କନକ ବ୍ୟୁରୋ : ସାଇବର ଅପରାଧ ରୋକିବାକୁ ଜାରି ହେଲା ସହାୟତା ନମ୍ବର । ସହାୟତା ନମ୍ବର – ୭୪୪୦୦୦୬୭୦୯ ଜାରି । ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ପୋଲିସ କମିଶନର । ସଙ୍ଗେସଙ୍ଗେ ହେଲପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁContinue reading “ସାଇବର ଅପରାଧ ରୋକିବା ପାଇଁ ହେଲପ ଡେସ୍କ ଖୋଲିଲା କମିସନରେଟ ପୁଲିସ । ଜାରି କଲା ସହାୟତା ନମ୍ବର । କହିଲେ, ଠକେଇର ଏକ ଘଂଟା ଗୁରୁତ୍ୱପୂର୍ଣ୍ଣ”
Author Archives: Raghaba
ଶେଷରେ ପରାଜୟକୁ ସ୍ୱୀକାର କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ ଫଳା ଫଳରେ ନାହିଁ ଖୁସି ହେଲେ ୨୦ ତାରିଖରେ ଛାଡିଦେବି ପଦ । ସେପଟେ ଜୋ- ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା
କନକ ବ୍ୟୁରୋ : ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୋଗର ଅନ୍ତ ହେଲା , ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସହମତି ପ୍ରକାଶ କରୁଛି ମାତ୍ର ମୁଁ ଜାନୁଆରୀ ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି’ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଟ୍ରମ୍ପ୍ ତାଙ୍କContinue reading “ଶେଷରେ ପରାଜୟକୁ ସ୍ୱୀକାର କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ ଫଳା ଫଳରେ ନାହିଁ ଖୁସି ହେଲେ ୨୦ ତାରିଖରେ ଛାଡିଦେବି ପଦ । ସେପଟେ ଜୋ- ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା”
ରାଉରକେଲା ଷ୍ଟିଲ ପ୍ଲାଂଟ ଗ୍ୟାସ ଲିକ ଘଟଣା : ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ସେଲ ମୁଖ୍ୟାଳୟ; ବୋକାରୋ ଷ୍ଟିଲ ପ୍ଲାଂଟ ଇଡ଼ିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କରିବ ତଦନ୍ତ
କନକ ବ୍ୟୁରୋ : ରାଉରକେଲା ଷ୍ଟିଲ ପ୍ଲାଂଟ ଗ୍ୟାସ ଲିକ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ସେଲ ମୁଖ୍ୟାଳୟ । ବୋକାରୋ ଷ୍ଟିଲପ୍ଲାଂଟର ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଘଟଣାର ତଦନ୍ତ କରିବେ । ସେଲ କୋଲକତାର ସିଜିଏମ ଏସ.କେ ଦାସ, ଭିଲାଇ ଷ୍ଟିଲ ପ୍ଲାଂଟର ସିଜିଏମ ଭି.କେ ଶ୍ରୀବାସ୍ତବ, ଦୁର୍ଗାପୁର ଷ୍ଟିଲ ପ୍ଲାଂଟର ସିଜିଏମ ଆର.କେ ସିହ୍ନା ଟିମରେ ଅଛନ୍ତି । ଗ୍ୟାସ ଲିକ ଘଟଣାରେ ଆଜିContinue reading “ରାଉରକେଲା ଷ୍ଟିଲ ପ୍ଲାଂଟ ଗ୍ୟାସ ଲିକ ଘଟଣା : ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ସେଲ ମୁଖ୍ୟାଳୟ; ବୋକାରୋ ଷ୍ଟିଲ ପ୍ଲାଂଟ ଇଡ଼ିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କରିବ ତଦନ୍ତ”
ସ୍କୁଲ ଫି କମାଇବା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ : କହିଲେ କମିଟି ନେଇଥିବା ନିଷ୍ପତିକୁ କରାଯାଉ କାର୍ଯ୍ୟକାରୀ
