କରୋନା ଟିକାକରଣ ପୂର୍ବରୁ ଦେଶର ସବୁ ଜିଲ୍ଲାରେ ମହାଅଭ୍ୟାସ : ଦେଶର ୭୩୬ ଜିଲ୍ଲାରେ ଡ୍ରାଏ ରନ

କନକ ବ୍ୟୁରୋ : କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣ୍ର ବଡ ଡ୍ରାଏ ରନ ହୋଇଛି । ଦେଶର ୭୩୬ ଜିଲ୍ଲାରେ ଟିକାକରଣର ରହର୍ସଲ ଚାଲିଛି । ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ପହଂଚି ହର୍ଷବର୍ଦ୍ଧନ ଡ୍ରାଏ ରନର ତଦାରଖ କରିଛନ୍ତି ।Continue reading “କରୋନା ଟିକାକରଣ ପୂର୍ବରୁ ଦେଶର ସବୁ ଜିଲ୍ଲାରେ ମହାଅଭ୍ୟାସ : ଦେଶର ୭୩୬ ଜିଲ୍ଲାରେ ଡ୍ରାଏ ରନ”

ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ : ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ ଓ ବନ୍ଦ ପାଳନ

କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ । ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ କରାଯିବା ସହ ବନ୍ଦ ପାଳନ କରାଯାଇଛି । ସକାଳୁ ସକାଳୁ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳ ଧାରଣା ଉପରେ ଶତାଧିକ ଲୋକେ ପ୍ରତିବାଦ କରିଛନ୍ତି । ଏହାସହ ୧୨ଘଂଟିଆ ବନ୍ଦ ପାଳନ କରୁଛନ୍ତି । ପୂର୍ବରୁ ଏଠାରେ ରେଳ ରହଣୀ ଥିବା ବେଳେ ଲକଡାଉନ ପରଠାରୁ ଟ୍ରେନ ରହୁନଥିବାରୁ ନାଗରିକ କ୍ରିୟାନୁଷ୍ଠାନ କମିଟି ଏହାରContinue reading “ସମ୍ବଲପୁର ରେଙ୍ଗାଲିରେ ରେଳ ରୋକ : ଧନବାଦ ଏଲେପି ଟ୍ରେନ ରହଣୀ ଦାବିରେ ରେଳ ରୋକ ଓ ବନ୍ଦ ପାଳନ”

ଭଦ୍ରକରେ ଭୟଙ୍କର ନିଆଁ : ଅଗ୍ନିକାଣ୍ଡରେ ଜଳିଗଲା ୧୦ବଖରା ଦୋକାନ ଘର; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଭଦ୍ରକରେ ଭୟଙ୍କର ନିଆଁ । ତିହିଡି ବଜାରରେ ଅଗ୍ନିକାଣ୍ଡରେ ଜଳିଗଲା ୧୦ବଖରାରୁ ଅଧିକ ଦୋକାନ ଘର । ନିଆଁରେ ପୋଡିଗଲା ତିହିଡି ବଜାରରେ ଥିବା ହୋଟେଲ, ଷ୍ଟେସନାରୀ ଦୋକାନ, ଜୋତା ଦୋକାନ ସହ କିଛି ପରିବା ଦୋକାନ ଏହି ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଅଗ୍ନିକାଣ୍ଡContinue reading “ଭଦ୍ରକରେ ଭୟଙ୍କର ନିଆଁ : ଅଗ୍ନିକାଣ୍ଡରେ ଜଳିଗଲା ୧୦ବଖରା ଦୋକାନ ଘର; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ”

ଉତରପ୍ରଦେଶ ବନ୍ଦାୟୁଁରେ ମନ୍ଦିର ଭିତରେ ମହିଳାଙ୍କୁ ଗଣଦୁଷ୍ମର୍ମ ଓ ହତ୍ୟା ମାମଲା । ମହିଳା କମିଶନ ସଦସ୍ୟଙ୍କ ବିବିଦୀୟ ବୟାନ । କହିଲେ ଯଦି ସେ ଏକା ଯାଇ ନଥା’ନ୍ତେ

କନକ ବ୍ୟୁରୋ : ଯଦି ସେ ଏକା ଯାଇ ନଥାନ୍ତେ ତାହେଲେ ଏଭଳି ଘଟି ନଥାନ୍ତା । ସେ କାହିଁକି ଏକୁଟିଆ ଯାଉଥିଲା । ସେ କାହିଁକି ଏଭଳି ପୋଷାକ ପିନ୍ଧୁଥିଲା । ଦୁଷ୍ମର୍ମ ଆମ ସଂସ୍କୃତିରେ ରହିଛି । ଏଭଳି ବୟାନ ବାରମ୍ବାର ଶୁଣିବାକୁ ମିଳୁଛି , ଯେତେବେଳେ ଦେଶରେ କୌଣସି ମହିଳା ବା ଝିଅ ମାନେ ଦୁଷ୍କର୍ମରେ ଶିକାର ହେଉଛନ୍ତି । ଏଭଳି ବୟାନ କେହି ସାଧାରଣ ଲୋକ ଦେଉ ନାହାନ୍ତି । କେବେContinue reading “ଉତରପ୍ରଦେଶ ବନ୍ଦାୟୁଁରେ ମନ୍ଦିର ଭିତରେ ମହିଳାଙ୍କୁ ଗଣଦୁଷ୍ମର୍ମ ଓ ହତ୍ୟା ମାମଲା । ମହିଳା କମିଶନ ସଦସ୍ୟଙ୍କ ବିବିଦୀୟ ବୟାନ । କହିଲେ ଯଦି ସେ ଏକା ଯାଇ ନଥା’ନ୍ତେ”

