ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମନେ ପକାଇଲେ କଟକରେ ସାକ୍ଷାତ ବେଳର କଥା

କନକ ବ୍ୟୁରୋ : ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ କଟକରେ ପ୍ରକାଶ ରାଓଙ୍କୁ ସାକ୍ଷାତ କରିବା ବେଳର ଫଟୋକୁ ସେୟାର କରିଛନ୍ତି । ମୋଦୀ ଟ୍ୱିଟ କରି ଲେଖିଛନ୍ତି, “ପ୍ରକାଶ ରାଓଙ୍କ କାମ ଅନ୍ୟମାନଙ୍କୁ ପ୍ରେରିତ କରୁଥିଲା । ସେ ଜାଣିଥିଲେContinue reading “ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମନେ ପକାଇଲେ କଟକରେ ସାକ୍ଷାତ ବେଳର କଥା”

ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରିବାକୁ କଲେ ଘୋଷଣା । 

କନକ ବ୍ୟୁରୋ : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଆଜି ପରଲୋକ ଘଟିଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକାଶ ରାଓଙ୍କ ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତ ମାନଙ୍କ ମଧ୍ୟରେ ଶିକ୍ଷାରContinue reading “ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରିବାକୁ କଲେ ଘୋଷଣା । “

ଚାଲିଗଲେ ଚା’ ବିକାଳୀ, ଛାଡ଼ିଗଲେ ଚିହ୍ନ । କାହିଁକି ପ୍ରକାଶ ରାଓଙ୍କୁ ‘ମନ୍ କୀ ବାତ୍’ରେ ମନେ ପକାଇଥିଲେ ମୋଦି । ପଢ଼ନ୍ତୁ ପରୋପକାରୀ ପ୍ରକାଶଙ୍କ କିଛି ଅଭୁଲା କାହାଣୀ ।

କନକ ବ୍ୟୁରୋ: ପଦ୍ମଶ୍ରୀ ପ୍ରକାଶ ରାଓ, ଏମିତି ଏକ ନାଁ ଯାହା ହୁଏତ ମାନବ କଲ୍ୟାଣ ଏବଂ ପରୋପକାର ଏକ ନାଁ । ଯେବେ ମୋଦି ସରକାର ଚତୁର୍ଥବର୍ଷ ପୁର୍ତ୍ତି କରିଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନ କି ବାତ୍ ଜରିଆରେ ସମ୍ବୋଧିତ କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିବାବେଳେ ମୋଦି କଟକର ଚା’ ବିକାଳି ଡି.ପ୍ରକାଶ ରାଓଙ୍କ ବିଷୟରେ ଦେଶବାସୀଙ୍କୁ ଜଣାଇଥିଲେ । ରେଡିଓରେ ପ୍ରସାରିତ ମନ କି ବାତ ଜରିଆରେContinue reading “ଚାଲିଗଲେ ଚା’ ବିକାଳୀ, ଛାଡ଼ିଗଲେ ଚିହ୍ନ । କାହିଁକି ପ୍ରକାଶ ରାଓଙ୍କୁ ‘ମନ୍ କୀ ବାତ୍’ରେ ମନେ ପକାଇଥିଲେ ମୋଦି । ପଢ଼ନ୍ତୁ ପରୋପକାରୀ ପ୍ରକାଶଙ୍କ କିଛି ଅଭୁଲା କାହାଣୀ ।”

ଟିକାକରଣ ପାଇଁ ପ୍ରସ୍ତୁତ ଓଡିଶା । ବିଶେଷଜ୍ଞ ଡାକ୍ତର କହିଲେ, ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ

କନକ ବ୍ୟୁରୋ : ଟିକାକରଣ ପୂର୍ବରୁ ରାଜ୍ୟ ସରକାରଙ୍କ ସୂଚନା । ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ । ୧୬୦ଟି କେନ୍ଦ୍ରରେ ଟିକାକରଣ ପାଇଁ ହୋଇଛି ବ୍ୟବସ୍ଥା କରାଯାଇଛି । ବିଶେଷଜ୍ଞ ଡାକ୍ତର କହିଲେ, ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ ଦିଆଯିବ ଟିକା । କମ ହିତାଧିକାରୀ ହେଲେ ଦୁଇ ତିନିଟୋ କେନ୍ଦ୍ର ପାଇଁ ଗୋଟିଏ କେନ୍ଦ୍ର ହେବ । ସକାଳ ୯ଟାରୁ ସଂନ୍ଧ୍ୟା ୫ଟା ଟିକାକରଣ ହେବ ।Continue reading “ଟିକାକରଣ ପାଇଁ ପ୍ରସ୍ତୁତ ଓଡିଶା । ବିଶେଷଜ୍ଞ ଡାକ୍ତର କହିଲେ, ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ”

