କନକ ବ୍ୟୁରୋ : ଦୃଢ ଇଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ । ଏହାର ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ବର୍ତମାନ ସମସ୍ତେ ଚାକିରୀ ପଛରେ ଗୋଡାଉଥିବା ବେଳେ ଜଣେ ଦିବ୍ୟାଙ୍ଗ ଯୁବକ ଚାଷ କରିବାକୁ ମନ ବଳାଇ ସଫଳ ବି ହୋଇଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ଥିବା ଯୁବକ ଜଣକ ନିଜସ୍ୱ ଉଦ୍ୟମରେ ଟମାଟୋ ଚାଷ କରି ସଫଳତା ପାଇଛନ୍ତି । ଏପରି ଗାଁର ୨୦ଟି ପରିବାରକୁ ସେ ରୋଜଗାର ମଧ୍ୟContinue reading “ଜଣେ ଦିବ୍ୟାଙ୍ଗ ସଫଳ ଚାଷୀଙ୍କ କାହାଣୀ । ଦିବ୍ୟାଙ୍ଗ ହୋଇବି ଜମିରେ ଫଳାଉଛନ୍ତି ସୁନାର ଫସଲ, ୨୦ ପରିବାରକୁ ଯୋଗାଉଛନ୍ତି ରୋଜଗାର ।”
Author Archives: Raghaba
ଜାଡ ମୁହଁରୁ ନିରାଶ୍ରୟୀଙ୍କ ଜୀବନ ବଞ୍ଚାଇବାକୁ ନୂଆ ପ୍ରୟାସ । ଶୀତବସ୍ତ୍ର ଦେବାକୁ ଆରମ୍ଭ ହେଲା ‘ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ…’ ଅଭିଯାନ ।
କନକ ବ୍ୟୁରୋ: ସଞ୍ଜ ନଇଁଲେ ମାଡି ଆସୁଛି ଶୀତ । ଦିନ ଗଡିଗଲେ ବାଘ ପରି ଡରାଉଛି ଡିସେମ୍ବରର ଶୀତ । ଶୀତ ଥରେଇ ଦେଉଛି, ଶୀତ ଡରେଇ ଦେଉଛି । କାଲୁଆ ପବନରେ କାନପାଟି କଞ୍ଚାପାଣି ହୋଇଯାଉଥିବା ବେଳେ ଜାଡ ଯନ୍ତ୍ରଣା ଜୀବନକୁ ଅସ୍ତବ୍ୟସ୍ତ କରୁଛି । ରାତି ଟିକେ ବଢିବା କ୍ଷଣି ଗାଁଠୁ ସହର ଯାଏଁ ଜାରି ହେଉଛି ଶୀତର ୧୪୪, ଲାଗୁଛି କୁହୁଡିର କର୍ଫ୍ୟୁ… ପ୍ରବଳ ଶୀତ ପାଇଁ ରାସ୍ତା ଘାଟ ପୂରାContinue reading “ଜାଡ ମୁହଁରୁ ନିରାଶ୍ରୟୀଙ୍କ ଜୀବନ ବଞ୍ଚାଇବାକୁ ନୂଆ ପ୍ରୟାସ । ଶୀତବସ୍ତ୍ର ଦେବାକୁ ଆରମ୍ଭ ହେଲା ‘ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ…’ ଅଭିଯାନ ।”
ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଖୁଲାସା : ଏସଆଇଟି ବିଷୟରେ ଗୁଗୁଲରେ ସର୍ଚ୍ଚ କରିଥିଲା ଅଭିଯୁକ୍ତ ସରୋଜ
କନକ ବ୍ୟୁରୋ : ଆଜି ଏସଆଇଟି କରିଛି ବଡ ଖୁଲାସା । ‘ପରୀ’ ହତ୍ୟାକାଣ୍ଡକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସରୋଜ ଜେରା ବେଳେ କେତେ ବେଳେ ରାଗି ଯାଉଥିବା କହିଛନ୍ତି ଅରୁଣ ବୋଥ୍ରା । ଏହାସହିତ ପରୀ ହତ୍ୟାର ତଦନ୍ତ ନେଇ ଏସଆଇଟି ଗଠନ ପରେ, ହତ୍ୟାକାରୀ ସରୋଜ ତାର ମୋବାଇଲରେ ଏସଆଇଟି ନେଇ ଗୁଗୁଲରେ କରିଥିଲା ସର୍ଚ୍ଚ ଓ ପରେ ସର୍ଚ୍ଚ ହିଷ୍ଟ୍ରିରୁ ଏହାକୁ ଡିଲିଟ୍ କରିଦେଇଥିଲାContinue reading “ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଖୁଲାସା : ଏସଆଇଟି ବିଷୟରେ ଗୁଗୁଲରେ ସର୍ଚ୍ଚ କରିଥିଲା ଅଭିଯୁକ୍ତ ସରୋଜ “
ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହରିଆଣା ମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ ଖୋଳି କଲେ ଶକ୍ତି ପ୍ରଦର୍ଶନ
