କନକ ବ୍ୟୁରୋ : ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ । ଓଡିଆ ଜାତି ଏକ ମହାନ ଜାତି । ଓଡିଶା ପ୍ରତି ମହାନ ସମ୍ରାଟଙ୍କ ଅବଦାନ ଚିରସ୍ମରଣୀୟ । ୩ଟି କଥାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ବିଜେଡି ସୁପ୍ରିମୋ । ପରିବାରର ବାପା, ମଆଙ୍କ ପ୍ରତି ଦାୟିତ୍ୱକୁ ଭୁଲିବାନି । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ଓ ସମାଜର ବିକାଶ ପାଇଁ କାମ କରିବାକୁ ନବୀନContinue reading “ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋଙ୍କ ଉଦବୋଧନ : କହିଲେ ୩ଟି କଥାକୁ ଦିଅ ଗୁରୁତ୍ୱ; ପରିବାରର ବାପା, ମାଆଙ୍କ ପ୍ରତି ଦାୟିତ୍ୱକୁ ନଭୁଲିବାକୁ ଦେଲେ ପରାମର୍ଶ”
Author Archives: Raghaba
କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ବଜ୍ରକାପ୍ତା ଚାଲାଣ କରୁଥିବା ଅଭିଯୋଗରେ ଜଣେ ଗିରଫ
କନକ ବ୍ୟୁରୋ : କଟକ ବିରିବାଟିଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବଜ୍ରକାପ୍ତା ଜବତ କରିବା ସହ ଜଣଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ୍ର ଏସ୍ଟିଏଫ୍ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଏସ୍ଟିଏଫ୍ ଟିମ୍ କଟକ କନ୍ଦରପୁରର ବିରିବାଟି କେନାଲ୍ ରୋଡ୍ରେ ଚଢ଼ାଉ କରି ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଗିରଫContinue reading “କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ବଜ୍ରକାପ୍ତା ଚାଲାଣ କରୁଥିବା ଅଭିଯୋଗରେ ଜଣେ ଗିରଫ”
ଅପାରଗତା ଢାଙ୍କିବାକୁ କ୍ଷତି ଦର୍ଶାଉଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ । ପଡି ରହିଛି ୯ ହଜାର କୋଟିରୁ ଅଧିକ ଟଙ୍କା । ପୁଣି ବିଲ୍ ବୃଦ୍ଧି କରିବାକୁ ଗ୍ରୀଡକୋ ପାଖରେ ଆବେଦନ
କନକ ବ୍ୟୁରୋ : ବିଦ୍ୟୁତ ବିଭାଗର ଘରୋଇକରଣ ପରେ ସାଧାରଣ ଲୋକମାନେ ଧିରେ ଧିରେ ବିଜୁଳି ଚୋରୀରୁ ନିବୃତ୍ତ ହେଉଛନ୍ତି । ହେଲେ ଗ୍ରିଡକୋ ନିଯୁକ୍ତ କରିଥିବା ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ମାନେ ହଜାର ହଜାର କୋଟି ଟଙ୍କା ବକେୟା ଗ୍ରିଡକୋକୁ ଦେଉ ନାହାନ୍ତି । ଏହି ବକେୟାର ପରିମାଣ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ୬୦୧୯ କୋଟି ଟଙ୍କା ଥିବା ବେଳେ ମାତ୍ର ୬ ମାସ ମଧ୍ୟରେ ଏହା ୮ ଶହ କୋଟି ଟଙ୍କା ବୃଦ୍ଧିContinue reading “ଅପାରଗତା ଢାଙ୍କିବାକୁ କ୍ଷତି ଦର୍ଶାଉଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ । ପଡି ରହିଛି ୯ ହଜାର କୋଟିରୁ ଅଧିକ ଟଙ୍କା । ପୁଣି ବିଲ୍ ବୃଦ୍ଧି କରିବାକୁ ଗ୍ରୀଡକୋ ପାଖରେ ଆବେଦନ”
ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜଦେଙ୍କ ନାଁରେ ନାମିତ ହେଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନକ ବ୍ୟୁରୋ : ବଦଳିଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମ । ନର୍ଥ ୟୁନିଭରସିଟିର ନୂଆ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଂଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜଦେଙ୍କ ନାଁରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ନାମିତ କରାଯାଇଛି । ନୂଆ ନାଁ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ବିଶ୍ୱ ବିଦ୍ୟାଳୟ ଲାଇବ୍ରେରୀର ଉନ୍ନତିକରଣ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ । ତେବେ ଓଡିଶାର ବିକାଶରେ ମୟୂରଭଂଜContinue reading “ମହାରାଜା ଶ୍ରୀ ରାମଚନ୍ଦ୍ର ଭଂଜଦେଙ୍କ ନାଁରେ ନାମିତ ହେଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”
ଆଜିଠୁ ଖୋଲିଲା ଶ୍ରୀକ୍ଷେତ୍ରର ସବୁ ମନ୍ଦିର । କୋଭିଡ୍ କଟକଣା ମାନି ଭକ୍ତ କରୁଛନ୍ତି ବାବା ଅଲାରନାଥଙ୍କ ଦର୍ଶନ
କନକ ବ୍ୟୁରୋ: ଆଜି ଠାରୁ ଶ୍ରୀଅଲାରନାଥ ଓ ବାଲିହରଚଣ୍ଡୀ ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲିବ । ଏନେଇ ବ୍ରହ୍ମଗିରି ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିିତ ହୋଇଥିଲା । ବୈଠକରେ ପୁଲିସ୍ ଅଧିକାରୀଙ୍କ ସମେତ ସେବାୟତ ନିଯୋଗ କର୍ମକର୍ତା ଯୋଗଦେଇଥିଲେ । କୋଭିଡ ନିୟମ ସହ କିପରି ଭକ୍ତ ଶୃଂଖଳିତ ଦର୍ଶନ କରିପାରିବେ ଏନେଇ ପୁଂଖାନୁପୁଂଖ ଭାବେ ଆଲୋଚନା ହୋଇଥିଲା । ତେବେ ଡିସେମ୍ବର ୩୧ ତାରିଖ ଓ ନୂଆ ବର୍ଷ ଦିନ ଅଲାରନାଥ ମନ୍ଦିରContinue reading “ଆଜିଠୁ ଖୋଲିଲା ଶ୍ରୀକ୍ଷେତ୍ରର ସବୁ ମନ୍ଦିର । କୋଭିଡ୍ କଟକଣା ମାନି ଭକ୍ତ କରୁଛନ୍ତି ବାବା ଅଲାରନାଥଙ୍କ ଦର୍ଶନ”
ବିଜୁ ଛାତ୍ର ଜନତା କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବକୁ ନେଇ ଆଲୋଚନା: ଓଡିଶା ବିଶ୍ୱବିଦ୍ୟାଳୟ ସଂସୋଧନ ଆଇନ୍ ୨୦୨୦ ଏକ ଯୁଗାନ୍ତକାରୀ ପଦକ୍ଷେପ
କନକ ବ୍ୟୁରୋ : ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବସିଛି । ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃମଣ୍ଡଳୀ ଉପସ୍ଥିତ ରହିଛନ୍ତି । ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖାଯାଇଛି । ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦, ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହା ବିଶ୍ୱ ବିଦ୍ୟାଳୟ ସ୍ତରରେ ଶିକ୍ଷକ ଓ ଅଣଶିକ୍ଷକContinue reading “ବିଜୁ ଛାତ୍ର ଜନତା କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବକୁ ନେଇ ଆଲୋଚନା: ଓଡିଶା ବିଶ୍ୱବିଦ୍ୟାଳୟ ସଂସୋଧନ ଆଇନ୍ ୨୦୨୦ ଏକ ଯୁଗାନ୍ତକାରୀ ପଦକ୍ଷେପ”
କୃଷକ ଆନ୍ଦୋଳନ ଭିତରେ ଆଜି ପାଳିତ ହେଉଛି ଜାତୀୟ କୃଷକ ଦିବସ । କୃଷକ ନେତା ରାକେଶ ଟିକାୟତଙ୍କ ବୟାନ । ଅନ୍ନଦାତାଙ୍କୁ ଆଇନର ଛାଟ ଦେଖାଇବା ପୂର୍ବରୁ ସରକାର ଥରେ ଚୌଧୁରୀ ଚରଣ ସିଂ ଙ୍କୁ ମନେପକାନ୍ତୁ ।
