କନକ ବ୍ୟୁରୋ : ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିଲା ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁଯାୟୀ ହୋଇଥିଲା ଚୁକ୍ତି । ମାତ୍ର ଆଜି ଚୂଡାନ୍ତ ଚିହ୍ନଟ ପ୍ରକ୍ରିୟା ବେଳେ ଚୁକ୍ତିରୁ ଓହରିଗଲା ଆନ୍ଧ୍ର । ପୁଣି ଏକ ବୈଠକରେ ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରର ଚୁକ୍ତି । ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳରେ ୧୯୬୩ ମସିହାରେ ସେଟେଲମେଂଟ ପକ୍ଷରୁ ସୀମା ଚିହ୍ନଟ କରି ୬Continue reading “ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର ।”
Author Archives: Raghaba
ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା । କୋଭିଡ ପରୀକ୍ଷା ପାଇଁ ଚିହ୍ନଟ ବ୍ୟକ୍ତିଙ୍କର ନିଆଗଲା ନମୂନା । ଭୟଭୀତ ନହେବାକୁ ପରାମର୍ଶ ।
କନକ ବ୍ୟୁରୋ: ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା ଚିହ୍ନଟ । ଗତ ସପ୍ତାହରେ ସେ ବ୍ରିଟେନରୁ ଫେରିଛନ୍ତି । ଚିହ୍ନଟ ବ୍ୟକ୍ତିଙ୍କର କୋଭିଡ ପରୀକ୍ଷା କରାଯାଇଛି । ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ପରିବାର ଲୋକଙ୍କର ମଧ୍ୟ ହେବ କୋଭିଡ ଟେଷ୍ଟ । କାହାରି କି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଏମସି କମିସନର । ବ୍ରିଟେନରେ କରୋନା ନୂଆContinue reading “ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା । କୋଭିଡ ପରୀକ୍ଷା ପାଇଁ ଚିହ୍ନଟ ବ୍ୟକ୍ତିଙ୍କର ନିଆଗଲା ନମୂନା । ଭୟଭୀତ ନହେବାକୁ ପରାମର୍ଶ ।”
ଜମିରେ ବୋରୱେଲ ଖୋଳାଇ ଫସିଗଲେ ଚାଷୀ । ୨ ବର୍ଷ ହେଲାଣି ସରିଲାଣି ଗଭୀର କୂଅଖୋଳା, ହେଲେ ଲାଗି ପାରୁନି ପମ୍ପ ସେଟ୍ ।
କନକ ବ୍ୟୁରୋ : ଭଲ ଚାଷ କରିବା ପାଇଁ ଜମିରେ କରାଇଥିଲେ ଗଭୀର ନଳକୂପ । ହେଲେ ଆଶା ଆଶାରେ ରହି ଯାଇଛି । ବୋରୱେଲ ଖୋଳାଇ ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ବର୍ଷକୁ ତିନି ଫସଲ ଚାଷ କରିବାକୁ ଯୋଜନା ରଖିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ନବରଙ୍ଗପୁର ଉମରକୋଟରୁ ଆସିଛି ଚାଷୀ ସମସ୍ୟାର ଏପରି ଚିତ୍ର । ଜମିରେ ଖୋଳାଇଥିଲେ ଗଭୀର ନଳକୂପ । ବିଜୁ କୃଷକContinue reading “ଜମିରେ ବୋରୱେଲ ଖୋଳାଇ ଫସିଗଲେ ଚାଷୀ । ୨ ବର୍ଷ ହେଲାଣି ସରିଲାଣି ଗଭୀର କୂଅଖୋଳା, ହେଲେ ଲାଗି ପାରୁନି ପମ୍ପ ସେଟ୍ ।”
ଖୋଲିଲା କାଳିଆ କବାଟ, ଜଗାକୁ ଦେଖିବ ଜଗତ । ନଅ ମାସ ପରେ ନୂଆବର୍ଷରୁ ନୟନପଥଗାମୀଙ୍କୁ ଦେଖିବ ଭକ୍ତ । କେମିତି ଥିଲା କରୋନା କାଳରେ ଭକ୍ତ-ଭଗବାନଙ୍କ ବିଚ୍ଛେଦର କାହାଣୀ… ପଢନ୍ତୁ
କନକ ବ୍ୟୁରୋ: ଭାଙ୍ଗିଲା ଭୂତାଣୁର ଦୁର୍ଗ, ମିଶିଲା ଭକ୍ତ-ଭଗବାନଙ୍କ ଆଖି । ଅନନ୍ତ ଅପେକ୍ଷାର ଅନ୍ତ ପରେ ଭକ୍ତଙ୍କୁ ପାଖରୁ ଦେଖିଲା କାଳିଆ, କାଳିଆକୁ ପାଖରୁ ଦେଖିଲେ ଭକ୍ତ । ସେ ଦୁଇ ଚକାନୟନ ସହ ମିଶିଲା ଭାବଭରା ଭକ୍ତର ଦୁଇ ନୟନ । ନଅ ମାସ ପରେ ଶେଷରେ ନେହୁରା ଶୁଣିଛି କଳା ଠାକୁର । ସଂକ୍ରମଣର ସୂତାକୁ କାଟି ଖୋଲିଛି ସିଂହଦ୍ୱାର । ଭୂତାଣୁ ଭୟକୁ ଏଡାଇ ଭାବ ବିନୋଦିଆକୁ ଅତି ପାଖରୁ ଦେଖିଲେContinue reading “ଖୋଲିଲା କାଳିଆ କବାଟ, ଜଗାକୁ ଦେଖିବ ଜଗତ । ନଅ ମାସ ପରେ ନୂଆବର୍ଷରୁ ନୟନପଥଗାମୀଙ୍କୁ ଦେଖିବ ଭକ୍ତ । କେମିତି ଥିଲା କରୋନା କାଳରେ ଭକ୍ତ-ଭଗବାନଙ୍କ ବିଚ୍ଛେଦର କାହାଣୀ… ପଢନ୍ତୁ”
ଓଡିଶା ଆନ୍ଧ୍ର ସୀମା ବିବାଦର ହୋଇପାରେ ସମାଧାନ । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୀମା ଚିହ୍ନଟ ନେଇ ବୈଠକ ଜାରି ।
କନକ ବ୍ୟୁରୋ : ସୀମା ନିର୍ଦ୍ଧାଣରେ ଲାଗିବ ବ୍ରେକ । ଦୀର୍ଘ ଦୀନ ଧରି ଲଗି ରହିଥିଲା ଆନ୍ଧ୍ର ଓଡ଼ିଶା ମଧ୍ୟରେ ସୀମାନ୍ତକୁ ନେଇ ବିବାଦ । ମିଳିଲା ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳର ପଥର ଚିହ୍ନ । ଉଭୟ ରାଜ୍ୟର ସୀମାନ୍ତ ଅଧିକାରୀଙ୍କ ମଧ୍ୟରେ ସୀମାନ୍ତ ସମ୍ବାଇରେ ଚାଲିଛି ବୈଠକ ସହ ସୀମା ନିର୍ଦ୍ଧାରଣ ପ୍ରକ୍ରୀୟା । ସୀମା ନିର୍ଦ୍ଧାରଣକୁ ନେଇ ସୀମାନ୍ତ ବାସୀଙ୍କ ମନରେ ବଡ଼ିଲା ଆଶା । କୋରାପୁଟ ଜିଲ୍ଳାର ପଟାଙ୍ଗୀ ବ୍ଳକରContinue reading “ଓଡିଶା ଆନ୍ଧ୍ର ସୀମା ବିବାଦର ହୋଇପାରେ ସମାଧାନ । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୀମା ଚିହ୍ନଟ ନେଇ ବୈଠକ ଜାରି ।”
ପୁଣି ବଢିଲା ଅର୍ଣ୍ଣବଙ୍କ ପାଇଁ ଅଡୁଆ । ରିପବ୍ଲିକ ଭାରତ ଟିଭି ଉପରେ ବ୍ରିଟେନ୍ ଲଗାଇଲା ୨୦ ଲକ୍ଷ ଟଙ୍କାର ଜରିମାନା । କହିଲା ଅର୍ଣ୍ଣବ ବିତର୍କ ମାଧ୍ୟମରେ ସୃଷ୍ଟି କରୁଛନ୍ତି ଘୃଣା
କନକ ବ୍ୟୁରୋ : କଙ୍ଗନା ମାମଲା, ଟଆରପି ସ୍କାମ ଭଳି ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା ରିପବ୍ଲିକ ଭାରତ ଟିଭିର ମୁ୍ଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଏବେ ଅଡୁଆ ବଢିବାରେ ଲାଗିଛି । ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ୨୦ ହଜାର ପାଉଣ୍ଡ ଅର୍ଥାତ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଯୋଗ ରହିଚି କି ଅର୍ଣ୍ଣବ ଚ୍ୟାନେଲରେ ବିିତର୍କ କରୁଥିବା ବେଳେ ହେଟ୍ ସ୍ପିଚ୍ ନିୟମContinue reading “ପୁଣି ବଢିଲା ଅର୍ଣ୍ଣବଙ୍କ ପାଇଁ ଅଡୁଆ । ରିପବ୍ଲିକ ଭାରତ ଟିଭି ଉପରେ ବ୍ରିଟେନ୍ ଲଗାଇଲା ୨୦ ଲକ୍ଷ ଟଙ୍କାର ଜରିମାନା । କହିଲା ଅର୍ଣ୍ଣବ ବିତର୍କ ମାଧ୍ୟମରେ ସୃଷ୍ଟି କରୁଛନ୍ତି ଘୃଣା”
ବ୍ରହ୍ମପୁରରେ କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ଗତକାଲି ଠାରୁ ଚାଲିଥିଲା ଚଢାଉ । ଏପଟେ ଭିଜିଲାନ୍ସ ହାତରେ ବନ୍ଧା ହେଲେ ଭୁବନେଶ୍ୱର ପୂର୍ତ ବିଭାଗ କୋଟିପତି କିରାଣି ଅସିତ ନାୟକ ।
କନକ ବ୍ୟୁରୋ : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁରରେ ଅଙ୍ଗନବାର୍ଡ଼ି କର୍ମୀ ଗିରଫ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଗତକାଲି ଠାରୁ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ତ । ବହ୍ମପୁର ୯ ନମ୍ବର ୱାର୍ଡ଼ର ଅଙ୍ଗନବାର୍ଡ଼ି କର୍ମୀ ନମିତା ଦଳେଇଙ୍କ ବାସଭବନ ସମେତ ୬ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ । ବହ୍ମପୁର ଲକ୍ଷ୍ମୀ ନୃସିଂହ ନଗରରେ ଥିବା ୨ ଟି ଘର, ଗଣେଶ ନଗରରେContinue reading “ବ୍ରହ୍ମପୁରରେ କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ଗତକାଲି ଠାରୁ ଚାଲିଥିଲା ଚଢାଉ । ଏପଟେ ଭିଜିଲାନ୍ସ ହାତରେ ବନ୍ଧା ହେଲେ ଭୁବନେଶ୍ୱର ପୂର୍ତ ବିଭାଗ କୋଟିପତି କିରାଣି ଅସିତ ନାୟକ ।”
ପୁଣି ଫେରିଲା କଫ୍ୟୁ । ମହାରାଷ୍ଟ୍ର ପରେ ପୁଣି କର୍ନାଟକ ସରକାର ଜାରିକଲେ ରାତ୍ରକାଳୀନ କଫ୍ୟୁ । ଅନ୍ୟ କିଛି ରାଜ୍ୟ କଫ୍ୟୁ ଜାରି କରିବାକୁ ସଜ ବାଜ ।