କନକ ବ୍ୟୁରୋ : ଆଜିକୁ ପୁରା ଗୋଟିଏ ମାସ ପୁରିଗଲା । ବିଯୁକ୍ତ ତାପମାତ୍ରା, ଖୋଲା ଆକାଶ, ତଳେ ଜୀବନ ବିତାଉଛନ୍ତି ଲକ୍ଷ ଲକ୍ଷ ଅର୍ଣ୍ଣଦାତା । ନିଜର ଅଧିକାର, କୃଷକ ମାନଙ୍କର ସ୍ୱାର୍ଥ ଓ ଦେଶହିତରେ ସରକାର ପାରିତ କରିଥିବା ୩ କଳା ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବାକୁ ସେମାନେ ଏବେ ବି ଜିଦ୍ ରେ ଅଟଳ । ହେଲେ ସରକାର କୃଷକ ମାନଙ୍କ ସହିତ ଖେଳୁଛନ୍ତି ଲୁଚକାଳି । କେବେ ଆଲୋଚନାକୁ ଡାକୁଛନ୍ତି ତContinue reading “ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହରିଆଣା ମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ ଖୋଳି କଲେ ଶକ୍ତି ପ୍ରଦର୍ଶନ”
କେମିତି ‘ପରୀ’କୁ କରାଯାଇଥିଲା ହତ୍ୟା ? ହତ୍ୟାକାଣ୍ଡ ସ୍ଥଳରେ ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ ସେଠୀ
କନକ ବ୍ୟୁରୋ : ‘ପରୀ’ ହତ୍ୟା ମାମଲା । ଆଜି ଏସଆଇଟିକୁ ଡେମୋ ଦେଖାଇଲା ନାବାଳିକା ପରୀର ହତ୍ୟାକାରୀ ସରୋଜ ସେଠୀ । ଯଦୁପୁରକୁ ସରୋଜକୁ ନେଇଥିଲା ଏସଆଇଟି ଟିମ୍ । ଏହି ସମୟରେ ଏସଆଇଟି ଟିମ୍ , ଆଗରେ କପରି ପରୀକୁ ହତ୍ୟା କଲା , ପୁରି ମର୍ଡର ସିନ୍ ରି କ୍ରିଏଟ୍ କରିଛି ସରୋଜ ସେଠୀ । ପରୀ ହତ୍ୟା ଦିନ କେମିତି ପରୀ ସହ ହତ୍ୟାକାରୀ ଘଟାଇଥିଲା ବର୍ବର କାଣ୍ଡ , କେଉଁContinue reading “କେମିତି ‘ପରୀ’କୁ କରାଯାଇଥିଲା ହତ୍ୟା ? ହତ୍ୟାକାଣ୍ଡ ସ୍ଥଳରେ ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ ସେଠୀ”
ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ : କଳାକପଡା ଦେଖାଇ ସାଂସଦଙ୍କୁ ଭରତପୁରରେ ବିରୋଧ ପ୍ରଦର୍ଶନ; ଦେଲେ ଗୋ ବ୍ୟାକ୍ ସ୍ଲୋଗାନ୍
କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ । ଆଜି ରାଜଧାନୀ ଉପକଣ୍ଠ ଭରତପୁରରେ ଅପରାଜିତା ଜନସଂପର୍କ ପଦ ଯାତ୍ରା କରୁଥିବା ବେଳେ ବିରୋଧର ଶିକାର ହୋଇଛନ୍ତି । ତାଙ୍କୁ କଳା କପଡା ଦେଖାଇ ଭରତପୁରରେ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏହି ଘଟଣା ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦକୁ ପୁଣି ସାମ୍ନାକୁContinue reading “ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ : କଳାକପଡା ଦେଖାଇ ସାଂସଦଙ୍କୁ ଭରତପୁରରେ ବିରୋଧ ପ୍ରଦର୍ଶନ; ଦେଲେ ଗୋ ବ୍ୟାକ୍ ସ୍ଲୋଗାନ୍”
ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ବେଳେ ଅଟକାଇଲା ପୋଲିସ : କେବଳ ରାହୁଲ ଓ ଆଜାଦଙ୍କୁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ମିଳିଲା ଅନୁମତି
କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ଆଇନ୍ରେ ପରିଣତ କରାଯାଇଥିବା କୃଷକ ବିରୋଧୀ, କୃଷି ବିରୋଧୀ ଏବଂ ଗରିବ ବିରୋଧୀ ତିନୋଟି କୃଷି ଆଇନକୁ ଉଚ୍ଛେଦ କରିବା ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁରୁବାର ଦିନ କଂଗ୍ରେସ ଅନୁରୋଧ କରିଛି। ସ୍ୱେଚ୍ଛାଚାରୀ ମୋଦୀ ସରକାର କୃଷକମାନଙ୍କର ଦୁଃଖଯନ୍ତ୍ରଣା ପ୍ରସଙ୍ଗ ମଧ୍ୟ ଶୁଣିବାକୁ ଅଗ୍ରାହ୍ୟ କରୁଥିବା କଥା କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛି। ଏହି ଆଇନକୁ ପ୍ରତ୍ୟାହାର କରି ନେବାକୁ ସରକାର ସଂସଦର ସ୍ୱତନ୍ତ୍ର ମିଳିତ ଅଧିବେଶନ ଡାକନ୍ତୁContinue reading “ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ବେଳେ ଅଟକାଇଲା ପୋଲିସ : କେବଳ ରାହୁଲ ଓ ଆଜାଦଙ୍କୁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ମିଳିଲା ଅନୁମତି”