ଉଡାଣ ଆରମ୍ଭ ବେଳେ ବରଫ ଗଦାରେ ଫଶିଗଲା ବିମାନ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ବନ୍ଦର କର୍ମଚାରୀଙ୍କ ଅବହେଳାକୁ ଦାୟୀ

କନକ ବ୍ୟୁରୋ : ଜମ୍ମୁ- କାଶ୍ମୀର ବିମାନ ବନ୍ଦରରେ ବୁଧବାର ଦିନ ଏକ ବଡଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଇଣ୍ଡିଗେ ଏୟାର ଲାଇନ୍ସର ଏକ ବିମାନ । ଫଳର ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ମାନେ ସୁରକ୍ଷିତ ରହିଥିବାର ସୂଚନା ମିଳିଛି । କୁହାଯାଇଛି କି ଘଟଣା ଘଟିବା ବେଳେ ବିମାନରେ ୨୩୩ ଜଣ ଯାତ୍ରୀ ଥିଲେ । ସୂଚନା ମୁତାବକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସଂଖ୍ୟା ୬ଇ-୨୫୫୯ ଆଜି ଶ୍ରୀନଗରରୁ ଦିଲ୍ଲୀContinue reading “ଉଡାଣ ଆରମ୍ଭ ବେଳେ ବରଫ ଗଦାରେ ଫଶିଗଲା ବିମାନ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ବନ୍ଦର କର୍ମଚାରୀଙ୍କ ଅବହେଳାକୁ ଦାୟୀ”

ପରଲୋକରେ ପରୋପକାରୀ ମଣିଷ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ଆଖିବୁଜିଲେ ସମାଜସେବୀ ପ୍ରକାଶ ରାଓ । ସବୁଠି ଶୋକର ଛାୟା ।

କନକ ବ୍ୟୁରୋ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ବ୍ରେନ ଷ୍ଟ୍ରୋକରେ ପୀଡିତ ଥିଲେ ପ୍ରକାଶ ରାଓ । ଦେହାନ୍ତ ନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ସୂଚନା । ତେବେ କିଛି ଦିନ ତଳେ କରୋନା ପଜିଟିଭ ଥିଲେ ପ୍ରକାଶ ରାଓ । ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିଲା । ତେବେ ମଣିଷପଣିଆରେ ଭରପୁର ଥିଲେ ପ୍ରକାଶ ରାଓ । ଚା ଦୋକାନ କରିContinue reading “ପରଲୋକରେ ପରୋପକାରୀ ମଣିଷ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ଆଖିବୁଜିଲେ ସମାଜସେବୀ ପ୍ରକାଶ ରାଓ । ସବୁଠି ଶୋକର ଛାୟା ।”

ରାଜରାସ୍ତା କଡରେ ପାଠ ପାଇଁ ସଂଘର୍ଷ କରୁଛି କୁନି ପୁଅ । ପରିବା ବିକୁଛି, ପାଠ ପଢିବାକୁ ପଣ କରିଛି, ଏ କାହାଣୀ ଆପଣଙ୍କ ହୃଦୟକୁ କିଣିନେବ ।

କନକ ବ୍ୟୁରୋ : ବଡ ମଣିଷ ହେବାର ସ୍ୱପ୍ନ ପିଲାଟି ଦିନରୁ ସମସ୍ତେ ଦେଖିଥାନ୍ତି । କିନ୍ତୁ ଗରିବ ପିଲାଟିଏ ପାଠ ପଢିବା ପାଇଁ କେତେ ଯେ ସଂଘର୍ଷ କରେ ବିଗତ ଦିନରେ ସେମିତି ଅନେକ କାହାଣୀ ରହିଛି । ଆଜି ଆମେ ଆପଣଙ୍କୁ ସେମିତି ଏକ କାହାଣୀ କହିବୁ, ଯାହା ଆପଣଙ୍କ ହୃଦୟକୁ କିଣିନେବ । ମୁଁ ପାଠ ପଢିବି । ବଡ ମଣିଷ ହେବି । କାଳିଆ ଘୋଡାରେ ଚଢି ମଧୁବାବୁ ସାଙ୍ଗେ ଲଢିବିContinue reading “ରାଜରାସ୍ତା କଡରେ ପାଠ ପାଇଁ ସଂଘର୍ଷ କରୁଛି କୁନି ପୁଅ । ପରିବା ବିକୁଛି, ପାଠ ପଢିବାକୁ ପଣ କରିଛି, ଏ କାହାଣୀ ଆପଣଙ୍କ ହୃଦୟକୁ କିଣିନେବ ।”

ଧନୀଠୁ ଲୁଟନ୍ତି ଗରିବଙ୍କୁ ଦିଅନ୍ତି… ଦିଲ୍ଲୀରୁ ଚୋରି କରି ଗାଁରେ ଗରିବଙ୍କ ସେବା କରେ ହାଇପ୍ରୋଫାଇଲ ଚୋର । ସିନେମା ନୁହେଁ ସତ ସତିକା ରବିନହୁଡକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଦିଲ୍ଲୀରୁ ଲୁଟନ୍ତି, ବିହାରରେ ବାଣ୍ଟନ୍ତି । ଧନୀଠୁ ଲୁଟି ଗରିବଙ୍କ ସେବା କରନ୍ତି । ରାତି ହେଲେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୁଏ ଅପରେସନ ଲୁଟ୍ । ଦିଲ୍ଲୀର ଗଳିକନ୍ଦିରେ ଛାଇ ଯାଆନ୍ତି ଚୋର । ଆଉ ସୁଯୋଗ ଦେଖି ବଡ ବଡିଆଙ୍କ ଘରେ କଳାକନା ବୁଲାନ୍ତି ଲୁଟେରା । ଆଖିପିଛୁଳାକେ ସବୁ ନେଇଯାଆନ୍ତି । ଧନ ରତ୍ନ, ସୁନା ଅଳଙ୍କାର ସବୁକିଛି ଗାଏବ କରି ଦିଅନ୍ତି । ଦିଲ୍ଲୀର କିଛି ଅଞ୍ଚଳରେ ଏବେContinue reading “ଧନୀଠୁ ଲୁଟନ୍ତି ଗରିବଙ୍କୁ ଦିଅନ୍ତି… ଦିଲ୍ଲୀରୁ ଚୋରି କରି ଗାଁରେ ଗରିବଙ୍କ ସେବା କରେ ହାଇପ୍ରୋଫାଇଲ ଚୋର । ସିନେମା ନୁହେଁ ସତ ସତିକା ରବିନହୁଡକୁ ନେଇ ଚର୍ଚ୍ଚା ।”

ଠାକୁର ଦୂଆରେ କୁକୁର ଦେଉଛି ଆଶୀର୍ବାଦ । ମନ୍ଦିର ସାମ୍ନାରୁ ଭାଇରାଲ ହେଉଛି କୁକୁରର ଭିଡିଓ । 

କନକ ବ୍ୟୁରୋ : ମନ୍ଦିର ସାମ୍ନାରେ ପୂଜାରି କି ପଣ୍ଡିତମାନେ ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଥିବାର ଆପଣ ମାନେ ଦେଖିଥିବେ । ହେଲେ ଗୋଟିଏ କୁକୁର ଆଶୀର୍ବାଦ ଦେଉଥିବାର ଆପଣ ଦେଖିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ମନ୍ଦିର ସାମ୍ନାରେ କୁକୁରଟି ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ମହାରାଷ୍ଟ୍ରର ସିଦ୍ଧିଟେକ ଅଞ୍ଚଳରେ ଥିବ ସିଦ୍ଧିବାନାୟକContinue reading “ଠାକୁର ଦୂଆରେ କୁକୁର ଦେଉଛି ଆଶୀର୍ବାଦ । ମନ୍ଦିର ସାମ୍ନାରୁ ଭାଇରାଲ ହେଉଛି କୁକୁରର ଭିଡିଓ । “

ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଭଦ୍ରକ ଅଲ୍ଲିନଗର ଛକରେ ଉତ୍ୟକ୍ତ ଲୋକେ ପୁଲିସକୁ ମାଡ଼ ମାରିବା ସହ ଜାଳିଦେଲେ ପୁଲିସ ଜିପ୍ ।

କନକ ବ୍ୟୁରୋ : ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ । ପୋଲିସକୁ ମାଡ଼ ମାରିବା ସହ ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକ । ଭଦ୍ରକ ତିହିଡ଼ି ଥାନା ଅଲ୍ଲିନଗର ଛକରେ ଘଟିଛି ଏହି କାଣ୍ଡ । ପୀରହାଟ ଥାନା ପୁଲିସର ଗାଡି ପୋଡିଦେଇଛନ୍ତି ଲୋକେ । ଅଭିଯୋଗ ହୋଇଛି ନୟାନନ୍ଦ ପଂଚାୟତ ହାତୁଆରି ଗାଁର ବାପି ମହାଳିକ ତାଙ୍କ ଭଉଣୀ ଘରକୁ ଯାଇଥିଲେ । କୌଣସି କାରଣରୁ ତାଙ୍କୁ ପୋଲିସ ଗୋଡ଼ାଇବା ବେଳେ ସେ ପୋଖରୀରେContinue reading “ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଭଦ୍ରକ ଅଲ୍ଲିନଗର ଛକରେ ଉତ୍ୟକ୍ତ ଲୋକେ ପୁଲିସକୁ ମାଡ଼ ମାରିବା ସହ ଜାଳିଦେଲେ ପୁଲିସ ଜିପ୍ ।”

Design a site like this with WordPress.com
Get started