କନକ ବ୍ୟୁରୋ : ହାଇକୋର୍ଟରେ ସ୍କୁଲ ଫି ମାମଲା ପ୍ରସଙ୍ଗ । ରାଜ୍ୟ ସରକାର ଦେଇଥିବା ରିହାତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଲେ କୋର୍ଟ । ସମାନ ବିଷୟକୁ ନେଇ ହୋଇଥିବା ଅନ୍ୟ ମାମଲାର ଆଉ ବିଚାର ହେବ ନାହିଁ । କମିଟି ଆଧାରରେ ନିଆଯାଇଥିବା ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବି ଆର ଷଡଙ୍ଗୀଙ୍କ ଖଣ୍ଡପୀଠରେ ଶୁଣାଣୀ ହୋଇଛି । କରୋନାContinue reading “ସ୍କୁଲ ଫି କମାଇବା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ : କହିଲେ କମିଟି ନେଇଥିବା ନିଷ୍ପତିକୁ କରାଯାଉ କାର୍ଯ୍ୟକାରୀ”
ଆସନ୍ତାକାଲି ଠାରୁ ପୁରା ଦେଶରେ କରୋନା ଭ୍ୟାକସିନର ଡ୍ରାଏ ରନ୍ । ଟିକାକରଣ ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ
କନକ ବ୍ୟୁରୋ : ଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହେବା ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନପେରନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଆଲୋଚନା ପରେ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି ଟିକାକରଣ ପ୍ରାରମ୍ଭରେ କୋଭିଡ୍ ଯୋଦ୍ଦା ମାନଙ୍କୁ ପ୍ରାଥମିକତା ଦିଆଯିବ । ଏହା ସହ ଟିକା ପ୍ରସ୍ତୁତରେ ସାମିଲ ହୋଇଥିବା ଡାକ୍ତର ଓ ବୈଜ୍ଞାନିକ ମାନଙ୍କୁ ସେ ସଲାମ୍ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନContinue reading “ଆସନ୍ତାକାଲି ଠାରୁ ପୁରା ଦେଶରେ କରୋନା ଭ୍ୟାକସିନର ଡ୍ରାଏ ରନ୍ । ଟିକାକରଣ ପୂର୍ବରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ”
କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟର ଚିନ୍ତା । କହିଲେ ତବଲିଗ୍ ଜମାତ୍ ଭଳି ସ୍ଥିତି ସୃଷଟି ନହେଉ । କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କହିଲେ କରୋନା କଟକଣା ନେଇ କ’ଣ ନେଇଛ ପଦକ୍ଷେପ
କନକ ବ୍ୟୁରୋ : ୪୩ ଦିନରେ କୃଷକ ଆନ୍ଦୋଳନ । ଅତ୍ୟାଧିକ ଥଣ୍ଡା ସାଙ୍ଗକୁ ଦିଲ୍ଲୀରେ ବର୍ଷା । ଏହାରି ମଧ୍ୟରେ ହକ ପାଇଁ ଦିଲ୍ଲୀ ସୀମାରେ ଅଡି ବସିଛି କୃଷକ । ପାରିତ ହୋଇଥିବା କୃଷି ଆଇନକୁ ପ୍ରତ୍ୟାହାର, କୃଷି କ୍ଷେତ୍ରରେ ବିଜୁଳି ବିଲ୍ ସମ୍ପୁର୍ଣ୍ଣ ଛାଡ ଓ ଏମଏସପିକୁ ଆଇନ ସିଦ୍ଧ କରିବାକୁ ଦାବି କରୁଛନ୍ତି କୃଷକ ମାନେ । ହେଲେ ସରକାର କୃଷକଙ୍କର କୌଣସି ଦାବି ମାନିବାକୁ ପ୍ରସ୍ତୁତ ନୁହନ୍ତି । ଏନେଇContinue reading “କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟର ଚିନ୍ତା । କହିଲେ ତବଲିଗ୍ ଜମାତ୍ ଭଳି ସ୍ଥିତି ସୃଷଟି ନହେଉ । କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କହିଲେ କରୋନା କଟକଣା ନେଇ କ’ଣ ନେଇଛ ପଦକ୍ଷେପ”
ରାଜ୍ୟରେ ବେଧଡ଼କ ଚାଲିଛି ଧଳାଜହର ବେପାର : ଖୋର୍ଦ୍ଧା ବାଇପାସ୍ ନିକଟରୁ କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଘଟଣାରେ ଜଣେ ଗିରଫ
କନକ ବ୍ୟୁରୋ : ରାଜ୍ୟରେ ବେଧଡ଼କ ଚାଲିଛି ଧଳଜହର ବେପାର । କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ୧ କିଲୋ ୩୧୦ ଗ୍ରାମର ଧଳାଜହର ଖୋର୍ଦ୍ଧା ବାଇପାସରୁ ଜବତ କରାଯାଇଛି । ଖୋର୍ଦ୍ଧା କାଇପଦର ଏସ.କେ ଅନୱରକୁ ଏହି ଘଟଣାରେ ଗିରଫ କରିଯାଇଛି । ଆଜି କୋର୍ଟ ଚାଲାଣ କରାଯିବ । ସେପଟେ, ପୁରୀ ଅବକାରୀ ବିଭାଗ ଓ ମୋବାଇଲ ପାର୍ଟି ଚଢ଼ାଉ କରି ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛିContinue reading “ରାଜ୍ୟରେ ବେଧଡ଼କ ଚାଲିଛି ଧଳାଜହର ବେପାର : ଖୋର୍ଦ୍ଧା ବାଇପାସ୍ ନିକଟରୁ କୋଟିଏ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଘଟଣାରେ ଜଣେ ଗିରଫ”