କରୋନା କାଳରେ ଭୁଷୁଡି ପଡିଥିବା ଅର୍ଥନୀତିର ସୁଧାର ପାଇଁ ଆଜି ବରିଷ୍ଠ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ ନୀତି ପକ୍ଷରୁ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ଏବେ ନିମ୍ନଗାମୀ ରହିଛି । ବଜାର ଠାରୁ ବ୍ୟାଙ୍କ୍, କ୍ଷୁଦ୍ର ଶିଳ୍ପ ଠାରୁ ଆରମ୍ଭ କରି ଦିନ ମଜୁରୀଆ । ସମସ୍ତଙ୍କ ଉପରେ କରୋନା ମହାମାରୀର ପ୍ରଭାବ ଦେଖିବାକୁ ମିଳିଛି । ଗୋଟେ ପଟେ ପ୍ରତିଟି ଲୋକର ରୋଜଗାର କମିଥିବା ବେଳେ ବଜାର ଦର ଏବେ ହୁ ହୁ ହୋଇ ବଢିଚାଲିଛି । କରୋନା ମହାମାରୀ ପାଇଁ ସରକାର ରାଜକୋଷରୁ ସହାୟତା ଦେଇ ଦେଇ ଏବେContinue reading “କରୋନା କାଳରେ ଭୁଷୁଡି ପଡିଥିବା ଅର୍ଥନୀତିର ସୁଧାର ପାଇଁ ଆଜି ବରିଷ୍ଠ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ ନୀତି ପକ୍ଷରୁ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ”

ଖୋଲିଲା ଧବଳେଶ୍ୱର ପୀଠ : କରୋନା କଟକଣା ମଧ୍ୟରେ ପୂଜକ ପରିବାର କରୁଛନ୍ତି ଦର୍ଶନ

କନକ ବ୍ୟୁରୋ : ଖୋଲିଲା ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ପୀଠ । କୋଭିଡ ନିୟମ ପାଳନ କରି ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି । ଆଜିଠାରୁ ମନ୍ଦିର ଖୋଲିଥିବା ବେଳେ ଆଜି ପ୍ରଥମ ଦିନରେ ମନ୍ଦିର ପୂଜକ ଓ ତାଙ୍କ ପରିବାର ଦର୍ଶନ କରୁଛନ୍ତି । ସେହିପରି ଆସନ୍ତାକାଲି ଶନିବାର ଓ ରବିବାର ଦିନ ସ୍ଥାନୀୟ ମଂଚେଶ୍ୱର ପଂଚାୟତ ବାସୀ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ । ଏହାପରେ ଅନ୍ୟାନ୍ୟ ଲୋକେ ଦର୍ଶନ କରିପାରିବେ । କରୋନାContinue reading “ଖୋଲିଲା ଧବଳେଶ୍ୱର ପୀଠ : କରୋନା କଟକଣା ମଧ୍ୟରେ ପୂଜକ ପରିବାର କରୁଛନ୍ତି ଦର୍ଶନ”

ସବୁ ପ୍ରେକ୍ଷାଳୟରୁ ଉଠିବ ପରଦା : ମଞ୍ଚକୁ ଫେରିବେ କଳାକାର; ଜମିବ ଆସର

କନକ ବ୍ୟୁରୋ : ମଞ୍ଚରୁ ପୁଣି ଗୁଞ୍ଜରିତ ହେବ ନୂପୁରର ରୁଣୁଝୁଣୁ ଶବ୍ଦ। ନାଟକର ଦମ୍‌ଦାର୍‌ ସଂଳାପ ଶୁଭିବ। ଶାସ୍ତ୍ରୀୟ ସଙ୍ଗୀତର ସୁମଧୁର ସ୍ବର ମନ ମୋହିବ। କଳାକାର ପୁଣି ମଞ୍ଚ ଫେରି ପାଇବେ। ପରଦା ପଛର ନାୟକମାନେ ରୋଜଗାର ପାଇ ମୁଖ୍ୟସ୍ରୋତକୁ ଫେରିବେ। ୯ ମାସ ଧରି ଶୂନଶାନ୍‌ ପ୍ରେକ୍ଷାଳୟ ପୁଣି ଦର୍ଶକ ଓ ଶ୍ରୋତାଙ୍କ ଭିଡ଼ରେ କୋଳାହଳମୟ ହେବ। କାରଣ ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ସହରର ସମସ୍ତ ପ୍ରେକ୍ଷାଳୟ। ଏଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓContinue reading “ସବୁ ପ୍ରେକ୍ଷାଳୟରୁ ଉଠିବ ପରଦା : ମଞ୍ଚକୁ ଫେରିବେ କଳାକାର; ଜମିବ ଆସର”