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ରାଉରକେଲାରେ ହେବ ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମ
କନକ ବ୍ୟୁରୋ : ରାଉରକେଲାରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାରେ ୧୫ ଏକର ଜମିରେ ତିଆରି ହେବ ହକି ଷ୍ଟାଡିୟମ । ଏହାର ଦର୍ଶକ ବସିବା କ୍ଷମତା ପ୍ରାୟ ୨୦ ହଜାର ରହିବ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଖେଳାଳିଙ୍କ ପାଇଁ ଉପଲବ୍ଧ କରାଯିବ । ଆଗାମୀ ହକି ବିଶ୍ୱକପ୍Continue reading “ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ରାଉରକେଲାରେ ହେବ ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମ “
ଗାଁ ଭିତରେ ପଶି ଆଖିବୁଜା ଗୁଳି ଚାଳନା କଲେ ସଂନ୍ତ୍ରାସବାଦୀ । ଟଳିପଡିଲେ ୧୦୦ ଅଧିକ ଲୋକ । ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି ଗ୍ରାମବାସୀ
କନକ ବ୍ୟୁରୋ: ବିଶ୍ୱକୁ ଏବେ ଘାରିଛି ସଂନ୍ତ୍ରାସବାଦୀଙ୍କ ଚିନ୍ତା । ଧର୍ମୀୟ ଭାବନାକୁ ଉଜ୍ଜିବିତ ରଖିବା ସହ ରାଜନୀତିରେ ନିଜର ଆଦର୍ଶକୁ ପ୍ରତିପାଦିତ କରିବାକୁ ମୌଳବାଦୀ ମାନେ ନିଜ ନିଜର ସଂଗଠନ ତିଆରି କରି ବିଶ୍ୱରେ ହିଂସା ଘଟାଉଛନ୍ତି । ଏମାନଙ୍କୁ କିଛି ଧନିକ ଶ୍ରେଣୀ ଓ ରାଜନୈତିକଦଳ ମାନେ ପ୍ରୋତ୍ସାହନ ଦେଉଥିବା ବି ଅନେକ କ୍ଷେତ୍ରରେ ପ୍ରମାଣ ମିଳିଛି । ହେଲେ ଏବେ ଆଫ୍ରିକାରେ ଲୋକମାନେ ଆତଙ୍କବାଦୀଙ୍କ ହିଂସାରେ ସବୁଠାରୁ ବେସି ଶିକାର ହେଉଛନ୍ତି ।Continue reading “ଗାଁ ଭିତରେ ପଶି ଆଖିବୁଜା ଗୁଳି ଚାଳନା କଲେ ସଂନ୍ତ୍ରାସବାଦୀ । ଟଳିପଡିଲେ ୧୦୦ ଅଧିକ ଲୋକ । ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି ଗ୍ରାମବାସୀ”
‘ପରୀ’ ହତ୍ୟା ମାମଲା : ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ଘଟାଇଥିଲା ଜଘନ୍ୟ କାଣ୍ଡ; ଡ଼େମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ
କନକ ବ୍ୟୁରୋ : ପରୀ ମୁୃତ୍ୟୁ ମାମଲା । ଆଜି ଏସଆଇଟିକୁ ଡେମୋ ଦେଖାଉଛି ନାବାଳିକା ପରୀର ହତ୍ୟାକାରୀ ସରୋଜ ସେଠୀ । ଯଦୁପୁରରେ କେମିତି ପରୀକୁ ହତ୍ୟା କରିଥିଲା ଏହି ପିଶାଚ, ତାହାର ପୁରୀ ଦୃଶ୍ୟ ପୁଣି ଥରେ ରିକ୍ରିଏଟ୍ କରିଛି ଏସଆଇଟି ଟିମ୍ । ପରୀ ହତ୍ୟା ଦିନ କେମିତି ପରୀ ସହ ସେ ଘଟାଇଥିଲା ବର୍ବର କାଣ୍ଡ ସେ ନେଇ ତଦନ୍ତକାରୀ ଟିମ୍ ଏସଆଇଟିକୁ ଡ଼େମୋ ଦେଖାଉଛି । ପରୀ ସେଦିନ କିପରିContinue reading “‘ପରୀ’ ହତ୍ୟା ମାମଲା : ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ଘଟାଇଥିଲା ଜଘନ୍ୟ କାଣ୍ଡ; ଡ଼େମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ”