କନକ ବ୍ୟୁରୋ : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଧାନଗର ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପଂହଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ ୭ ବଖରା ଘର ଜଳିଯାଇଛି । ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ବହୁ କସରତ କରିବାକୁ ପଡିଥିଲା । ଗ୍ରାମର ଶଙ୍କର୍ଷଣ ରାଉତ, ଦଶରଥ ରାଉତ, ଖୁଲଣା ରାଉତ ଓ ମହେନ୍ଦ୍ର ରାଉତଙ୍କ ପରିବାରContinue reading “ଯାଜପୁରର ରସୁଲପୁର ବ୍ଲକରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ୭ ବଖରା ଘର ଜଳିପୋଡି ପାଉଁଶ”
Author Archives: Raghaba
ଭକ୍ତ ଓ ଭଗବାନଙ୍କ ମହାମିଳନ : ଦ୍ୱିତୀୟ ଦିନରେ ଚାଲିଛି କାଳିଆ ଦର୍ଶନ; ସେବାୟତ ଓ ପରିବାର କରୁଛନ୍ତି ପ୍ରବେଶ
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଚାଲିଛି କାଳିଆ ଦର୍ଶନ । ସେବାୟତ ଓ ପରିବାର ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । କରୋନା କଟକଣା ମଧ୍ୟରେ ଚାଲିଛି କାଳିଆ ଦର୍ଶନ । ଶାନ୍ତିଶୃଙ୍ଖଳାର ସହ ସେବାୟତ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ସେବାୟତ ଓ ପରିବାର ଆସନ୍ତାକାଲି ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିବେ । ୩ ତାରିଖ ଠାରୁ ପୁରୀ ବାହାର ଲୋକ ଦର୍ଶନContinue reading “ଭକ୍ତ ଓ ଭଗବାନଙ୍କ ମହାମିଳନ : ଦ୍ୱିତୀୟ ଦିନରେ ଚାଲିଛି କାଳିଆ ଦର୍ଶନ; ସେବାୟତ ଓ ପରିବାର କରୁଛନ୍ତି ପ୍ରବେଶ”
ବୋରୱେଲ ଖୋଳାଇ ଫସିଲେ ଚାଷୀ : ୨ବର୍ଷ ହେଲାଣି ସରିଲାଣି ଗଭୀର ନଳକୂପ, ଲାଗି ପାରୁନି ପମ୍ପସେଟ୍
କନକ ବ୍ୟୁରୋ : ଭଲ ଚାଷ କରିବା ପାଇଁ ଜମିରେ କରାଇଥିଲେ ଗଭୀର ନଳକୂପ । ହେଲେ ଆଶା ଆଶାରେ ରହି ଯାଇଛି । ବୋରୱେଲ ଖୋଳାଇ ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ବର୍ଷକୁ ତିନି ଫସଲ ଚାଷ କରିବାକୁ ଯୋଜନା ରଖିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ନବରଙ୍ଗପୁର ଉମରକୋଟରୁ ଆସିଛି ଚାଷୀ ସମସ୍ୟାର ଏପରି ଚିତ୍ର । ଜମିରେ ଖୋଳାଇଥିଲେ ଗଭୀର ନଳକୂପ । ବିଜୁ କୃଷକContinue reading “ବୋରୱେଲ ଖୋଳାଇ ଫସିଲେ ଚାଷୀ : ୨ବର୍ଷ ହେଲାଣି ସରିଲାଣି ଗଭୀର ନଳକୂପ, ଲାଗି ପାରୁନି ପମ୍ପସେଟ୍”
ସୀମା ବିବାଦର ପୂର୍ଣ୍ଣଚ୍ଛେଦରେ ପୁଣି ଲାଗିଲା ବ୍ରେକ । ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର
କନକ ବ୍ୟୁରୋ: ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ପୂର୍ଣ୍ଣଛେଦରେ ପୁଣି ଲାଗିଲା ବ୍ରେକ । ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର । କୋରାପୁଟ ଜିଲ୍ଲାର ସମ୍ବାଇ ପଂଚାୟତ ସୀମାନ୍ତକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ବହୁ ଦିନରୁ ଲାଗି ରହିଛି ବିବାଦ । ଆଉ ଏହାର ସମାଧାନ ପାଇଁ ୩ ତାରିଖରେ ଉଭୟ ରାଜ୍ୟର ସ୍ଥାନୀୟ ଅଂଚଳର ଅଧିକାରୀ ସମ୍ବାଇରେ ବୈଠକ କରି ସମାଧାନର ବାଟ ଖୋଜିଥିଲେ । ମାଡ଼୍ରାସ ପ୍ରେସଡ଼େନ୍ସିContinue reading “ସୀମା ବିବାଦର ପୂର୍ଣ୍ଣଚ୍ଛେଦରେ ପୁଣି ଲାଗିଲା ବ୍ରେକ । ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର”
କାମାକ୍ଷାନଗର ମହାବୀର ରୋଡ ରେଞ୍ଜରେ ହାତୀ ଆକ୍ରମଣ : ବାପା ମୃତ, ଅଳ୍ପକେ ବର୍ତ୍ତିଗଲେ ପୁଅ
କନକ ବ୍ୟୁରୋ : ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବର୍ତିଗଲେ ପୁଅ । ମୃତକ ଜଣକ ହେଲେ ମହାବୀରରୋଡ ରେଞ୍ଜ ମଝିକା ଗାଁର ନିରଞ୍ଜନ ସ୍ୱାଇଁ । ସୂଚନା ଅନୁସାରେ ନିରଞ୍ଜନ ଓ ତାଙ୍କ ପୁଅ ବିଲରୁ ଫେରୁଥିବା ବେଳେ କାମାକ୍ଷାନଗର ମଝିକା କାଳୀମନ୍ଦିର ନିକଟରେ ହାତୀ ମୁହଁରେ ପଡ଼ିଯାଇଥିଲେ । ହାତୀଟି ନିରଞ୍ଜନକୁ ଶୁଣ୍ଢରେ ଟେକି କଚାଡ଼ି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଅଳ୍ପକେ ବର୍ତି ଯାଇଥିଲେ ତାଙ୍କContinue reading “କାମାକ୍ଷାନଗର ମହାବୀର ରୋଡ ରେଞ୍ଜରେ ହାତୀ ଆକ୍ରମଣ : ବାପା ମୃତ, ଅଳ୍ପକେ ବର୍ତ୍ତିଗଲେ ପୁଅ”
ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ: ପୂର୍ବ ବର୍ଷର ଶୀତ ରେକର୍ଡ଼ ଭାଙ୍ଗିଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି
କନକ ବ୍ୟୁରୋ: ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ । ରେକର୍ଡ଼ ଭାଙ୍ଗିଛି ପୂର୍ବ ବର୍ଷ ଅପେକ୍ଷା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଡ଼ିସେମ୍ବର ମାସର ତୃତୀୟ ସପ୍ତାହରୁ ଥଣ୍ଡା ବଢ଼ିବା ସଙ୍ଗେ ସଙ୍ଗେ ଜାଡ଼ ହେବା ସହ ଜିଲ୍ଲାର ସଦର ମହକୁମା ସମେତ ବାଲିଗୁଡ଼ା, ଜି ଉଦୟଗିରି, ରାଇକିଆ, କ ନୂଆ ଗାଁ, ଦାରିଙ୍ଗବାଡ଼ି, ବେଲଘର, ସିମନ ବଡି ଅଂଚଳରେ କାକରପାତ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।Continue reading “ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ: ପୂର୍ବ ବର୍ଷର ଶୀତ ରେକର୍ଡ଼ ଭାଙ୍ଗିଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି”
ସୁବର୍ଣ୍ଣପୁର ଜମିରା ଛକରେ ଜଳିଗଲା ଚାଉଳ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର
କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା କମିରା ଛକରେ ଜଳିଗଲା ଏକ ଚାଉଳ ବୋଝେଇ ଟ୍ରକ୍ । ଟ୍ରକ୍ଟି ରାଇସ୍ ମିଲ୍ରୁ ଚାଉଳ ବୋଝେଇ କରି ଡୁଙ୍ଗୁରିପାଲିକୁ ଯାଉଥିବା ବେଳେ ବିନିକା-ରାମପୁର ରାସ୍ତାର କାମିରା ଛକରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଟ୍ରକ୍ ଡ୍ରାଇଭର ଏବଂ ହେଲପରContinue reading “ସୁବର୍ଣ୍ଣପୁର ଜମିରା ଛକରେ ଜଳିଗଲା ଚାଉଳ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର”
ରାଉରକେଲାରେ ପୁଣି ଜିଏସଟି ଠକେଇ : ଜିଏସଟି ଠକେଇ ଅଭିଯୋଗରେ ଏଜାଜ ଅହମ୍ମଦ ଗିରଫ
କନକ ବ୍ୟୁରୋ : ବନ୍ଧା ହେଲେ ଜିଏସଟି ଅଧିକାରୀ । ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ୮୭ ଲକ୍ଷ ୯୭ ହଜାର ଟଙ୍କାର ଆୟବହିର୍ଭୁତ ସଂପତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଅଲେଖ । ଗିରଫ ଅଲେଖଙ୍କୁ ସୁନ୍ଦରଗଡ଼ ଭିିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରିବ ରାଉରକେଲା ଭିଜିଲାନ୍ସ । ସରକାରୀ ଶିକ୍ଷକ ପତ୍ନୀ ଫୁଲ ଗରଡ଼ିଆଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ରାଉରକେଲା ଭିିଜିଲାନ୍ସ ଏସପି ସୁବାସContinue reading “ରାଉରକେଲାରେ ପୁଣି ଜିଏସଟି ଠକେଇ : ଜିଏସଟି ଠକେଇ ଅଭିଯୋଗରେ ଏଜାଜ ଅହମ୍ମଦ ଗିରଫ”
ରାଜଧାନୀରେ ଆଲୋଡନ, ବ୍ରିଟେନ ଫେରନ୍ତାଙ୍କୁ କରୋନା: ହସ୍ପିଟାଲରେ କରାଗଲା ଭର୍ତ୍ତି; ପରିବାର ଲୋକଙ୍କ କରୋନା ପରୀକ୍ଷା, ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ
କନକ ବ୍ୟୁରୋ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ, ଚାରିଆଡେ ଭୟର ବାତାବରଣ ଖେଳି ଯାଇଛି । ଆଉ ଏହି ସମୟରେ ବ୍ରିଟେନରୁ ଓଡିଶା ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ବ୍ୟକ୍ତିଙ୍କ ଠାରେ ବ୍ରିଟେନର ସେହି ନୂଆ ଷ୍ଟ୍ରେନ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏପଟେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ସେContinue reading “ରାଜଧାନୀରେ ଆଲୋଡନ, ବ୍ରିଟେନ ଫେରନ୍ତାଙ୍କୁ କରୋନା: ହସ୍ପିଟାଲରେ କରାଗଲା ଭର୍ତ୍ତି; ପରିବାର ଲୋକଙ୍କ କରୋନା ପରୀକ୍ଷା, ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ”
ଦୁର୍ଘଟଣା ନେଲା ଜୀବନ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ପିଟିଲା ଟ୍ରକ୍; ଘଟଣାସ୍ଥଳରେ ୨ମୃତ
କନକ ବ୍ୟୁରୋ : ସଡ଼କ ଦୁର୍ଘଟଣା ନେଲା ଜୀବନ । ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ କୁରାଡ଼ମଲ୍ଲ ଛକରେ ଦୁଇ ବାଇକ୍ ଆରୋହୀଙ୍କୁ ଟ୍ରକ୍ ପିଟି ଦେବାକୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭିର୍ତି ହୋଇଛନ୍ତି । ବାଇକ୍ ଆରୋହୀମାନେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ମୃତକଙ୍କContinue reading “ଦୁର୍ଘଟଣା ନେଲା ଜୀବନ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ପିଟିଲା ଟ୍ରକ୍; ଘଟଣାସ୍ଥଳରେ ୨ମୃତ”