ଓଡ଼ିଶାରେ ପୋଷାକ ଉତ୍ପାଦନ ପାଇଁ ‘ଏମ୍‌ଜିଏମ୍‌’ର ବଡ଼ ଯୋଜନା : ପଙ୍କଜ ଲୋଚନ ମହାନ୍ତିଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ଖଣି, ଧାତବ ବ୍ୟବସାୟ ଏବଂ କ୍ରୀଡ଼ା ଭିତରେ ସେଭଳି କୌଣସି ସିଧାସଳଖ ସମ୍ପର୍କ ନାହିଁ। ଏହା ସତ୍ତ୍ବେ ଏହି ଦୁଇ କ୍ଷେତ୍ର ସହ ଜଡ଼ିତ ରହି ବେଶ୍‌ ସୁନାମ ଅର୍ଜନ କରିଛନ୍ତି ଏମ୍‌ଜିଏମ୍‌ ମିନେରାଲ୍‌ସ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ଓଡ଼ିଶା କ୍ରିକେଟ ସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତି। ନିଜ ସଂସ୍ଥାର ଭବିଷ୍ୟତ ଯୋଜନା ଏବଂ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି… ଲୁହାପଥର, ମାଙ୍ଗାନିଜ ଖଣିରContinue reading “ଓଡ଼ିଶାରେ ପୋଷାକ ଉତ୍ପାଦନ ପାଇଁ ‘ଏମ୍‌ଜିଏମ୍‌’ର ବଡ଼ ଯୋଜନା : ପଙ୍କଜ ଲୋଚନ ମହାନ୍ତିଙ୍କ ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ”

କୋଭିଡ୍‌ଠାରୁ ବାୟୁ ପ୍ରଦୂଷଣ ଅଧିକ ଘାତକ : ୨୦୧୯ରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ : କରୋନା ମହାମାରୀ ଅପେକ୍ଷା ଭାରତୀୟଙ୍କ ପାଇଁ ବାୟୁ ପ୍ରଦୂଷଣ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ୨୦୧୯ରେ ପ୍ରଦୂଷଣ ଯୋଗୁଁ ଦେଶରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ କୋଭିଡ୍‌ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ଏହାଠାରୁ ଅନେକ ଗୁଣରେ ଅଧିକ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ହେଉଛି ବୋଲି ଲାନସେଟ୍‌ ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି । ବାୟୁ ପ୍ରଦୂଷଣ ଯୋଗୁଁ ହୋଇଥିବାContinue reading “କୋଭିଡ୍‌ଠାରୁ ବାୟୁ ପ୍ରଦୂଷଣ ଅଧିକ ଘାତକ : ୨୦୧୯ରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ”

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପାନ ଦୋକାନ କରି ପେଟ ପୋଷୁଥିବା ଗରିବ ବାପା ପାଇଁ ପୁଅର ଚିକିିିତ୍ସା ସାତ ସପନ; ଏବେ ସରକାରୀ ସହାୟତାକୁ ଅପେକ୍ଷା 

କନକ ବ୍ୟୁରୋ : ପୁଅ ପାଇଁ ୭ ବର୍ଷର ସଂଗ୍ରାମ ଫେଲ ମାରିବା ପରେ ଏବେ ନିଶ୍ବ ହୋଇଯାଇଛନ୍ତି ମା ଓ ବାପା । ବାପା ଜଣେ ଗରିବ ଖଟିଖିଆ ପାନ ଦୋକାନୀ ହୋଇଥିବା ବେଳେ, ଏକମାତ୍ର ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ମେଡିକାଲ ଦୌଡି ଦୌଡି ସବୁ ଅର୍ଥ ଖର୍ଚ ହୋଇଯିବା ପରେ ଏବେ ଏକମାତ୍ର ଭରସା ସରକାର । ସରକାର ଗୁହାରୀ ଶୁଣିଲେ ଦିବ୍ୟ ପାଇବ ନୂଆ ଜୀବନ ।Continue reading “ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପାନ ଦୋକାନ କରି ପେଟ ପୋଷୁଥିବା ଗରିବ ବାପା ପାଇଁ ପୁଅର ଚିକିିିତ୍ସା ସାତ ସପନ; ଏବେ ସରକାରୀ ସହାୟତାକୁ ଅପେକ୍ଷା “

Design a site like this with WordPress.com
Get started