମନ୍ଦିର ପ୍ରବେଶ ପାଇଁ ଅନୁମତି “

ସିଏସକେ ଘୋଷଣା କଲା ୧୮ ଜଣିଆ ଦଳ । ଟିମକୁ କମବ୍ୟାକ କଲେ ସୁରେଶ ରାଇନା । ଦଳ ଛାଡିଲେ ହରଭଜନ 

କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସରୁ ସରିଲା ହରଭଜନଙ୍କ ଯାତ୍ରା । ୨ ବର୍ଷ ପରେ ସ୍ପିନ୍ କିଙ୍ଗଙ୍କ ହାତ ଛାଡିଛି ସୁପରକିଙ୍ଗସ୍ । ତେବେ ଖେଳାଳି ପରିବର୍ତ୍ତନ ସମୟରେ ସୁପରକିଙ୍ଗସ୍ ସୁରେଶ ରାଇନାଙ୍କୁ ରଖିଥିବା ବେଳେ ହରଭଜନଙ୍କୁ ଛାଡି ଦେଇଛି । ୨ ବର୍ଷ ସୁପରକିଙ୍ଗସ୍ ପକ୍ଷରୁ ଖେଳିଥିବା ହରଭଜନ ସିଂ, ଏହି ଅବସରରେ ଟୁଇଟ୍ କରି ସିଏସକେ ମ୍ୟାନେଜମେଂଟ ଓ ଫ୍ୟାନଙ୍କୁ ଜଣାଇଛନ୍ତି ଧନ୍ୟବାଦ୍ । Singams for the Super Summer ahead!Continue reading “ସିଏସକେ ଘୋଷଣା କଲା ୧୮ ଜଣିଆ ଦଳ । ଟିମକୁ କମବ୍ୟାକ କଲେ ସୁରେଶ ରାଇନା । ଦଳ ଛାଡିଲେ ହରଭଜନ “

ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ରାଉଣ୍ଡ ବୈଠକରୁ ବି ବାହାରି ପାରିଲାନି କିଛି ସମାଧାନ । ବର୍ଷକ ପାଇଁ ଆଇନକୁ ସ୍ଥଗିତ ଓ ନୂଆ କମିଟି ଗଠନ ପ୍ରସ୍ତାବକୁ ଚାଷୀ ନେତାଙ୍କ ପ୍ରତ୍ୟାଖାନ । 

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିନା କୌଣସି ସମାଧାନରେ ଶେଷ ହୋଇଛି ଦଶମ ରାଉଣ୍ଡ ବୈଠକ । ଏହି ବୈଠକରେ ୩ଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବିରେ ଅଟଳ ରହିଥିଲେ ଚାଷୀ ସଂଗଠନ । କେନ୍ଦ୍ର ସରକାର ଆଇନକୁ ବର୍ଷକ ଯାଏଁ ସ୍ଥଗିତ ରଖିବାକୁ ପ୍ରସ୍ତାବ ରଖିଥିଲେ । ଏହା ସହିତ ନୂଆ କମିଟି ଗଠନ ନେଇ ମଧ୍ୟ ପ୍ରସ୍ତାବ ରଖିଥିଲେ । ତେବେContinue reading “ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଦଶମ ରାଉଣ୍ଡ ବୈଠକରୁ ବି ବାହାରି ପାରିଲାନି କିଛି ସମାଧାନ । ବର୍ଷକ ପାଇଁ ଆଇନକୁ ସ୍ଥଗିତ ଓ ନୂଆ କମିଟି ଗଠନ ପ୍ରସ୍ତାବକୁ ଚାଷୀ ନେତାଙ୍କ ପ୍ରତ୍ୟାଖାନ । “

Design a site like this with WordPress.com
Get started