କନକ ବ୍ୟୁରୋ : ଆଜି ସାରା ଦେଶରେ ପାଳନ କରାଯାଉଛି ଜାତୀୟ କୃଷକ ଦିବସ । ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ତଥା ଜଣାଶୁଣା କୃଷକ ନେତା ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଜୟନ୍ତି । ଏହି ଅବସରରେ ପ୍ରତିବର୍ଷ ଡିସେମ୍ବର ୨୩ କୁ ସାରା ଦେଶ ଜାତୀୟ କୃଷକ ଦିବସ ରୂପେ ପାଳନ କରିଥାଏ । ପ୍ରଧାନମନ୍ତ୍ରୀ ଚରଣ ସିଂ ନିଜ କାର୍ଯ୍ୟକାଳରେ ଦେଶର କୃଷକ ମାନଙ୍କର ରୋଜଗାର ବୃଦ୍ଧି, କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର,Continue reading “କୃଷକ ଆନ୍ଦୋଳନ ଭିତରେ ଆଜି ପାଳିତ ହେଉଛି ଜାତୀୟ କୃଷକ ଦିବସ । କୃଷକ ନେତା ରାକେଶ ଟିକାୟତଙ୍କ ବୟାନ । ଅନ୍ନଦାତାଙ୍କୁ ଆଇନର ଛାଟ ଦେଖାଇବା ପୂର୍ବରୁ ସରକାର ଥରେ ଚୌଧୁରୀ ଚରଣ ସିଂ ଙ୍କୁ ମନେପକାନ୍ତୁ ।”
ଯଦୁପୁରରେ ଏସଆଇଟି ମୁଖ୍ୟ: ପରୀ ମାମଲାରେ ଗତକାଲି ପୋଖରୀରୁ ଲେଗିଂନ୍ସ ମିଳିବା ପରେ ଆଜି ଘଟଣାସ୍ଥଳରେ ପହଂଚିଛନ୍ତି ଅରୁଣ ବୋଥ୍ରା
କନକ ବ୍ୟୁରୋ: ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବୋଥ୍ରା । ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଓଡ୍ରାଫ ଟିମ ଯାଂଚ କରୁଛନ୍ତି । ସ୍କୁବା ଡାଇଭର ସାହାର୍ଯ୍ୟରେ ଖୋଜା ଚାଲିଛି । ଗତକାଲି ପୋଖରୀରୁ ଜଳ ନିଷ୍କାସନ ପରେ ଏକ ଲେଗିଂନ୍ସ ପ୍ୟାଂଟ ମିଳିଥିଲା । ତେବେ ତାହା ପରୀର କି ନୁହେଁ ତାହା ଜାଣିବା ପାଇଁ ପରୀକ୍ଷାଗାରକୁContinue reading “ଯଦୁପୁରରେ ଏସଆଇଟି ମୁଖ୍ୟ: ପରୀ ମାମଲାରେ ଗତକାଲି ପୋଖରୀରୁ ଲେଗିଂନ୍ସ ମିଳିବା ପରେ ଆଜି ଘଟଣାସ୍ଥଳରେ ପହଂଚିଛନ୍ତି ଅରୁଣ ବୋଥ୍ରା”
ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ ଏସଓପି । ଲକ୍ଷଣ ଥିବା ୫୫ବର୍ଷରୁ ଅଧିକ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ
କନକ ବ୍ୟୁରୋ: କରୋନା ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସତର୍କତା । ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଏସଓପି ଜାରି କରାଯାଇଛି । ବିଦେଶ ଫେରନ୍ତାଙ୍କ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି । ବର୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନContinue reading “ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ ଏସଓପି । ଲକ୍ଷଣ ଥିବା ୫୫ବର୍ଷରୁ ଅଧିକ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ”
ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ରେଡ
କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ସଂଧ୍ୟାରାଣୀଙ୍କ ପୈତୃକ ଘର, ସମତେ ହାତୀଶାଳରେ ଥିବା ୪ ମହଲା କୋଠା, ଅଟା ମିଲ, ଅଙ୍ଗନୱାଡି କେନ୍ଦ୍ର ଓ ଡେଲାଙ୍ଗ ହାଟ ସାହିରେ ଥିବା ଶଶୁର ଘରେ ମଧ୍ୟ ରେଡ ହୋଇଛି । ବର୍ତମାନ ଏହି ରେଡ ଜାରି ରହିଛି । ଭିଜିଲାନ୍ସ ସଂଧ୍ୟାରାଣୀଙ୍କContinue reading “ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ରେଡ”