କନକ ବ୍ୟୁରୋ : ଦେଶର କେତକ ରାଜ୍ୟରେ ପୁଣି କରୋନାର ଲହର ଦେଖିବାକୁ ମିଳିଛି । ଦିଲ୍ଲୀ ପରେ ମହାରାଷ୍ଟ୍ର, କେରଳ ଓ କର୍ନାଟକରେ କରୋନା ପୁଣି କାୟା ବିସ୍ତାର କରିବାକୁ ଲାଗିଲାଣି । କରୋନାକୁ ନେଇ ଲୋକଙ୍କ ମନରେ ପୂୁଣି ଭୟ ସଂଚାର ହୋଇଥିବା ବେଳେ ସରକାର ଏହାକୁ ଦମନ କରିବାକୁ ପୂର୍ବ ପ୍ରକ୍ରିୟା ଆପଣାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କିଛିଦିନ ହେବ ରାତ୍ରକାଳୀନ କଫ୍ୟୁ ଜାରି କରିଛନ୍ତିContinue reading “ପୁଣି ଫେରିଲା କଫ୍ୟୁ । ମହାରାଷ୍ଟ୍ର ପରେ ପୁଣି କର୍ନାଟକ ସରକାର ଜାରିକଲେ ରାତ୍ରକାଳୀନ କଫ୍ୟୁ । ଅନ୍ୟ କିଛି ରାଜ୍ୟ କଫ୍ୟୁ ଜାରି କରିବାକୁ ସଜ ବାଜ ।”
‘ପରୀ’ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା : କହିଲେ,ଭଗବାନ ପାଖେ ପ୍ରାର୍ଥନା ପରୀ ନ୍ୟାୟ ପାଉ,ଆଉ ସତ୍ୟ ଉନ୍ମୋଚନ ହେଉ
କନକ ବ୍ୟୁରୋ : ପରୀ ହତ୍ୟା ମମାଲାରେ ଦୀର୍ଘଦିନର ବ୍ୟବଧାନ ପରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ । କହିଲେ,ଭଗବାନ ପାଖେ ପ୍ରାର୍ଥନା ପରୀ ନ୍ୟାୟ ପାଉ,ଆଉ ସତ୍ୟ ଉନ୍ମୋଚନ ହେଉ । ସୂଚନାଯୋଗ୍ୟ ଯେ, ନୟାଗଡ଼ ଯଦୁପୁର ଗାଁର ପରୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍ଆଇଟି । ଅଭିଯୁକ୍ତର ନାମ ସରୋଜ ସେଠୀ । ସେହି ପରୀକୁ ହତ୍ୟା କରିଛି ବୋଲି ଗତକାଲି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍ମିଟContinue reading “‘ପରୀ’ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା : କହିଲେ,ଭଗବାନ ପାଖେ ପ୍ରାର୍ଥନା ପରୀ ନ୍ୟାୟ ପାଉ,ଆଉ ସତ୍ୟ ଉନ୍ମୋଚନ ହେଉ”
ଖୋଲିଲା ଶ୍ରୀମନ୍ଦିର : ଜାରି ହେଲା ନୂଆ ଏସଓପି; ମନ୍ଦିର ଭିତରେ ଦୀପ ଜାଳିବା ମନା
କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି । ପୁର୍ବ; ଘୋଷଣା ସହ ଆଉ କିଛି ଯୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ସଂପୂର୍ଣ୍ଣ ନିଷେଧ । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା । ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ । ମନ୍ଦିର ଭିତରେ ଓContinue reading “ଖୋଲିଲା ଶ୍ରୀମନ୍ଦିର : ଜାରି ହେଲା ନୂଆ ଏସଓପି; ମନ୍ଦିର ଭିତରେ ଦୀପ ଜାଳିବା ମନା”