ଏଏନଏମଙ୍କ ନାଁରେ ଠକେଇ : ଭୁବନେଶ୍ୱର ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟଙ୍କା ମଗାଯାଉଥିବା ଅଡ଼ିଓ କ୍ଲିପ ଭାଇରାଲ
କନକ ବ୍ୟୁରୋ : ଟଙ୍କା ଦିଅ, ଚାକିରୀ ନିଅ । ରାଜଧାନୀରେ ଏଏନଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନକୁ ନେଇ ଏମିତି କିଛି ବଡ ଖୁଲାସା କରିଛି କମିଶନରେଟ୍ ପୋଲିସ । ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ, ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡିବ । ତାହାର ଚାକିରୀ ସ୍ଥାୟୀ ହେବ । ଏହିଭଳି ଏକ ଅଡିଓ ଲାଗିଛି କ୍ୟାପିଟାଲ ପୋଲିସ ହାତରେ । ଘଟଣାରେ କ୍ୟାପିଟାଲ ଥାନା ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁContinue reading “ଏଏନଏମଙ୍କ ନାଁରେ ଠକେଇ : ଭୁବନେଶ୍ୱର ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରି ଟଙ୍କା ମଗାଯାଉଥିବା ଅଡ଼ିଓ କ୍ଲିପ ଭାଇରାଲ”
ମାହାଙ୍ଗା ଡବଲ ମର୍ଡର ଘଟଣା : ରାଜ୍ୟ ସରକାରଙ୍କୁ ବିଜେପି ପ୍ରଭାରୀଙ୍କ ଟାଗେର୍ଟ; କହିଲେ, ପିଏମ୍ ଆବାସ ଦୁର୍ନୀତିି କଥା କହିବାରୁ କୁଳମଣିଙ୍କୁ କରାଗଲା ହତ୍ୟା
କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ । ଦୁର୍ନୀତି ମାମଲାରେ ମୁହଁ ଖୋଲିବାରୁ କୁଳମଣି ଓ ଦିବ୍ୟସିହ ବରାଜଙ୍କୁ ହତ୍ୟା କରଯାଇଥିବା ପୁରନ୍ଦେଶ୍ୱରୀ ଅଭିଯୋଗ କରିଛନ୍ତି । ଏଫାଇଆରରେ ମନ୍ତ୍ରୀଙ୍କ ନାଁ ଥିଲେ ବି କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି । ଏହା ଉପରେ ନଜର ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ ମହିଳା ଅତ୍ୟାଚାର ଓ ଶିଶୁ ନିର୍ଯାତନାContinue reading “ମାହାଙ୍ଗା ଡବଲ ମର୍ଡର ଘଟଣା : ରାଜ୍ୟ ସରକାରଙ୍କୁ ବିଜେପି ପ୍ରଭାରୀଙ୍କ ଟାଗେର୍ଟ; କହିଲେ, ପିଏମ୍ ଆବାସ ଦୁର୍ନୀତିି କଥା କହିବାରୁ କୁଳମଣିଙ୍କୁ କରାଗଲା ହତ୍ୟା”
ନିଜ ବିଲ୍ଡିଂକୁ ହୋଟେଲରେ ପରିବର୍ତ୍ତନ କଲେ ସୋନୁ ସୁଦ । ଅନୁମତି ନେଇ ନଥିବାରୁ ସୋନୁଙ୍କ ନାଁରେ ମାମଲା ଦାୟର କଲା ବିଏମସି ।
କନକ ବ୍ୟୁରୋ : ବଲିଉଡ କଳାକାର ସୋନୁ ସୁଦଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୋଲିସରେ ଅଭିଯୋଗ କରିଛି । ବିଏମସି ତା’ର ଅଭିଯୋଗରେ ଉଲ୍ଲେଖ କରିଛି କି ସୋନୁ ଜୁହୁ ସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ବିଏମସି କହିଛି କି ସୋନୁ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇ ନାହାନ୍ତି । ତେଣୁ ସୋନୁଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡContinue reading “ନିଜ ବିଲ୍ଡିଂକୁ ହୋଟେଲରେ ପରିବର୍ତ୍ତନ କଲେ ସୋନୁ ସୁଦ । ଅନୁମତି ନେଇ ନଥିବାରୁ ସୋନୁଙ୍କ ନାଁରେ ମାମଲା ଦାୟର କଲା ବିଏମସି ।”